ନୂଆଦିଲ୍ଲୀ : ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ଆଜି ବିସିସିଆଇ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ନାଁ ଭାରତ ସରକାରଙ୍କୁ ସୁପାରିସ୍ କରିଛି। ଏହି ୩ ଖେଳାଳିଙ୍କ ବ୍ୟତୀତ ମହିଳା ଟିମ୍ର ସଦସ୍ୟ ପୁନମ ଯାଦବଙ୍କ ନାଁ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ବିସିସିଆଇ ପ୍ରଶାସନିକ କମିଟି(ସିଓଏ)ର ସଦସ୍ୟମାନେ ବୈଠକ କରି ଏଭଳି ନିଷ୍ପତ୍ତି ନେଇଛନ୍ତି। ୨୫ ବର୍ଷୀୟ […]
ନୂଆଦିଲ୍ଲୀ : ବିଗତ ୫ ବର୍ଷରେ ବିଜେପି ନେତୃତ୍ୱାଧିନ ସରକାର କେବଳ ପ୍ରତିଶ୍ରୁତି ଦେଇଛି। ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିନାହିଁ ମୋଦି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇ ଆଜି ଏଭଳି ସମାଲୋଚନା କରିଛନ୍ତି କଂଗ୍ରେସର ବହିର୍ଦେଶୀୟ ବିଭାଗ ମୁଖ୍ୟ ସାମ୍ ପିଟ୍ରୋଡ଼ା। ଶହେ ସ୍ମାର୍ଟ ସିଟି, ୧ କୋଟି ନିଯୁକ୍ତି, କଳାଧନ ଫେରାଇ ଆଣିବା, ଯେଉଁଥିରେ ସରକାର ପୂରାପୂରି ବିଫଳ ହୋଇଥିବା କହିଛନ୍ତି ପିଟ୍ରୋଡା। ଏହା ସହ ସରକାର […]