• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

cure
ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୧୨୩୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୧୨୩୬ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଏଯାବତ୍ ୩୩୦୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୧୮୨, ରାୟଗଡ଼ାରୁ ୮୩, କନ୍ଧମାଳରୁ ୭୪, ମାଲକାନଗିରିରୁ ୫୧, ଅନୁଗୋଳରୁ ୩୯, କୋରାପୁଟରୁ ୩୬, ବାଲେଶ୍ୱରରୁ ୩୫, ବରଗଡ଼ରୁ ୩୪, […]

  • Monday, 05 July 2021
taken
ହସ୍ପିଟାଲ ନଯାଇ ଢାବାକୁ ଗଲା ଆମ୍ୱୁଲାନ୍ସ, ଅଧାବାଟରେ ଚାଲିଗଲା ପିଲାର ଜୀବନ!

ବାରିପଦା: ଶିଶୁପୁତ୍ରକୁ ମେଡିକାଲ ନନେଇ ଢାବାରେ ଖାଇଲେ ଆମ୍ୱୁଲାନ୍ସ କର୍ମଚାରୀ। ଆଉ ଅଧାବାଟରେ ଛୋଟ ଛୁଆର ଚାଲିଗଲା ଜୀବନ। ଆମ୍ୱୁଲାନ୍ସ ଛାଡି ଡ୍ରାଇଭର ଫେରାର। ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲାରେ। ଅଭିଯୋଗ ଅନୁସାରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଆମ୍ୱଯୋଡା ଗ୍ରାମରେ ଏକ ବର୍ଷର ଶିଶୁପୁତ୍ରର ଦେହ ଅସୁସ୍ଥ ହେବାରୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଶିଶୁପୁତ୍ରର ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ଥିଲା। ଏନେଇ ଏକ […]

  • Monday, 05 July 2021
01
ଧର୍ମପଦ ସମ୍ମାନରେ ସମ୍ମାନିତ ହେଲେ ୭ ଶିଳ୍ପୀ

ଭୁବନେଶ୍ୱର: ୭ ଜଣ ଶିଳ୍ପୀଙ୍କୁ ଧର୍ମପଦ ସମ୍ମାନ ପ୍ରଦାନ କରାଯାଇଛି । ୨୦୦୯ ମସିହା ପାଇଁ ଗୋକୁଳ ବିହାରୀ ପଟ୍ଟନାୟକ, ୨୦୧୦ ପାଇଁ ଅସୀମ ବସୁ, ୨୦୧୧ ପାଇଁ ଦୁର୍ଗାପ୍ରସାଦ ଦାସ, ୨୦୧୨ ପାଇଁ ସୁଦର୍ଶନ ସାହୁଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି। ସେଇଭଳି ୨୦୧୩ ମସିହା ପାଇଁ ପଦ୍ମଭୂଷଣ ଯତୀନ ଦାସ, ୨୦୧୪ ପାଇଁ ଦୀନନାଥ ପାଠୀ ଏବଂ ୨୦୧୫ ପାଇଁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଦିଆଯାଇଛି ଧର୍ମପଦ ପୁରସ୍କାରା ଗୋକୁଳ ବିହାରୀ ପଟ୍ଟନାୟକ, ଅସୀମ […]

  • Monday, 05 July 2021
02
କୋଭିଡ କଟକଣା ଭିତରେ ପାଳିତ ହେଉଛି ଜନ୍ମାଷ୍ଟମୀ

ଭୁବନେଶ୍ୱର: ଆଜି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ପାଇଁ ଚାରିଆଡେ ଚାଲିଛି ପ୍ରସ୍ତୁତି। ବିଶେଷ କରି ମଥୁରା, ଦିଲ୍ଲୀ, ରାଞ୍ଚି ସହିତ ପୁରା ଉତ୍ତର ଭାରତରେ ଜନ୍ମାଷ୍ଟମୀ ପର୍ବ ବେଶ ଧୁମଧାମର ସହ ପାଳନ କରୁଛନ୍ତି ଶ୍ରଦ୍ଧାଳୁ। ସେହିପରି ଦ୍ୱାରିକାରେ ମଧ୍ୟ ଜନ୍ମାଷ୍ଟମୀ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କିନ୍ତୁ କୋଭିଡ ପାଇଁ ସ୍ୱତନ୍ତ୍ର କଟକଣା ଜାରି କରାଯାଇଛି । ଭକ୍ତଙ୍କ ଗହଳିକୁ ରୋକିବା ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ମଥୁରାର କେତେକ […]

  • Monday, 05 July 2021
corona 22
ଭୁବନେଶ୍ୱରର ଏହି ସବୁ ହସ୍‌ପିଟାଲରେ ଆଜିଠୁ ହେବ କରୋନା ଟେଷ୍ଟ

ଭୁବନେଶ୍ୱର:  ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ଟେଷ୍ଟକୁ ଆହୁରି ଜୋରଦାର କରାଯିବ । ବିଏମ୍‌ସି ପକ୍ଷରୁ କୋଭିଡ୍ ଟେଷ୍ଟ ବ୍ୟବସ୍ଥାକୁ ଅଧିକ ସମ୍ପ୍ରସାରିତ କରାଯିବା ନେଇ ଯୋଜନା ରଖାଯାଇଛି। ଏନେଇ ଆଜିଠୁ ଭୁବନେଶ୍ୱରର ୯ଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟେଷ୍ଟ କରିବା ନେଇ ସୂଚନା ଦେଇଛି ବିଏମ୍‌ସି। ଆଜିଠୁ ସହରର ୯ଟି ସହରାଞ୍ଚଳ ହସ୍‌ପିଟାଲରେ ଲୋକେ ଆସି କରୋନା ଟେଷ୍ଟ କରାଇପାରିବେ। ଏହି ସେଣ୍ଟର ଗୁଡ଼ିକ ହେଉଛି ନିଳାଦ୍ରୀ ବିହାର, ୟୁନିଟ୍-୩, ପୋଖରୀପୁଟ୍, ୟୁନିଟ୍-୮, ୟୁନିଟ୍-୯, […]

  • Monday, 05 July 2021
boma-mada
ଖାଇବାକୁ ନେଇ ବଚସାରୁ ବୋମାମାଡ଼

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ପଲ୍ଲୀ ଗ୍ରାମରେ ଗତକାଲି ରାତିରେ ବୋମାମାଡ ଘଟି ଜଣେ ଯୁବକ ଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ପଲ୍ଲୀ ଗ୍ରାମର ପ୍ରଭାତ ଗାଆଣ ଓ ଅନ୍ୟ ଜଣେ ଯୁବକ ଗ୍ରାମରେ ଥିବା ତ୍ରିବେଣୀ ଘାଟ ନିକଟରେ ବସିଥିଲେ। ସେହି ସମୟରେ। ସେହି ସମୟରେ ନିକଟସ୍ଥ ଅନ୍ନଗଡ଼ ଗ୍ରାମର ଜଣେ ଯୁବକ ଓ ତାର କିଛି ସହଯୋଗୀ ଏକ ବାଇକରେ ଆସି ସେଠାରେ ପହଁଚିଥିଲେ […]

  • Monday, 05 July 2021