• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

boat 1
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ଡଙ୍ଗା ବୁଡ଼ି ୧୧ ମୃତ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଏକ ଅଘଟଣ ଘଟିଛି। ମୂର୍ତ୍ତି ବିସର୍ଜନ ବେଳେ ଖଟ୍‌ଲାପୁରା ଘାଟରେ ଭାରସାମ୍ୟ ହରାଇ ଡଙ୍ଗା ବୁଡ଼ି ଯିବା ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାରକାରୀ ଦଳ ୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି। ଏବେବି କିଛି ଲୋକ ନିଖୋଜ ଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର […]

Representational image
ସ୍ୱାମୀଙ୍କ ସହ ଫୋନ୍‌ରେ କଥା ହେଉ ହେଉ ସାପ ଉପରେ ବସିଗଲେ ମହିଳା, ଆଉ ତା’ ପରେ...

ଗୋରଖପୁର: ଫୋନ୍‌ରେ କଥା ହେବାବେଳେ ଅନେକ ସମୟରେ ଆମେ ଅନ୍ୟମନସ୍କ ହୋଇଯାଉ। ଏଥିପାଇଁ ବେଳେବେଳେ ଅଘଟଣର ସାମ୍ନା ମଧ୍ୟ କରିବାକୁ ପଡ଼ିଥାଏ। ଏଠି ଆମେ ଆପଣଙ୍କୁ ଏଭଳି ଏକ ଅଘଟଣ ବିଷୟରେ କହିବୁ ଯାହା ଜାଣିଲେ ଆପଣ ଖାଲି ଆଶ୍ଚର୍ଯ୍ୟ ହେବେନାହିଁ ବରଂ ଫୋନ୍‌ରେ କଥା ହେବାବେଳେ ସବୁବେଳେ ମନସ୍କ ରହିବେ। ଏପରି ଅଘଟଣ ଘଟିଛି ଗୋରଖପୁରର ଜଣେ ମହିଳାଙ୍କ ସହ। ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ଫୋନ୍‌ରେ କଥା ହେଉହେଉ କେତେବେଳେ ସେ ସାପ […]

india
ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅଞ୍ଚଳ ସୀମାରେ ଚୀନ ସେନା ଓ ଭାରତୀୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଅନେକ ସମୟ ଧରି ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପାଙ୍ଗଙ୍ଗ୍‌ ହ୍ରଦର ୧୩୪ କିଲୋମିଟର ଉତ୍ତରରେ ଏହି ଘଟଣା ଘଟିଥିଲା। ତେବେ ଆଲୋଚନା ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି। ପାଙ୍ଗଙ୍ଗ୍‌ ହ୍ରଦ ଚୀନରେ ଦୁଇ ତୃତୀୟାଂଶ ରହି ଥିବାବେଳେ ଭାରତରେ ଗୋଟିଏ ଭାଗ ରହିଛି। ତିବ୍ବତଠାରୁ ଲଦାଖ ପର୍ଯ୍ୟନ୍ତ ଏହି ହ୍ରଦ ଲମ୍ବିଛି। […]

nitin
‘ନୂଆ ଟ୍ରାଫିକ୍‌ ନିୟମ ରାଜସ୍ୱ ସଂଗ୍ରହ ପାଇଁ ନୁହଁ ବରଂ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ’

ନୂଆଦିଲ୍ଲୀ: ନୂଆ ମୋଟରଯାନ ସଂଶୋଧିତ ଆଇନ୍‌ ରାଜସ୍ୱ ସଂଗ୍ରହ ପାଇଁ ନୁହଁ ବରଂ ଲୋକଙ୍କ ଜୀବନ ବଞ୍ଚାଇବାକୁ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ଦେଶରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣାରେ ହେଉଛି ବୋଲି ସେ କହିଛନ୍ତି। ତେବେ ନୂଆ ଟ୍ରାଫିକ ଆଇନ୍‌କୁ ନେଇ ଯେଉଁ ରାଜ୍ୟ ଏଥିରେ ପରିବର୍ତ୍ତନ କରିବ, ଏହାର ପରିଣାମ ଲାଗି ସେ ରାଜ୍ୟ ହିଁ ଦାୟୀ ରହିବ। ରାଜ୍ୟମାନଙ୍କ ପାଇଁ ଲୋକଙ୍କ ଜୀବନ ଅପେକ୍ଷା କ’ଣ ଜରିମାନା […]