• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

coronavirus
୨୪ ଘଂଟାରେ ରାଜ୍ୟରେ ୮ ହଜାର ୨୧୬ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଥମିବାର ନାଁ ନେଉନି କରୋନା। ଆଜି ପୁଣି ଥରେ ୮ ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଚିହ୍ନଟ ହୋଇଛନ୍ତି ୮୨୧୬ କରୋନା ଆକ୍ରାନ୍ତ।

chandana
ପ୍ରଚାର ପାଇଁ ନା ଥିଲା ଗାଡି ଘୋଡା, ନା ଥିଲା ସମ୍ବଳ? ହେଲେ ବି ଜିତିଲେ...

ପଶ୍ଚିମବଙ୍ଗ ନିର୍ବାଚନରେ ମହିଳା ଭୋଟରଙ୍କ ବଳରେ ବିଜୟୀ ହୋଇ କ୍ଷମତାକୁ ପୁଣି ଫେରିଛି ଟିଏମସି। ସବୁ ଦଳ, ବଳ ଓ କୌଶଳ ଲଗାଇ ବି ବିଧାନସଭା ନିର୍ବାଚନରେ ପରାଜିତ ହୋଇଛି ବିଜେପି। ଦଳର ବହୁ ଦିଗଜ ନେତାଙ୍କୁ ବି ପରାଜୟର ମୁହଁ ଦେଖିବାକୁ ପଡିଛି।

auto
ବୃତ୍ତିରେ ଅଟୋ ଚାଳକ କିନ୍ତୁ ସମାଜ ପାଇଁ ସାଜିଛନ୍ତି ଦେବଦୂତ

ବୃତ୍ତିରେ ସେ ଜଣେ ସାଧାରଣ ଅଟୋ ଚାଳକ। ଛୋଟ ଅଟୋଟି ତାଙ୍କ ସମ୍ପତ୍ତି। ଆଉ ତାଙ୍କ ଝାଟିମାଟି କୁଡ଼ିଆ ଘରଟି ତାଙ୍କର ସାଥୀ। ଘର ମଣିଷ ସିନା ମାମୁଲି, ହେଲେ ଏବେକା କରୋନା କାଳରେ ତାଙ୍କ କାମ କିନ୍ତୁ କେଉଁ ସମ୍ମୁଖ କରୋନା ଯୋଦ୍ଧାଠୁ କମ୍ ନୁହେଁ।

lockdown
ଲକଡାଉନ୍‌ ପାଇଁ ଦୋକାନ ଆଗରେ ଲାଗୁଛି ଲମ୍ବା ଲାଇନ୍‌

କଥାରେ ଅଛି ତୁ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ। ଏକଥା ଆମେ ଏଥିପାଇଁ କହୁଛୁ, କରୋନାକୁ ନେଇ ଲୋକେ ଯେତିକି ସଚେତନ ନୁହଁନ୍ତି, ଲକଡାଉନ୍‌ ନେଇ ତାଠୁ ଅଧିକ ଆତଙ୍କିତ ହୋଇ ହାଟ ବଜାରରେ ଗହଳି ବଢାଉଛନ୍ତି। ଦିନକ ପରେ ଆରମ୍ଭ ହେବ ୧୪ ଦିନିଆ ଲକଡାଉନ୍‌।

Bengal election
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ: ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ?

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ ? ବଙ୍ଗରେ ବିଜେପି କ୍ଷମତା ହାସଲ କରିନଥିଲେ ବି ନନ୍ଦିଗ୍ରାମରେ ମମତାଙ୍କୁ ହରାଇବା ସହିତ ୩୮ ପ୍ରତିଶତ ଭୋଟ୍ ପାଇଛି। ଆସାମରେ ପୁଣି ଥରେ କ୍ଷମତାକୁ ଫେରିଛି ଦଳ।

Untitled-1
ପଣ୍ଡିତଙ୍କୁ ଥାପଡ ମାରି ବିବାହ ରୋକିବାକୁ ପଡ଼ିଲା

ଅଗରତାଲା : ପଶ୍ଚିମ ତ୍ରିପୁରା ଜିଲ୍ଲାର ଏକ ବିବାହ ହଲରେ ପ୍ରବେଶ କରି ବିବାହରେ ଜଡିତ ବର, ପଣ୍ଡିତ ଏବଂ ଅନ୍ୟ ଅତିଥିମାନଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ଜିଲ୍ଲା ମାଜିଷ୍ଟ୍ରେଟ (ଡିଏମ) ଶୈଳେଶ କୁମାର ଯାଦବଙ୍କୁ ମହଙ୍ଗା ପଡିଲା। ବିବାହ…

ec
ଏବେ ହେବ ନାହିଁ ପିପିଲି ନିର୍ବାଚନ

ପିପିଲି: ପୁଣି ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। କରୋନା ସଂକ୍ରମଣକୁ ନଜରରେ ରଖି ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ତେବେ ନିର୍ବାଚନ ସ୍ଥଗିତ ହେବା ନେଇ ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଆଗାମୀ ୧୬ ତାରିଖରେ ନିର୍ବାଚନ ହେବାକୁ…

Untitled-1
ବିବାହ ମଣ୍ଡପ ବଦଳରେ ହାଜତକୁ ଯିବାକୁ ହେଲା

ଭୋପାଲ : କରୋନା ଜନତା କର୍ଫ୍ୟୁ ତଥା ଲକଡାଉନ୍ ବର୍ତ୍ତମାନ ମଧ୍ୟପ୍ରଦେଶର ଜବଲପୁର ସମେତ ସାରା ମଧ୍ୟପ୍ରଦେଶରେ ଲାଗୁ ହୋଇଛି। କିନ୍ତୁ କିଛି ଲୋକ ସେମାନଙ୍କ ପାଗଳାମିରୁ ନିବୃତ୍ତ ହେବାକୁ ଚାହୁଁ ନ ଥିବା ଦେଖିବାକୁ ମିଳୁଛି। ବିବାହ ଉତ୍ସବ ବା…

Untitled-1
ଶୀଘ୍ର ଟିକା ଯୋଗାଣ ନେଇ ଆଶ୍ୱସ୍ତି ଦେଲା ସେରମ୍

ନୂଆଦିଲ୍ଲୀ: ଶୀଘ୍ର ଟିକା ଯୋଗାଣ ନେଇ ଆଶ୍ୱସ୍ତି ଦେଲା କୋଭିସିଲ୍ଡ ଟିକା ପ୍ରସ୍ତୁତକାରୀ ସଂସ୍ଥା ସେରମ୍। ଟିକା ପ୍ରସ୍ତୁତି ଏକ ଜଟିଳ ଓ ସ୍ୱତନ୍ତ୍ର ପ୍ରକ୍ରିୟା ବୋଲି ସେରମ୍ କହିଛି। କରୋନା ମହାମାରୀର ଭୟଙ୍କର ବୃଦ୍ଧିକୁ ଦେଖି ଲୋକେ ଅସ୍ତବ୍ୟସ୍ତ ହୋଇପଡିଲେଣି।…

city scan
ସିଟି ସ୍କାନ କଲେ ହୋଇପାରେ କ୍ୟାନସର?

ନୂଆଦିଲ୍ଲୀ: କୋଭିଡ୍ ଚିକିତ୍ସାକୁ ନେଇ ଏମ୍ସ ନିର୍ଦ୍ଦେଶକ ଦେଲେ ବଡ଼ ସୂଚନା। ଅଯଥାରେ ସିଟି ସ୍କାନ ନ କରିବାକୁ ପରାମର୍ଶ ଦେଲେ ଗୁଲେରିଆ। ସିଟି ସ୍କାନ ଶରୀର ପାଇଁ କ୍ଷତିକାରକ; କ୍ୟାନସର ହେବାର ବିପଦ ରହିଛି ବୋଲି ମଧ୍ୟ ସେ ସୂଚନା…

corona
ଦେଶର ସବୁଠୁ ଅଧିକ ସଂକ୍ରମିତ ଅଛନ୍ତି ଏହି ସବୁ ସ୍ଥାନରେ, ଆପଣ ସେହି ସ୍ଥାନରେ ନାହାନ୍ତି ତ?

କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେସମିଟ୍। ୧୨ ରାଜ୍ୟରେ ୧ ଲକ୍ଷରୁ ଅଧିକ ଆକ୍ଟିଭ୍ ମାମଲା ରହିଥିବା ବେଳେ ୧୭ ରାଜ୍ୟରେ ୫୦ ହଜାରରୁ କମ୍ ଆକ୍ଟିଭ୍ କେସ୍ ରହିଛି ବୋଲି ସୂଚନା ଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ। କିଛି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି

neet
୪ ମାସ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିଲେ କେନ୍ଦ୍ର ସରକାର

ପ୍ରଧାନମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଅତିକମରେ ୪ ମାସ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରହିବ। କରୋନା ଡ୍ୟୁଟିରେ ନିୟୋଜିତ ହେବେ MBBS ଅନ୍ତିମ ବର୍ଷର ମେଡିକାଲ ଛାତ୍ର। ଶହେ ଦିନ କୋଭିଡ୍ ଡ୍ୟୁଟି କରିଥିବା ଚିକିତ୍ସାକର୍ମୀଙ୍କୁ ସମ୍ମାନିତ କରାଯିବ

2
ବିବାହ ପାଇଁ ଯିଏ ବି ହେଲେ ଚଳିବ ବୋଲି କହିଲେ ‘ଦଙ୍ଗଲ’ ଅଭିନେତ୍ରୀ

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ ସାନ୍ୟା ମଲହୋତ୍ରାଙ୍କ ରିଲିଜ୍ ହୋଇଥିବା ଫିଲ୍ମ ‘ପଗଲୈଟ୍’ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଉଛି। ଏହି ସମୟରେ ସାନ୍ୟା ତାଙ୍କ ବିବାହ ପ୍ରସଙ୍ଗକୁ ନେଇ ଖୁବ ଚର୍ଚ୍ଚାରେ…

tara
"ପଶ୍ଚିମବଙ୍ଗରେ ପରାଜୟ ବିଜେପିର ଅହଂକାର ଭାଙ୍ଗିଛି"

ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସମସ୍ତ ଏକଜିଟ୍ ପୋଲ୍ ଭୁଲ୍ ସାବ୍ୟସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପ୍ରଚାର ମଙ୍ଗ ଧରିଥିଲେ ବି ମମତା ଲ୍ୟାଣ୍ଡ ସ୍ଲାଇଡ୍ ଭ୍ରିି ହାସଲ କରିଛନ୍ତି। ଏଣୁ ଆଞ୍ଚଳିକ ଦଳଗୁଡ଼ିକର ସାରା ଦେଶରେ ପ୍ରଭାବ ରହିଛି ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି

Cloudy sky
ଝଡ଼ବର୍ଷା ଓ ବଜ୍ରପାତ ଆଶଙ୍କା ନେଇ ୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜି ରାଜ୍ୟରେ କିଛି ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ୧୧ ଜିଲ୍ଲାକୁ ୩ ଘଣ୍ଟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ନବରଙ୍ଗପୁର, ରାୟଗଡ଼ା,…

rain
ମହାରାଷ୍ଟ୍ରରେ ଅଦିନିଆ ବର୍ଷା ନେଲା ୭ ଜୀବନ

ମହାରାଷ୍ଟ୍ରରେ ଅଦିନିଆ ବର୍ଷା ବିପର୍ଯ୍ୟୟ ଆଣି ଦେଇଛି । ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ପବନ ବହିବା ସହ ପ୍ରବଳ ବର୍ଷା ବି ରାଜ୍ୟରେ ଲାଗି ରହିଛି । ଏହି ଅଦିନିଆ ବର୍ଷାରେ ରାଜ୍ୟରେ ୭ ଜଣଙ୍କର ମୃତ୍ୟୁ ଘଟିଲାଣି

avyaakanta
IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର

IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ୧୯୮୭ ବ୍ୟାଚର IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ନେଇ ରାଜ୍ୟ ସରକାର କରିଥିବା ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି

oxygen shortage
ମିଳିଲାନି ଅକ୍ସିଜେନ; ଡାକ୍ତରଖାନାରେ ଆଖି ବୁଜିଲେ ୨୪ ରୋଗୀ

ଚାମରାଜନଗର: କର୍ଣ୍ଣାଟକର ଚାମରାଜନଗରର ଏକ ସରକାରୀ ଡାକ୍ତରଖାନାରେ ରବିବାର ଅକ୍ସିଜେନ ଅଭାବରୁ ୨୪ ଜଣଙ୍କ ଜୀବନ ଯାଇଛି । ଏମାନଙ୍କ ମଧ୍ୟରୁ ୨୩ ଜଣ ରୋଗୀ କୋଭିଡ ସଂକ୍ରମିତ ଥିଲେ । ମିଳିଥିବା ତଥ୍ୟ ଅନୁଯାୟୀ, ପଡୋଶୀ ଜିଲ୍ଲା ମୈଶୁରରୁ ଅକ୍ସଜେନ…