• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

earthquake-8 (1)
ସକାଳୁ ସକାଳୁ ଭୂକମ୍ପରେ ଦୋହଲିଲା ଏହି ୨ ସହର

ରାଜକୋଟ/ଗୌହାଟି: ମହାମାରୀ କରୋନା ସଙ୍କଟ ସମୟରେ ପ୍ରତିଦିନ ଦେଶର କୌଣସି ନା କୌଣସି ସ୍ଥାନରେ ଭୂକମ୍ପର ଝଟ୍‌କା ଅନୁଭୂତ ହେଉଛି। ବିଶେଷ କରି ନୂଆଦିଲ୍ଲୀରେ ଚଳିତ ବର୍ଷ ଅଧିକ ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ନଜର ଆସିଛି। ଆଜି ସକାଳେ ଗୁଜରାଟର ରାଜକୋଟ ଓ ଆସାମର କରିମ୍‌ଙ୍ଗଜରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। National Centre for Seismologyର ସୂଚନା ଅନୁସାରେ, ଆଜି ସକାଳ  ୭ଟା ୪୦ମିନିଟ୍‌ରେ ରାଜକୋଟରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର […]

Sourav Ganguly
ସୌରଭ ଗାଙ୍ଗୁଲିଙ୍କ ଭାଇଙ୍କୁ କରୋନା

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ତଥା କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ୍‌(CAB)ର ଜଏଣ୍ଟ୍‌ ସେକ୍ରେଟାରୀ ସ୍ନେହାଶିଷ ଗାଙ୍ଗୁଲିଙ୍କୁ କରୋନା। ସେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ବୁଧବାର ଜଣାପଡ଼ିଥିଲା। ରିପୋର୍ଟ ପଜିଟିଭ୍‌ ଆସିବା ପରେ ପୂର୍ବତନ ବେଙ୍ଗଲ୍ first-class କ୍ରିକେଟର‌ ସ୍ନେହାଶିଷଙ୍କୁ କୋଲକାତା ସ୍ଥିତ Belle Vue ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସ୍ନେହାଶିଷ, କରୋନା ପଜିଟିଭ୍‌ ଚିହ୍ନଟ ପରେ ସୌରଭ ଗାଙ୍ଗୁଲି ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଛନ୍ତି। ସୂଚନାଥାଉ କି, ‘ଜୁନ୍‌ରେ ଗୁଜବ ଖବର […]

twitter
ବିଶ୍ୱର ବଡ଼ ବଡ଼ ନେତା, ଶିଳ୍ପପତିଙ୍କ ଟ୍ୱିଟର୍‌ ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ: ବିଶ୍ୱର ବଡ଼ ବଡ଼ ନେତା ଓ ଶିଳ୍ପପତିଙ୍କ ଟ୍ୱିଟର୍‌ ଆକାଉଣ୍ଟ ହ୍ୟାକ୍ ହୋଇଥିବା ସୂଚନା ମିଳିଛି।ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମେରିକାର ପୂର୍ବତନ ଉପ-ରାଷ୍ଟ୍ରପତି ଜୋଏ ବିଡେନ୍‌, ନ୍ୟୁୟର୍କ ସିଟିର ପୂର୍ବତନ ମେୟର ମାଇକ୍‌ ବ୍ଲୁମ୍‌ବର୍ଗ, ଇ-କମର୍ସ ସଂସ୍ଥା ଆମାଜନ୍ CEO ଜେଫ୍ ବେଜୋସ୍, ମାଇକ୍ରୋସଫ୍ଟ କୋ-ଫାଉଣ୍ଡର୍‌ ବିଲ୍‌ ଗେଟ୍ସ୍‌,  Tesla ସିଇଓ Elon Musk, ସେଲେବ୍ରିଟି Kanye West ଓ ତାଙ୍କ ପତ୍ନୀ କିମ୍‌ କର୍‌ଦାଶିଆନ୍‌ଙ୍କ ସମେତ ଆଉ କିଛି ପ୍ରମୁଖ ବ୍ୟକ୍ତିଙ୍କ […]

bjp leader
ବନ୍ଧୁଙ୍କୁ ଭେଟିବାକୁ ଯାଉଥିବା ବେଳେ ବିଜେପି ନେତାଙ୍କୁ କିଡ୍‌ନାପ୍‌

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ବିଜେପି ନେତା ମେହରାଜ୍-ଉଦ୍‌-ଦିନ୍ ମଲ୍ଲାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳୁ ତାଙ୍କର କୌଣସି ପତ୍ତା ମିଳୁନାହିଁ। ଏ ନେଇ ଅଭିଯୋଗ ପରେ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସୂଚନା ଅନୁସାରେ, ମେହରାଜ୍‌ ତାଙ୍କ ବନ୍ଧୁଙ୍କୁ ଭେଟିବା ପାଇଁ ସୋପୋର ଅଭିମୁଖେ ଯାଉଥିବାବେଳେ ବାରମୁଲ୍ଲା ଜିଲ୍ଲା ରାଫିଆବାଦର ମାରାଜିଗୁଣ୍ଡ ଅଞ୍ଚଳରେ ଦୁର୍ବୃତ୍ତମାନେ ଆସି ତାଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ। ଏହି ଅପହରଣ ପଛରେ […]

fire at himachal pradesh
ରାତି ଅଧରେ ଜଳିଗଲା ଘର, ବାପା-ମା’ ଓ ୨ ଶିଶୁ ଜୀବନ୍ତ ଦଗ୍ଧ

ଚମ୍ବା: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଏକ ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହା ବ୍ୟତୀତ ୧୦ ଗାଈ ମଧ୍ୟ ଜଳି ଯାଇଛନ୍ତି। ଏହି ଘଟଣା ଚମ୍ବା ଜିଲ୍ଲାର ସୁଇଲା ଗ୍ରାମରେ ଘଟିଛି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଟ୍ୱିଟ କରି ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ସୁଇଲା ଗାଁରେ ନିଆଁ ଲାଗି ଗୋଟିଏ ପରିବାରର ୪ ଜଣ ଜଳି ଯାଇଛନ୍ତି। ଗୃହପାଳିତ ପଶୁ […]

camera
ଯେତେବେଳେ ଫଟୋଗ୍ରାଫର ଶବର ଫଟୋ ଉଠାଉଥିଲେ, ହଠାତ୍‌ ଶବ ମୁହଁରୁ ବାହାରିଲା ଶବ୍ଦ, ତା’ପରେ...

ଏର୍ଣ୍ଣାକୁଲମ୍‌: ଏମିତି ଅନେକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷିତ ପରେ ମଧ୍ୟ ସେ ବଞ୍ଚିଥାନ୍ତି ବୋଲି ପରେ ଜଣାପଡ଼ିଥାଏ। ଆହୁରି ମଧ୍ୟ ଦେଖିବାକୁ ମିଳିଛି, ଶ୍ମଶାନରେ ଶବଦାହ ବେଳେ ଯାହାକୁ ଲୋକମାନେ ମୃତ ବୋଲି ଭାବିଥାନ୍ତି ପରେ ସେ ବଞ୍ଚିଛନ୍ତି ବୋଲି ଜଣାପଡ଼ିଥାଏ। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। କେରଳର ଏର୍ଣ୍ଣାକୁଲମ୍‌ ଜିଲ୍ଲା କାଲାମସ୍ସରୀ ଅଞ୍ଚଳରେ ଏହି ଘଟଣା ଘଟିଛି। ଏର୍ଣ୍ଣାକୁଲମ୍‌ରେ […]

CBSE class 10 result
ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

ନୂଆଦିଲ୍ଲୀ: CBSE ଦଶମ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନ www.cbse.nic.in ଓ cbseresults.nic.in ୱେବ୍‌ସାଇଟ୍‌କୁ ଯାଇ ରେଜଲ୍ଟ ଜାଣିପାରିବେ। ଡିଜି ଲକର୍‌ ମୋବାଇଲ ଆପ୍ ଜରିଆରେ ମଧ୍ୟ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ମୋଟ ପାସ୍ ହାର ୯୧.୪୬% ରହିଛି। ଗତବର୍ଷ ପାସ୍ ହାର  ୯୧.୧୦% ଥିଲା, ଏବର୍ଷ ୦.୩୬% ବୃଦ୍ଧି ପାଇଛି। ଭୁବନେଶ୍ୱର ରିଜିଅନରେ ପାସ୍ […]

Sachin Vaze
ବଢିଲା ସଚିନ ୱାଜେଙ୍କ ଅଡୁଆ: ନଦୀରେ ଫିଙ୍ଗି ଦେଇଥିବା ପ୍ରମାଣ ଉଦ୍ଧାର କଲା ଏନଆଇଏ

ମୁମ୍ବାଇ: ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ଉଦ୍ଧାର ଓ ବ୍ୟବସାୟୀ ମନସୁଖ ହିରନ ସନ୍ଦେହଜନକ ମୃତ୍ୟୁ ମାମଲାରେ ଗିରଫ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ଓ୍ୱାଜେଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କ ବିରୋଧରେ ଅଧିକରୁ ଅଧିକ ପ୍ରମାଣ ଏକାଠି କରୁଛି ଏନ୍ଆଇଏ।  ବାନ୍ଦ୍ରା ମିଠି ନଦୀରୁ ଲାପଟପ୍‌, ସିପିୟୁ, ପ୍ରିଣ୍ଟର, ହାର୍ଡ ଡିସ୍କ, ସିସିଟିଭି ଡିଜିଟାଲ୍ ଭିଡିଓ ରେକର୍ଡର୍ ଓ ସମାନ ରେଜିଷ୍ଟ୍ରେସନର ୨ଟି ନମ୍ବର ପ୍ଲେଟ୍ ମିଳିଛି। ସଚିନ ଓ୍ୱାଜେ ଓ […]

debendra-nath
ବିଜେପି ବିଧାୟକ ମୃତ୍ୟୁ ଘଟଣା: ହତ୍ୟା ମାମଲା ରୁଜୁ କଲା CID

କୋଲକାତା: ବରିଷ୍ଠ ବିଜେପି ନେତା ତଥା ବିଧାୟକ ଦେବେନ୍ଦ୍ର ନାଥ ରୟଙ୍କ ମୃତ୍ୟୁ ଘଟଣାରେ ପଶ୍ଚିମବଙ୍ଗ ସିଆଇଡି ହତ୍ୟା ମାମଲା ରୁଜୁ କରିଛି। ବିଧାୟକଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି। ବିଧାୟକଙ୍କ ପକେଟରୁ ମିଳିଥିବା ସୁଇସାଇଡ୍ ନୋଟ୍‌ରେ ଯେଉଁ ଦୁଇ ଜଣଙ୍କ ନାଁ ଲେଖାଥିଲା ସେମାନଙ୍କୁ ମଧ୍ୟ କ୍ରାଇବ୍ରାଞ୍ଚ ଜେରା କରିଥିବା ସୂଚନା ମିଳିଛି। ଗତ ୧୩ ତାରିଖରେ ପଶ୍ଚିମବଙ୍ଗ ଉତ୍ତର ଦିଞ୍ଜାପୁର ଜିଲ୍ଲା ହେମତାବାଦ […]

cbse
ଦଶମ , ଦ୍ୱାଦଶ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନାନ୍ତରଣ ପ୍ରମାଣପତ୍ର ପ୍ରଦାନ ପାଇଁ CBSE ନିୟମରେ ପରିବର୍ତ୍ତନ

ଭୁବନେଶ୍ୱର: X, XII ବୋର୍ଡ ପରୀକ୍ଷା ସମାପ୍ତ ହେବା ପରେ ଛାତ୍ରମାନଙ୍କୁ ସ୍ଥାନାନ୍ତରଣ ପ୍ରମାଣପତ୍ର ପ୍ରଦାନ ସମ୍ପର୍କରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛି । ସର୍ବଶେଷ ନିଷ୍ପତ୍ତି ଅନୁଯାୟୀ, ବୋର୍ଡ ବର୍ତ୍ତମାନ ଛାତ୍ରମାନଙ୍କୁ ଡିଜି ଲକରରେ ସ୍ଥାନାନ୍ତରଣ ପ୍ରମାଣପତ୍ରର ସିଫ୍ଟ କପି ଯୋଗାଇବା ପାଇଁ ଏକ ଭିତ୍ତିଭୂମି ପ୍ରସ୍ତୁତ କରିଛି। “ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ସ୍ଥାନାନ୍ତରଣ ପ୍ରମାଣପତ୍ରର ହାର୍ଡ କପି କେବଳ ସେହି ଛାତ୍ରମାନଙ୍କୁ ଦିଆଯିବ […]

sushant singh
ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଏକ୍ସ-ମ୍ୟାନେଜରଙ୍କ ପରେ ଏବେ ପଡ଼ିପାରେ ସଲମାନ୍‌ଙ୍କ ପାଳି

ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ମୁମ୍ବାଇ ପୋଲିସ୍‌ ଏବେ ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ପଚରାଉଚରା କରିପାରେ। ସଲମାନ୍‌ଙ୍କୁ ପଚରାଉଚରା କରିବା ପାଇଁ ପୋଲିସ୍‌ ପ୍ରସ୍ତୁତ ଚଳାଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ପୋଲିସ୍‌ ସଲମାନ୍‌ଙ୍କ ଏକ୍ସ-ମ୍ୟାନେଜର୍‌ ରେଶ୍ମା ଶେଟ୍ଟୀଙ୍କୁ ପଚରାଉଚରା କରିବା ସହ ତାଙ୍କ ବୟାନ ରେକର୍ଡ କରିଥିଲେ। କୁହାଯାଉଛି ଯେ, ସଲମାନ୍‌, ସୁଶାନ୍ତଙ୍କୁ ନେଇ ଏକ ଫିଲ୍ମ ପ୍ରସ୍ତୁତ କରିଥାନ୍ତେ। ହେଲେ ଏକ ବିବାଦ ପରେ ଫିଲ୍ମଟି ଅଚାନକ୍‌ […]

corona vaccine
ଛୋଟ ପିଲାଙ୍କ ପାଇଁ କରୋନା ଟିକା: ୧୨ ବର୍ଷ ପିଲାଙ୍କ ପାଖରେ ଆରମ୍ଭ ହେଲା ପରୀକ୍ଷଣ

ୱାଶିଂଟନ: ପିଲାଙ୍କ ପାଇଁ ପ୍ରସ୍ତୁତ ହେଉଛି କରୋନା ଟିକା।  ଭାକ୍ସିନ ନିର୍ମାତା କମ୍ପାନୀ ଫାଇଜର (Pfizer) ୧୨ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଖରେ କରୋନା ଭାକ୍ସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି। ଏ ନେଇ ଫାଇଜର ପକ୍ଷରୁ ସ୍ପଷ୍ଟ କରାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି, ‘ଆମର ସହଯୋଗୀ କମ୍ପାନୀ ବୟୋଏନଟେକ୍‌ ସହ ମିଶି ଆମେ ଫାଇଜର-ବାୟୋଏନଟେକ୍‌ କୋଭିଡ ଭାକ୍ସିନର ସୁରକ୍ଷା, ସହନଶୀଳତା ତଥା ଇମ୍ୟୁନୋଜେନେସିଟିର ମୂଲ୍ୟାୟନ କରିବା ପାଇଁ ପ୍ରଥମେ ସୁସ୍ଥ ପିଲାଙ୍କୁ ଏହି ଟିକା […]

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result