• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 01 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 1 year ago

ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା: ଚିନ୍ତା ବଢାଇଛି ଚୀନ୍‌ର କୋଭିଡ୍ ସଂକ୍ରମଣ

ଏଥର ପୁରା ସିଲାବସ୍ ସାଙ୍ଗକୁ ଅଫଲାଇନ୍‌ରେ ପରୀକ୍ଷା ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ଉତ୍ସାହିତ। More
  • Chandan Shishu
  • 1 year ago

୨୪ ନିର୍ବାଚନ ପୂର୍ବରୁ ସରକାର ଆଣିପାରନ୍ତି ଲୋଭନୀୟ ସ୍କିମ୍

୧୪ ମାସିଆ ବ୍ଳୁ-ପ୍ରିଣ୍ଟ ଲାଗି ସବୁ ବିଭାଗକୁ ନିର୍ଦ୍ଦେଶ ପରେ ତେଜିଛି ରାଜନୀତି More
  • Prangyan Parimita
  • 1 year ago

୨୪ ନିର୍ବାଚନ ପାଇଁ ୨୩ରେ ଆହ୍ୱାନ : ସବୁ ଦଳ ଲାଗି ନିଜକୁ ସଜାଡ଼ିବାର ଶେଷ ବର୍ଷ

ବିଜେଡିକୁ ଚ୍ୟାଲେଞ୍ଜ ଅନ୍ତର୍ଦ୍ୱନ୍ଦ୍ୱ ଓ ସରକାର ବିରୋଧୀ ହାଓ୍ୱା, ତୃଣମୂଳ ସ୍ତରରେ ସଂଗଠନ ମଜଭୁତ ବିଜେପି ପାଇଁ ଆହ୍ୱାନ, କଂଗ୍ରେସକୁ ଭୋଟ୍ ରଖିବା ଚିନ୍ତା More
  • Prangyan Parimita
  • 1 year ago

ସାଇବର ଅପରାଧୀଙ୍କ ପଞ୍ଝାକୁ ଚାଲିଯାଉଛି କି ଓଡ଼ିଶା? ଗତ ୩ ବର୍ଷରେ ୫ ହଜାରରୁ ଅଧିକ ଅପରାଧ

ବିଭିନ୍ନ ଉପାୟରେ ଲୋକଙ୍କଠୁ ଲୁଟିଲେଣି ଶହେ କୋଟି, ବଢ଼ି ଚାଲିଥିବା ସାଇବର ଠକେଇକୁ ନେଇ ଚିନ୍ତାରେ ପୋଲିସ୍ More
  • Rajalaxmi Sahoo
  • 1 year ago

‘ହକି ବିଶ୍ୱକପ୍ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡ୍‌ଲାଇନ୍‌ ରହିବନି’

ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ଏଥର ହକି ବିଶ୍ୱକପ୍ ମ୍ୟାଚ୍‌ର ଆୟୋଜନ ହେବ। ହକି ବିଶ୍ୱକପ୍ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡ୍‌ଲାଇନ୍‌ ରହିବ ନାହିଁ। More
  • Prangyan Parimita
  • 1 year ago

ବ୍ରାହ୍ମଣୀ ନଦୀ ସୁରକ୍ଷାବନ୍ଧ ନିର୍ମାଣରେ ଦୁର୍ନୀତିର ଗନ୍ଧ : ର -ଠ କାମ କରି କୋଟି କୋଟି ଟଙ୍କା ହଡପ ଅଭିଯୋଗ

କେବଳ ଉପରେ ଉପରେ ପଥର ଗୁଡିକୁ ଛାପି ଦିଆଯାଉଛି ଫଳରେ ଗୋଟିଏ ବନ୍ୟା ଆସିଲେ ପଥର ପ୍ୟାକିଙ୍ଗ ସବୁ ନଦୀଗର୍ଭକୁ ଚାଲିଯିବା ଥୟ । More
  • Prangyan Parimita
  • 1 year ago

ଟଙ୍କା ଉଠୁଛି, କାମରେ ଲାଗୁନି ! ଗୋଟିଏ ରାସ୍ତାକୁ ଦେଖାଇ ତିନି ତିନି ଥର ବିଲ୍

ପଞ୍ଚାୟତ ଲୋକଙ୍କ କହିବା ଅନୁସାରେ, ଏଠାରେ ରାସ୍ତାର କୌଣସି ଆବଶ୍ୟକତା ନାହିଁ, ନହେଲେ ଚଳିବ । ହେଲେ ଟଙ୍କା ଆତ୍ମସାତ୍ ପାଇଁ ଏମିତି ଉପାୟ କରିଛନ୍ତି ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧି । More
  • Rajalaxmi Sahoo
  • 1 year ago

ବର୍ଷର ଶେଷ ଦିନରେ ବୋହିଲା ରକ୍ତ ନଦୀ, ଟେଲରଙ୍କ ତଣ୍ଟି କାଟି ନାଳରେ ଫିଙ୍ଗିଦେଲେ !

ଜଣେ ଟେଲରଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବର୍ଷର ଶେଷ ଦିନରେ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ତଅଁଳା ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।  More
  • Rajalaxmi Sahoo
  • 1 year ago

ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍‌ ମନା, କଡ଼ା ନିର୍ଦ୍ଦେଶ ଲାଗୁ

ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ମନା। ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ୱାର ଓ ଦକ୍ଷଣ ଦ୍ୱାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜିମା ଦେଇ ମନ୍ଦିରକୁ ପ୍ରବେଶ କରିବେ। More
  • Chandan Shishu
  • 1 year ago

ସ୍ୱାଗତଂ ୨୦୨୩: ନୂତନ ବର୍ଷର ଅଭିନନ୍ଦନ ଜଣାଇ ଝୁମୁଛି ସାରା ଓଡ଼ିଶା

ରଙ୍ଗାରଙ୍ଗ ଆତସବାଜି ସହ ଖୁସିରେ ଝୁମୁଛନ୍ତି ଲୋକେ। More
  • Chandan Shishu
  • 1 year ago

ଜ୍ୟୋତିଷ ବିଶାରଦଙ୍କ ମତ, ରାଜ୍ୟରେ ବଦଳିନପାରେ ଶାସନର ପଟ୍ଟ

ଏପ୍ରିଲରୁ କଂଗ୍ରେସ ଭାଗ୍ୟରେ ପରିବର୍ତ୍ତନ ଆଶା କରାଯାଉଛି। More
  • Chandan Shishu
  • 1 year ago

Year Ending: ଗହନ ଗୁମରରେ ରହିଯାଇଛି ଏମାନଙ୍କ ମୃତ୍ୟୁ ଫାଇଲ୍ !

କଟକ କନିକା ରାଜପରିବାରରେ ରକ୍ତର ଛିଟା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ଏଥିସହ ପକ୍ସୋ କୋର୍ଟ ବିଚାରପତିଙ୍କ ରହସ୍ୟଜନକ ମୃତ୍ୟୁ ଏବଂ ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟାକୁ ନେଇ ଖେଳିଯାଇଥିଲା ଚାଞ୍ଚଲ୍ୟ। More
  • Biswajit Mohanty
  • 1 year ago

ସୀମିତ ଓଭର୍ ଅଧିନାୟକ ଦୌଡ଼ରେ ସର୍ବାଗ୍ରେ ହାର୍ଦ୍ଦିକ ପାଣ୍ଡ୍ୟା

ହ୍ୱାଇଟ୍ ବଲ୍ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ସ୍ଥାୟୀ ଉତ୍ତରାଧିକାରୀ କରାଯିବା ଲକ୍ଷ୍ୟ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏବେ ରୋହିତଙ୍କ ପାଇଁ ନିଜ ଅଧିନାୟକତ୍ୱ ବଞ୍ଚାଇବା ଏବଂ ହାର୍ଦ୍ଦିକଙ୍କ ପାଇଁ ସୁଯୋଗ ମିଳିବା ସ୍ଥଳେ ନିଜ ନେତୃତ୍ୱ-ଦକ୍ଷତାକୁ ବଳିଷ୍ଠ ଓ ପରିପକ୍ୱ କରିବାର ଆହ୍ୱାନ ରହିଛି। More
  • Satyendu Shekher Mishra
  • 1 year ago

ବଡ଼ ଖବର: ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା 

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି । More