• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 05 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ, କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ

ଆସନ୍ତାକାଲି ଧାମନଗର ଫଳାଫଳ ଆସିବା ପରେ ପଦ୍ମପୁର ମୁହାଁ ହେବେ ସବୁ ଦଳ। More
  • Chandan Shishu
  • 2 years ago

ପଞ୍ଚୁକରେ ଅବଢ଼ା ରେଟ୍ ଡବଲ୍, ଚଢ଼ା ଦରରେ ଭକ୍ତଙ୍କୁ ଶୋଷଣ

ପଞ୍ଚୁକରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଲାଗିିଛି More
  • Prangyan Parimita
  • 2 years ago

ଗୃହଦାହ,ପିଟାମରା, ମରଣାନ୍ତକ ଆକ୍ରମଣ: ଧାମନଗରରେ ନିର୍ବାଚନୀ ପର ହିଂସା

ଶାସକ ଦଳକୁ ଭୋଟ୍ ନଦେବାରୁ ଆତଙ୍କରାଜର ସାଂଘାତିକ ଅଭିଯୋଗ,ରାଜନୈତିକ ହିଂସାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି... More
  • Prangyan Parimita
  • 2 years ago

ଭୁବନେଶ୍ୱରରେ ଚାଲିଥିଲା ରେଭ୍‌ ପାର୍ଟି ! ଚଢ଼ାଉ କରି ୨ଜଣକୁ ଗିରଫ୍‌ କଲା ପୋଲିସ୍‌

ପାର୍ଟିରେ ବହୁ ବଡ଼ବଡ଼ିଆ ଥିବା ଜଣାପଡ଼ିଛି More
  • Satyendu Shekher Mishra
  • 2 years ago

ପୋଲିସ ଚାକିରି କରାଇଦେବେ କହି ଦେଢ଼ କୋଟି ଟଙ୍କା ଠକି ନେଲେ

ଦ୍ୱିତୀୟ ତାଲିକା ବାହାରିବ କହି ଆଶାୟୀଙ୍କ ଠାରୁ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣାରେ ୨ ଜଣଙ୍କୁ କ୍ରାଇମବ୍ରାଂଚ ଗିରଫ କରିଥିବା ଜଣାପଡିଛି । More
  • Satyendu Shekher Mishra
  • 2 years ago

ଭୋଟ ପରର ହିଂସା ! ‘ବିଜେଡିକୁ ଭୋଟ ଦେଲେନି ବୋଲି ଘରେ ପଶି ପିଟିଲେ’

ଆକ୍ରମଣର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଗୁରୁତରଙ୍କୁ ଭେଟିଛନ୍ତି ବିଜେପି ବିଧାୟକ ପ୍ରର୍ଥୀ ସୂର୍ଯ୍ୟବଂଶୀ ସୂରଜ । More
  • Rajalaxmi Sahoo
  • 2 years ago

ନଭେମ୍ବର ୧୦ରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ୧୦ ତାରିଖ ଦିନ ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ।  More
  • Satyendu Shekher Mishra
  • 2 years ago

Breaking News: ଡିସେମ୍ବର ୫ରେ ପଦ୍ମପୁର ଉପ-ନିର୍ବାଚନ

୧୮ରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୨୧ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । More
  • Satyendu Shekher Mishra
  • 2 years ago

ପୋଲିସଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍, ଚେକିଂ ବେଳେ ସହଜରରେ ଧରାପଡ଼ିବ ଚୋରି ସାମଗ୍ରୀ !

ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ପ୍ରସ୍ତୁତ କରିଛନ୍ତି ସ୍ମାର୍ଟ ଷ୍ଟିକ୍ । ବେଆଇନ ଜିନିଷ ଚାଲାଣ ହେଲେ ସହଜରେ ଠାବ କରିହେବ । More
  • Rajalaxmi Sahoo
  • 2 years ago

ଝିଅକୁ ସିନା ବଞ୍ଚାଇଦେଲେ, ହେଲେ ନିଜେ ଖାଇଲେ ଗୁଳି...

ଝିଅକୁ ଅପହରଣ ଉଦ୍ୟମ ବେଳେ ପ୍ରତିରୋଧ କରିବାରୁ ମା’କୁ ଗୁଳିମାଡ଼। ଫାୟାରିଂ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି। More
  • Satyendu Shekher Mishra
  • 2 years ago

ନିଆରା ଢଙ୍ଗରେ କୋହଲିଙ୍କୁ ଅନ୍ତର୍ଜାତୀୟ ସ୍କୁବା ଡାଇଭର ସବୀର ବକ୍ସଙ୍କ ଶୁଭେଚ୍ଛା

ଆଜି ବିରାଟ କୋହଲିଙ୍କ ଜନ୍ମଦିନ । ମହାନଦୀ ଜଳରାଶିରୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ । More
  • Rajalaxmi Sahoo
  • 2 years ago

ହାତରେ ଛୁରୀ ଧରି ବିଚ୍ ରାସ୍ତାରେ ଆତଙ୍କରାଜ: ଯାହାକୁ ପାରିଲେ ତାକୁ ମାରିବା ପାଇଁ ଗୋଡ଼ାଇଲେ...

ହାତରେ ଧାରୁଆ ଛୁରୀ ଧରି ବିଚ୍ ରାସ୍ତାରେ ଆତଙ୍କ ଖେଳାଇଲେ ମାନସିକ ବିକୃତ ଯୁବକ। ଏପରିକି ଯାହାକୁ ପାରିଲେ ତାକୁ ମାରିବାକୁ ଗୋଡ଼ାଉ ଥିଲେ। More
  • Satyendu Shekher Mishra
  • 2 years ago

୬୮.୯୮% ଭୋଟ, କାହାର କେତେ ? ସକାଳ ୮ରୁ ୧୪ ଟେବୁଲରେ, ୧୮ ରାଉଣ୍ଡରେ ଗଣତି

କଡ଼ା ସୁରକ୍ଷା ଭିତରେ ଇଭିଏମ୍ । କାଲି ସକାଳ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି । More
  • Chandan Shishu
  • 2 years ago

ବିଷ ବଳୟରେ ରାଜଧାନୀ ! ୨ କୋଟିରୁ ଅଧିକ ଲୋକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାରେ ସମ୍ମୁଖୀନ ହେବା ଆଶଙ୍କା

ଏୟାର କ୍ୱାଲିଟି ଇଣ୍ଡେକ୍ସକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେନେଇ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଥିବା ବେଳେ ୧୦ ତାରିଖରେ ଶୁଣାଣି କରିବେ। More
  • Prangyan Parimita
  • 2 years ago

ଦିନକ ପରେ ଧାମନଗର ଫଳ ! ରାଜୁ ଫ୍ୟାକ୍ଟର ଉପରେ ସମସ୍ତଙ୍କ ନଜର

ରବିବାର ଆସିବ ଧାମନଗର ରେଜଲ୍ଟ ! କିଏ ମାରିବ ବାଜି ତାକୁ ନେଇ କଳ୍ପନାଜଳ୍ପନା । ଅଧିକ ଭୋଟ୍ ବ୍ୟବଧାନରେ ଜିତିବାକୁ ବିଜେପିର ଆଶା , ଆଗୁଆ ହାତ ଟେକିଦେଲା କଂଗ୍ରେସ । More
  • Prangyan Parimita
  • 2 years ago

ଜଗନ୍ନାଥ ଭକ୍ତଙ୍କୁ ଦର୍ଶନ ଯନ୍ତ୍ରଣା ! ପଞ୍ଚୁକ ଆରମ୍ଭରୁ ନୀତି ବିଳମ୍ବ

ସିଂହଦ୍ୱାରରୁ ମରିଚିକୋଟ୍ ଯାଏଁ ବ୍ୟାରିକେଡ୍ ଜାମ୍, ପଞ୍ଚୁକ ଆରମ୍ଭରୁ ନୀତି ବିଳମ୍ବ More
  • Chandan Shishu
  • 2 years ago

ପୋଲିସ୍‌ଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍‌ ତିଆରି କଲେ ଆଇଟିଆଇ ଛାତ୍ର

ପୋଲିସ ଭାଇ ଓ ଭଉଣୀମାନେ ରାତିରେ ଡ୍ୟୁଟି କରୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ମୁଁ ସ୍ମାର୍ଟ ଷ୍ଟିକ୍‌ ତିଆରି କରିଛି। More
  • Prangyan Parimita
  • 2 years ago

ଦଲାଲଙ୍କ କବଜାରେ AIIMS ! ରୋଗୀଙ୍କୁ ଠକୁଥିବା ରାକେଟର ପର୍ଦ୍ଦାଫାସ୍

୧୩ ଜଣିଆ ଦଲାଲ୍ ରାକେଟକୁ ଗିରଫ କଲା ପୋଲିସ , ନାଁ ରେଜିଷ୍ଟ୍ରେସନ ପାଇଁ ନେଉଥିଲେ ୩ରୁ ୫ହଜାର ଟଙ୍କା More