• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ଶୁଣାଣି ଆରମ୍ଭ
ଶୁଣାଣି ଆରମ୍ଭ

  • Saturday, 03 July 2021
assembly
ବିଧାନସଭାରେ ଉଠିଲା ହାଥରସ୍‌ ପ୍ରସଙ୍ଗ; କଂଗ୍ରେସର ନାରାବାଜି

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନରେ ଗୃହରେ ଉଠିଲା ଉତ୍ତରପ୍ରଦେଶ ହାଥରସ ପ୍ରସଙ୍ଗ ।କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମାଡ ମରାଯାଇଛି ଓ ଗିରଫ କରାଯାଇଛି। ଗଣତନ୍ତ୍ର କେଉଁ ସ୍ତରକୁ ଗଲାଣି ବୋଲି ପ୍ରଶ୍ନ କରି କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ବିଧାନସଭାରେ ସ୍ଲୋଗାନ ଦେଇଥିଲେ କଂଗ୍ରେସ ବିଧାୟକ । ଯୋଗୀ ମୋଦି ହାଏ ହାଏ…ବୋଲି ସ୍ଲୋଗାନ ଦେଇଥିଲେ । […]

  • Saturday, 03 July 2021
otv
‘କୋଭିଡ୍ ଦୁର୍ନୀତି ସମ୍ପର୍କିତ ଖବର ଦେଖାଉଥିବାରୁ ଓଟିଭିକୁ ଟାର୍ଗେଟ୍ କରୁଛନ୍ତି ନବୀନ ସରକାର’

ଭୁବନେଶ୍ୱର: କୋଭିଡ୍ ଦୁର୍ନୀତି ସମ୍ପର୍କିତ ଖବର ଦେଖାଉଥିବାରୁ ଓଟିଭିକୁ ଟାର୍ଗେଟ୍ କରୁଛନ୍ତି ନବୀନ ସରକାର। ଆଜି ଏକ ପ୍ରେସ୍ ରିଲିଜ୍ ଜରିଆରେ ଏହା କହିଛନ୍ତି ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା। ପ୍ରେସ୍ ରିଲିଜ୍‌ରେ ସେ ଦର୍ଶାଇଛନ୍ତି ଯେ, ନବୀନ ସରକାରଙ୍କ ସହ ଅନୁବନ୍ଧିତ କିଛି ଓଡ଼ିଆ ଟିଭି ଚ୍ୟାନେଲ୍ ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଦଳିତ ନିର୍ଯାତନା ଅଭିଯୋଗ ନେଇ ଏତଲା ଦିଆଯାଇଥିବା ଖବର ପ୍ରସାରଣ କରୁଛନ୍ତି। ତେବେ ସେଥିରେ ଯେଉଁ ଅଭିଯୋଗ ଅଣାଯାଇଛି ତାହା […]

  • Saturday, 03 July 2021
missile
ଉତ୍‌କ୍ଷେପଣ ହେଲା ‘ମଣି ବିଜୟ’ ମିସାଇଲ୍

ବାଲେଶ୍ୱର: ଉତ୍‌କ୍ଷେପଣ ହେଲା ମଣି ବିଜୟ ମିସାଇଲ୍। ଭଦ୍ରକ ଅବଦୁଲ କାଲାମ ଦ୍ୱୀପରୁ ମଧ୍ୟାହ୍ନ ୧୨ଟା ୧୦ ମିନିଟ୍ ସମୟରେ ନମ୍ବର ଲଞ୍ଚପ୍ୟାଡରୁ ମିସାଇଲ୍ ଉତ୍‌କ୍ଷେପଣ ହୋଇଛି। ୧୪୦ କେଜି ଓଜନ ବିଶିଷ୍ଟ ଏହି ମିସାଇଲ ଫାଇଟର୍ ଜେଟରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରିବ। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୧୦୦ରୁ ୧୨୫ କିଲୋମିଟର୍। ବେଶ୍ କୌଶଳ ସହ ଶତ୍ରୁ ପକ୍ଷର ରାଡାରକୁ ଚକମା ଦେଇ ଲକ୍ଷ୍ୟ ଭେଦରେ ମାହିର ରହିଛି ଏହି ମିସାଇଲ୍। ଡିଆରଡିଓ ପକ୍ଷରୁ ଏହାକୁ […]

  • Saturday, 03 July 2021
favipiravir
ହୋମ୍ ଆଇସୋଲେସନ୍‌ରେ ଥିବା କରୋନା ଆକ୍ରାନ୍ତଙ୍କୁ 'ଫାଭିପିରାଭିର୍' ଦିଆଯିବ କେମିତି?

ଭୁବନେଶ୍ୱର: ହୋମ୍ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତଙ୍କୁ ଫାଭିପିରାଭିର୍ ଦେବା ନେଇ SOP ଜାରି ହୋଇଛି। ଜିଲ୍ଲାପାଳ, କମିଶନର, CDMମାନଙ୍କୁ SOP ପଠାଇଛନ୍ତି  ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର। ଆକ୍ରାନ୍ତଙ୍କୁ କିଭଳି ଫାଭିପିରାଭିର୍ ଦିଆଯିବ ସେନେଇ SOPରେ ଉଲ୍ଲେଖ ରହିଛି:- ହୋମ୍ ଆଇସୋଲେସନ୍ ରହୁଥିବା ଆକ୍ରାନ୍ତ ଯେଉଁମାନେ ଫାଭିପିରାଭିର୍ ଟାବଲେଟ୍ ନେଉଥିବା ସେମାନଙ୍କ ଅନୁଧ୍ୟାନ ପାଇଁ ରାପିଡ୍  ରେସ୍ପନ୍ସ ଟିମ୍-RRTକୁ ସ୍ୱତନ୍ତ୍ର ଭାବେ ଟ୍ରେନିଂ ଦିଆଯାଇଛି। ଡାକ୍ତରଙ୍କ ପରାମର୍ଶ ପରେ ହିଁ ଫାଭିପିରାଭିର […]

  • Saturday, 03 July 2021
ଚାଷୀଙ୍କ ସହ ଚୁକ୍ତି କରି ଚାଷ କରିବ କମ୍ପାନୀ
ଚାଷୀଙ୍କ ସହ ଚୁକ୍ତି କରି ଚାଷ କରିବ କମ୍ପାନୀ

ଭୁବନେଶ୍ୱର: ଠିକା ବା ଚୁକ୍ତିରେ ଚାଷପାଇଁ ଅଧ୍ୟାଦେଶ ଆଣିବେ ସରକାର। ଚାଷୀଙ୍କ ସହ ଚୁକ୍ତି କରି ଚାଷ କରିବେ ଦେଶୀ ଓ ବିଦେଶୀ କମ୍ପାନୀ। ଏବେ କମ୍ପାନୀ ଠିକା ଚାଷ କରିବେ। ଏଥିପାଇଁ କମ୍ପାନୀଙ୍କୁ ଆକୃଷ୍ଟ କରିବାକୁ ଗୁରୁଗ୍ରାମରେ ରୋଡ ସୋ  କରିଛନ୍ତି ସମବାୟ ମନ୍ତ୍ରୀ। ରାଜ୍ୟରେ କଣ୍ଟ୍ରାକ୍ଟ ଫାର୍ମିଂ ଆଇନକୁ ଲାଗୁ ପାଇଁ ଖୁବଶୀଘ୍ର ସରକାର ଅଧ୍ୟାଦେଶ ଆଣିବେ। ପ୍ରସ୍ତାବିତ ଆଇନ ଅନୁସାରେ ଚାଷ ପୂର୍ବରୁ ସରକାର ବାଛିଥିବା କମ୍ପାନୀ, ଚାଷୀଙ୍କ ସହ ଚୁକ୍ତି କରିବେ। […]

  • Saturday, 03 July 2021
rainfall
୮ ଯାଏଁ ବର୍ଷିବ, କାଲି ପର୍ଯ୍ୟନ୍ତ ୧୬ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ୮ ଯାଏଁ ବର୍ଷାଠୁ ନିସ୍ତାର ନାହିଁ। କାଲି ପର୍ଯ୍ୟନ୍ତ ୧୬ ଜିଲ୍ଲାରେ ପ୍ରବଳ ବର୍ଷିବ। ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏ ନେଇ ତଳିଆ ଅଞ୍ଚଳ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାପାଳମାନଙ୍କୁ SRC ନିର୍ଦ୍ଦେଶ ଦେଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ କାଲି ସକାଳ ୮ଟା […]

  • Saturday, 03 July 2021
ଆସିକା ବେହାଲ୍
ଆସିକା ବେହାଲ୍

  • Saturday, 03 July 2021