ନୟାଗଡ଼(ଆତ୍ତ୍ରତ୍ରାଣ ପ୍ରଧାନ): ପୁଣି ଜଙ୍ଗଲରେ ଲାଗିଲା ନିଆଁ। ନୟାଗଡ଼ ମହାନଦୀ ତଟରେ ଥିବା ଜଙ୍ଗଲରେ ଲାଗିଛି ନିଆଁ। ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ଗଣିଆ ବ୍ଳକ ରାସଙ୍ଗ ପଚାଂୟତର କାଦୁଆ ଓ ରାସଙ୍ଗ ଆମ୍ବତୋଟାର ପାର୍ଶ୍ବବର୍ତ୍ତୀ ଅଚଂଳ ଏବଂ ନିକଟସ୍ଥ ମହାନଦୀ…
ନୂଆଦିଲ୍ଲୀ:ଦେଶରେ କରୋନା ତା’ର ସ୍ଥିତି ପୂର୍ବପରି ଜାହିର ରଖିଛି । ସଂକ୍ରମଣ ହାର କେତେକ ରାଜ୍ୟରେ ସାମାନ୍ୟ ହ୍ରାସ ପାଇବା ପରି ମନେ ହେଉଥିଲେ ହେଁ ମୋଟ ସଂଖ୍ୟାରେ କୌଣସି ପରିବର୍ତ୍ତନର ସୂଚନା ନାହିଁ । ସଂକ୍ରମଣ ହାର ଦେଖି ଏବେ…
ଗୁରୁଗ୍ରାମ: ମହାମାରୀ ଭୟ ମାରିଦେଉଛି ମାନବିକତା । ସାଇବର ସିଟି ଗୁରୁଗ୍ରାମରେ ଘଟିଛି ଲଜ୍ୟାଜନକ ଘଟଣା । କରୋନା ରେୀଗୀଙ୍କ ଅସହାୟତାର ଫାଇଦା ଉଠାଇଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର । ଗୁରୁଗ୍ରାମରୁ ଲୁଧିଆନା ଯିବାପାଇଁ କରୋନା ସଂକ୍ରମିତ ରୋଗୀଙ୍କ ଠାରୁ ୧.୨୦ ଲକ୍ଷ…
ଭାରତ ସ୍:ାଧୀନତା ସଂଗ୍ରାମର ପ୍ରଥମ ଯୋଦ୍ଧା ଟିପୁ ସୁଲ୍ତାନ । ଇତିହାସରେ ସ୍:ର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି ଏହି ମହାନ ଯୋଦ୍ଧାଙ୍କ ନାଁ । ୧୭୯୯ ମେ’ ୪ ତାରିଖ ଇଂରେଜମାନଙ୍କ ବିରୋଧରେ ଚାଲିଥିବା ଯୁଦ୍ଧରେ ତାଙ୍କର ମୃତ୍ୟୁ ଘଟିଥିଲା…
ଲକ୍ଷ୍ନୌ : ହାରିଗଲା ଭାଇରସ୍, ଜିତିଗଲେ ବୃଦ୍ଧା । ଦୃଢ଼ ମନୋବଳ ଆଗରେ ହାରିଲା ଅଦୃଶ୍ୟ ଭାଇରସ୍ । କରୋନା ମହାମାରୀର ମୁକାବିଲା କରି ଜିତିଲେ ବୃଦ୍ଧ ମହିଳା । ଘରେ ରହି ଭାଇରସକୁ ହରାଇଲେ ୧୦୦ ବର୍ଷୀୟ ଜାନକୀ ଠୁକରାଲ…
ଭୁବନେଶ୍ୱର: କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେବା ନେଇ ଆସିଲା ନୂଆ SOP। କରୋନା ପାଇଁ ନୂଆ ଔଷଧ TOCILIZUMAB(ଟୋସଲିଜୁମାବ) ଓ ଅନ୍ୟ ଔଷଧ ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ପ୍ରୋଟୋକଲ ଜାରି ହୋଇଛି। ଗୁରୁତର ରୋଗୀଙ୍କୁ ଔଷଧ,…
ଭୁବନେଶ୍ୱର: ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ଓଡ଼ିଶାରେ ଉତ୍ପାଦନ ହେବ କୋଭାକ୍ସିନ୍ ଟିକା। ଏହି ଲକ୍ଷ୍ୟ ନେଇ ଭୁବନେଶ୍ୱର ଅନ୍ଧାରୁଆଠାରେ ଟିକା ଉତ୍ପାଦନ ଶିଳ୍ପାନୁଷ୍ଠାନର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଠେଟାର ନିଷ୍ପତ୍ତି ନେଲେ କେଜ୍ରିୱାଲ ସରକାର । ଏବେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନରୁ ଦିଲ୍ଲୀ ଆସୁଥିବା ଲୋକଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି ।…
ଭୁବନେଶ୍ୱର: ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା କରୋନା। ୨୪ ଘଣ୍ଟାରେ ସର୍ବାଧିକ ୧୯ ଜଣଙ୍କ ମୃତ୍ୟୁ ହୋଇଛନ୍ତି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ସର୍ବାଧତ୍କ ୪ ଲେଖାଏଁ, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୨ ଲେଖାଏଁ; ଅନୁଗୁଳ, ବଲାଙ୍ଗିର, କଟକ ଓ ଦେବଗଡ଼ରୁ…
ଅହମଦାବାଦ : ପୂର୍ବତନ କ୍ରିକେଟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଭାରତର ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ସହ ନିଜ ବୋହୂର ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତିି ଅହମ୍ମଦାବାଦ ପୋଲିସ ବିଭାଗରୁ ଅବସର ନେଇଥିବା ଜଣେ ବୃଦ୍ଧ । କେବଳ…
ରାଜ୍ୟରେ ସାଂଘାତିକ ସ୍ଥିତିରେ ପହଞ୍ଚିଲାଣି କରୋନା । ଏବେ ସିଧା ଡେଇଁଛି ୧୨ ହଜାର ଉପରକୁ । ରାଜ୍ୟରେ ଆଉ ୧୨ ହଜାର ୨୩୮ ପଜିଟିଭି ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ଓ ଖୋର୍ଦ୍ଧାରେ ଉଗ୍ର ରୂପ ଧାରଣ କଲାଣି ମହାମାରୀ…
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ବାୟୋ-ବବୁଲ୍ ଗତ ବର୍ଷ ୟୁଏଇର ବାୟୋ ବବୁଲ ତୁଳନାରେ ଦୁର୍ବଳ ଥିଲା । ଆଇପିଏଲ ୨୦୨୧ ସ୍ଥଗିତ ହେବା ପରେ କିଛି ଖେଳାଳି ଏଭଳି କହିଛନ୍ତି । ଖେଳାଳିଙ୍କୁ କରୋନା ଗ୍ରାସ କରିବା ପରେ…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢ଼ାଇଥିବା ବେଳେ ରଣଦୀପ ଗୁଲେରିଆ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଆହୁରି ରୂପ ବଦଳାଇ ପାରେ କରୋନା । କରୋନା ଭାଇରସ୍ର ଦ୍ୱିତୀୟ ଲହର, ଦେଶର ବିଭିନ୍ନ ସ୍ଥାନରେ…
ଭୁବନେଶ୍ୱର: ସଚେତନ ନହେଲେ କରୋନା ସଂକ୍ରମଣ ବଢ଼ିବ। ତେଣୁ ରାଜ୍ୟରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ତଥାପି ବହୁ ଲୋକ କଟକଣା ମାନୁନାହାନ୍ତି ବୋଲି କହିଛନ୍ତି ପୋଲିସ୍ ଡିଜି ଅଭୟ। ରାଜ୍ୟରେ କୋଭିଡ୍ କଟକଣା ନମାନିବାରୁ କଟିଛି ୧୫ କୋଟିରୁ ଅଧିକ ଟଙ୍କାର…
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷା ବଳକୁ ମିଳିଛି ବଡ଼ ସଫଳତା । ଦକ୍ଷିଣ କାଶ୍ମୀରର ସୋପିଆନ ସେକ୍ଟରରେ ଗୁରୁବାର ସକାଳୁ ସକାଳୁ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି । ଏନକାଉଣ୍ଟରରେ ୩ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ଏଥିସହିତ ଜଣେ…
ଭୁବନେଶ୍ୱର: ମେ୧ରେ ୧୦, ୪୧୩, ୨ରେ ୮୦୧୫, ୩ରେ ୮୯୧୪, ୪ରେ ୮୨୧୬, ୫ରେ ୯୮୮୯ ଓ ଆଜି ୧୦, ୫୨୧। ମେ ମାସର ପ୍ରଥମ ୬ ଦିନରେ ଚିହ୍ନଟ ହେଲେଣି ୫୫ ହଜାର ୯୬୮ କୋଭିଡ୍ ଆକ୍ରାନ୍ତ। ଖୋର୍ଦ୍ଧା ଓ…
ନୂଆଦିଲ୍ଲୀ: ପୁଣିଥରେ ଟ୍ରେନ୍ ସେବାକୁ ରୋକିଲା ମହାମାରୀ କରୋନା। ଆସନ୍ତା ୯ ତାରିଖରୁ ଦେଶବ୍ୟାପୀ ୨୮ଟି ଏକ୍ସପ୍ରେସ ତଥା ସ୍ପେଶାଲ ଟ୍ରେନ୍ ଚଳାଚଳକୁ ବାତିଲ କରିବାକୁ ରେଲୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଲଗାତାର ଭାବେ ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ…
ୱାଶିଂଟନ୍: ଯଦି ଭାରତରେ ସ୍ଥିତି ଭୟାନକ ହୋଇ ରହେ, ତେବେ ଦୁନିଆର ପରିସ୍ଥିତି ମଧ୍ୟ ଭୟାନକ ରହିବ । ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇଁ ଓକିଲାତି କରୁଥିବା ଏକ ପ୍ରମୁଖ ଗୋଷ୍ଠୀ ଏଭଳି କହିଛନ୍ତି । ସେମାନେ…
ନୂଆଦିଲ୍ଲୀ: ସାରା ଭାରତରେ ଏବେ କରୋନା କାୟା ବିସ୍ତାର କରି ରଖିଛି । କରୋନା ଜାଲରେ ଭାରତବାସୀ ଛନ୍ଦି ହୋଇ ରହିଛନ୍ତି । ବହାରି ପାରୁନାହାନ୍ତି କି ବର୍ତ୍ତିପାରୁ ନାହାନ୍ତି । ତେବେ ଏହି କରୋନା ସମୟରେ ଅନେକ ବ୍ୟବସ୍ଥିତ ଢ଼ଙ୍ଗରେ…
ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ ନାଏକ। ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ବି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। କରୋନାରେ ଆକ୍ରାନ୍ତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ପତ୍ନୀ ପ୍ରମିଳା…
ବାଲେଶ୍ୱର: ବାଲେଶ୍ୱର ହିଞ୍ଜିଳି ଗାଁରେ ଏକାଦଶ ଭୋଜିରେ ତହସିଲଦାରଙ୍କୁ ଆକ୍ରମଣ। ଚଢ଼ଉ ବେଳେ ଉତ୍ତ୍ୟକ୍ତ ଲୋକେ ସଦର ତହସିଲଦାର ଏବଂ ତାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଅଭିଯୋଗ ଅନୁଯାୟୀ କୋଭିଡରେ ଆକ୍ରାନ୍ତ ହୋଇ ଗାଁର ହାରାମଣି ରାଉତଙ୍କ ମୃତ୍ୟୁ ପରେ ତାଙ୍କ ଏକାଦଶାହରେ…
ରାଇପୁର: କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଲୋକମାନେ ବିଭିନ୍ନ ପ୍ରକାରର ଟିପ୍ସ ସବୁ ଆପଣାଉଛନ୍ତି। ଯାହା ସେମାନଙ୍କ ପାଇଁ ପରେ ବିପଦଜ୍ଜନକ ସାବ୍ୟସ୍ତ ହେଉଛି। ଏଭଳି ଏକ ଘଟଣା ଛତିଶଗଡର ବିଳାସପୁରରେ ଘଟିଛି। ହୋମିଓପାଥିକ ମେଡିସିନ ଖାଇ ଗୋଟିଏ ପରିବାରର…
ଜୟପୁର/ଚୁରୁ: ଦିନ ଥାଉ ଥାଉ ହଠାତ ଘୋଟି ଆସିଲା ଅନ୍ଧାର । ୪୦ ଡିଗ୍ରୀ ଦାଉ ଦାଉ ଖରା ବେଳେ ହଠାତ୍ ଉଭାନ ହୋଇଗଲେ ସୂର୍ଯ୍ୟ ଦେବତା । ଆଉ ମାଡ଼ି ଆସିଲା ଅନ୍ଧାର । ତେବେ ଏହା ପଛରେ କାରଣ…
ଭୁବନେଶ୍ୱର: ଟିକାକରଣ ସଂପର୍କରେ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ରାଜ୍ୟରେ ୯୭% ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୮୭%କୁ ୨ୟ ଡୋଜ୍ ଦିଆଗଲାଣି। ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରେ ପ୍ରଥମ ଡୋଜ୍ ୯୭%, ୨ୟ ଡୋଜ୍ ୮୫% ନେଲେଣି। ରାଜ୍ୟରେ ୪୫ ବର୍ଷରୁ…