• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

maop
ମାଓବାଦୀ ଆକ୍ରମଣ: ୬ଟି ଗାଡ଼ି ପୋଡ଼ିଦେଲେ, ଜଣକୁ ମାରିଦେଲେ

ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଚକ୍ରଧରପୁର ଅଞ୍ଚଳରେ ମାଓବାଦୀଙ୍କ ଆକ୍ରମଣ। ଚକ୍ରଧରପୁର ଥାନା ସୋମରା ନାଳ ଉପରେ ପୋଲ କାମ ଚାଲିଥିବାବେଳେ ଶ୍ରମିକଙ୍କ ଶିବିର ଉପରେ ମାଓବାଦୀମାନେ ଆକ୍ରମଣ କରିଛନ୍ତି। ଶ୍ରମିକଙ୍କ କ୍ୟାମ୍ପ୍ ଜାଳିଦେବା ସହ ଗୁଳିମାଡ଼ ମଧ୍ୟ କରିଛନ୍ତି। ଏଥିରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ଗୋଟିଏ ପ୍ରୋକ୍ଲିନ୍ ମେସିନ, ଡମ୍ପର୍ ସହିତ ୬ଟି ଗାଡ଼ି ପୋଡ଼ି ଦେଇଛନ୍ତି ମାଓବାଦୀ। ୧୨ରୁ ୧୪ ଜଣ ମାଓବାଦୀ ଆସି […]

  • Tuesday, 20 July 2021
bolangir
ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପୁନଃ ସ୍ଥାପନ ଦାବିରେ ୨୪ଘଣ୍ଟିଆ ବନ୍ଦ ଡାକରା

ବଲାଙ୍ଗିର: ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପୁନଃ ସ୍ଥାପନ ଦାବିରେ ଆଜି ୨୪ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ଜିଲ୍ଳା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି। ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ଏହି ବନ୍ଦ ପାଳନକୁ ସମର୍ଥନ କରୁଛନ୍ତି। ଫଳରେ ସହରରେ ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି। ଏଥିସହ ୨୪ଘଣ୍ଟିଆ ରେଳରୋକ ମଧ୍ୟ କରାଯାଇଛି।

  • Tuesday, 20 July 2021
water
ଜଳ ସମ୍ପଦ ସଚିବ ଓ ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା

ଭୁବନେଶ୍ୱର: ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍‌ର ଆଦେଶ କାର୍ଯ୍ୟକାରୀ କରିବାରେ ଅବହେଳା କରିଥିବାରୁ ଜଳ ସମ୍ପଦ ସଚିବ ଓ ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ରାଜ୍ୟ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଓ କ୍ଷୁଦ୍ର ଜଳ ସେଚନ ମୁଖ୍ୟଯନ୍ତ୍ରୀ ସରୋଜ କୁମାର ପଟ୍ଟନାୟକଙ୍କ ବିରୋଧରେ ଟ୍ରିବ୍ୟୁନାଲ୍ ଜାମିନ ଯୁକ୍ତ ଗିରଫ ପରୱାନା ଜାରି କରିଛନ୍ତି। ୫ ହଜାର ଟଙ୍କା ବଣ୍ଡ ବିନିମୟରେ ଉଭୟଙ୍କ ବିରୋଧରେ ଜାମିନ ଯୁକ୍ତ ପରୱାନା ଜାରି […]

  • Tuesday, 20 July 2021
journalist
ପୁଣି ସାମ୍ବାଦିକଙ୍କୁ ଆକ୍ରମଣ

ବାଲେଶ୍ୱର: ବାଲେଶ୍ୱରରେ ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ। ମଦ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଏକ ଦୈନିକ ଖବର କାଗଜର ସାମ୍ବାଦିକ। ତାଙ୍କ ନାଁ ପ୍ରମୋଦ ରାଉତ। ମଦ କାରବାର ବିରୋଧରେ ଖବର ଛାପିଥିବାରୁ ପ୍ରମୋଦଙ୍କୁ ମାରଣାସ୍ତ୍ରରେ ମଦ ମାଫିଆ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ପ୍ରମୋଦ ଅନନ୍ତପୁର ଘାଟ ଅଞ୍ଚଳ ଦେଇ ନିଜ ଭଉଣୀ ଘରକୁ ଯାଉଥିବା ବେଳେ ମଦ ମାଫିଆମାନେ ବାଟରେ ଅଟକାଇ ତାଙ୍କୁ […]

  • Tuesday, 20 July 2021
eco
ପୂର୍ବତଟ ରେଲ୍‌ୱେ ପାଇଁ ୭୦୧୦ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍‌ରେ ପୂର୍ବତଟ ରେଲ୍‌ୱେ ଏବଂ ଓଡ଼ିଶା ପାଇଁ ମୋଟ ୭୦୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଗତବର୍ଷ ଅପେକ୍ଷା ଏହା ୧୩ ପ୍ରତିଶତ ଅଧିକ। ସେହିଭଳି ୬ଟି ନୂଆ ଲାଇନ୍‌ ପାଇଁ ବଜେଟ୍‌ରେ ୨୬୩୦ କୋଟି ବ୍ୟୟବରାଦ କରାଯାଇଛି। ହରିଦାସପୁର-ପାରାଦୀପ ଲାଇନ୍‌ ପାଇଁ ସର୍ବାଧିକ ୪ଶହ କୋଟି ବ୍ୟୟବରାଦ କରାଯାଇଥିବାବେଳେ ଖୋର୍ଦ୍ଧା-ବଲାଙ୍ଗିର ଲାଇନ୍‌ ପାଇଁ ୩୫୦ କୋଟି ବ୍ୟୟବରାଦ ହୋଇଛି। ସେହିପରି ଅନୁଗୁଳ-ସୁକିନ୍ଦା ଲାଇନ୍‌ ପାଇଁ ୨୫୦ କୋଟି, ତାଳଚେର-ବିମଳାଗଡ଼ ଲାଇନ୍‌ ପାଇଁ ୧୫୦ […]

  • Tuesday, 20 July 2021
lic
ଏଲ୍‌ଆଇସି ଖୋର୍ଦ୍ଧା ଶାଖା ସଭାପତିଙ୍କୁ ହତ୍ୟା ଅଭିଯୋଗ

ଖୋର୍ଦ୍ଧା: ଏଲ୍‌ଆଇସି ଖୋର୍ଦ୍ଧା ଶାଖା ସଭାପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ହରିରାଜପୁର ଫାଣ୍ଡି ନିମବସନ୍ତ ଗାଁର ରବୀନ୍ଦ୍ର କୁମାର ନାହାକ। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଖୋର୍ଦ୍ଧାରୁ ଘରକୁ ଫେରୁଥିବା ବେଳେ ଜଟଣୀ ନାଇଜର ନିକଟରେ ତାଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେ ଜଟଣୀରେ ପରିବାର ସହ ଭଡ଼ାରେ ରହୁଥିଲେ। ସୂଚନା ଅନୁସାରେ, ଗତକାଲି ରାତିରେ ସେ ଅଫିସରୁ ବାହାରି ଜଟଣୀ […]

  • Tuesday, 20 July 2021
representational image
ବଣାଇରେ ହାତୀ ଉପଦ୍ରବ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ପୁଣି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ବଣାଇ କୁଳିପୋଷ ରେଞ୍ଜରେ ଏକ ହାତୀପଲ ଆସି ବ୍ୟାପକ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଏବେ କୁଳିପୋଷ ଗାଁ ମୁଣ୍ଡରେ ୬ରୁ ୭ଟି ହାତୀ ରହିଥିବା ଜଣାପଡ଼ିଛି। କେଲ, ଗଡ଼ପୋଷ, ନୂଆଡିହି, ଭାଂଗଡିହି, ଖୁଟଗାଁ ଅଞ୍ଚଳରେ ଧାନ ଓ ପରିବା ଫସଲ ସବୁ ହାତୀପଲ ନଷ୍ଟ କରୁଥିବା ଜଣାପଡ଼ିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଗ୍ରାମବାସୀଙ୍କ ସହ ବନ […]

  • Tuesday, 20 July 2021
puri
ପୁରୀରେ ଅକ୍ଟେଭ୍‌ ଫେଷ୍ଟିଭାଲ୍‌ ଉଦ୍‌ଯାପିତ

ପୁରୀ: ଭିନ୍ନ ସଂସ୍କୃତି, ଭିନ୍ନ ପରମ୍ପରା, ଅନନ୍ୟ ଲୋକନୃତ୍ୟ ପୁଣି ଲୋକଗୀତର ତାଳେ ତାଳେ ଦୁଲୁକିଲା ପର୍ଯ୍ୟଟନ ସହର ପୁରୀର ସ୍ୱର୍ଣ୍ଣାଭ ବେଳାଭୂମି। ସୁନ୍ଦର ସୁନ୍ଦର ପୋଷାକ, ପରିପାଟିରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର କଳାକାରମାନେ ତାଙ୍କର ନୃତ୍ୟ ଗୀତ ପରିବେଷଣ କରି ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ବିମୋହିତ କରିଛନ୍ତି। ଉଦ୍‌ଘାଟନୀ ଦିବସରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି  ଜିଲ୍ଲାପାଳଙ୍କ ସହ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଓଡ଼ିଶାର ପ୍ରତିଷ୍ଠିତ କଳାକାରମାନେ ଯୋଗ ଦେଇଥିଲେ। ଏଭଳି […]

  • Tuesday, 20 July 2021
shelter
ସିଲ୍‌ ହେଲା ବେଲଟିକିରି ସେଲ୍‌ଟର୍‌ ହୋମ୍

ଢେଙ୍କାନାଳ: ଶେଷରେ ସିଲ୍‌ ହେଲା ଢେଙ୍କାନାଳ ଜିଲ୍ଲା ବେଲଟିକିରିରେ ଥିବା ସେଲ୍‌ଟର୍‌ ହୋମ୍। ଏଠାରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ଏବଂ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତହସିଲଦାରଙ୍କ ଉପସ୍ଥିତିରେ ଢେଙ୍କାନାଳ ସଦର ଥାନା ପୁଲିସ୍‌ ସେଲ୍‌ଟର୍‌ ହୋମ୍‌ ସିଲ୍‌ କରିଛନ୍ତି। ସିଲ୍ ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧତ୍କାରୀ ମଧ୍ୟ ଉପସ୍ଥିତ ଥିଲେ। ତେବେ ଅନ୍ତେବାସୀଙ୍କୁ କେଉଁଠିକୁ ସ୍ଥାନାନ୍ତର କରାଗଲା ତାହା ଜଣାପଡ଼ିନାହିଁ। ଏହି ବେଆଇନ୍‌ ସେଲ୍‌ଟର୍‌ ହୋମ୍‌ରେ ଜୋରଜବରଦସ୍ତ ଅନ୍ତେବାସୀଙ୍କ ସହ  […]

  • Tuesday, 20 July 2021
dot fest
ଭୁବନେଶ୍ୱରରେ ଡଟ୍‌ ଫେଷ୍ଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଡଟ୍‌ ଫେଷ୍ଟ୍‌ ଉଦ୍‌ଘାଟିତ ହୋଇଛି। ଏହି ଫେଷ୍ଟରେ ଲୋକମାନେ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟର ସ୍ୱାଦ ପାଇବା ସହ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଓ ଶେଖରଙ୍କ ସଙ୍ଗୀତରେ ଦର୍ଶକ ଝୁମିଛନ୍ତି। ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ଏହି ଫେଷ୍ଟ ଚାଲିବ। ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ଏହାକୁ ଉଦ୍‌ଘାଟନ କରିଥିଲେ। ଏହା ପରେ […]

  • Tuesday, 20 July 2021
Capture
ସ୍ୱଚ୍ଛ ଭାରତ ଯୋଜନା ଫେଲ୍

କୋରାପୁଟ: ଲକ୍ଷଲକ୍ଷ ଟଙ୍କା ଅଟକଳରେ ସ୍ୱାଚ୍ଛଭାରତର ଯୋଜନା କରାଯାଉଥିବା ବେଳେ ଗ୍ରାମାଞ୍ଚଳରେ କିଭଳି ଚାଲିଛି ଯୋଜନାର ରୂପାୟନ, କୋରାପୁଟ ଜିଲ୍ଲା କେନ୍ଦାର ଗାଁକୁ ଦେଖିଲେ ସ୍ପଷ୍ଟ ଅନୁମାନ କରିହେବ। ଗାଁରେ ନିର୍ମାଣ କରାଯାଇଥିବା ପାଇଖାନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପ୍ରଶାସନର ଉଦାସୀନତା, ନା ସଚେତନତାର ଅଭାବ ତାକୁ ନେଇ ବି ଉଠିଛି ପ୍ରଶ୍ନ। କେନ୍ଦାର ଗାଁରେ ଫେଲ୍ ମାରିଛି ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନା। ଲୋକଙ୍କୁ ଏଠି ସୁହାଉଛି ମୁକ୍ତାକାଶ ଶୌଚାଳୟ। ଏହି ଗାଁର […]

  • Tuesday, 20 July 2021
o
ଅନ୍‌ଲାଇନ୍‌ରେ ହେବ ଓଟିଇଟି ପରୀକ୍ଷା

ଭୁବନେଶ୍ୱର: ପ୍ରଶ୍ନପତ୍ର ଲିକ୍ ପରେ ଅଫ୍ ଲାଇନ୍‌ରେ ନୁହେଁ ଅନ୍‌ଲାଇନ୍‌ରେ ହେବ ଓଟିଇଟି ପରୀକ୍ଷା। ଅଫ୍ ଲାଇନ୍ ବଦଳରେ ଏଣିକି ପରୀକ୍ଷାର୍ଥି ଅନ୍ଲାଇନ୍‌ରେ ପରୀକ୍ଷା ଦେବେ। ଆଜି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ୍। ପ୍ରଶ୍ନପତ୍ର ଲିକ୍ ପରେ ପରୀକ୍ଷା ଢାଞ୍ଚା ବଳାଇବାକୁ ନିଷ୍ପତ୍ତି ନେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ। ଚଳିତ ବର୍ଷ  ଓଟିଇଟି  ମାଟ୍ରିକ ପରୀକ୍ଷା ପରେ ହେବ।

  • Tuesday, 20 July 2021
baliyatra
କଟକ ବାଲିଯାତ୍ରାରେ ଶୁଖୁଆର ଚାହିଦା

କଟକ: ଶେଷ ହେବାକୁ ଆସିଲାଣି ଐତିହାସିକ କଟକ ବାଲିଯାତ୍ରା। ପ୍ରତ୍ୟେକ ଦିନ ବାଲିଯାତ୍ରାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ, ଚଳିତବର୍ଷ ଶୁଖୁଆ ବଜାରର ବେଶ୍‌ ଚାହିଦା ରହିଛି। ଇଲିସି, ଖଇଙ୍ଗା, ଜଳକାଠାରୁ ଆରମ୍ଭ କରି କୋକିଲି, ଶାବଳା  ରାସ୍ତା କଡ଼ରେ ୨୫ରୁ ୩୦ ପ୍ରକାରର ଶୁଖୁଆ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। କଟକ ବାଲିଯାତ୍ରାରେ ବିଭିନ୍ନ ପ୍ରକାରର ଜିନିଷ ବିକ୍ରି ହେବା ସହ ଶୁଖୁଆ ବଜାର ମଧ୍ୟ ବସିଥାଏ। ବାଲିଯାତ୍ରା ବୁଲା ସାଙ୍ଗକୁ ଗୋଟିଏ ଜାଗାରେ […]

  • Tuesday, 20 July 2021
plga week
ଆଜିଠୁ ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ଆଜିଠାରୁ ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ ହୋଇଛି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ନକ୍ସଲମାନେ ଏହି ସପ୍ତାହ ପାଳନ କରିବେ। ଏଥିପାଇଁ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ନକ୍ସଲମାନେ ପୋଷ୍ଟର ଲଗାଇବା ସହ ବନ୍ଦ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି। ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହକୁ ଦୃଷ୍ଟିରେ ରଖି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ସୀମାରେ କମ୍ବିଂ ଅପରେସନ୍‌କୁ ଜୋରଦାର […]

  • Tuesday, 20 July 2021
kalia
କାଳିଆ ଯୋଜନାରେ ପ୍ରଭାବଶାଳୀଙ୍କୁ ବାଦ୍ ଦିଆଯାଇଛି: କୃଷି ସଚିବ

ଭୁବନେଶ୍ୱର: କାଳିଆ ଯୋଜନାରେ ପ୍ରଭାବଶାଳୀଙ୍କୁ ବାଦ୍ ଦିଆଯାଇଛି। ଡ୍ରାଫ୍ଟ ତାଲିକା ଯାଞ୍ଚ ପରେ ପ୍ରଭାବଶାଳୀଙ୍କ ନାଁକୁ କାଟି ଦିଆଯାଇଛି। ଆଜି ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ। କାଳିଆ ଯୋଜନା ପାଇଁ ପ୍ରଥମେ ୨୦ ଲକ୍ଷ ଚାଷୀଙ୍କ ଡ୍ରାଫ୍ଟ ତାଲିକା ପ୍ରସ୍ତୁତ ହୋଇଥିଲା। ତେବେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କୁ ନେଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଚୂଡ଼ାନ୍ତ ହୋଇଥିବା ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ତେବେ ୨୦ ହଜାର ଚାଷୀଙ୍କ ବ୍ୟାଙ୍କ […]

  • Tuesday, 20 July 2021
atanu-arun-cbi
ଅରୁଣ ଓ ଅତନୁଙ୍କୁ ପୁଣି ନୋଟିସ୍ କରିବ ସିବିଆଇ !

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଲିଙ୍କ୍‌ରେ ବିଜେଡିର ଦୁଇ ପ୍ରଭାବଶାଳୀ ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ପୁଣି ସମନ୍ କରିବ ସିବିଆଇ। ପ୍ରଥମ ନୋଟିସ୍ ପାଇ ବି ଉଭୟ ହାଜର ହୋଇନଥିବାରୁ ସେମାନଙ୍କୁ ଦ୍ୱିତୀୟ ଥର ପାଇଁ ନୋଟିସ୍ ହେବ ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକାରୀ ଜଣକ କହିଛନ୍ତି, ଉଭୟ ନେତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ୍ ହୋଇଥିଲା। ଜଣକୁ ୨୮ ତାରିଖ ଓ ଅନ୍ୟଜଣକୁ ୩୦ ତାରିଖରେ […]

  • Tuesday, 20 July 2021
representational image
ବଙ୍ଗୀୟ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବଙ୍ଗୀୟ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ୫ ଜଣ ଯୁବକ ତାଙ୍କୁ ପ୍ରଲୋଭନ ଦେଖାଇ ସାଙ୍ଗରେ ନେଇ ଆସିଥିଲେ। ପରେ ନାବାଳିକାଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ପରେ ଆଜି ସକାଳୁ ରସୁଲପୁର ନିକଟରେ ଥିବା ରାସ୍ତା କଡ଼ରେ ପକାଇ ପଳାଇଥିଲେ। ରସୁଲପୁର ଗାଁର କିଛି ଲୋକ ଏହା […]

  • Tuesday, 20 July 2021
dead body
ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ସୁବର୍ଣ୍ଣପୁର: ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ସୁବର୍ଣ୍ଣପୁର ଜିଳ୍ଲା ବିନିକାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଚକଡା ପୋକରେ ଫସଲ ହାନୀ ଓ ଋଣ ଭାର ଯୋଗୁଁ ସିଂଘିଯୁବା ଗାଁର ଭୁତୁଲୁ କର୍ଣ୍ଣ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗତକାଲି ସକାଳେ ଧାନ କାଟୁଥିବା ସମୟରେ ଫସଲ ନଷ୍ଟ ହୋଇଥିବା ଦେଖି ସେ  ଚିନ୍ତାରେ ପଡି ଯାଇଥିଲେ। ହାତ ଉଧାରୀ କରିଥିବା ଋଣ ଓ ବ୍ୟାଙ୍କରୁ ଆଣିଥିବା ଋଣ […]

  • Tuesday, 20 July 2021
firing
ଯୁବକଙ୍କୁ ଗୁଳିମାଡ଼

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳ ଛପଡା ବଜାରରେ ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ଛପଡା ଗାଁର ସମୀର ଦାସ ନାମକ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲ୍‌ରେ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ, ସାମାନ୍ୟ ଗଣ୍ଡଗୋଳକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ରାଜା ନାମକ ଯୁବକଙ୍କ ସହ ସମୀରଙ୍କ ଝଗଡ଼ା ହେବାପରେ, ରାଜା ଛପଡା ବଜାରରେ ବୋମାମାଡ଼ କରିଥିଲା। ପରେ ସମୀରକୁ […]

  • Tuesday, 20 July 2021
kejariwal
ଓଡ଼ିଶାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି ଆମ ଆଦ୍‌ମି ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍। ସେ ସାମାଜିକ ନ୍ୟାୟ ଅଭିଯାନ ସମ୍ପର୍କିତ ଏକ ସାଧାରଣ ସଭାରେ ସାମିଲ ହେବେ। ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଲୋୟର୍ ପିଏମ୍‌ଜିରେ ଆୟୋଜିତ ସାମାଜିକ ନ୍ୟାୟ କାର୍ଯ୍ୟକ୍ରମରେ ଆମ୍‌ ଆଦ୍‌ମି ପାର୍ଟିର ନେତା ଓ କର୍ମୀଙ୍କ ସମେତ ବହୁ ସାମାଜିକ କର୍ମୀ ଓ ରାଜନେତା ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ […]

  • Tuesday, 20 July 2021
vigilance
ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ପିଅନ; ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

କୋରାପୁଟ: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ। କୋରାପୁଟ ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି। ଏକ ପାଣିଟ୍ୟାଙ୍କ୍ ନିର୍ମାଣ ବିଲ୍‌ କରାଇ ଦେବାକୁ କହି ଠିକାଦାର ଟଙ୍କଧର ହରିଜନଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ନିର୍ବାହୀ ଯନ୍ତ୍ରୀ। ଯୋଜନା ମୁତାବକ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ପିଅନ ସତ୍ୟଭାନୁ ମଲ୍ଲିକଙ୍କୁ ଏହି ଟଙ୍କା ଦେବାକୁ କହିଥିଲେ। ତେବେ ଟଙ୍କା […]

  • Tuesday, 20 July 2021
jcb
ମାଓବାଦୀଙ୍କ ହିଂସାକାଣ୍ଡ: ଆଇଡି ବିସ୍ଫୋରଣ ସହ ଜାଳିଦେଲେ ଜେସିବି  

କଳାହାଣ୍ଡି/ରାୟଗଡ଼ା: ସହିଦ ସପ୍ତାହର ଶେଷ ଦିନରେ ଡକାଯାଇଥିବା ମାଓବାଦୀଙ୍କ ଭାରତ ବନ୍ଦ ଡାକରା ବେଳେ ହିଂସାକାଣ୍ଡ ଘଟାଇଛନ୍ତି ଲାଲ୍‌ ବାହିନୀ। କଳାହାଣ୍ଡିର ମଦନପୁର ରାମପୁର କେନ୍ଦୁଘାଟି ରାସ୍ତାରେ ଜେସିବିକୁ ପୋଡ଼ି ଦେଇଛନ୍ତି ମାଓବାଦୀ। କେନ୍ଦୁଘାଟିରେ ରାସ୍ତା କାମ ଚାଲିଥିବା ବେଳେ ଏହାକୁ ବିରୋଧ କରିଛି ଲାଲ୍ ସଂଗଠନ। ଘଟଣାସ୍ଥଳରେ ଏକ ମାଓ ପୋଷ୍ଟର୍ ବି ଲଗାଯାଇଛି। ସେହିପରି ରାୟଗଡ଼ା ଜିଲ୍ଳା ଚାଟିକଣାଠାରେ ଆଇଡି ବିସ୍ଫୋରଣ ହୋଇଛି। ରାସ୍ତାରେ ମାଓବାଦୀମାନେ ଲଗାଇଥିବା ଆଇଡି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ତେବେ […]

  • Tuesday, 20 July 2021
shelter home
ବେଲଟିକିରି ସେଲ୍‌ଟର୍‌ ହୋମ୍‌ରେ ଯୌନ ନିର୍ଯାତନା ଅଭିଯୋଗ ଘଟଣାରେ ସେଲ୍‌ଟର୍‌ ହୋମ୍‌ ଇନ୍‌ଚାର୍ଜ ଗିରଫ

ଢେଙ୍କାନାଳ: ଢେଙ୍କାନାଳରେ ବେଲଟିକିରିରେ ଥିବା ଏକ ବେଆଇନ ସେଲ୍‌ଟର୍‌ ହୋମରେ ଝିଅ ମାନଙ୍କୁ ଯୌନ ନିର୍ଯାତନା ଘଟଣାରେ ସେଲ୍‌ଟର୍‌ ହୋମ୍‌ ଇନ୍‌ଚାର୍ଜ ସୀମାଞ୍ଚଳ ନାୟକଙ୍କୁ ପୁଲିସ୍‌ ଗିରଫ କରିଛି। ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ସେଲ୍‌ଟର୍‌ ହୋମ୍‌ ଏମ୍‌ଡି ଫୟାଜ ରେହମାନ୍‌ ଫେରାର ହୋଇ ଯାଇଛନ୍ତି।  ତାଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ଛାନଭିନ୍ ଆରମ୍ଭ କରିଛି। ସେଲ୍‌ଟର୍‌ ହୋମ୍‌ରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା।  ଏନେଇ ଜିଲ୍ଲା ଶିଶୁ ସୁରକ୍ଷା […]

  • Tuesday, 20 July 2021
Sukinda-Police-Station
ପୁଲିସ୍ ଉପରେ ଆକ୍ରମଣ ଅଭିଯୋଗରେ ୯ ଗିରଫ

ସୁକିନ୍ଦା: ପୁଲିସ୍ ଉପରେ ଆକ୍ରମଣ କରିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୁକିନ୍ଦା ପୁଲିସ୍। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବାଲିଆ ଗାଁର ହାଟ ପଡ଼ିଆରେ ଗଞ୍ଜା ଲଢ଼େଇ ଚାଲିଥିଲା।  ଏନେଇ ଖବର ପାଇବାପରେ ପୁଲିସ୍ ଅତର୍କିତ ଚଢ଼ାଉ କରିଥିଲା। ସ୍ଥାନୀୟ ବାସିନ୍ଦା ଏଥିରେ ପ୍ରତିକ୍ରିୟାଶୀଳ ହୋଇ କିଛି ପୁଲିସ୍‌ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ୬ଜଣ ପୁଲିସ୍ କର୍ମଚାରୀ ଆହତ ହୋଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। […]

  • Tuesday, 20 July 2021