• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

କିଛି ଦିନ ଭିତରେ ବନ୍ୟା ସ୍ଥିତିରେ ଆସିବ ସୁଧାର

ଭୁବନେଶ୍ୱର: ବନ୍ୟା ସ୍ଥିତିରେ ସୁଧାର ପାଇଁ ଆଉ ୪ ଦିନ ଲାଗିବ। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏହି ସୂଚନା ଦେଇଛନ୍ତି। ବନ୍ୟା ସ୍ଥିତି ନେଇ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ମହାନଦୀ ଉପର ମୁଣ୍ଡରେ ଆଉ ବର୍ଷା ହେଉନାହିଁ। କାଲି ହୀରାକୁଦକୁ ୯ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା ଓ ୪୬ଟି ଗେଟ୍ ଖୋଲାଥିଲା। ଏବେ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ୩୬ ଗେଟ୍‌ରେ ୬ ଲକ୍ଷ କ୍ୟୁସେକ୍‌ […]

  • Sunday, 04 July 2021
lekhashree
‘ଡିନାମାଇଟ୍‌ ବିସ୍ଫୋରଣ କରି ଭାଙ୍ଗିଦେଲେ ନଦୀବନ୍ଧ’

ଯାଜପୁର: ଯାଜପୁର ଜିଲ୍ଲା ରମାପୁର ଓ ବୁଦ୍ଧ ଲିଙ୍ଗ ଗାଁ ମଧ୍ୟରେ କେଲୁଅ ନଦୀରେ ୨ ଦିନ ତଳେ  ଘାଇ ସୃଷ୍ଟି ହୋଇଥିଲା। ହେଲେ ଏହି ଘାଇ ପ୍ରାକୃତିକ ନ ଥିଲା। ଏଠାରେ ଘାଇ ସୃଷ୍ଟି କରାଯାଇଥିଲା।  ଘାଇ ସୃଷ୍ଟି ପାଇଁ  ସାଂଘାତିକ ଷଡ଼ଯନ୍ତ୍ର କରାଯାଇଥିଲା।  ଏପରି ଅଭିଯୋଗ ଆଣିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ଲେଖାଶ୍ରୀ ସାମନ୍ତସିଂହାର ଏପରି ଅଭିଯୋଗ ଆଣିବା ସହ  ବିଜେଡ଼ି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ବନ୍ଧ ଆପେ […]

  • Sunday, 04 July 2021
vidhan sabha
ମଧୁବାବୁ ପେନସନ୍‌ ହିତାଧିକାରୀଙ୍କ ପାଇଁ ଖୁସି ଖବର: ମିଳିବ ୪ ମାସର ଅଗ୍ରୀମ ଟଙ୍କା

ଭୁବନେଶ୍ୱର: ୪ ମାସର ଅଗ୍ରୀମ ମଧୁବାବୁ ପେନସନ୍ ଟଙ୍କା ପାଇବେ ହିତାଧିକାରୀ। ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ଟଙ୍କା ଆଗୁଆ ହିତାଧିକାରୀଙ୍କୁ ମିଳିବ। ସେପ୍ଟେମ୍ବରରେ ଏକକାଳୀନ ୪ ମାସର ଟଙ୍କା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡାଏ ନେଇ ସୂଚନା ଦେଇଛନ୍ତି। କରୋନା ମହାମାରୀ ସମୟରେ କାମଧନ୍ଦା ମିଳୁ ନ ଥିବାବେଳେ ସରକାରଙ୍କ ଏପରି ଘୋଷଣା ହିତାଧିକାରୀଙ୍କୁ ଆଶ୍ୱସ୍ତ କରିଛି।

  • Sunday, 04 July 2021
accident-11
ଭୁବନେଶ୍ୱରରେ ଦୁର୍ଗାପୂଜା ନେଇ ବୈଠକ: ନିରାଡ଼ମ୍ବର ପୂଜା ନେଇ ପ୍ରସ୍ତାବ

ଭୁବନେଶ୍ୱର: ଭୁବନେଶ୍ୱର ଦୁର୍ଗାପୂଜାକୁ ନେଇ କମିଶନରେଟ ପୋଲିସ ଭସାଣି କମିଟି ସହିତ ବୈଠକ ହୋଇଛି। କରୋନା କଟକଣା ଭିତରେ ଏଥର କିପରି ଦୁର୍ଗାପୂଜା କରାଯାଇପାରିବ, ସେ ସଂପର୍କରେ ବୈଠକରେ ଆଲୋଚନା ହୋଇଛି। ଏଥର ନିରାଡ଼ମ୍ବର ଭାବେ ପୂଜା କରିବାକୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଭୁବନେଶ୍ୱର ଭସାଣ ସମିତିର ସଂପାଦକ ଦିଲୀପ ମହାନ୍ତି। ସେ କହିଛନ୍ତି, ଏଥର କମ୍ ଖର୍ଚ୍ଚ କରାଯିବ। ପୂର୍ବ ବର୍ଷଗୁଡ଼ିକରେ ଯେତେ ଖର୍ଚ୍ଚ କରାଯାଉଥିଲା ତାଠାରୁ କମ୍ ଖର୍ଚ୍ଚ କରାଯିବ। ଘର ଘର ବୁଲି […]

  • Sunday, 04 July 2021
cuttack
ବାଲୁବଜାର ଦୁର୍ଗା ପୂଜାକୁ ହାଇକୋର୍ଟଙ୍କ ଅନୁମତି

କଟକ: ବାଲୁବଜାର ଦୁର୍ଗା ପୂଜାକୁ ହାଇକୋର୍ଟଙ୍କ ଅନୁମତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡ୍‌ଲାଇନ୍ ମାନି ପୂଜା କରାଯାଇପାରିବ ବୋଲି ହାଇକୋର୍ଟ କହିଛନ୍ତି। ମୂର୍ତ୍ତି ନିର୍ମାଣ, ପୂଜା ଓ ଭସାଣ ବେଳେ ଭିଡ଼ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂଜା କରାଯିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ବାଲୁ ବଜାର ପୂଜା କମିଟି। ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ କେଆର୍ ମହାପାତ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି […]

  • Sunday, 04 July 2021