• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Capture
କୋଭିଡ୍‌ କେୟାର ସେଣ୍ଟର ଛାଡ଼ି ରାସ୍ତାରେ ବସିଲେ ୧୦୦ କରୋନା ରୋଗୀ

ଗୌହାଟି: ସାରା ଦେଶରେ ମହାମାରୀ କରୋନା ଦିନକୁ ଦିନ ଏହାର କାୟା ବିସ୍ତାର କରି ଚାଲିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ, କଟକଣା ଲାଗୁ କରିଛନ୍ତି। ହେଲେ ଲୋକମାନେ ଏହାକୁ ଠିକ୍‌ ଭାବେ ମାନୁ ନଥିବା ନେଇ ଅନେକ ଘଟଣା ନଜର ଆସିଛି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା। କୋଭିଡ୍‌ କେୟାର ସେଣ୍ଟରରୁ ପଳାଇ ଆସିପାଖାପାଖି ୧୦୦ ଜଣ କରୋନା ରୋଗୀ NH ଅବରୋଧ‌ କରିଥିଲେ। […]

odisha
ଟ୍ରକ୍‌ ଭିତରୁ ମିଳିଲା ହେଲ୍‌ପର୍‌ଙ୍କ ମୃତଦେହ

ପାରାଦୀପ: ଟ୍ରକ୍‌ ଭିତରୁ ମିଳିଲା ହେଲ୍‌ପର୍‌ଙ୍କ ରକ୍ତାକ୍ତ ମୃତଦେହ। ପାରାଦୀପ ବୃନ୍ଦାବନ କଲୋନୀ ମୁଣ୍ଡାପଡ଼ା ବସ୍ତି ନିକଟରେ ରଖାଯାଇଥିବା ଏକ ଟ୍ରକ୍ ଭିତରୁ ଜଣେ ହେଲ୍‌ପର୍‌ଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ମୃତ ହେଲ୍‌ପର୍‌ କେନ୍ଦ୍ରାପଡା ଜିଲ୍ଲାର ବାବୁଲି ସିଂ ବୋଲି ଜଣାପଡ଼ିଛି। ଖବରପାଇ ପାରାଦୀପ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଏହାସହ ଗାଡ଼ିର ଡ୍ରାଇଭରଙ୍କୁ ହେପାଜତକୁ ନେଇଛି ପୋଲିସ୍‌। ବାବୁଲିଙ୍କୁ ଟ୍ରକ୍‌ ଡ୍ରାଇଭର […]

lockdown
୧୪ ଦିନିଆ ଲକ୍‌ଡାଉନ୍: ଜାଣନ୍ତୁ କ’ଣ ଖୋଲା ରହିବ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଯଥା-ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମରେ ଆଜି ରାତି ୯ଟାରୁ ୧୪ ଦିନିଆ ଲକ୍‌ଡାଉନ୍ କଟକଣା‌ ଲାଗୁ ହେବ। ଆସନ୍ତୁ ଜାଣିବା ଏହି ଲକ୍‌ଡାଉନ୍‌ ବେଳେ କ’ଣ ସବୁ ଖୋଲା ରହିବ… ଲକ୍‌ଡାଉନ୍‌ ବେଳେ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବ। ସକାଳ ୬ରୁ ଦିନ ୧ଟା ଯାଏ କ୍ଷୀର, ପରିବା […]

tv
ଶିଶୁଟି କହିଲା TV ଅନ୍‌ କରନ୍ତୁ, ହେଲେ ତଣ୍ଟି ଚିପି ଦେଲେ ପଡ଼ୋଶୀ

ଚେନ୍ନାଇ: ସାମାନ୍ୟ କ୍ରୋଧର ବଶବର୍ତ୍ତୀ ହୋଇ ମଣିଷ ଅନେକ ଭୁଲ୍‌ କରିଥାଏ। ଏପରିକି ବର୍ବର କାଣ୍ଡ ମଧ୍ୟ ଘଟାଇବାକୁ ପଛାଏ ନାହିଁ। ତାମିଲନାଡୁ ତୁତୀକୋରିନ୍‌ରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। କ୍ରୋଧାନ୍ୱିତ ହୋଇ ଜଣେ ବ୍ୟକ୍ତି ୮ ବର୍ଷର କୁନି ପିଲାକୁ ହତ୍ୟା କରିଛନ୍ତି। ପିଲାଟିର‌ ଭୁଲ୍‌ ଖାଲି ଏତିକି ଥିଲା, ସେ କେବଳ ଟିଭି ଅନ୍‌ କରିବାକୁ କହିଥିଲେ। ସୂଚନା ଅନୁସାରେ, ତୁତୀକୋରିନ୍‌ ଜିଲ୍ଲାର ଏହି ୮ ବର୍ଷର କୁନି ପିଲାଟି ଅଧିକାଂଶ ସମୟ […]

car
ଏୟାରପୋର୍ଟ ବାହାରେ Luxury କାର୍‌, ନମ୍ବର ପ୍ଲେଟ୍‌ରେ ଲେଖା ହୋଇଛି...

କାନ୍‌ବେରା: ଏୟାରପୋର୍ଟ ବାହାରେ ପାର୍କିଂ ହୋଇଛି ଏକ luxury କାର୍‌। ଯିଏ ବି କେହି ସେଇ ବାଟ ଦେଇ ଯାଉଛନ୍ତି ସମସ୍ତଙ୍କ ନଜର ହଠାତ୍ ପଡ଼ୁଛି କାର୍‌ର ନମ୍ବର ପ୍ଲେଟ୍‌ ଉପରେ। ଆପଣମାନେ ଭାବୁଥିବେ କାର୍‌ର ନମ୍ବର ପ୍ଲେଟ୍‌ରେ ଏମିତି କ’ଣ ଲେଖା ହୋଇଛି ଯେ, ସମସ୍ତଙ୍କ ନଜର ହଠାତ୍‌ ସେଠିକି ପଳାଉଛି। କାର୍‌ର ନମ୍ବର ପ୍ଲେଟ୍‌ରେ ଲେଖା ହୋଇଛି “COVID19”। ଅଷ୍ଟ୍ରେଲିଆର ଏଡିଲେଡ୍‌ରେ ଏଭଳି କିଛି ଘଟଣା ଏବେ ନଜରକୁ ଆସିଛି। India Times ର […]

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result