• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

pathankot
ପଠାନ୍‌କୋଟ୍‌ରେ ସନ୍ଦିଗ୍ଧ ଆତଙ୍କବାଦୀ !

ଚଣ୍ଡୀଗଡ଼: ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଆତ୍ମଗୋପନ ନେଇ ସୂଚନା ମିଳିବା ପରେ ପଞ୍ଜାବ ସୀମାରେ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ପଠାନ୍‌କୋଟ୍‌ରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ପଠାନ୍‌କୋଟ୍‌ ITI ବିଲଡିଙ୍ଗରେ ସନ୍ଦିଗ୍ଧ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେଠାରେ ତନ ତନ କରି ଯାଞ୍ଚ କରାଯାଇଥିଲା। ୩ରୁ ୪ ଦିନ ତଳେ ଏଭଳି ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି। […]

NEET
ନିଟ୍‌ ପରୀକ୍ଷା ପାଇଁ ଏଣିକି ନୂଆ ଡ୍ରେସ୍‌ କୋଡ଼୍‌

ନୂଆଦିଲ୍ଲୀ: ନ୍ୟାସ୍‌ନାଲ ଏଲିଜିବିଲିଟି ଏଣ୍ଡ ଏଣ୍ଟ୍ରାନ୍ସ ଟେଷ୍ଟ ବା NEET-୨୦୧୮ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସ୍‌ଇର ନୂଆ ଡ୍ରେସ କୋଡ୍। ଡାକ୍ତରୀ ପାଠ ପଢ଼ିବା ପାଇଁ ଆସନ୍ତା ୬ ତାରିଖରେ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ତେବେ ଏହା ପୂର୍ବରୁ CBSE ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶନାମା।  ନିଟ୍ ପ୍ରବେଶିକା ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ହାଲୁକା ରଙ୍ଗର ହାଫ୍ ସ୍ଲିଭ୍ ପୋଷାକ ପିନ୍ଧି ଆସିବେ। ଛାତ୍ରଛାତ୍ରୀ ପିନ୍ଧିଥିବା ସାର୍ଟ, ପ୍ୟାଣ୍ଟ କିମ୍ବା ସାଲୱାରରେ […]

soyabean chatpata
ଘରେ ପ୍ରସ୍ତୁତ କରନ୍ତୁ ସୋୟାବଡ଼ି ଚଟ୍‌ପଟି

ଆବଶ୍ୟକୀୟ ସାମଗ୍ରୀ: ସୋୟାବିନ୍‌ ବଡ଼ି, ପିଆଜ, କାପ୍‌ସିକମ୍‌, ତେଲ, ଟମାଟୋ ପ୍ୟୁରି, ମଲ୍ଟିଭିନେଗାର, ସୋୟାସସ୍‌, କଞ୍ଚାଲଙ୍କା, ଚିନି ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ସୋୟାବଡ଼ିକୁ ଗରମ ପାଣିରେ ପାଞ୍ଚମିନିଟ୍‌ ପାଇଁ ଭିଜାଇ ରଖନ୍ତୁ। ପିଆଜକୁ କାଟି ତାହାର କୋଲା ଗୁଡ଼ିକୁ ଅଲଗା ଅଲଗା କରି ଦିଅନ୍ତୁ। କାପ୍‌ସିକମ୍‌ ଖଣ୍ଡ ଖଣ୍ଡ କାଟି ତା ଭିତରୁ ମଞ୍ଜି ସବୁ ବାହାର କରି ଦିଅନ୍ତୁ। ପ୍ରଥମେ କଡ଼େଇରେ ତେଲ ପକାଇ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ। ତେଲ ଗରମ ହୋଇ […]

Tej Pratap
ଐଶ୍ୱର୍ଯ୍ୟା ରାୟଙ୍କୁ ବାହା ହେବେ ଲାଲୁଙ୍କ ପୁଅ, ସରିଲା ନିର୍ବନ୍ଧ

ପାଟନା: ସବୁ ଅପେକ୍ଷାର ଅନ୍ତ ଘଟାଇ ଆଉ ମାତ୍ର କିଛିଦିନ ପରେ ଐଶ୍ୱର୍ଯ୍ୟା ରାୟଙ୍କ ହାତ ଧରିବେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ। ନିର୍ବନ୍ଧ ସରିଲାଣି। ଖାଲି ବିବାହକୁ ଅପେକ୍ଷା। ଅବଶ୍ୟ ଏମିତିରେ ବି ସେ ଐଶ୍ୱର୍ଯ୍ୟାଙ୍କର ହୋଇସାରିଲେଣି ବୋଲି ତେଜ୍‌ ପ୍ରତାପ କହିଛନ୍ତି। ଆସନ୍ତା ମେ ୧୨ରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଲାଲୁଙ୍କୁ ଜେଲ୍‌ରୁ ଛୁଟିରେ ଆଣିବା ପାଇଁ ଆବେଦନ ମଧ୍ୟ କରାଯାଇଛି। ଏହା ଜାଣିବା ପରେ ଅନେକ ପ୍ରଶ୍ନ ମନକୁ ଆସୁଥିବ। […]

pm modi
ଯେଉଁମାନେ ଭାରତକୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିବେ ଆମେ କେବେ ନୀରବ ରହିବୁନି: ମୋଦି

ଲଣ୍ଡନ: ଭାରତ କେବେ ହେଲେ କାହାର ଭୂଖଣ୍ଡ ଉପରେ ଦୃଷ୍ଟି ପକାଏ ନାହିଁ। ଆମେ ସବୁବେଳେ ଶାନ୍ତିରେ ବିଶ୍ୱାସ କରୁ, ମାତ୍ର ଯେଉଁମାନେ ଭାରତକୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିବେ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି ସେମାନଙ୍କୁ ଆମେ କେବେ ସହ୍ୟ କରିପାରିବୁ ନାହିଁ। ଏହାର କଡ଼ା ଜବାବ ଦେବୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଣ୍ଡନର ୱେଷ୍ଟମିନ୍‌ଷ୍ଟର ସେଣ୍ଟ୍ରାଲ୍ ହଲ୍‌ରେ ଭାରତ୍ କି ବାତ୍, ସବ୍‌କେ ସାଥ୍ କାର୍ଯ୍ୟକ୍ରମ ଜରିଆରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ […]

3d
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଥ୍ରୀ ଡି ଆର୍ଟ

Today my 3-D SandArt with message #KeepClean , #SwachhBharat at Puribeach in Odisha pic.twitter.com/6zd8jv3bsZ — Sudarsan Pattnaik (@sudarsansand) 18 April 2018

ipl
ବଦଳିଲା ଆଇପିଏଲ୍ ପ୍ଲେଅଫ୍ ଓ ଫାଇନାଲ୍ ମ୍ୟାଚ୍ ସମୟ

ମୁମ୍ବାଇ : ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ପ୍ଲେଅଫ୍ ଓ ଫାଇନାଲ୍ ସମୟ ଘୋଷଣା କରାଯାଇଛି। ଏହି ଚାରୋଟି ଯାକ ମୁକାବିଲା ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭.୩୦ ମିନିଟରେ ଆରମ୍ଭ ହେବ। ମେ’ ୭ ତାରିଖରେ କ୍ୱାଲିଫାୟର୍-୧ ଚେନ୍ନାଇରେ ଖେଳାଯିବ। ଏହା ପରେ ୮ରେ ଏଲିମିନେଟର୍ ଏବଂ ୧୦ରେ କ୍ୱାଲିଫାୟର୍-୨ ଅନୁଷ୍ଠିତ ହେବ। ଫାଇନାଲ୍ ମ୍ୟାଚ୍ ମେ’ ୧୨ ତାରିଖରେ ହାଇଦ୍ରାବାଦରେ ଆୟୋଜିତ ହେବ। ସେହିପରି ମହିଳା ଟି-୨୦ ଚ୍ୟାଲେଞ୍ଜ ମୁକାବିଲା ମେ’ ୬ରୁ ୧୧ […]