ନୂଆଦିଲ୍ଲୀ : ଟୁଲକିଟ୍ ପ୍ରସଙ୍ଗରେ ଟୁଇଟରକୁ କେନ୍ଦ୍ର ସରକାରଙ୍କ ଚେତାବନୀ। ଯେତେବେଳେ ଟୁଲକିଟ୍କୁ ନେଇ ତଦନ୍ତ ଚାଲିଛି ସେତେବେଳେ ଏହି ଟୁଇଟର ଏହାକୁ ମାନିପୁଲେଟେଡ୍ ମିଡିଆ ଟାଗ୍ ଦେବା ଗ୍ରହଣୀୟ ନୁହେଁ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଟୁଇଟର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ। ଏହା କୌଣସି ତଦନ୍ତକାରୀ ସଂସ୍ଥା ନୁହେଁ। ତେଣୁ ତଦନ୍ତ ପ୍ରକ୍ରିୟାକୁ ବାଧାପ୍ରାପ୍ତ ନ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ସରକାର। […]
ଭୋପାଳ: ମାନବିକତା ଦେଖାଇଲେ ଆରପିଏଫ୍ କନେଷ୍ଟବଳ। ରେଲୱେ ଷ୍ଟେସନରେ ଦୌଡି ଦୌଡି ସେ ଜଣେ ମହିଳା ଯାତ୍ରୀଙ୍କୁ କ୍ଷୀର ଯୋଗାଇ ଦେଇଛନ୍ତି। ଉତ୍ତରପ୍ରଦେଶର ଗୋରଖପୁର ଯାଉଥିବା ଏକ ଟ୍ରେନ୍ ଭୋପାଳ ଷ୍ଟେସନରେ କିଛି ସମୟ ପାଇଁ ଅଟକି ଥିଲା। ଏହି ସମୟରେ ସାଫିଆ ହାସମି ନାମକ ଜଣେ ମହିଳା ଚାରିବର୍ଷର ଶିଶୁ ପାଇଁ କ୍ଷୀର ଯୋଗାଇ ଦେବାକୁ ଆରପିଏଫ୍ କନେଷ୍ଟବଳ ଇନ୍ଦର ସିଂ ଯାଦବଙ୍କୁ ଅନୁରୋଧ କରିଥିଲେ। ଇନ୍ଦର ସିଂ କ୍ଷୀର ସଂଗ୍ରହ କରି ଆଣିବା ବେଳକୁ […]
ନୂଆଦିଲ୍ଲୀ: ୨୫୫୦ ବିଦେଶୀଙ୍କୁ ଭାରତ ଆସିବାକୁ ବାରଣ। ଦିଲ୍ଲୀ ତବଲିଗି ଜମାତ ଯୋଗୁଁ କରୋନା ବ୍ୟାପିବା ଘଟଣାରେ ୨୫୫୦ ବିଦେଶୀ ନାଗରିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଭାରତ ସରକାର। ସମ୍ପୃକ୍ତ ବିଦେଶୀଙ୍କୁ ୧୦ ବର୍ଷ ପାଇଁ ଭାରତ ଆସିବାକୁ ବାରଣ କରାଯାଇଛି। ଏମାନେ ଭିସା ନିୟମକୁ ଉଲ୍ଲଘଂନ କରି ଭାରତରେ ରହିଥିଲେ। ଏପରିକି ଲକ୍ଡାଉନ୍ ସମୟରେ କଟକଣା ଭାଙ୍ଗିଥିଲେ। କରୋନା ବ୍ୟାପିବା ଘଟଣା ଓ ନିୟମ ଉଲ୍ଲଘଂନ ଘଟଣାରେ ୨୫୫୦ ବିଦେଶୀଙ୍କୁ ଗୃହ ମନ୍ତ୍ରାଳୟ କଳା […]
ନୂଆଦିଲ୍ଲୀ: ପ୍ରତିରକ୍ଷା ସଚିବ ଅଜୟ କୁମାର କରୋନା ପଜିଟିଭ୍ ଚିହ୍ନଟ। ଗତକାଲି ତାଙ୍କ ନମୁନା ପଜିଟିଭ୍ ଆସିଥିବା ସୂଚନା ମିଳିଛି। ୧୯୮୫ ବ୍ୟାଚ ଆଇଏଏସ୍ ଅଫିସର ଅଜୟ କୁମାର ଦେଶର କରୋନା ଲଢ଼େଇରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ସେପଟେ ପ୍ରତିରକ୍ଷା ସଚିବ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଇସିନା ହିଲ୍ କମ୍ପ୍ଳେକ୍ସର ସାଉଥ୍ ବ୍ଲକର କିଛି ଅଂଶ ସିଲ୍ କରାଯାଇଛି। ବର୍ତ୍ତମାନ ସେଠାରେ ସାନିଟାଇଜ ପ୍ରକ୍ରିୟା ଜାରି ରହିଛି। ସେପଟେ ପ୍ରତିରକ୍ଷା ମନ୍ତ୍ରାଳୟର ବହୁ […]
କରୋନା ମହାମାରୀ ଭିତରେ ଏବେ ଫଙ୍ଗଲ ସଂକ୍ରମଣ ବିପଦ ସୃଷ୍ଟି କରିବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ର ଅନେକ ଆକ୍ରାନ୍ତ ହେବା ପରେ କେନ୍ଦ୍ର ସରକାର ପ୍ରଭାବିତ ରାଜ୍ୟମାନଙ୍କୁ ଏହାକୁ ମହାମାରୀ ଘୋଷଣା କରିବାକୁ କହିଥିଲେ। ଏହି ସଂକ୍ରମଣର ବିପଦ ଟଳି ନ ଥିବା ବେଳେ ଏବେ ହ୍ୱାଇଟ୍ ଫଙ୍ଗସ୍ ଆତଙ୍କ ଖେଳେଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ନୂତନ ସଂକ୍ରମଣ ବ୍ଲାକ୍ ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ। କାରଣ ଏହା କେବଳ ଗୋଟିଏ ଅଙ୍ଗକୁ ନୁହେଁ, […]
ନୂଆଦିଲ୍ଲୀ: ବିଶ୍ୱ ପାଇଁ ବଡ଼ ବିପତ୍ତି ଆଣିଥିବା ମହାମାରୀ କରୋନା ମୁକାବିଲାକୁ ପ୍ରାଥମିକତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍। ପ୍ରଥମ ଥର ପାଇଁ କୌଣସି ବିଦେଶୀ ପ୍ରତିପକ୍ଷଙ୍କ ସହ ଅନଲାଇନ୍ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଉତ୍ତମ ସମନ୍ୱୟ, ସହଯୋଗ ରହିଲେ ଖୁବ୍ ଶୀଘ୍ର ଏହି ବୈଶ୍ୱିକ ବିପତ୍ତିରୁ ମୁକୁଳିପାରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭାରତ ସରକାର କରୋନା ସଙ୍କଟକୁ ଏକ ସୁଯୋଗ […]