• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ଦୁଇ ଦିନ ଧରି ଉପାସରେ ତିନି ଠାକୁର
ଦୁଇ ଦିନ ଧରି ଉପାସରେ ତିନି ଠାକୁର

ପୁରୀ : ଶ୍ରୀଜିଉଙ୍କ ନୀତିରେ ମହାବିଭ୍ରାଟ। ଉପବାସରେ ଜଗତରନାଥ। ଜଗମୋହନ କଟକଣା ହଟିବା ପରେ ଦର୍ଶନ ତ ମିଳୁଛି ହେଲେ ଆନନ୍ଦ ବଜାରରୁ ବିଷାଦ ମନରେ ଫେରୁଛନ୍ତି ହଜାର ହଜାର ଜଗନ୍ନାଥପ୍ରେମୀ। ଅଭାବନୀୟ ସ୍ଥିତି । ଖାଲି ଭକ୍ତ ନୁହଁନ୍ତି, ମହାପ୍ରଭୁ ବି ଚରମ ଅବହେଳାର ଶିକାର ହୋଇଛନ୍ତି। ଗତକାଲିଠୁ ନୀତିକାନ୍ତିରେ ଦେଖାଦେଇଛି ବିଭ୍ରାଟ। ନିଇତି ଷାଠିଏ ପଉଟି ଭୋଗ ଲାଗି ହେଉଥିବା କାଳିଆ ସାଆନ୍ତ ଦୁଇଦିନ ଧରି ରହିଛନ୍ତି ଭୋକ ଉପାସରେ। ଗତକାଲି ଭଳି ଆଜି […]

  • Friday, 02 July 2021
ଏବେ ବି ଇଟାଲୀୟ ପର୍ଯ୍ୟଟକଙ୍କୁ ଭୁଲିନାହାନ୍ତି କନ୍ଧମାଳବାସୀ
ଏବେ ବି ଇଟାଲୀୟ ପର୍ଯ୍ୟଟକଙ୍କୁ ଭୁଲିନାହାନ୍ତି କନ୍ଧମାଳବାସୀ

ଭୁବନେଶ୍ୱର / କନ୍ଧମାଳ : ଦିନ ବଦଳିଯାଏ, ହେଲେ ରହିଯାଏ ଚିହ୍ନ। ଅତୀତ ହେଲେ ବି ଆଜି ମନେପଡ଼ନ୍ତି ସେଦିନ ମାଓବାଦୀଙ୍କ ଦ୍ୱାରା ଅପହୃତ ଦୁଇ ଇଟାଲୀୟ ବିଦେଶୀ ପର୍ଯ୍ୟଟକ ପାଓଲୋ ବାସୁସ୍କୋ ଏବଂ କ୍ଲାଉଡିଓ କୋଲାଞ୍ଜେଲୋ। କନ୍ଧମାଳରେ ଉନ୍ନୟନମୂଳକ କାମ ହେଉ କିମ୍ବା ମୌଳିକ ସୁବିଧା ସୁଯୋଗ। ସବୁଥିରେ ସେମାନେ ବଢ଼ାଇଥିବା ସହାନୁଭୁତିର ହାତ ଆଜି ବି ସ୍ପଷ୍ଟ ବାରି ହୋଇପଡ଼ୁଛି। ତାଙ୍କ ଆର୍ଥିକ ଅନୁଦାନ ସହାୟତାରେ କନ୍ଧମାଳ ଲାମ୍ବାବାନ୍ଦା ଗାଁ ଲୋକଙ୍କୁ ପାନୀୟ ଜଳ […]

  • Friday, 02 July 2021
ନବୀନଙ୍କୁ ଭେଟିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ
ନବୀନଙ୍କୁ ଭେଟିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ। ଦେଶରେ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ KCR ଉଦ୍ୟମ କରୁଥିବାରୁ ତାଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ପ୍ରସଙ୍ଗରେ ସେ ନବୀନଙ୍କ ସହ ଆଲୋଚନା କରିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀଜୀଉଙ୍କ ଦର୍ଶନ ଲାଗି ପୁରୀ ଆସୁଛନ୍ତି, ଏହି […]

  • Friday, 02 July 2021
ନୀଳଗିରି ନାବାଳିକା ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ଭଦ୍ରକରୁ ଗିରଫ
ନୀଳଗିରି ନାବାଳିକା ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ଭଦ୍ରକରୁ ଗିରଫ

ବାଲେଶ୍ୱର : ନୀଳଗିରି ନାବାଳିକା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ନିତ୍ୟଚନ୍ଦନ ଜେନା ଗିରଫ। ନିତ୍ୟଚନ୍ଦନକୁ ଭଦ୍ରକରୁ ଗିରଫ କରିଛି ନୀଳଗିରି ପୋଲିସ୍। ଗତକାଲି ୪ ବର୍ଷର କୋମଳମତି ଶିଶୁକୁ ନିତ୍ୟଚନ୍ଦନ ଚକୋଲେଟ ଦେବାକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ଚାରିଆଡୁ ନିନ୍ଦା କରାଯାଇଥିବା ବେଳେ ଅଭିଯୁକ୍ତକୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ଆଜି ବିଧାନସଭାରେ ନୀଳଗିରି ତାତି ଦେଖିବାକୁ ମିଳିଥିଲା। କଂଗ୍ରେସ ସଦସ୍ୟମାନେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ। ମାତ୍ର […]

  • Friday, 02 July 2021
ସୁରତ୍ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା
ସୁରତ୍ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା

ସୁରତ :ସୁରତ୍‌ରେ ମୃତଦେହ, ଓଡ଼ିଶାରେ ତଦନ୍ତ। ଗତ ୬ ତାରିଖରେ ସୁରତ୍‌ର ଓଡ଼ିଆ ବହୁଳ ପଣ୍ଡେସରର ଭେସ୍ତାନ ଅଞ୍ଚଳରୁ ୧୧ ବର୍ଷୀୟ ନାବାଳିକାର ମୃତଦେହ ଉଦ୍ଧାର ଘଟଣାରେ ଓଡ଼ିଶାରେ ସୁରାକ୍ ଖୋଜୁଛି ଗୁଜରାଟ ପୋଲିସ। ସୁରତ ପୋଲିସ କମିଶନର ଘଟଣା ସଂପର୍କରେ ଓଡ଼ିଶା ପୋଲିସ ଡିଜିଙ୍କ ସହ କଥା ହୋଇଛନ୍ତି। ଏହାପରେ ଡିଜିପି ଆର.ପି ଶର୍ମା ପ୍ରେସମିଟ୍ କରିବା ସହ ଗୁଜରାଟ ପୋଲିସ ଦେଇଥିବା ନାବାଳିକା ସଂପର୍କିତ ତଥ୍ୟ ଓ ଫଟୋକୁ ସମସ୍ତ ଜିଲ୍ଲାର ଏସ୍‌ପିକୁ ପଠାଯାଇଥିବା […]

  • Friday, 02 July 2021
marriage
ଅଧାରେ ରହିଗଲା ଫେସ୍‌ବୁକ୍ ପ୍ରେମ, ବିବାହ ବେଦୀରୁ ଉଠାଇ ନେଲା ପୋଲିସ୍

ଖୋର୍ଦ୍ଧା: ଫେସ୍‌ବୁକ୍‌ରେ ଗଢ଼ିଲା ଉଠିଲା ପ୍ରେମ। ପରିବାରକୁ ବିରୋଧ କରି ବିବାହ କରିବାକୁ ସ୍ଥିର କଲେ ଯୁବକ ଓ ଯୁବତୀ। ହେଲେ ବିବାହ ବେଦୀରୁ ଉଠାଇ ନେଲା ପୋଲିସ୍। ଏଭଳି କିଛି ଘଟଣା ଘଟିଛି ଖୋର୍ଦ୍ଧା ଟାଉନ ଥାନା ପଲ୍ଲା ଲୋକେଶ୍ୱରଙ୍କ ମନ୍ଦିର ନିକଟରେ। ଗତକାଲି ବିବାହ କାର୍ଯ୍ୟ ଚାଲି ଥିବାବେଳେ କନ୍ୟାଙ୍କ ବୟସକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ୍ୱ। ଯୁବତୀ ଜଣକ ନାବାଳିକା ହୋଇଥିବା ନେଇ ପୋଲିସ୍ ଜାଣିବା ପରେ ବିବାହକୁ ଅଧାରୁ ବନ୍ଦ ରଖିବା ସହ […]

  • Friday, 02 July 2021
ନୀଳଗିରି ଦୁଷ୍କର୍ମ ମାମଲାରେ ରାଜନୀତି ତୀବ୍ର
ନୀଳଗିରି ଦୁଷ୍କର୍ମ ମାମଲାରେ ରାଜନୀତି ତୀବ୍ର

ଭୁବନେଶ୍ୱର : ନୀଳଗିରି ଦୁଷ୍କର୍ମ ମାମଲାକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। ଦୁଷ୍କର୍ମରେ ନୀଳଗିରି ବିଧାୟକଙ୍କ ସଂପର୍କୀୟଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ। ଫଳରେ ସରକାର କୌଣସି ପଦକ୍ଷେପ ନେଉ ନଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ରେମୁଣା ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ। କହିଛନ୍ତି, କୌଣସି ରାଜନୈତିକ ଚାପ କେହି ପକାଉନାହାନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ […]

  • Friday, 02 July 2021
OUAT ପ୍ରଫେସରଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା। ବିଚ୍ ରାସ୍ତା ହେଉ କିମ୍ବା ରାତି ଅଧରେ ଘର ଭିତରେ ପଶି ଲୁଟ୍‌ କରୁଛନ୍ତି ଲୁଟେରା। ଓୟୁଏଟିର ଜଣେ ପ୍ରଫେସରଙ୍କ ଘରୁ ୭ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଘରେ କେହି ନ ଥିବାବେଳେ କେହି ଦୁର୍ବୃତ୍ତ ପଶି ଲାପଟପ୍ ଓ ମୋବାଇଲ ସମେତ ଗହଣା ଚୋରି କରି ନେଇଛନ୍ତି। ଏନେଇ ସମ୍ପୃକ୍ତ ପ୍ରଫେସର ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପ୍ରଫେସରଙ୍କ ଅଭିଯୋଗ ଆଧାର […]

  • Friday, 02 July 2021
ଆନ୍ତଃରାଜ୍ୟ ନଦୀ ବିବାଦ ନେଇ ସୋମବାର ଆଞ୍ଚଳିକ ସମ୍ମିଳନୀ
ଆନ୍ତଃରାଜ୍ୟ ନଦୀ ବିବାଦ ନେଇ ସୋମବାର ଆଞ୍ଚଳିକ ସମ୍ମିଳନୀ

ଭୁବନେଶ୍ୱର: ଆନ୍ତଃରାଜ୍ୟ ନଦୀ ବିବାଦ ଓ ଅନ୍ୟାନ୍ୟ ଜଳସମ୍ପଦ ପ୍ରସଙ୍ଗକୁ ନେଇ ସୋମବାର କୋଲକାତାରେ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ। କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟର ପ୍ରସ୍ତାବ କ୍ରମେ ପ୍ରଥମ ଥର ଲାଗି ଓଡ଼ିଶା ସମେତ ୫ଟି ପୂର୍ବାଞ୍ଚଳ ରାଜ୍ୟଙ୍କୁ ନେଇ ଅନୁଷ୍ଠିତ ହେବାକୁ ଯାଉଛି ଏହି ଆଞ୍ଚଳିକ ସମ୍ମିଳନୀ। ଏହି ବୈଠକରେ ମହାନଦୀ ଜଳ ବିବାଦକୁ ଗୁରୁତ୍ୱ ଦେବ ଓଡ଼ିଶା। ଏଣେ ୨୨ରେ ହେବାକୁ ଥିବା ମହାନଦୀ ମହାସମ୍ମିଳନୀ ପାଇଁ ବିଜେଡି ଆଜି ରଣନୀତି ପ୍ରସ୍ତୁତ କରିଥିବା ବେଳେ […]

  • Friday, 02 July 2021
ସାଂସଦଙ୍କ ପୂର୍ବରୁ ପ୍ରକଳ୍ପ ଉଦ୍‌ଘାଟନ କଲେ ବ୍ଲକ ଉପାଧ୍ୟକ୍ଷ
ସାଂସଦଙ୍କ ପୂର୍ବରୁ ପ୍ରକଳ୍ପ ଉଦ୍‌ଘାଟନ କଲେ ବ୍ଲକ ଉପାଧ୍ୟକ୍ଷ

ସାଲେପୁର: ସାଂସଦଙ୍କ ଉଦ୍‌ଘାଟନ କାର୍ଯ୍ୟକ୍ରମ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ବ୍ଲକ୍ ଉପାଧ୍ୟକ୍ଷ। କଟକ ଜିଲ୍ଲା ସାଲେପୁର ବ୍ଲକ୍ ମହାଜନପୁରରେ ସାଂସଦ ପାଣ୍ଠି ବିନିଯୋଗରେ ଏକ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ଏହାକୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆସନ୍ତାକାଲି ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରଖାଯାଇଥିଲା। କିନ୍ତୁ ଏହା ପୂର୍ବରୁ ଆଜି ପାଣି ଟାଙ୍କିର ଉଦ୍‌ଘାଟନ କରିଛନ୍ତି ସାଲେପୁର ବ୍ଲକ୍ ଉପାଧ୍ୟକ୍ଷ ରମେଶ ଜେନା। ତେବେ ଏଭଳି ବ୍ୟତିକ୍ରମ କିପରି ହେଲା ବୋଲି ବ୍ଲକ୍ […]

  • Friday, 02 July 2021
ଓଡ଼ିଶା କଂଗ୍ରେସ ସହପ୍ରଭାରୀ ଦାୟିତ୍ୱରୁ ହଟିଲେ ଶୁଭଙ୍କର ସରକାର: ନିଯୁକ୍ତ ହେଲେ ୪ କେନ୍ଦ୍ରୀୟ ନେତା
ଓଡ଼ିଶା କଂଗ୍ରେସ ସହପ୍ରଭାରୀ ଦାୟିତ୍ୱରୁ ହଟିଲେ ଶୁଭଙ୍କର ସରକାର: ନିଯୁକ୍ତ ହେଲେ ୪ କେନ୍ଦ୍ରୀୟ ନେତା

ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ ଆରମ୍ଭ ହୋଇଛି ନବକଳେବର। ହରିପ୍ରସାଦଙ୍କ ପରେ ଏବେ ଶୁଭଙ୍କର ସରକାରଙ୍କୁ ଓଡ଼ିଶା କଂଗ୍ରେସର ସହ ପ୍ରଭାରୀ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଓଡ଼ିଶା କଥା ବୁଝିବାକୁ  କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ଆଉ ୪ ଜଣ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି। ପ୍ରଦେଶ କଂଗ୍ରେସ କମିଟିର ନବକଳେବର ହେବ ବୋଲି ଦୁଇ ଦିନ ତଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଇଙ୍ଗିତ ଦେଇଥିଲେ। ତେବେ […]

  • Friday, 02 July 2021
ପଞ୍ଚଦଶ ଅର୍ଥ କମିଶନ ନେଇ ମୋଦିଙ୍କୁ ନବୀନଙ୍କ ଚିଠିରେ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା, କହିଲେ ରାଜ୍ୟକୁ ମିଳିବ ଅଧିକ ଅନୁଦାନ
ପଞ୍ଚଦଶ ଅର୍ଥ କମିଶନ ନେଇ ମୋଦିଙ୍କୁ ନବୀନଙ୍କ ଚିଠିରେ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା, କହିଲେ ରାଜ୍ୟକୁ ମିଳିବ ଅଧିକ ଅନୁଦାନ

ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିଶନଙ୍କ ଟର୍ମ ଅଫ୍ ରେଫରେନ୍ସରେ ଅସଙ୍ଗତି ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ଅର୍ଥ କମିଶନ ୧୯୭୧ ଜନଗଣନାକୁ ୧୭ ପ୍ରତିଶତ ୱେଟେଜ ଦେଇଥିବାବେଳେ ୨୦୧୧ର ଜନଗଣନାକୁ ୧୦ ପ୍ରତିଶତ ୱେଟେଜ ଦେଇଥିଲେ। ତେଣୁ ପ୍ରଥମ ଥର ପାଇଁ ପଞ୍ଚଦଶ ଅର୍ଥ କମିଶନ ଏଭଳି ସୁପାରିଶ କରିନାହିଁ। ଚତୁର୍ଦ୍ଦଶ ଅର୍ଥ କମିଶନ ମଧ୍ୟ ଅନୁରୂପ ସୁପାରିଶ କରିଥିବା ଧର୍ମେନ୍ଦ୍ର […]

  • Friday, 02 July 2021
ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ଜଗମୋହନ, ପାଖରୁ ଦର୍ଶନ କରିବେ ଶ୍ରଦ୍ଧାଳୁ
ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ଜଗମୋହନ, ପାଖରୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ: ସୋମବାର ଖୋଲିବ ଶ୍ରୀମନ୍ଦିର ଜଗମୋହନ। ପୂର୍ବରୁ ୧୬ ତାରିଖ ସୁଦ୍ଧା ଜଗମୋହନ ଖୋଲିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ସକାଳ ଧୂପ ପରେ ଜଗମୋହନ ଖୋଲିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ନୀତିକାନ୍ତି ସମୟରେ ଜଗମୋହନ ଭିତରକୁ ପ୍ରବେଶ ବନ୍ଦ ରହିବ। ସାଧାରଣ ଦିନରେ ମଙ୍ଗଳ ଆଳତୀରୁ ଗୋପାଳବଲ୍ଲଭ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଭକ୍ତମାନେ ଜୟବିଜୟ ଦ୍ୱାର ଦେଇ ପ୍ରବେଶ କରିବେ, ଏବଂ ବେହରଣ ଦ୍ୱାର ଦେଇ […]

  • Friday, 02 July 2021
ବନ୍ଧନ ବ୍ୟାଙ୍କ ଲୁଟ୍ ଘଟଣା: ମାଷ୍ଟରମାଇଣ୍ଡ ମ୍ୟାନେଜରଙ୍କ ସହ ୨ ଗିରଫ
ବନ୍ଧନ ବ୍ୟାଙ୍କ ଲୁଟ୍ ଘଟଣା: ମାଷ୍ଟରମାଇଣ୍ଡ ମ୍ୟାନେଜରଙ୍କ ସହ ୨ ଗିରଫ

ବାରିପଦା: ବନ୍ଧନ ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଟଙ୍କା ଲୁଟ୍ ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ଗିରଫ ହୋଇଛନ୍ତି ବ୍ୟାଙ୍କ ମ୍ୟାନେଜର ଓ ତାଙ୍କର ଦୁଇ ସହଯୋଗୀ। ବାରିପଦାର ମାଣିତ୍ରି ଶାଖାସ୍ଥିତ ବ୍ୟାଙ୍କର ମ୍ୟାନେଜରଙ୍କ ବିରୋଧରେ ଏଭଳି ଏକ ଅଭିଯୋଗ ଆସିଛି। ଗତ ୫ ତାରିଖରେ ମ୍ୟାନେଜର ଭଞ୍ଜନ କର ୩ ଲକ୍ଷ ୪୦ ହଜାର ଟଙ୍କା ନେଇ ବ୍ୟାଙ୍କର ହେଡ୍ ଅଫିସ୍‌ରୁ ମାଣିତ୍ରି ଶାଖାକୁ ଯାଉଥିଲେ। ସେହି ସମୟରେ ତାଙ୍କର ଦୁଇ ଜଣ ସହଯୋଗୀ ନାଟକୀୟ […]

  • Friday, 02 July 2021
ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ: ଉଦ୍‌ଘାଟନ କଲେ ‘ସପ୍ନେ ସେତୁ’
ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ: ଉଦ୍‌ଘାଟନ କଲେ ‘ସପ୍ନେ ସେତୁ’

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସମ୍ବଲପୁର ଗସ୍ତରେ ଯାଇଛନ୍ତି। ସେଠାରେ ସେ ପ୍ରଥମେ ବୁର୍ଲାସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଆ‌ଇଆଇଏମ୍ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ଏହି ଅବସରରେ ସମ୍ବଲପୁର ୟୁନିଭର୍ସିଟିର ଷ୍ଟାଡିୟମ, ଅଡିଟୋରିୟମ ଓ ହଷ୍ଟେଲର ପୁନରୁଦ୍ଧାର ପାଇଁ ୨୩ କୋଟି ଟଙ୍କା ଅନୁଦାନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆ‌ଇଆଇଏମ୍ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଯୋଗିପାଲିଠାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ଏହି ଅବସରରେ ରେଙ୍ଗାଲି-ସପ୍ନେ ବାଇପାସ ରୋଡର ଶିଳାନ୍ୟାସ […]

  • Friday, 02 July 2021
ଜାଲ୍‌ନୋଟ କାରବାର ଘଟଣା: ୫ ଗିରଫ
ଜାଲ୍‌ନୋଟ କାରବାର ଘଟଣା: ୫ ଗିରଫ

ବାଲେଶ୍ୱର: ସିମୁଳିଆ ଖିରିକୋଣା ସେବା ସମବାୟ ସମିତିରେ ଟଙ୍କା ଜମା କରିବା ବେଳେ ରବିବାର ୪୪ ହଜାର ଟଙ୍କା ଜାଲ୍ ନୋଟ୍ ଜବତ ହୋଇଛି। ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସତ୍ୟନାରାୟଣ ପଣ୍ଡା, ତାରାକାନ୍ତ ବିଶ୍ୱାଳ, ସଲିମ୍, ଏସ୍.କେ. ରିଜୁଆନ ଓ ମନୋରଞ୍ଜନ ବାରିକ। ସେମାନଙ୍କଠାରୁ ଜାଲ ଦେଢ଼ ଲକ୍ଷ ଟଙ୍କା ସହିତ ଗୋଟିଏ ବାଇକ୍ ଓ ଗୋଟିଏ କାର ଜବତ କରାଯାଇଛି। ଗତ ୧୦ ତାରିଖରେ ବିଷ୍ଣୁ ନାୟକ ନାମକ […]

  • Friday, 02 July 2021
ଦରମା ପାଇନାହାଁନ୍ତି ୪ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ
ଦରମା ପାଇନାହାଁନ୍ତି ୪ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ

ଭୁବନେଶ୍ୱର : ଏପ୍ରିଲ ମାସ ଅଧା ହେବାକୁ ଆସିଲାଣି, ତଥାପି ମାର୍ଚ୍ଚ  ମାସର ଦରମା ପାଇନାହାନ୍ତି ରାଜ୍ୟର ୪ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ। ଫଳରେ ସେମାନେ ପରିବାର ଚଳାଇବା ଓ ଦୈନନ୍ଦିନ ଖର୍ଚ୍ଚ ପାଇଁ ହଇରାଣ ହେଉଥିବା କହିଛନ୍ତି। ତେବେ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ବା HRMSରେ ତ୍ରୁଟି କାରଣରୁ ଏଭଳି ସମସ୍ୟା ଉପୁଜିୁଛି ଏବଂ ଖୁବ୍ ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି କହିଛନ୍ତି କହିଛନ୍ତି ଅର୍ଥମନ୍ତ୍ରୀ। ବଜ୍ରପାତରେ HRMS ସର୍ଭର ପୋଡ଼ିଯାଇଥିଲା ଏବଂ […]

  • Friday, 02 July 2021
paddy
ଧାନ ବିକ୍ରି ପାଇଁ ୭ ଦିନ ପୂର୍ବରୁ ଟୋକନ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। ଏଥର ବି ଅଗ୍ରମୀ ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର। ଚଳିତବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି। ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପୂର୍ବରୁ ଟୋକନ ଜେନେରେଟ ହେବ। କେଉଁ ଦିନ କେଉଁ ଚାଷୀ ଧାନ ବିକ୍ରି କରିବେ ସେଥିଲାଗି ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ ଲାଗିବ ଏବଂ ମୋବାଇଲକୁ ମଧ୍ୟ ମେସେଜ […]

  • Friday, 02 July 2021
ଆଜି ବି ବଞ୍ଚି ରହିଛି ପାରା ମାଧ୍ୟମରେ ଚିଠି ଆଦାନ ପ୍ରଦାନ
ଆଜି ବି ବଞ୍ଚି ରହିଛି ପାରା ମାଧ୍ୟମରେ ଚିଠି ଆଦାନ ପ୍ରଦାନ

ଭୁବନେଶ୍ୱର : ପାରା , ନାଁ ଶୁଣୁଶୁଣୁ ଆପଣଙ୍କ ମନକୁ ଆସିଯିବ ସେହି ଅତୀତର କଥା। ଯେଉଁ ସମୟରେ ଚିଠି ଦିଆନିଆର ଏକ ମାଧ୍ୟମ ସାଜୁଥିଲା ଏହି ପକ୍ଷୀ। ଅବଶ୍ୟ ଆଧୁନିକତାର ଛାପରେ ଧିରେଧିରେ ଏହି ପରମ୍ପରା ବନ୍ଦ ହୋଇ ସାରିଛି । ତେବେ ଆଜିବି ସେହି ପୁରଣା ସ୍ମୃତିକୁ ସାଇତି ରଖିଛି ଓଡିଶା ପୋଲିସର ପିଜନ ସର୍ଭିସ। ମହାବିଷୁବ ସଂକ୍ରାନ୍ତି ଅବସରରେ ଇନଟାକ ଦୃଷ୍ଟିହୀନ ଏବଂ ଓଡିଶା ପୋଲିସର ମିଳିତ ସହାୟତାରେ ପାରାଙ୍କୁ ନେଇ ଏକ […]

  • Friday, 02 July 2021
ବିବାଦରେ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ବାରିପଦା ଶାଖା
ବିବାଦରେ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ବାରିପଦା ଶାଖା

ବାରିପଦା : ବିବାଦରେ ମୟୂରଭଞ୍ଜ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ବାରିପଦା ଶାଖା। ଓଟିଏସ ଆଳରେ ଏହି ଶାଖା ବ୍ୟାଙ୍କରୁ ଋଣ ନେଇଥିବା ବ୍ୟକ୍ତିଙ୍କୁ ମାତ୍ରାଧିକ ଅନୁକମ୍ପା ଦେଖାଯାଇଥିବା ନେଇ ବ୍ୟାଙ୍କ ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି। ଏଥିସହ ବ୍ୟାଙ୍କ ସଭାପତିଙ୍କୁ କ୍ଷମତାଚ୍ୟୁତ ପାଇଁ ଅଡିଟ୍ ରିପୋର୍ଟରେ ମଧ୍ୟ ନିର୍ଦ୍ଦେଶ ରହିଛି। ଗତ ୧୧ତାରିଖରେ ଡେପୁଟି ରେଜିଷ୍ଟ୍ରାର କୋ-ଅପରେଟିଭ ସୋସାଇଟି ବାରିପଦା ଶାଖାରୁ ମୟୂରଭଞ୍ଜ ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲେଖାଯାଇଥିବା ଚିଠିରୁ ଜଣାପଡିଛି ଯେ ବାରିପଦା […]

  • Friday, 02 July 2021
ଅଗ୍ନିଶମ ବିଭାଗର ସୁରକ୍ଷା ସପ୍ତାହ
ଅଗ୍ନିଶମ ବିଭାଗର ସୁରକ୍ଷା ସପ୍ତାହ

ଭୁବନେଶ୍ୱର: ଭୁବନେଶ୍ୱରରେ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସୁରକ୍ଷା ସପ୍ତାହ ପାଳନ। ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ ହୋଇଥାଏ ଏହି ଉତ୍ସବ। ସପ୍ତାହର ପ୍ରଥମ ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ ଯୋଗ ଦେଇଥିଲେ ଫାୟାର ଡିଜି ବି. କେ. ଶର୍ମା। ବରମୁଣ୍ଡା ଫାୟାର ଷ୍ଟେସନରେ ଆୟୋଜିତ ଉତ୍ସବରେ ୨୦ ଜଣ ସହିଦଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଗାମୀ ଦିନରେ ରାଜ୍ୟରେ ତୃଣମୂଳ ସ୍ତରରେ […]

  • Friday, 02 July 2021
jagannath-temple
'ପୁରୀ ଆସନି, ଘରେ ରହି କାର୍ତ୍ତିକ ବ୍ରତ କର'

ପୁରୀ:  ପୁରୀ ନଆସିବାକୁ ହବିଷ୍ୟାଳୀଙ୍କୁ ଅନୁରୋଧ। କରୋନା ମହାମାରୀ ଦୃଷ୍ଟିରୁ ପୁରୀ ନଆସିବାକୁ ଅନୁରୋଧ କଲା କଲା ପୁରୀ ପ୍ରଶାସନ। ଏବର୍ଷ ପୁରୀରେ ହବିଷ୍ୟାଳୀ ଶିବିର ନକରିବାକୁ ପ୍ରଶାସନର ନିଷ୍ପତ୍ତି ନେଇଛି। କରୋନା ପାଇଁ ଏବର୍ଷ ପୁରୀରେ ହବିଷ୍ୟାଳୀ ଶିବିର କରାଯିବ ନାହିଁ। ପୁରୀକୁ କୌଣସି ହବିଷ୍ୟାଳୀ ନଆସିବାକୁ ଅନୁରୋଧ କରାଯିବା ସହ ପୁରୀ ନଆସି ନିଜ ନିଜ ଘରେ ରହି କାର୍ତ୍ତିକ ବ୍ରତ କରିବାକୁ ଅନୁରୋଧ କରାଯାଇଛି। ପ୍ରଶାସନ ନିଷ୍ପତ୍ତି ନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ […]

  • Friday, 02 July 2021
ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣାରେ ୨ଜଣ ଗିରଫ
ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣାରେ ୨ଜଣ ଗିରଫ

ପୁରୀ : ଆନ୍ତରାଜ୍ୟ ମୂର୍ତ୍ତି ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ।  ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ଚୋର ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୁରୀ ପୋଲିସ। ଏଥିସହ ସେମାନଙ୍କ ଠାରୁ ଚୋରି କରାଯାଇଥିବା ମୂର୍ତ୍ତି ଉଦ୍ଧାର ହୋଇଛି।  ଅଭିଯୁକ୍ତମାନେ ଗୋପ, ନିଶ୍ଚିନ୍ତକୋଇଲି, ବାଲେଶ୍ୱର ଜିଲ୍ଲା ନୀଳଗିରି ଆଦି ଅଞ୍ଚଳରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କରିଆସୁଥିଲେ। ଅଭିଯୋଗ ପରେ ପୁରୀ ପୋଲିସର ଏକ ଟିମ୍ ଏନେଇ ତଦନ୍ତ ଜାରି ରଖିଥିଲା। ଧରାପଡିଥିବା ରାକେଟର […]

  • Friday, 02 July 2021
ଜଲାପୁଟ ଡ୍ୟାମର ୩ଟି ଗେଟ୍‌ ବନ୍ଦ କରିଦେଲେ ଲୋକେ
ଜଲାପୁଟ ଡ୍ୟାମର ୩ଟି ଗେଟ୍‌ ବନ୍ଦ କରିଦେଲେ ଲୋକେ

କୋରାପୁଟ : ପାଣି ଓ ବିଦ୍ୟୁତ ସମସ୍ୟାର ସମାଧାନ ଦାବିରେ ଆଜି ଜଲାପୁଟରେ ବନ୍ଦ ପାଳନ କରାଯାଉଛି। ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଅଞ୍ଚଳରେ ଗତ ୧୫ଦିନ ହେବ ପାଣି ଓ ବିଦ୍ୟୁତ ସମସ୍ୟା ଲାଗି ରହିଛି। ଏନେଇ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଅଧିକାରୀ ଓ ଜଲାପୁଟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଏହାର ପ୍ରତିବାଦ କରି ଜଲାପୁଟରେ ଆଜି ବନ୍ଦ ପାଳନ ହେଉଛି। ଜଲାପୁଟ ଡ୍ୟାମର ୩ଟି ଗେଟ୍ […]

  • Friday, 02 July 2021
bhubaneswar-blast-IOCL-anno
DNA ରିପୋର୍ଟ କହିଲା ସୀମାଞ୍ଚଳ ମୃତ ନା ଜୀବିତ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ DNA ରିପୋର୍ଟ ଅନୁସାରେ ସୀମାଞ୍ଚଳ ପରିଡ଼ା ମୃତ ବୋଲି ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ନିଖୋଜ ଥିବା ସୀମାଞ୍ଚଳ ପରିଡ଼ାଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି। ଫୋରେନସିକ ଲାବ୍‌ରେ ସଂଗୃହିତ ମାଂସ ଖଣ୍ଡର DNA ପରୀକ୍ଷାରୁ ସୀମାଞ୍ଚଳଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏନେଇ ମୃତ ସୀମାଞ୍ଚଳଙ୍କ ପରିବାରକୁ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି। ଘଟଣାରେ ସୀମାଞ୍ଚଳଙ୍କୁ ମିଶାଇ ଘଟଣାରେ ଏଯାବତ […]

  • Friday, 02 July 2021