• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 07 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

"ବିଜେଡି ଧୋକାବାଜ୍‌; ଆଶା ଦେଇ ଆଶା ଭାଙ୍ଗିଦେଲା"

ବିଜ଼େଡିକୁ ବିଦ୍ରୋହୀ ଟେନସନ୍‌ । ପୌର ନିର୍ବାଚନରେ ଅନେକ ବିଦ୍ରୋହୀ ବିଜେଡି ସ୍ୱାଧୀନ ଭାବେ ନାମାଙ୍କନ ଭରିଛନ୍ତି । ଏମିତି ମାଳ ମାଳ ବିଜେଡି ନେତା ଦଳ ପାଇଁ ଅଡୁଆ ସୃଷ୍ଟି କରୁଛନ୍ତି । କାରଣ ହେଲା ଦଳୀୟ ଟିକେଟ୍ ସସପେନ୍ସ । ସେପଟେ ଦଳର କହିବା ହେଲା ସମୟ କମ୍ ଥିବାରୁ ପ୍ରାର୍ଥୀ ତାଲିକା ପ୍ରକାଶ ହୋଇନି । କିନ୍ତୁ ନିର୍ବାଚନ ଅଧିକାରୀଙ୍କ ପାଖରେ ଟିକଟ ପହଞ୍ଚି ସାରିଛି । More
  • Pramod Behera
  • 2 years ago

ନାହିଁ ନଥିବା ଭିଡ଼ରେ ସରିଲା ପୌର ନିର୍ବାଚନ ନାମାଙ୍କନ ଦାଖଲ

ପାରମ୍ପରିକ ବାଦ୍ୟ ସହ ଡିଜେ ସାଉଣ୍ଡ୍‌, ହାତରେ ଦଳୀୟ ପତାକା, ମୁହଁରେ ସ୍ଲୋଗାନ୍‌ ଶେଷ ଦିନରେ ଏମିତି ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ। ସ୍ୱାଧୀନ ପ୍ରାର୍ଥୀ ବି ବାଣ-ବାଜାରେ କମ୍ପେଇଛନ୍ତି ପରିବେଶ। More
  • Satyendu Shekher Mishra
  • 2 years ago

ପୌର ନିର୍ବାଚନ ପୂର୍ବରୁ ଅପରାଜିତାଙ୍କ ବଡ଼ ବୟାନ, କହିଲେ..

ଭୋଟ ନ ବିକିବା ପାଇଁ ସାଢ଼େ ଚାରିଶହ ବସ୍ତି ବାସିନ୍ଦାଙ୍କୁ ହାତଯୋଡି ଅନୁରୋଧ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ଆହୁରି କହିଛନ୍ତି ବିଜେପି ଉପଯୁକ୍ତ କର୍ପୋରେଟର ପ୍ରାର୍ଥୀ ଦେଇଛି । More
  • Satyendu Shekher Mishra
  • 2 years ago

ଲୋକଙ୍କ ଦୁଃଖ ଦୂର ସହ ଆର୍ଥିକ ବୋଝକୁ ହାଲୁକା କରୁଛି ଜନ ଔଷଧି ! ମୋଦିଙ୍କ ସହ ଅନୁଭୂତି ବାଣ୍ଟିଲେ ହିତାଧିକାରୀ

ଜନ ଔଷଧିର ଫାଇଦା, ଜନ ଔଷଧିର ଉପଯୋଗ ସମ୍ପର୍କରେ ଆଜି ସିଧାସଳଖ ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । More
  • Rajalaxmi Sahoo
  • 2 years ago

ପାଦେ ପାଦେ ବିପଦ, ଟିକିଏ ଏପଟ ସେପଟ ହେଲେ ଚାଲି ଯାଇପାରେ ଜୀବନ

ପାଦେ ପାଦେ ବିପଦ। ଟିକିଏ ଏପଟ ସେପଟ ହେଲେ ଚାଲି ଯାଇପାରେ ଜୀବନ। ଜଳାଶୟ ଉପରୁ ଯିବାକୁ ଏକମାତ୍ର ସାହାରା ବାଉଁଶ ପୋଲ। ନଦୀ ନାଳ ପାର ହେବାକୁ ଏକମାତ୍ର ସାହାରା ବାଉଁଶ ପୋଲ। More
  • Rajalaxmi Sahoo
  • 2 years ago

ପ୍ରଚାରରେ ରହିବନି କୋଭିଡ୍‌ କଟକଣା, ହେଲେ ସଂକ୍ରମଣ ବଢ଼ିଲେ...

ପୌର ନିର୍ବାଚନ ପ୍ରଚାରରେ ରହିବ ନାହିଁ କୌଣସି କୋଭିଡ୍ କଟକଣା। ଯଦି କରୋନା ସଂକ୍ରମଣ ବୃଦ୍ଧି ପାଏ ତେବେ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି।  More
  • Pallipuspa Samal
  • 2 years ago

କଥା କୁହା ଚିତ୍ର...ବିନା କହି ଅନେକ କିଛି ଦେଖାଉଛି

ଚିତ୍ର ଯାହା ମନର କଥାକୁ କାନଭାସରେ ପରିପ୍ରକାଶ କରେ। ମହିଳା ଯିଏ ଜୀବନ ସାରା ନିଜ ପାଇଁ ନିଜ ପରିବାର ପାଇଁ ବଳିଦାନ ଦିଏ । ଆଉ ଯେତେବେଳେ ମହିଳାଙ୍କ ହାତରେ ତୂଳୀ ଆସେ ସେତେବେଳେ ଆପେ ଆପେ ଆଙ୍କି ହୋଇଯାଏ ଅନେକ କିଛି । ସମାଜର ବାସ୍ତବ ଚିତ୍ରକୁ କାନଭାସରେ ତୋଳି ଧରିଛନ୍ତି ମହିଳା ଚିତ୍ର ଶିଳ୍ପୀ। More
  • Pallipuspa Samal
  • 2 years ago

ପୌର ନିର୍ବାଚନ ପୂର୍ବରୁ ଦଳଡିଆଁ

ପୌର ନିର୍ବାଚନ ପୂର୍ବରୁ ଦଳ ଅଦଳ ବଦଳ ନୀତି ଦେଖିବାକୁ ମିଳିଛି । ବିଜେପିରେ ଯୋଗଦେଲେ ରାଜ ପରିବାର ସଦସ୍ୟ । ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ଦେବଗଡ ରାଜ ପରିବାରର ସଦସ୍ୟ ରୋହିତ ଗଙ୍ଗଦେବ ଏବଂ ତାଙ୍କ ପତ୍ନୀ ମାଧବୀ କୁମାରୀ ଦେବୀ । ସେହିପରି ବିଜୁ ଜନତା ଦଳର ପୂର୍ବତନ କର୍ପୋରେଟରଙ୍କ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । More
  • Prangyan Parimita
  • 2 years ago

ଯୁଦ୍ଧଭୂମିରୁ ଡାକ୍ତରୀ ଛାତ୍ରଙ୍କ ଆତଙ୍କିତ ଘରବାହୁଡା : ଶୁଭ୍ରକାନ୍ତ ବଖାଣିଲେ କାଳରାତିର କାହାଣୀ

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପଟଣା ଗାଁର ଶୁଭ୍ରକାନ୍ତ ଲେଙ୍କା । ୟୁକ୍ରେନରେ ପ୍ରଥମ ବର୍ଷର ଡାକ୍ତରୀ ପାଠ ପଢ଼ୁଥିଲେ । ଯୁଦ୍ଧଭୂମିରେ ଗୋଟିଏ ସପ୍ତାହର ଆତଙ୍କିତ ଜୀବନ କାଟିବା ପରେ ୬ ତାରିଖ ବିଳମ୍ବିତ ରାତିରେ ନିଜ ଘର ମାଳପାଟଣା ପହଞ୍ଚିଛନ୍ତି More
  • Rajalaxmi Sahoo
  • 2 years ago

‘ପର୍ଯ୍ୟାପ୍ତ ପରିମାଣର ଅଛି ତେଲ, ଗୁଜବ ସୃଷ୍ଟି ନକରିବାକୁ ଅନୁରୋଧ’

ଓଡ଼ିଶାର ଚାହିଦା ଅନୁସାରେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ତେଲ ଅଛି। ତେଣୁ କୌଣସି ଖାଉଟି ଗୁଜବ ସୃଷ୍ଟି କରନ୍ତୁ ନାହିଁ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସମ୍ପାଦକ କହିଛନ୍ତି। More
  • Prangyan Parimita
  • 2 years ago

ବାରହା ଭାବି ଯୁବତୀଙ୍କୁ ଗୁଳି କଲେ ଶିକାରୀ,୨ ଅଟକ

ଯୁବତୀ ଜଣକ ଜଙ୍ଗଲକୁ ଯାଉଥିଲେ ଶୁଖିଲା କାଠ ଗୋଟେଇ.. ଶିକାରୀ ବାରହା ମାରିବାକୁ ଛପି ବସିଥିଲେ.. ଫୁଟିଲା ଗୁଳି.. ଗୁଳି ବାଜିଲା ଯୁବତୀଙ୍କ ଦେହରେ More
  • Rajalaxmi Sahoo
  • 2 years ago

ଶ୍ରୀମନ୍ଦିରରେ ରକ୍ତଛିଟା, ନୀତି ବିଳମ୍ବ

ମହାପ୍ରଭୁଙ୍କ ବେଶ ସମୟରେ ଦେଖିବାକୁ ମିଳିଲା ରକ୍ତଛିଟା। ରକ୍ତଛିଟା ଦେଖାଯିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। More
  • Rajalaxmi Sahoo
  • 2 years ago

ପ୍ରିନ୍ସପାଲଙ୍କ ଘରେ ପଶିଲା ଭିଜିଲାନ୍ସ, ସକାଳୁ ସକାଳୁ ରେଡ୍‌

ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ରେଡ୍। ହୀରାନୀଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଆଜି ସକାଳୁ ସକାଳୁ ଚଢ଼ଉ ହୋଇଛି। More
  • Rajalaxmi Sahoo
  • 2 years ago

ବିନା ଶିକ୍ଷକରେ ଚାଲିଛି ସ୍କୁଲ୍‌, କେମିତି ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ?

ବିନା ଶିକ୍ଷକରେ ଚାଲିଛି ବିଦ୍ୟାଳୟ। ଅନ୍ୟ ସ୍କୁଲ୍‌ର ଶିକ୍ଷକ ସପ୍ତାହକୁ ୩ ଦିନ ଡେପୁଟେସନରେ ଆସି ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି। ଫଳରେ ବର୍ଷକର କୋର୍ସ ଶେଷ ହୋଇପାରୁନାହିଁ। More
  • Rajalaxmi Sahoo
  • 2 years ago

ରାସ୍ତାରେ ଜଗି ଥିଲା ଯମ: ବାହାଘରରେ ଯୋଗ ଦେଇ ଫେରୁଥିଲେ, ଘଟିଲା ଏମିତି କିଛି...

ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। More
  • Chandan Shishu
  • 2 years ago

ନାମାଙ୍କନ ଦାଖଲ କଲେ ପୁରୁଖା ନେତା: ବାଜା, ବାଣ, ରୋଷଣିରେ ଦୁଲୁକିଲା ରାଜଧାନୀ

ନାମାଙ୍କନ ଦାଖଲର ଶେଷ ଦିନରେ ଦେଖିବାକୁ ମିଳିପାରେ ରୋଚକ ଚିତ୍ର। More
  • Chandan Shishu
  • 2 years ago

ସ୍ୱପ୍ନରେ ରହିଯିବ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ

ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି ଉଠିଲାଣି। More
  • Chandan Shishu
  • 2 years ago

ଶ୍ରୀମନ୍ଦିର ଐତିହ୍ୟ କରିଡରରେ ଶୌଚାଳୟ ନିର୍ମାଣ ହେଉଛି କାହିଁକି?

ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଶୁଣାଇଛି ଜଗନ୍ନାଥ ସେନା। More
  • Chandan Shishu
  • 2 years ago

ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଭାରତରେ ପଢିବାକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ଭାରତରେ ଇଣ୍ଟର୍ଣ୍ଣସିପ୍ କରିପାରିବେ ବୋଲି କହିଥିଲା ଏନ୍‌ଏମ୍‌ସି। More
  • Satyendu Shekher Mishra
  • 2 years ago

ଅପେକ୍ଷାର ଅନ୍ତ ଘଟିଲା ! ବ୍ରହ୍ମପୁର ମେୟର ପ୍ରାର୍ଥୀ ହେଲେ ଡ. ସବିତା ସୁତାର

ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ଧର୍ମପତ୍ନୀ । ଉତ୍ତମଙ୍କୁ ଗତଥର ବିଜେପିରୁ ଟିକଟ ମିଳିନଥିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଗପହଣ୍ଡିରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ । More