• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

death sentence
୨୬ ବର୍ଷୀୟ ଯୁବକଙ୍କୁ ମିଳିଲା ଫାଶୀ,କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ରିଆଦ: ସାଉଦୀ ଆରବରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଜଘନ୍ୟ ଅପରାଧ କଲେ ଫାଶୀ ଦଣ୍ଡାଦେଶ ମିଳିଥାଏ। ହେଲେ ଯେଉଁ ଦଣ୍ଡ ପାଇଁ ଏହି ଯୁବକଙ୍କୁ ଫାଶୀ ଦଣ୍ଡ ମିଳିଛି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକ ଜଣକଙ୍କର…

twitter t
ଭାରତରେ ଶେଷ ହେଲା ଟ୍ୱିଟରର ଆଇନଗତ ସୁରକ୍ଷା କବଚ : ପଚରାଉଚରା କରିପାରେ ପୋଲିସ୍

ନୂଆଦିଲ୍ଲୀ : ନୂଆ ଆଇଟି ନିୟମର ପାଳନ ନକରିବା ଟ୍ୱିଟର ପାଇଁ ମହଙ୍ଗା ପଡ଼ିଲା । ଟ୍ୱିଟରକୁ ଭାରତ ପକ୍ଷରୁ ମିଳୁଥିବା ଲିଗାଲ ପ୍ରୋଟେକ୍ସନ ଅର୍ଥାତ୍ ଆଇନଗତ ସୁରକ୍ଷା କବଚ ଶେଷ ହୋଇଛି । କେନ୍ଦ୍ର ସରକାର ମେ ୨୫ରେ ନୂଆ…

india-pakistan-flag
ଭାରତକୁ ସାହାଯ୍ୟ ନାମରେ କୋଟି କୋଟି ଟଙ୍କା ଆଦାୟ କଲା ପାକିସ୍ତାନୀ ଏନଜିଓ

ୱାସିଂଟନ୍ : ଭାରତ ସହ ଶତ୍ରୁତା, କିନ୍ତୁ ଭାରତର ନାଁ ନେଇ ଟଙ୍କା ଯୋଗାଡ଼ କରୁଛି ଶତ୍ରୁ ଦେଶ । କରୋନା ଭାଇରସ୍ ସଂକ୍ରମଣ ସମୟରେ ଭାରତକୁ ସାହାଯ୍ୟ କରିବାର ଆଳ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଛି ପାକିସ୍ତାନୀ…

accident
ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା, ୧୦ ମୃତ

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା, ୧୦ ମୃତ ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, ୭ ଜଣ ପୁରୁଷ ଓ ଜଣେ ଛୋଟ ଛୁଆ ଅଛନ୍ତି ଦୁର୍ଘଟଣାରେ କାର୍‌ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ସୁରତ:…

raja
ରଜ ଉତ୍ସବର ଆଜି ଶେଷ ଦିନ

ଭୁବନେଶ୍ୱର:  ଆଜି ଶେଷ ରଜ l ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ । ଓଡ଼ିଆ ପରିବାରର ବଡ଼ ପର୍ବ ରଜ ହୋଇଥିଲେ ବି ଏଥର ସେତେଟା ଚଳଚଞ୍ଚଳ ନାହିଁ ଗାଁ ଗଣ୍ଡା l କୋଭିଡ କଟକଣା ପାଇଁ…

ଗାଜା ଷ୍ଟ୍ରିପ ଉପରେ ପୁଣି ଆକ୍ରମଣ କଲା ଇସ୍ରାଏଲ

ଜେରୁଜେଲମ୍‌ :  ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲର ପୁଣି ଆକ୍ରମଣ । ପାଲେଷ୍ଟାଇନ ସୀମାରେ ଥିବା ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ବେଲୁନ ଦକ୍ଷିଣ ଇସ୍ରାଏଲ ଅଞ୍ଚଳକୁ ଛାଡ଼ିବା ପରେ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି । ମେ ୨୧ ରୁ ହୋଇଥିବା…

mask
କରୋନା ଭୂତାଣୁ ସହ ଲଢ଼ିବ ଭାଇରସାଇଡାଲ୍ ମାସ୍କ

ନୂଆଦିଲ୍ଲୀ: କଟନ୍ ମାସ୍କ, ସର୍ଜିକାଲ୍ ମାସ୍କ, ଥ୍ରୀ-ଲେୟର୍ ମାସ୍କ, N-95 ମାସ୍କ… କରୋନା ମହାମାରୀ ବ୍ୟାପିବା ଦିନଠୁ ଏମିତି ଅନେକ ପ୍ରକାରର ମାସ୍କ ନାଁ ଆପଣମାନେ ଶୁଣିଥିବେ। କିନ୍ତୁ ଆଗକୁ ବଜାରକୁ ଆସିବାକୁ ଯାଉଛି ଆଉ ଏକ ନୂଆ ମାସ୍କ, ଯାହାର…

coronavirus
ତଳମୁହାଁ କରୋନା ଗ୍ରାଫ୍‌: ଆଜି ବି ରାଜ୍ୟରେ ୪ ହଜାର ତଳକୁ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୪ ହଜାର ତଳକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୪ ହଜାର ତଳକୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୫୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ…

ବ୍ରେକିଂ ନ୍ୟୁଜ୍‌: ୧୬ ଜୁନ୍‌

କଟକ: ଚୌଦ୍ୱାର ମଙ୍ଗୁଳି ଛକ ନିକଟରେ ଦୁର୍ଘଟଣା; ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଗାଡ଼ିକୁ ପଛରୁ ପିଟିଲା ଭ୍ୟାନ୍, ଘଟଣାସ୍ଥଳରେ ୨ ମୃତ ଓ ଜଣେ ଆହତ। ଉଦଳା: ଜଣେ ଏସ୍ଆଇଙ୍କୁ ବାରିପଦା ଜେଲ୍ ଓ୍ୱାର୍ଡରଙ୍କ ଠେଲାପେଲା ଅଭିଯୋଗ,ମାସ୍କ ପିନ୍ଧି ନଥିବା…

vaccination
ଏଣିକି ଟିକାକରଣ ସେଣ୍ଟରରେ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପଞ୍ଜୀକରଣ ହୋଇପାରିବ

ନୂଆଦିଲ୍ଲୀ: କରୋନା ଟିକା ନେବା ପାଇଁ ଏଣିକି ଟିକାକରଣ ସେଣ୍ଟରରେ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପଞ୍ଜୀକରଣ ହୋଇପାରିବ। ଯେକୌଣସି ବ୍ୟକ୍ତିଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବେ ସେ ଚାହିଁଲେ ଭ୍ୟାକସିନେସନ୍ ସେଣ୍ଟରରେ ଯାଇ କୋୱିନ୍‌ରେ ପଞ୍ଜୀକରଣ କରାଇ…

twitter
ଗାଜିଆବାଦରେ ବୃଦ୍ଧଙ୍କୁ ମାଡ଼ ମାରିବା ମାମଲାରେ ଟ୍ୱିଟର ବିରୋଧରେ ମାମଲା ରୁଜୁ

ଗାଜିଆବାଦ : ବୃଦ୍ଧଙ୍କୁ ମାଡ଼ ମାରିବା ଅଭିଯୋଗରେ ଟ୍ୱିଟର ବିରୋଧରେ ମାମଲା ରୁଜୁ । ଗାଜିଆବାଦର ଲୋନି ବୋର୍ଡର ଅଞ୍ଚଳରେ ଜଣେ ବୃଦ୍ଧଙ୍କ ସହ ମାଡପିଟ୍ ଓ ଅଭଦ୍ର ଆଚରଣର ଭିଡିଓ ଭାଇରାଲ ହେଉଛି । ଏହି ମାମଲାରେ ଟ୍ୱିଟର ବିରୁଦ୍ଧରେ…

c
ଡେଲଟା ଭାରିଏଣ୍ଟ୍ ବିରୋଧରେ ବଡ଼ କବଚ ଭ୍ୟାକ୍ସିନର ଦୁଇ ଡୋଜ୍

ନୂଆଦିଲ୍ଲୀ : କରୋନାର ନୂଆ ଭାରିଏଣ୍ଟ୍ ଡେଲଟା ବିରୋଧରେ ଅଧିକ ପ୍ରଭାବଶାଳୀ ସଞ୍ଜିବନୀର ଦୁଇ ଡୋଜ୍ । କରୋନାର ଦୁଇ ଡୋଜ୍ ଭ୍ୟାକ୍ସିନ ନେଇଥିଲେ ସଂକ୍ରମିତ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା କମିଯାଏ । ବ୍ରିଟେନରେ ହୋଇଥିବା ଅଧ୍ୟୟନରେ ଏପରି…

vlcsnap-error604
ମଶାଣିରେ କୋଭିଡ୍‌ ମୃତକଙ୍କ ମୁହଁ ଦେଖାଇବା ପାଇଁ ୫ ହଜାର ଟଙ୍କା ଲାଞ୍ଚ..!

ଚମ୍ପୂଆ: ମଶାଣିରେ ମୃତକଙ୍କ ମୁହଁ ଦେଖାଇବାକୁ ୫ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗ । ଲାଞ୍ଚ ମାଗୁଛନ୍ତି ଅନ୍ତିମ ସଂସ୍କାର କରୁଥିବା କର୍ମଚାରୀ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳର ଏନେଇ ଏକ ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି…

Untitled-1
ଫାଇନାଲ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା

ସାଉଥମ୍ପଟନ : କୋହଲିଙ୍କ ନେତୃତ୍ୱରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା । ରାହାଣେ ଉପଅଧିନାୟକ, ଓ୍ୱିକେଟ କିପରଭାବେ ପନ୍ତ ଓ ରିଦ୍ଧିମାନ ସାମିଲ ଅଛନ୍ତି । ଫାଇନାଲ୍ ମ୍ୟାଚ୍ ୧୮ ରୁ ୨୨…

vlcsnap-error961
କରୋନା ଉଜାଡ଼ି ଦେଲା ସଂସାର, ଅନାଥ ହୋଇଗଲେ କୁନି କୁନି ପିଲା...

ଭଦ୍ରକ: ସୁନା ସଂସାର, ଆଉ ହସଖେଳ ଭରା ପରିବାକୁ ଚୁରମାର କରିଦେଇଛି ମହାମାରୀ କରୋନା । ଦଇବ ଏଭଳି କ୍ରୁର ହସ ହସିଛି ଯେ ଭଲମନ୍ଦ ବୁଝିବା ଆଗରୁ ଅସରନ୍ତି ଦୁଃଖ ଆଉ ଦୁର୍ଦ୍ଦଶାକୁ ଠେଲି ହୋଇଯାଇଛି । ଅନେକ ଶିଶୁଙ୍କ…

Bikram Panda
ପ୍ରେମ ପାଇଁ ବନ୍ଧୁକ ଧରି ଯୁବକର ତୁମୁଳକାଣ୍ଡ

ବଲାଙ୍ଗୀର : କେବେ ଘଟି ନ ଥିବା ଘଟଣା ଘଟିଲା ବଲାଙ୍ଗିର ସହରରେ। କେବେ ଦେଖି ନ ଥିବା ଦୃଶ୍ୟ ଦେଖିଲେ ସହରବାସୀ । ପ୍ରେମ ପାଇଁ ବିକ୍ରମ ପଣ୍ଡା ନାମକ ଜଣେ ଯୁବକର ବଦମାସୀ ଦୋହଲାଇ ଦେଇଛି ସମସ୍ତଙ୍କୁ। ଘରେ…

vlcsnap-error464
ଅନିଶ୍ଚିତତା ଭିତରକୁ ଠେଲି ହେଉଛି ପଞ୍ଚାୟତ ନିର୍ବାଚନ, ସରକାର ଦେଉଛନ୍ତି କି ପଛଘୁଞ୍ଚା..?

ଭୁବନେଶ୍ୱର: ପୌର ନିର୍ବାଚନ ଭଳି ସମାନ ଦଶା ଭୋଗିବନି ତ ପଂଚାୟତ ନିର୍ବାଚନ ? ରାଜ୍ୟ ନିର୍ବାଚନ କମିଶନଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ସରକାର ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସାରୁନଥିବାରୁ ସୃଷ୍ଟି ହୋଇଛି ଏଭଳି ପ୍ରଶ୍ନ ।…

vlcsnap-error432
ପଞ୍ଜାବ କଂଗ୍ରେସକୁ ନାକେଦମ କଲେଣି ବିରୋଧୀ, ଖୋଲୁଛନ୍ତି ଦୁର୍ନୀତି ପେଡ଼ି..!

ଅମ୍ରିତଶର: ପଞ୍ଚାବ କଂଗ୍ରେସରେ ଦଳୀୟ କନ୍ଦଳ ଦିନକୁ ଦିନ ଘନଉଥିବା ବେଳେ ଏବେ ବିରୋଧୀଙ୍କ ମଧ୍ୟ ନାକେଦମ କଲେଣି । ଗୋଟିଏପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ କଂଗ୍ରେସର କିଛି ବିଦ୍ରୋହୀ ନେତା ତାଙ୍କୁ ବିରୋଧ କରୁଥିବା ବେଳେ ଏବେ ସ୍ଥିତି…

Untitled-1
ରାଜ୍ୟରେ ସରିବାକୁ ଯାଉଛି ଲକ୍‌ଡାଉନ୍ : କିପରି ରହିବ ଅନ୍‌ଲକ୍ ପ୍ରକ୍ରିୟା?

ଭୁବନେଶ୍ୱର : ରାଜ୍ୟରେ ଲକ୍‌ଡାଉନ୍ ସରିବାକୁ ମଝିରେ ଆଉ ମାତ୍ର ଦିନେ। କରୋନା ସଂକ୍ରମଣ କମୁଥିବାରୁ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବି ଦେଇଛନ୍ତି କିଛି ସ୍ପଷ୍ଟ ସଙ୍କେତ। ସେ କହିଛନ୍ତି ସ୍ଥିତି ଅନୁଧ୍ୟାନ…

vlcsnap-error951
ନିରାଡମ୍ବରରେ ଶିତଳଷଷ୍ଠୀ, ବୈଦିକ ରୀତିନୀତିରେ ମହାଦେବ-ପାର୍ବତୀଙ୍କ ବିବାହ

ଭଦ୍ରକ: ଭଦ୍ରକ ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜି ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କର ବିବାହ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି ହୋଇଥିଲା ।…

vlcsnap-error799
କରୋନା ପାଇଁ ବନ୍ଦ ହେଲା ଦୀର୍ଘ ୬୫ ବର୍ଷର କବାଡ଼ି ପରମ୍ପରା

କରୋନା ପାଇଁ ଫିକା ପଡିଲା ରଜ ପର୍ବ । ରଜରେ ଖେଳା ଯାଉଥିବା କବାଡ଼ି ଖେଳ ମଧ୍ୟ ମହାମାରୀ ପାଇଁ ବାତିଲ୍ ହୋଇଛି । ଦୀର୍ଘ ୬୫ବର୍ଷ ଧରି ଯାଜପୁର ଖଣ୍ଡିତରରେ ଆୟୋଜନ ହେଉଥିବା କବାଡି ପ୍ରତିଯୋଗିତାକୁ ଚଳିତ ବର୍ଷ ବାତିଲ…

1
କିପରି ହେବା ଦରକାର ମଧୁମେହ ରୋଗୀଙ୍କ ଲଞ୍ଚ୍ ? ପଢନ୍ତୁ…

ମଧୁମେହ ଏପରି ଏକ ରୋଗ ଯାହା ମଣିଷକୁ ଭିତର ଓ ବାହାରୁ ସଂପୂର୍ଣ୍ଣ ଅସୁବିଧାରେ ପକାଇଥାଏ। ଆଜିର ସମୟରେ ମଧୁମେହ ଏକ ଗମ୍ଭୀର ସମସ୍ୟା ପାଲଟିଯାଇଛି। ମଧୁମେହକୁ ସଂପୂର୍ଣ୍ଣ ଆରୋଗ୍ୟ କରିବା ସମ୍ଭବ ନୁହେଁ କିନ୍ତୁ ଏହାକୁ ନିୟନ୍ତ୍ରଣରେ ରଖାଯାଇପାରିବ। ଏଥିପାଇଁ…

ram mandir
ଘନଉଛି ରାମ ମନ୍ଦିର ଜମି କିଣା ଦୁର୍ନୀତି ମାମଲା, ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି କିଣାଯାଇଥିବା ଜମିରେ ଦୁର୍ନୀତି ହୋଇଥିବା ନେଇ ଯେଉଁ ଅଭିଯୋଗ ଆସିଛି, ତାହାର ତଦନ୍ତ କରାଯିବ । ତଦନ୍ତ ପରେ ଯଦି କିଛି ଅନିୟମିତତା ହୋଇଥିବା ଜଣାପଡ଼େ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉତ୍ତରପ୍ରଦେଶ…

favipiravir
ନକଲି ‘ଫାଭିପିରାଭିର’ ଜବତ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ସ୍ପେସାଲ ଟାସ୍କ ଫୋର୍ସ

କଟକ: କଟକରୁ ନକଲି ଫାଭିପିରାଭିର ଜବତ ଘଟଣାର ହେବ ଜୋରଦାର ତଦନ୍ତ । ଏଥିପାଇଁ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସର ଗୋଟିଏ ଟିମ୍ ଗଠନ କରାଯାଇଛି । ଏହାସହ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ଏନେଇ ବିଚାର ବିମର୍ଶ କରାଯାଉଛି ବୋଲି ପୋଲିସ…

Sanak
ସୁକିନ୍ଦା ଅଂଚଳରୁ ବିରଳ ସାପ ଉଦ୍ଧାର

ଯାଜପୁର ଜିଲ୍ଲା ସୁକିନ୍ଦା ବନବିଭାଗ ଅଧିନସ୍ଥ ଢୋଲପଥର ଗ୍ରାମର କବିର ବାଦରଙ୍କ ଘର  ମଧ୍ୟରୁ ଏକ ୫ ଫୁଟ ଲମ୍ବ ବିରଳ ପ୍ରଜାତିର ସୁନ୍ଦରୀ ସାପ ଧରାଯାଇଛି।