• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

sorry
ଅନ୍ୟକୁ ବାରମ୍ୱାର ‘ସରି’କହିବା ଭଲ ନୁହେଁ : କାହିଁକି ଜାଣନ୍ତୁ

କୌଣସି ଭୁଲ୍‌ କରିଦେଲେ ଦେଖାଯାଏ ସମସ୍ତେ ‘ସରି’ ବୋଲି କୁହନ୍ତି। ଏହା କହିବା ସଭ୍ୟ ଓ ଶିଷ୍ଟାଚାରର ପ୍ରତୀକ ଅଟେ। କିନ୍ତୁ ଏହାକୁ ନିଜର ଅଭ୍ୟାସରେ ପରିଣତ କରିବା ଏକ ଖରାପର ଲକ୍ଷଣ । କାରଣ ନିବିଡ଼ ସଂପର୍କ ଭିତରେ ଏହା କ୍ଷତିକାରକ ମଧ୍ୟ ହୋଇପାରେ। ଏମିତି ଦେଖାଯାଏକି ଆମେ ଯାହାକୁ ପ୍ରେମ କରିଥାଉ ଏବଂ ଯାହାଙ୍କୁ ହରାଇବାକୁ ଚାହିଁନଥାଉ, ଆମର ଭୁଲ୍‌ ନଥାଇ ବି ଯଦି ସେ ମନ ଊଣା କରିବସନ୍ତି ଆମେ ‘ସରି’ ବୋଲି […]

post man
ଜଙ୍ଗଲରୁ ପୋଷ୍ଟମ୍ୟାନଙ୍କ ମୃତଦେହ ଉଦ୍ଧାର

ସୋନପୁର( ରବିନ୍ଦ୍ର ହୋତା) : ଜଙ୍ଗଲରୁ ପୋଷ୍ଟମ୍ୟାନଙ୍କ ମୃତଦେହ ଉଦ୍ଧାର। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା କଳାପଥର ଗାଁରେ ଘଟିଛି ଏହି ଘଟଣା। ମୃତ ପୋଷ୍ଟମ୍ୟାନ ହେଉଛନ୍ତି କଳାପଥର ଗାଁର ଶତୃଘ୍ନ ଷଣ୍ଢ। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଆଜି ଭୋରରୁ ଶତୃଘ୍ନ କୌଣସି କାମରେ ସ୍ଥାନୀୟ ଜଙ୍ଗଲକୁ ଯାଇଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ଛୁରା ଭୁସି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କିଏ, କାହିଁକି ଶତୃଘ୍ନଙ୍କୁ ହତ୍ୟାକଲା ତାହା […]

pratyiusha
ବିଜେଡି ଛାଡ଼ିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା

ନୟାଗଡ଼( ସତ୍ୟ ନାରାୟଣ ସୁରଜଗ୍‌ଦେବ) : ବିଜେଡିରୁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ଇସ୍ତଫା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ପ୍ରତ୍ୟୁଷା। ପ୍ରଥମେ କନ୍ଧମାଳ ଟିକେଟ୍‌ କଟିବା ପରେ ତାଙ୍କୁ ନୟାଗଡ଼ ବିଧାନସଭା ଆସନରୁ ଟିକେଟ୍‌ ଦିଆଯାଉ ବୋଲି ଗତକାଲି ସେ ଦାବି କରିଥିଲେ। ନହେଲେ ସ୍ୱାଧୀନ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢିବେ ବୋଲି କହିଥିଲେ। ତେବେ ଆଜି ସେ ଦଳରୁ ଇସ୍ତଫା ଦେବା ସହ ତାଙ୍କ ପ୍ରତି […]

public service
ପ୍ରକାଶ ପାଇଲା ଓଏଏସ୍ ରେଜଲ୍ଟ 

କଟକ:  ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ ପ୍ରକାଶ। ୨୦୧୬ ମସିହାରେ ହୋଇଥିବା ଏହି ପରୀକ୍ଷାରେ ୧୪୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପରୀକ୍ଷାର୍ଥୀଙ୍କ ମଧ୍ୟରେ ଚିନ୍ମୟୀ ଦାଶ ଟପ୍ପର, ସଂକଳ୍ପ ସାହୁ ୨ୟ ଓ ଜ୍ଞାନରଂଜନ ବିଶ୍ୱାଳ ୩ୟ ସ୍ଥାନରେ ରହିଛନ୍ତି। ଓପିଏସ୍‌ସିର ୱେବସାଇଟ୍‌ http://opsc.gov.in ରେ ରେଜଲ୍ଟ ଉପଲବ୍ଧ ।  

girl
୭୦ବର୍ଷୀୟା ଦେଖାଯା’ନ୍ତି ଷୋଳ ବୟସୀ ! ଜାଣନ୍ତୁ ଏ ସ୍ଥାନଟି କେଉଁଠି ଅଛି ?

ଏମିତି ଏକ ସ୍ଥାନ ଅଛି ଯେଉଁଠି ୭୦ ବର୍ଷୀୟ ମହିଳା ଅପସରା ଭଳି ଦେଖାଯା’ନ୍ତି। ଏବଂ ଜଣେ ଯୁବତୀର ସବୁ ପ୍ରକାର ଗୁଣ ତାଙ୍କ ଠାରେ ଭରପୁର ଥାଏ। ସତେକି ଯେମିତି ଷୋଳ ବୟସୀ। ଜାଣନ୍ତି କି ଏହି ମହିଳାମାନେ କେଉଁଠି ରୁହନ୍ତି? ଏହି ମହିଳାମାନେ ହେଉଛନ୍ତି ‘ହୁଞ୍ଜା ଜନଜାତି’ର । ବିଶ୍ୱରେ ଥିବା ଅନେକ ଜନଜାତିଙ୍କ ମଧ୍ୟରୁ ଏହି ଜନଜାତି ଅନ୍ୟତମ। ଏକ ରିପୋର୍ଟ ଅନୁସାରେ, ଏହି ଜନଜାତିର ମହିଳାମାନେ ଅଧିକ ଦିନ ଧରି ପୂର୍ଣ୍ଣ […]

modi
କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରିବାରବାଦ ଯୋଗୁଁ ଦେଶର ବିଭିନ୍ନ ଅନୁଷ୍ଠାନର କ୍ଷତି ହୋଇଛି। ଗଣମାଧ୍ୟମ ଠାରୁ ପାର୍ଲାମେଣ୍ଟ, ଜବାନ ମାନଙ୍କ ଠାରୁ ବାକ୍ ସ୍ୱାଧୀନତା ପର୍ଯ୍ୟନ୍ତ ସବୁ ପ୍ରଭାବିତ ହୋଇଛି। ସମ୍ବିଧାନ, କୋର୍ଟ ମଧ୍ୟ ଏଥିରୁ ବାଦ ପଡିନାହିଁ ବୋଲି ମୋଦି ଟ୍ୱିଟ୍ କରି କହିଛନ୍ତି।  ଏଥିସହ ପ୍ରଧାନମନ୍ତ୍ରୀ ଭୋଟର ମାନଙ୍କୁ କଂଗ୍ରେସ ଶାସନ ବିଷୟରେ ଚେତାଇ ଦେଇଛନ୍ତି। ଗୋଟିଏ ପରିବାର ଯୋଗୁଁ ଦେଶକୁ ଅନେକ କ୍ଷତି ସହିବାକୁ ପଡିଛି।  […]

congress
ହାତ ଧରିଲେ ବରିଷ୍ଠ ନେତା ନବୀନ ନନ୍ଦ

ଭୁବନେଶ୍ୱର :  ହାତ ଧରିଲେ ବରିଷ୍ଠ ନେତା ନବୀନ ନନ୍ଦ। ରାଜ୍ୟ କଂଗ୍ରେସ ଭବନରେ ଚାଲିଥିବା ମହା ମିଶ୍ରଣ କାର୍ଯ୍ୟକ୍ରମରେ ନବୀନ ନନ୍ଦ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ପିସିସି ସଭାପତିଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ମିଶିଛନ୍ତି। ଢେଙ୍କାନାଳର ବରିଷ୍ଠ ନେତା ନବୀନ ନନ୍ଦ କଂଗ୍ରେସରେ ଯୋଗ ଦେଇଥିବାରୁ ଏହା ଦଳ ପାଇଁ ଶୁଭ ସୂଚନା ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ।  ଢେଙ୍କାନାଳ ଜିଲ୍ଲା ଗଁଦିଆଁର ପୂର୍ବତନ ବିଧାୟକ ନବୀନ ନନ୍ଦ କେଉଁ ଦଳକୁ […]

jagannath temple
ଶ୍ରୀମନ୍ଦିର ଜଗମୋହନ ମରାମତି ଦ୍ୱନ୍ଦ୍ୱ : ପ୍ରଶାସକ କହୁଛନ୍ତି ସରିଛି, ସେବାୟତଙ୍କ ଅଭିଯୋଗ ବାକି ଅଛି ଅନେକ କାମ

ପୁରୀ : ସରିଲାଣି କି ଶ୍ରୀମନ୍ଦିର ଜଗମୋହନ ମରାମତି ? କାମ ପ୍ରାୟ ଶେଷ ହୋଇଥିବା ନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ବରିଷ୍ଠ ସେବାୟତ। ଅଭିଯୋଗ କରିଛନ୍ତି ବର୍ତ୍ତମାନ ସୁଦ୍ଧା ଭଣ୍ଡାର ଘର, ଚାଙ୍ଗେଡ଼ା ଘର ଓ ଖଟ୍ଟ ଶେଜ ଘର ମରମତି କାମ ସମ୍ପୂର୍ଣ୍ଣ ହୋଇନାହିଁ। ତେଣୁ ଏଭଳି ସ୍ଥିତିରେ ମୁଖ୍ୟ ପ୍ରଶାସକ କେମିତି ଖୁବଶୀଘ୍ର ନାଟମଣ୍ଡପ ମରାମତି କାମ ଆରମ୍ଭ ହେବା ସହ ଭିତର […]

morning
ଗ୍ରୀଷ୍ମ ପ୍ରବାହକୁ ନେଇ ସରକାରଙ୍କ ପଦକ୍ଷେପ : ଏପ୍ରିଲ୨ରୁ ରାଜ୍ୟର ସବୁ ସ୍କୁଲ ହେବ ସକାଳୁଆ

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ଏପ୍ରିଲ ୨ରୁ ରାଜ୍ୟର ସବୁ ସ୍କୁଲ ସକାଳୁଆ ହେବ। ସକାଳ ସାଢେ ୬ଟାରୁ ସାଢେ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। କୌଣସି ପରିସ୍ଥିତିରେ ସ୍କୁଲ କାର୍ଯ୍ୟ ୧୧ଟା ଟପିବନି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ  ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିସହ ମାର୍ଚ୍ଚ ୩୧ ସୁଦ୍ଧା ସବୁ ପରୀକ୍ଷା ସାରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମେ ୪ ତାରିଖରୁ ଖରାଛୁଟି ଆରମ୍ଭ ହେବ।

cm
ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବ୍ରହ୍ମପୁର  (ଅଶୋକ ବ୍ରହ୍ମା): ଆରମ୍ଭ ହେଲା ବିଜେଡିର ନାମାଙ୍କନ ଦାଖଲ ପ୍ରକ୍ରିୟା। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ହିଂଜିଳି ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଜି ଦଳୀୟ ବିଧାୟକ, ମନ୍ତ୍ରୀ ଓ ନେତାଙ୍କ ଗହଣରେ ଯାଇ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥର ବି ବିଜେଡି ବହୁ ସିଟ୍‌ରେ ବିଜୟ ଲାଭ କରିବ। ସେହିଭଳି ଖୁବ୍‌ଶୀଘ୍ର ସେ ବିଜେପୁର […]

house-1
ଦୁଇଟି ପତ୍ନୀ ଥିଲେ ଘର ଦେବେ ସରକାର ! ପଢନ୍ତୁ କେଉଁଠି ଓ କାହିଁକି ?

ଆଜିର ଯୁଗରେ ଜଣେ ବ୍ୟକ୍ତି ଦୁଇଟି ବିବାହ କରିବା ଟିକେ ଅଡୁଆ କଥା ମନେହୁଏ। ଦୁଇ ଦୁଇଟା ସ୍ତ୍ରୀ ରଖି ସଂସାର ଚଳେଇବା ମଧ୍ୟ କାଠିକର ପାଠ ହୋଇପଡେ। ଅନେକ ଦେଶରେ ଦୁଇଟି ବିବାହ କରିବା ନେଇ ମଧ୍ୟ ବାରଣ ରହିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଦୁନିଆରେ କିଛି ଦେଶ ଅଛି, ଯେଉଁଠି ଦ୍ୱିତୀୟ ବିବାହ କରିବାକୁ ପ୍ରୋତ୍ସାହିତ କରାଯାଉଛି। ଆଉ ଦୁଇଟି ସ୍ତ୍ରୀ ଥିବା ବ୍ୟକ୍ତି ପୁରସ୍କୃତ ହେଉଛନ୍ତି। ସଂଯୁକ୍ତ ଅରବ ଅମିରତ୍(UAE) […]

samir mohanty
ସମୀର ମହାନ୍ତିଙ୍କୁ ପୁଲିସ୍ ନୋଟିସ୍

ଭୁବନେଶ୍ୱର : ଗୁଇନ୍ଦା ଚିଠି ପ୍ରସଙ୍ଗରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କୁ ପୁଲିସ ନୋଟିସ୍ ଜାରି କରିଛି। ଆସନ୍ତାକାଲି ସକାଳ ୧୦ଟାରେ ଖାରବେଳ ନଗର ଥାନାରେ ହାଜର ହୋଇ ତଥ୍ୟ ରଖିବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି। ଗତ ୧୮ ତାରିଖରେ ବିଜେପି ପ୍ରେସ୍‌ମିଟ୍‌ ବେଳେ ଯେଉଁ ଗୁଇନ୍ଦା ଚିଠି ଦେଖାଇଥିଲା ତାହାର ଅସଲି କପି ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ନୋଟିସ୍‌ରେ କୁହାଯାଇଛି। ପୁଲିସ୍‌ର ଏଭଳି ନୋଟିସ୍‌ ପରେ ବିଜେପି ରାଜ୍ୟ ଉପସଭାପତି ସମୀର […]

maoist
ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ: ୨ ଯବାନ ସହିଦ

ମାଲକାନଗିରି:  ଛତିଶଗଡ଼ କାଙ୍କେର ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଯବାନ ସହିଦ ହୋଇଛନ୍ତି। ଏମାନେ ହେଲେ ଆସିଷ୍ଟାଣ୍ଟ କମାଣ୍ଡର ଗଜେନ୍ଦ୍ର ସିଂ ଓ କନଷ୍ଟେବଳ ଅମରେଶ କୁମାର। ଗଜେନ୍ଦ୍ରଙ୍କ ଘର ହରିୟାଣାର ହୋଇଥିବା ବେଳେ ଅମରେଶଙ୍କ ଘର ବିହାର ଅଞ୍ଚଳର ବୋଲି ସୂଚନା ମିଳିଛି। ଗତକାଲି କାଙ୍କେର ଜଙ୍ଗଲରେ ବିଏସଏଫ ଓ ଡିଭିଏଫ ମିଳିତ ଭାବେ କମ୍ବିଂ ଚଳାଇଥିବା ବେଳେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା […]

jagannath temple
ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ବନକଲାଗି ନୀତି ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଆଜି ଅପରାହ୍ନ ସାଢେ ୩ଟାରୁ ରାତି ୮ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ।

accident-1
ଜଳେଶ୍ୱର NH-60 ଏକତାଳି ଛକଠାରେ ସଡ଼କ ଦୁର୍ଘଟଣା

ଜଳେଶ୍ୱର ( ଅଜିତ୍‌ ଦାସ୍‌) : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର NH-60 ଏକତାଳି ଛକ ଠାରେ ସଡ଼କ ଦୁର୍ଘଟଣା। ଏଥିରେ ଜଣେ ଟ୍ରକ୍‌ ଡ୍ରାଇଭରର ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ଗୋଟିଏ ମିନିଟ୍ରକ୍‌ ପଛ ପଟୁ ଅନ୍ୟ ଟ୍ରକ୍‌କୁ ଧକ୍କା ଦେବାରୁ  ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତ ଡ୍ରାଇଭରଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହଁ। ଘଟଣାସ୍ଥଳରେ ଜଳେଶ୍ୱର ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଛି।

Sultan Azlan Shah Cup
ସୁଲତାନ ଆଜଲାନ୍ ଶାହ ହକି: ମାଲେସିଆକୁ ହରାଇଲା ଭାରତ

ଇପୋ: ସୁଲତାନ ଆଜଲାନ୍ ଶାହ ହକିରେ ଭାରତ। ୫-୧ ଗୋଲରେ ଆୟୋଜକ ମାଲେସିଆକୁ ପରାସ୍ତ କରିଛି।  ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଭାରତଅ। ଦଶମ ମିନିଟରେ ପ୍ରଥମ ଗୋଲ୍ ଦେଇଥିଲେ ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା। ଏହାପରେ ଗୁରଜନ୍ତ ସିଂ ଦୁଇଟି, ସୁମିତ୍ କୁମାର ଓ ରମଣଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଟୁର୍ଣ୍ଣାମେଣ୍ଟର ଭାରତର ଏହା ପ୍ରଥମ ବିଜୟ। ଏହି ବିଜୟ ସହ ଭାରତର ଫାଇନାଲ୍ ଖେଳିବା ଆଶା ଉଜ୍ଜୀବିତ […]

nidahas trophy
ନିଦାହାସ୍ ଟି-ଟ୍ୱେଣ୍ଟି: ଆଜି ଭାରତ-ବାଂଲଦେଶ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ନିଦାହାସ୍ ଟି-ଟ୍ୱେଣ୍ଟି ତ୍ରିକୋଣୀୟ ସିରିଜରେ ଆଜି ଭାରତ-ବାଂଲଦେଶ ମଧ୍ୟରେ ଟକ୍କର ହେବ। ଟୁର୍ଣ୍ଣାମେଣ୍ଟରେ ଭାରତକୁ ଫେଭରିଟ୍ ମନେ କରାଯାଉଛି କିନ୍ତୁ ପ୍ରଥମ ମ୍ୟାଚ୍ ଆୟୋଜକ ଶ୍ରୀଲଙ୍କାଠାରୁ ୫ ଓ୍ୱିକେଟରେ ପରାସ୍ତ ହେବା ପରେ ଦଳ ଚାପରେ ଅଛି। ତେଣୁ ଆଜିର ମ୍ୟାଚ୍ ଜିତି ସିରିଜରେ ପ୍ରତ୍ୟାବର୍ତ୍ତନ ଉଦ୍ୟମ କରିବ ଟିମ୍ ଇଣ୍ଡିଆ। ଉଭୟ ଦଳ ୫ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁ ମ୍ୟାଚ୍ ଭାରତ ଜିତିଛି। ତେବେ ପ୍ରଥମ ମ୍ୟାଚ୍  ହାରିଥିବା ଭାରତ ଅପେକ୍ଷାକୃତ […]

board
ମାଟ୍ରିକ୍‌ ପରୀକ୍ଷା ବିଭ୍ରାଟ ଅଭିଯୋଗ ପ୍ରସଙ୍ଗ : ଆଜି ବସିପାରେ ବୋର୍ଡର ସ୍ୱତନ୍ତ୍ର କମିଟି ବୈଠକ

କଟକ (ବିବର୍ତ୍ତନ ପଣ୍ଡା) : ମାଟ୍ରିକ୍‌ ପରୀକ୍ଷା ବେଳେ ବିଭ୍ରାଟ ଅଭିଯୋଗ ଆସିଥିବା ବିଷୟର ସାନି ପରୀକ୍ଷା ହେବ କି ନାହିଁ ସେ ନେଇ ଆଜି ପୁଣି ଥରେ ବସିପାରେ ବୋର୍ଡର ସ୍ୱତନ୍ତ୍ର କମିଟିର ବୈଠକ। କପି, ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ୍ ପାଇଁ ଏଥର ୩ଟି କେନ୍ଦ୍ରରେ ପରୀକ୍ଷା ବାତିଲ୍ ସହ ମାଲକାନଗିରି ପଡ଼ିଆ  ହାଇସ୍କୁଲରୁ ଗଣିତ ଓଏମ୍ଆର ସିଟ୍ ଚୋରି ପ୍ରସଙ୍ଗରେ ଗତ ୧୨ ତାରିଖରେ ବୋର୍ଡ ପରୀକ୍ଷା କମିଟିର ବୈଠକ ବସିଥିଲା। ତେବେ […]

jagannath temple
ଶ୍ରୀଜଗନ୍ନାଥଙ୍କ ସମସ୍ତ ସଂପତ୍ତିକୁ ଖାତାକୁ ଫେରାଇ ଆଣିବା ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର

ଭୁବନେଶ୍ୱର: ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶ୍ରୀଜଗନ୍ନାଥଙ୍କ ସବୁ ସଂପତ୍ତିକୁ ତାଙ୍କ ଖାତାକୁ ଫେରାଇ ଆଣିବା ଦାବିରେ ହାଇକୋର୍ଟରେ ଦାଏର ହୋଇଛି ଜନସ୍ୱାର୍ଥ ମାମଲା। ପୁରୀ ଚନ୍ଦନପୁର ଅ଼ଞ୍ଚଳର ଜଣେ ଭକ୍ତ ଶରତ ଚନ୍ଦ୍ର ସାହୁ ଓ ଏସ୍ ଏନ୍ ବାନାର୍ଜୀଙ୍କ ପକ୍ଷରୁ ଆଗତ ହୋଇଥିବା ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ, ଆଇନ ସଚିବ, ଶ୍ରୀମନ୍ଦିର ପ୍ରଶାସନ, ଭିଜିଲାନ୍ସ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳଙ୍କୁ ପକ୍ଷକ୍ଷୁକ୍ତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରେ […]