• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Look Back 2020

Politics
ଜାତୀୟ ସ୍ତରରେ ୨୦ ମସିହାରେ କେଉଁ ନେତା ଥିଲେ ଚର୍ଚ୍ଚାରେ?

ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ। କରୋନା ମହାମାରୀର ପରିଚାଳନା କେତେ ସୁନ୍ଦର ଭାବରେ ମୋଦି କରିଥିଲେ ତାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବେଶ ଚର୍ଚ୍ଚା ବି ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ନିଜ କେଶ କିମ୍ବା ଦାଢି କାଟିନାହାନ୍ତି। ଯାହାକୁ ନେଇ ବେଶ ଚର୍ଚ୍ଚା ହୁଏ।

2020 Politics
୨୦୨୦ରେ ରାଜ୍ୟରେ କେଉଁ ନେତା ଥିଲେ ଚର୍ଚ୍ଚାରେ?

୨୦୨୦ ମସିହାରେ ରାଜ୍ୟଠୁ ଦେଶର ରାଜନୀତି ବେଶ ଚର୍ଚ୍ଚିତ ଓ ଘଟଣାବହୁଳ ଥିଲା। କରୋନା ମହାମାରୀ ବି ରାଜନୀତିରେ ପୂର୍ଣ୍ଣଚ୍ଛେଦ ଟାଣି ପାରିନଥିଲା। ତେବେ କେଉଁ ନେତା ନିଜ କାମ ଲାଗି ଚର୍ଚ୍ଚାରେ ରହିଥିଲେ ତ ଆଉ କେଉଁ ନେତା ନିଜ ବିବାଦୀୟ ମନ୍ତବ୍ୟ ଓ ବିବାଦୀୟ କାମ ଲାଗି ଚର୍ଚ୍ଚାରେ ଥିଲେ। ତେବେ ନଜର ପକାନ୍ତୁ କିଛି ଚର୍ଚ୍ଚିତ ନେତାଙ୍କ ଉପରେ…

media-2020
ସାମ୍ବାଦିକ ଓ ସାମ୍ବାଦିକତା ପାଇଁ  ବର୍ଷ-୨୦୨୦

ଭୁବନେଶ୍ୱର(ସାରଦା ଲାହାଙ୍ଗୀର): ଦେଖୁ ଦେଖୁ  ବିତିଗଲା ଅଭିଶପ୍ତ ବର୍ଷ ୨୦୨୦। ବର୍ଷ ତମାମ କୋରୋନାର କରାଳ ଛାୟା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି। ଶିକ୍ଷା ,ସ୍ୱାସ୍ଥ୍ୟ ଓ ବ୍ୟବସାୟଠାରୁ ଆରମ୍ଭ କରି ଜୀବନ ଜୀବିକା ଉପରେ ପଡିଛି ଏହାର ଗଭୀର ପ୍ରଭାବ ।ଲୋକଙ୍କ ପାଇଁ ଆଣିଦେଇଛି ଦୁଃଖ ଓ ଯନ୍ତ୍ରଣା । ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ସାଧାରଣ ବ୍ୟବସାୟୀ ଏବଂ ଚାକିରିଆ ଠାରୁ ଆରମ୍ଭ କରି ଦିନ ମଜୁରିଆ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ପଡିଛି ଏଇ […]

moon
ବିଜ୍ଞାନର ଜୟଯାତ୍ରା ପାଇଁ ମନେ ରହିବ ୨୦୨୦

ଭୁବନେଶ୍ୱର: ଦୁଃଖର ବର୍ଷ ୨୦୨୦। ଆଉ ମାତ୍ର କେଇ ଦିନ ପରେ ଧରାପୃଷ୍ଠରୁ ନେବ ବିଦାୟ । ପୃଥିବୀବାସୀ ୨୦୨୦କୁ ସବୁଦିନ ପାଇଁ ମନେ ରଖିବେ। ଯଦିଓ ଖୁସିରେ ନୁହେଁ, ସେ ଦେଇଥିବା ଦୁଃଖ ପାଇଁ ସବୁବେଳେ ମନେ ପଡୁଥିବ ଏହି ବର୍ଷ। କୋଭିଡ ମହାମାରୀଠାରୁ ଆରମ୍ଭ କରି ଅନେକ ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ  ୨୦୨୦ ବକ୍ଷକୁ ବିଦୀର୍ଣ୍ଣ କରିଛି । ତେବେ ଏସବୁ ଦୁଃଖ ଭିତରେ କିଛିଟା ଆତ୍ମସନ୍ତୋଷ ବି ଉପଲବ୍ଧ ହୋଇଛି […]

luck-down-kbr
ଲକ୍‌ଡାଉନରେ ପୁଣି ଲୋକପ୍ରିୟ ହୋଇଥିଲା ୯୦ ଦଶକର ଏଇ ଧାରାବାହିକ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଶେଷ ହେବ ୨୦୨୦। ପଛକୁ ଚାହିଁଲେ ଦିଶିଯାଏ ଏକ ଝାପ୍‌ସା ମୁହଁ, ଯେଉଁ ମୁହଁରେ ଆକର୍ଷଣ ନାହିଁ, ଆଶ୍ୱାସନା ନାହିଁ । ବରଂ ରହିଛି ହୃଦୟ ଥରେଇ ଦେବା ବଳି ଅନୁଭୂତି। ତଥାପି ଏହି ବର୍ଷକୁ ମନେ ରଖିବା ପରି ଅନେକ କିଛି ରହିଛି। ଏହି ବର୍ଷ ଆମକୁ ମନେ ପକେଇ ଦେଇଛି ୯୦ ଦଶକର ସ୍ମୃତିକୁ। କରୋନା ପାଣ୍ଡାମିକ୍‌ ସମୟରେ ସମସ୍ତେ ଘରେ ରହିଲେ ଗୃହବନ୍ଦୀ ହୋଇ। ତା […]