• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Trinatha
ତ୍ରିନାଥ ପ୍ରଧାନଙ୍କ ପାଇଁ ସରକାରୀ ଯୋଜନା ସାତସପନ

  ୮୦ ବର୍ଷ ବୟସ୍କ ତ୍ରିନାଥ ପ୍ରଧାନଙ୍କୁ ମିଳୁନି ସରକାରୀ ସହାୟତା କାନ୍ଥ ଭୁଶୁଡି ପଡିବା ପରେ ପଲିଥିନ୍ ପାଲଟିଛି ସାହାରା ଭଞ୍ଜନଗର (ରାଜେଶ କୁମାର ପଣ୍ଡା) : ବୃଦ୍ଧ, ଅସହାୟ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ଅସଲରେ କିନ୍ତୁ କେତେ ଫାଇଦା ପାଉଛନ୍ତି ତଳସ୍ତରର ଲୋକେ ତାର କିଛି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି। ଗଞ୍ଜାମ ଭଞ୍ଜନଗର ଅଞ୍ଚଳର ତ୍ରିନାଥ ପ୍ରଧାନଙ୍କୁ ଦେଖିଲେ ସରକାରୀ ଯୋଜନାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି […]

  • Tuesday, 13 July 2021
Dhud
ପୁଣି ଚର୍ଚ୍ଚାରେ ଢୁଡ୍ : ଦୁଇ ଦିନ ହେଲା ଜଙ୍ଗଲୀ ବାରହାର ପତ୍ତା ମିଳୁନି

ପୁରୁଷୋତ୍ତମପୁର : ଜଙ୍ଗଲୀ ବାରହା ଢୁଡ୍ ନିଖୋଜ । ଦୁଇ ଦିନ ହେଲା ଢୁଡ୍ ସମ୍ପର୍କରେ କୌଣସି ପତ୍ତା ମିଳୁନି । କେନ୍ଦୁଝର ତେଲକୋଇ ବ୍ଲକ ପୁରୁଷୋତ୍ତମପୁର ଗାଁର ଜଙ୍ଗଲି ବାରହା ଢୁଡ ନିଖୋଜ ହୋଇଯାଇଛି । ଗତ ଦୁଇ ଦିନ ହେଲା ସେ କେଉଁ ଆଡ଼େ ଚାଲି ଯାଇଥିବା କହିଛନ୍ତି ତାଙ୍କୁ ପାଳିଥିବା ଶକୁନ୍ତଳା ପେଠେଇ । ଦୁଇ ଦିନ ତଳେ ଶକୁନ୍ତଳା କୌଣସି କାମରେ ଅନୁଗୁଳ ଯାଇଥିଲେ । ଆଉ ଘରକୁ ଫେରି ଆସିବା […]

  • Tuesday, 13 July 2021
bhadrak
ରଙ୍ଗହୀନ ଜୀବନକୁ ରଙ୍ଗୀନ କରେ ସ୍ନେହାଙ୍କ ରଙ୍ଗତୁଳୀ

ଭଦ୍ରକ(ପାର୍ଥସାରଥି ନାୟକ): ବୟସ ଠାରୁ ୧୦ ଗୁଣ ଅଧିକ ସାଉଣ୍ଟିଛନ୍ତି ପୁରସ୍କାର ଓ ମାନ ପତ୍ର । ଘରର କାନ୍ଥ ଓ ଘର ଭିତରରେ ଦୃଶ୍ୟ ହିଁ କହୁଛି ଝିଅର ସଫଳତାର କାହାଣୀ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଏହି କଳା ପ୍ରତି ସଂପୂର୍ଣ୍ଣ ସମର୍ପିତ ଥିବା ଛାତ୍ରୀ ଜଣଙ୍କ ଛୋଟ ବେଳ ହୁଁ  ନିଜ କଳାର ପ୍ରଦର୍ଶନ କରି ଚାଲିଛନ୍ତି । ଅଳ୍ପ ବୟସରୁ  ସାଉଁଣ୍ଟି ଚାଲିଛନ୍ତି  ମାନପତ୍ର, ପୁରସ୍କାର, ମେଡାଲ ଓ […]

  • Tuesday, 13 July 2021
covid hospital
ଆତଙ୍କ ଖେଳାଉଛି କରୋନା : ଆଜିଠୁ ଖୋଲିବ ଆଦିତ୍ୟ ଅଶ୍ୱିିନୀ କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର:  ଆଜିଠାରୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ଏପରି ପଦକ୍ଷେପ ନେଇଛି । ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହେବ । ସେହିପରି ସମ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ୨୫୦ରୁ ୫ଶହକୁ ବୃଦ୍ଧି କରାଯାଇଛି । ଅନ୍ୟପଟେ ପଟିଆରେ ୬୦ ଓ ଡୁମଡୁମାରେ ୪୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି । […]

mamali
ଚଢେଇଙ୍କ ପାଇଁ ସମର୍ପିତ କୁନି ଝିଅ ମାମାଲି

ଭଦ୍ରକ( ପାର୍ଥ ସାରଥୀ ନାୟକ) : ନିରୀହ ପକ୍ଷୀଙ୍କ ଅକୁଥା ବେଦନା ବୁଝେ କୁନି ଝିଅ । ଆଉ ତାକୁ ଦେଖିଲେ କିଚିରିମିଚିରି ଶବ୍ଦ କରି ଚଢ଼େଇମାନେ ଖାଇବାକୁ ମାଗନ୍ତି । ଶୋଷ ହେଉଥିଲେ ଥଣ୍ଟ ହଲେଇ ପାଣି ପିଇବା ପାଇଁ ମାଗନ୍ତି । ନିଦାଘ ଗ୍ରୀଷ୍ମରେ ନିଜର ବେଦନା ବଖାଣିବା ଆଗରୁ ନିରୀହ ପକ୍ଷୀମାନଙ୍କ ଶୋଷ ଓ ଭୋକ ମେଣ୍ଟାଇବା ପାଇଁ ଗଛ ଉପରେ କୁନି ଝିଅ ମାମାଲି ବାନ୍ଧି ଦେଉଛି ଖାଦ୍ୟ ଓ ପାନୀୟ […]

  • Tuesday, 13 July 2021
cctv
ସିସିଟିଭି ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର : ସିସିଟିଭି ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର । ଯୁକ୍ତ ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରର ପ୍ରବେଶ ଦ୍ୱାର, ପରୀକ୍ଷା ହଲ, ବାରଣ୍ଡା ଓ ଅନ୍ୟାନ୍ୟ ସ୍ଥାନରେ ସିସିଟିଭି ଲଗାଯିବା ଜରୁରୀ।  ଯେଉଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିନଥିବ, ସେଠାରେ ପରୀକ୍ଷା କରାଯିବ ନାହିଁ ବୋଲି ସିଏଚ୍ଏସଇ ପକ୍ଷରୁ କୁହାଯାଇଛି । ଏଥିଲାଗି ଆସନ୍ତା ୨୫ ତାରିଖ ସୁଦ୍ଧା ପରୀକ୍ଷା […]

  • Tuesday, 13 July 2021
mahabisuba
ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ : ରାଜ୍ୟରେ ପ୍ରଚଳନ ହେବ ନୂଆ ପଞ୍ଜିକା

ଭୁବନେଶ୍ୱର : ଆଜି ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି . . ତା ସହ ମହାବୀର ଜୟନ୍ତୀ । ଏଥିପାଇଁ ଉତ୍ସବମୁଖର ସାରା ରାଜ୍ୟ । ତେବେ ଏଥର କରୋନା କଟକଣା ପାଇଁ ଫିକା ପଡିଛି ମହାବିଷୁବ ସଂକ୍ରାନ୍ତି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଚନ୍ଦନପୁରସ୍ଥିତ ଶିରୁଳି ମହାବୀର ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ଆଜି ଭୋର ୪ଟାରୁ ଏହି କଟକଣା ଲାଗୁ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ […]

  • Tuesday, 13 July 2021
pana sankranti
ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ମନା

ଭୁବନେଶ୍ୱର : ରାଜ୍ୟରେ ମହାମାରୀର ପ୍ରଭାବ ବଢ଼ି ବଢ଼ି ଚାଲିଥିବା ବେଳେ ଆସନ୍ତାକାଲି ପଣା ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । ଆସନ୍ତାକାଲି ମହାବିଷୁବ ସଂକ୍ରାନ୍ତି ପଡ଼ୁଥିବା ବେଳେ ମନ୍ଦିରରେ ଭିଡ଼ ହେବାର ଆଶଙ୍କା କରି ଆଗୁଆ ପଦକ୍ଷେପ ନିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ପଣା କିମ୍ବା ବଡ଼ ଧରଣର ପୂଜା ଆୟୋଜନକୁ ବାରଣ କରାଯାଇଛି । କେବଳ ସ୍ୱଳ୍ପ ସଂଖ୍ୟକ ପୂଜକଙ୍କୁ ନେଇ ମା’ଙ୍କର ନୀତି […]

vlcsnap-error056
ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ ଗିରଫ

କଟକ : ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବକୁ ଗିରଫ କରିଛି ପୋଲିସ୍ ।  ଗତକାଲି ଚାଉଳିଆଗଞ୍ଜ ଥାନାରେ ଅତ୍ମସମର୍ପଣ କରିଥିଲା ୟାକୁବ । SCBରେ ଗ୍ୟାଙ୍ଗଷ୍ଟର ହାଇଦରକୁ ବହୁବାର ଭେଟିଥିଲା ଓ ବିରିୟାନି ମଧ୍ୟ ଖୁଆଇଥିଲା ୟାକୁବ । ହାଇଦର ଫେରାର ପଛରେ ୟାକୁବର ଭୂମିକାକୁ ନେଇ ଖୋଳତାଡ଼ ଚଳାଇଛି ପୋଲିସ୍ । ସେପଟେ ଗ୍ୟାଙ୍ଗଷ୍ଟର ହାଇଦରକୁ ଖୋଜୁଛି ପୋଲିସ । ସେକ୍ ହାଇଦର ଫେରାର ଘଟଣାକୁ ଆଜି ୪ ଦିନ ପୁରିଥିବାବେଳେ ଏବେବି ତାର ଟେର୍ […]

  • Tuesday, 13 July 2021
hyder
ସିନେମା କାହାଣୀଠୁ କମ୍ ନୁହେଁ ହାଇଦରର କଳା କାହାଣୀ : ରିକ୍ସା ଚାଳକରୁ ପାଲିଟିଗଲା ରକ୍ତର ହୋଲି ଖେଳୁଥିବା ସଇତାନ୍

କଟକ : ଫେରାର୍ ହୋଇ ପୋଲିସକୁ ନାକେଦମ୍ କରିଦେଇଥିବା ଗ୍ୟାଙ୍ଗଷ୍ଟର୍ ହାଇଦରର ଅପରାଧିକ ତାଲିକା ବେଶ୍ ଲମ୍ବା  ।  ଅପରାଧ ଦୁନିଆରେ ପାଦ ଦେବା ପୂର୍ବରୁ ସେ ଯେତେବେଳେ ଜଣେ ସାଧାରଣ ଟ୍ରଲି ଚାଳକ ଥିଲା, ଆଉ ସେତେବେଳେ ବି ଥିଲା ତାର ବେଶ୍ ଖାତିର । କେନ୍ଦ୍ରାପଡ଼ାର ଟଲି ରିକ୍ସା ଚାଳକରୁ ରକ୍ତର ହୋଲି ଖେଳୁଥିବା ସଇତାନ୍ । ସିନେମାର କାହାଣୀଠୁ କିଛି କମ ନୁହେଁ, ଶେଖ୍ ହାଇଦରର କଳା କ୍ୟାରିୟର୍ । ୧୯୭୫ ବେଳକୁ […]

corona
ଆଜି ବି ଓଡ଼ିଶାରେ ୨୦୦ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୨୪ ଜଣ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ୍ କେସ୍‌ ୮୬ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୭, ବାଲେଶ୍ୱରରୁ ୬, ବରଗଡ଼ରୁ ୮, ବଲାଙ୍ଗିରରୁ ୧୨, କଟକରୁ ୧୯, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୩, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧୨, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୫୧, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ […]

  • Tuesday, 13 July 2021
lightning
ଝଡ଼ତୋଫାନ ଓ ବଜ୍ରପାତ ନେଇ ୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କଲବଲ କରିଥିଲା ଗରମ। ରାଜଧାନୀ ଭୁବନେଶ୍ୱରର ଆକାଶ ଆଂଶିକ ମେଘୁଆ ଥିଲେ ବି ଗୁଳୁଗୁଳି ଅନୁଭୁତ ହୋଇଥିଲା। ଗତକାଲି ରାଜ୍ୟର ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଅନ୍ୟପକ୍ଷେ, ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ୩ ଜିଲ୍ଲା ପାଇଁ ହିଟ୍‌ ୱେଭ୍‌ ଆଲର୍ଟ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଏହି ୩ ଜିଲ୍ଲା ହେଲା- ଖୋର୍ଦ୍ଧା, ନୟାଗଡ଼ ଓ […]

Subroto Bagchi
ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବାଗଚୀ-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟର

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର । ଭୁବନେଶ୍ୱରରେ ହେବ ବାଗଚୀ-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟର । ଏଥିପାଇଁ ୧୩୦ କୋଟି ଟଙ୍କା ଦେବେ ସୁବ୍ରତ ବାଗଚୀ ଏବଂ ପତ୍ନୀ ସୁସ୍ମିତା ବାଗଚୀ । ପାଲିଆଟିଭ କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର ମାଗଣାରେ ୨୦ ଏକର ଜମି ଯୋଗାଇଦେବେ । ଏହି ସେଣ୍ଟରରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣା ଚିକିତ୍ସା ମିିଳିବ । ଏହି ପାଲିଆଟିଭ କେୟାର ସେଣ୍ଟରରେ ପ୍ରଥମେ ୧୦୦ […]

  • Tuesday, 13 July 2021
କେବେ ମିଳିବ ସମନ୍ୱିତ ଗୃହ ବସ୍ତି ଉନ୍ନୟନ ଯୋଜନା ଟଙ୍କା? ୧୦ ବର୍ଷ ହେଲା ଅପେକ୍ଷାରେ ହିତାଧିକାରୀ

ଜୟପୁର(ଟି.ଗୌରୀଶଙ୍କର) : ପୁରଣା ଯୋଜନା ବନ୍ଦ ହୋଇ ନୂଆ ଯୋଜନା କାର୍ଯ୍ୟ କାରୀ ହୋଇସାରିଲାଣି, ହିତାଧିକାରୀ ବି ସାମିଲ ହୋଇସାରିଲେଣି ।  ହେଲେ ବନ୍ଦ ହୋଇଥିବା ଯୋଜନାର ବକେୟା ଟଙ୍କା ପାଇଁ ଆଜି ବି ନୟାନ୍ତ ହେଉଛନ୍ତି ହିତାଧିକାରୀ । ସରକାରଙ୍କ ପକ୍ଷରୁ ସମନ୍ୱିତ ଗୃହ ଓ ବସ୍ତି ଉନ୍ନୟନ ଯୋଜନାରେ ହିତାଧିକାରୀ ସାମିଲ ହୋଇ ଘର କରିଥିଲେ ବି ୧୦ ବର୍ଷ ହେଲା ବକେୟା ଟଙ୍କା ପାଇପାରିନାହାଁନ୍ତି  । ଜୟପୁରର ପୁରୁଣାଗଡର ରମା ଜାନୀ । […]

  • Tuesday, 13 July 2021
haider-frnd
ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ସଲ୍ଲୁ

କଟକ : ଆତ୍ମସମର୍ପଣ କଲା ହାଇଦରର ସହଯୋଗୀ । ଗ୍ୟାଙ୍ଗଷ୍ଟର ଫେରାର ଥିବାବେଳେ ତା’ର ସହଯୋଗୀ ଆଜି ପୋଲିସ ହାତରେ ଧରାଦେଇଛି । କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ଘନିଷ୍ଠ ସହଯୋଗୀ ସଲ୍ଲୁ ଓରଫ୍ ୟାକୁବ ଖାନ୍। SCB ମେଡିକାଲରେ ଚିକିତ୍ସା ଚାଲିଥିବା ସମୟରେ ହାଇଦରକୁ ଭେଟୁଥିଲା ୟାକୁବ। ଏହା ସହ ସେ ତାକୁ ବିରିୟାନୀ ମଧ୍ୟ ଖୁଆଇଥିଲା। ତେବେ ଆତ୍ମସମର୍ପଣ କରିବା ସହ ସେ ପୋଲିସକୁ ସମସ୍ତ ପ୍ରକାରର ସହଯୋଗ କରିବ […]

medical
ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା : ଦୀର୍ଘ ବର୍ଷ ହେଲା ଡାକ୍ତରଙ୍କ ସମେତ ଆବଶ୍ୟକ ଷ୍ଟାଫ ପଦବୀ ଖାଲି

ନାହିଁ ନାହିଁରେ ଚାଲିଛି ଯାଜପୁରର ଉତଙ୍ଗରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଦୀର୍ଘ ବର୍ଷ ହେଲା ଡାକ୍ତରଙ୍କ ସମେତ ଆବଶ୍ୟକ ଷ୍ଟାଫ ପଦବୀ ଖାଲି ଜଣେ ଆୟୁଷ ଡାକ୍ତର ଓ ଜଣେ ଫାର୍ମାସିଷ୍ଟଙ୍କ ଉପରେ ସମସ୍ତ ଦାୟିତ୍ୱ ରୋଗୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ଯାଜପୁର(ଗୁଲାମ ଗସ): ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସରକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନ ସ୍ଥାପନ କରିଛନ୍ତି । ହେଲେ କେଉଁଠି ଡାକ୍ତରଙ୍କ ଅଭାବ ତ ଆଉ […]

  • Tuesday, 13 July 2021
tapan
ସଜନା ଚାଷ କରି ଲକ୍ଷପତି ତପନ ସାହୁ

କୁଚିଣ୍ଡା(ଦେବେନ୍ଦ୍ର ବେହେରା) : ସଜନା ଚାଷ କରିଛି ସ୍ୱାବଲମ୍ବୀ । ଯେଉଁଠି ପାଣି ବିନା ଦୁବ କଅଁଳିବା ଅସମ୍ଭବ, ସେଠାରୁ ରୋଜଗାର କରି ପରିବାର ପୋଷୁଛନ୍ତି ।  ଅଦମ୍ୟ ଇଚ୍ଛାଶକ୍ତି ଆଉ କଠିନ ପରିଶ୍ରମ ରୋଜଗାର ଯୋଗାଇବାର ଏକମାତ୍ର ମୂଳମନ୍ତ୍ର ସାଜିଛି । ବାଲିଆ ମାଟି, ପାଣି ନାହିଁ । ଦୂର ପୋଖରୀରୁ ଡାଲା ଅଟୋରୁ ପାଣି ଆଣି ନିଜ ଛୋଟ ବଗିଚାରେ ସୁନାର ଫସଲ ଫଳାଇଛନ୍ତି ଯୁବଚାଷୀ ତପନ ସାହୁ ।  ପାଣି ବିନା ଗଛ […]

  • Tuesday, 13 July 2021
VACCINE
ଟିକା ଅଭାବରୁ ରାଜ୍ୟର ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ୱର : ଟିକା ଅଭାବରୁ ରାଜ୍ୟର ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଆଜି ଏହି ସୂଚନା ଦେଇଛନ୍ତି । ଆଜି ୫୭୯ଟି କେନ୍ଦ୍ରରେ ଟିକାକରଣ ଚାଲିଛ ଏବଂ ଟିକା ନଆସିଲେ କାଲି ଅଧତ୍କାଂଶ ଜିଲ୍ଲାରେ ଷ୍ଟକ୍ ଆଉଟ୍ ହୋଇଯିବ ସେ କହିଛନ୍ତି । ଯେଉଁ ଜିଲ୍ଲାକୁ ଟିକା ଯାଇଛି ସେଠି ଟିକାକରଣ ଜାରି ରହିବ, ହେଲେ ଅନ୍ୟ ଜିଲ୍ଲାରେ ବାଧ୍ୟ ହୋଇ ଟିକାକରଣକୁ ବନ୍ଦ ରଖାଯିବ । ରାଜ୍ୟରେ […]

  • Tuesday, 13 July 2021
jhamu jatra
ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ, ଏହିସବୁ ପର୍ବ ପାଳନ ଉପରେ କଟକଣା ଲଗାଇଲେ ସରକାର

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣକୁ ରୋକିବା ପାଇଁ ପର୍ବପର୍ବାଣୀ ପାଳନ ଉପରେ ସ୍ୱତନ୍ତ୍ର ରିଲିଫ କମିଶନର(SRC) କଟକଣା ଲଗାଇଛନ୍ତି। ଗୁଡ୍ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡ ଯାତ୍ରା ପାଳନ ଉପରେ କଟକଣା ଲଗା ଯାଇଛି। ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନ କରିବାକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି। ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ମନ୍ଦିର, ଚର୍ଚ୍ଚରେ ନୀତି ପାଳନ […]

  • Tuesday, 13 July 2021
samir-ranjan-dash
ଆସନ୍ତା ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା

ଭୁବନେଶ୍ୱର: ସରକାର ଓ ଶିକ୍ଷା ବିଭାଗ ଚାହୁଁଛି ନବମ ଶ୍ରେଣୀ ପିଲାମାନେ ପରୀକ୍ଷା ଦିଅନ୍ତୁ । ସଂକ୍ରମଣ ବଢ଼ୁଥିବାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରାଯାଇଛି, ଆଗାମୀ ସ୍ଥିତିକୁ ଦେଖି ପରୀକ୍ଷା ସମ୍ପର୍କରେ ବିଚାର କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ନବମ ଶ୍ରେଣୀ ପିଲାଙ୍କ କୋର୍ସ ପ୍ରାୟ ଅଧା ସରିଯାଇଛି, ଅଳ୍ପ ବାକି ରହିଛି । ଯେତିକି ପାଠପଢ଼ା ହୋଇଛି, ସେତିକି ପରୀକ୍ଷା କରାଇବା ପାଇଁ ବିଭାଗର ଇଚ୍ଛା […]

  • Tuesday, 13 July 2021
corona
୨୪ ଘଣ୍ଟାରେ ଓଡ଼ିଶାରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୩୯ ଜଣ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ୍ କେସ୍‌ ୯୫ ରହିଛି। ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୩୨, କଟକରୁ ୨୯, ବରଗଡ଼ରୁ ୨୪, କଳାହାଣ୍ଡିରୁ ୧୭, ସୁନ୍ଦରଗଡ଼ ଓ ବଲାଙ୍ଗିରରୁ ୧୫ ଜଣ ଲେଖାଏ, ସମ୍ବଲପୁରରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୬୯୪ରେ […]

  • Tuesday, 13 July 2021
subarnapur
ସୁବର୍ଣ୍ଣରେଖା ମୁହାଁଣରେ କେବେ ନିର୍ମାଣ ହେବ ବନ୍ଦର ?

ବିସ୍ଥାପିତ ହେବା ଭୟରେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହେଉ: ବୁଦ୍ଧିଜୀବୀ ବାଲିଆପାଳ(ଅଜିତ୍ ଦାସ ଓ ରଶ୍ମିରଞ୍ଜନ ଦାସ) : ସୁବର୍ଣ୍ଣରେଖା ମୁହାଁଣରେ ନିର୍ମାଣ ହେବ ଓଡିଶାର ଆଉ ଏକ ବନ୍ଦର ବନ୍ଦର । ଭିତ୍ତିପ୍ରସ୍ତର ସ୍ଥାପନ କରି ଆସନ୍ତା ୪ ରୁ ୫ ବର୍ଷ ଭିତରେ ବନ୍ଦର କାର୍ଯ୍ୟ କ୍ଷମ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ବନ୍ଦର କାମ ବଢିପାରୁନି […]

  • Tuesday, 13 July 2021
ravenshaw university
ରେଭେନ୍ସା କ୍ୟାମ୍ପସ୍‌ରେ ପ୍ରବେଶ କରିପାରିବେନି ବାହାର ଲୋକ, ପରୀକ୍ଷା ସ୍ଥଗିତ

କଟକ: କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨ ଜଣ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ସଂକ୍ରମଣ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ବାହାର ଲୋକ ରେଭେନ୍ସା କ୍ୟାମ୍ପସ୍‌ ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଥିବା ବେଳେ ବାକି ଥିବା ପରୀକ୍ଷାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥଗିତ ରଖିଛନ୍ତି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବିଦ୍ୟାର୍ଥୀ ଜଣକ ହଷ୍ଟେଲ୍‌ରେ ରହୁଥିଲେ ବୋଲି ଜଣାପଡ଼ିଛି। ଫଳରେ ସମସ୍ତ ହଷ୍ଟେଲ୍‌ ଗୁଡ଼ିକୁ ସାନିଟାଇଜ କରାଯାଇଛି। ଏହାସହ ହଷ୍ଟେଲର ସମସ୍ତ […]

  • Tuesday, 13 July 2021