ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ଦେଶର ଅନେକ ସ୍ଥାନରେ ଅମ୍ଳଜାନ ଓ ଔଷଧର କଳାବଜାରୀ କରାଯାଉଥିବା ଭଳି ଖବର ସାମ୍ନାକୁ ଆସୁଛି । ଏଭଳି ଜଟିଳ ପରିସ୍ଥିତିରେ, ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଦିନରାତି ଲୋକଙ୍କ ସେବାରେ…
ରାଜ୍ୟରେ କରୋନା ଦ୍ୱିତୀୟ ଲହରିର ଭୟଙ୍କର ରୂପ ଦେଖିବାକୁ ମିଳିଛି। ବେକାବୁ ହେଲାଣି ମହାମାରୀ। ଆଜି ୧୯ ଜୀବନ ନେବା ସହ ଦୈନିକ ସଂକ୍ରମଣର ସବୁ ରେକର୍ଡ ଭାଙ୍ଗି ୧୨ ହଜାରରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିଛି। ସେ ଭିତରୁ ୩୧ ଭାଗ ଅର୍ଥାତ୍ ୩ ହଜାର ୯ ଶହ କେବଳ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲ ଏବଂ ଇଂଲଣ୍ଡ ସହ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତୀୟ ଟିମ ଚୟନ ହୋଇସାରିଛି । ଆଘାତ କାରଣରୁ ଦଳରୁ ବାଦ୍ ପଡ଼ିଥିବା ରବୀନ୍ଦ୍ର ଜାଡେଜା, ହନୁମା ବିହାରୀ,…
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୪ତମ ସଂସ୍କରଣ ସମୟ ପୂର୍ବରୁ ଶେଷ ହୋଇଯାଇଛି । ଏବେ ଭାରତୀୟ ଖେଳାଳିଙ୍କୁ ଆସନ୍ତା ମାସରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍ ଖେଳିବାକୁ ଇଂଲଣ୍ଡ ଯିବାକୁ ପଡିବ । ଏହାପୂର୍ବରୁ ଭାରତୀୟ…
ବ୍ରହ୍ମପୁର: କରୋନା କାଳରେ ପୁଣି ଆସିଛି ଏକ ଦୁଃଖଦ ଖବର । କରୋନାରେ ଆଜି ପୁଣି ଜଣେ ଯୁବ ସାମ୍ବାଦିକ ଆଖି ବୁଜିଛନ୍ତି । ସେ ହେଉଛନ୍ତି ବ୍ରହ୍ମପୁରର ପ୍ରଦୀପ କିଶୋର ସାହୁ । ପ୍ରଦୀପ ଦୈନିକ ସମ୍ବାଦ ଖବର କାଗଜର ଗଞ୍ଜାମ ଜିଲ୍ଲା ପ୍ରତିନିଧି ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା । ପ୍ରଦୀପ ଗତ କିଛି ଦିନ ତଳେ କୋଭିଡ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ୧୫ ଦିନ ତଳେ ବ୍ରହ୍ମପୁର […]
ସମସ୍ତେ ବ୍ରେଡର ସ୍ୱାଦକୁ ପସନ୍ଦ କରନ୍ତି ଏବଂ ଏଥିରୁ ପ୍ରସ୍ତୁତ ଡିସ୍ ମଧ୍ୟ ସମସ୍ତଙ୍କର ପସନ୍ଦ। ସେ ବ୍ରେଡ୍ ପକୋଡା ହେଉ ବା ଶାହି ଟୋଷ୍ଟ ହେଉ ବା ଅନ୍ୟ କୌଣସି ଖାଦ୍ୟ ହେଉ। ଏହି ପରିପ୍ରେକ୍ଷୀରେ, ବ୍ରେଡ୍ ଉପମା ମଧ୍ୟ…
ମାଟ୍ରିକ୍ ରେଜଲ୍ଟ ପାଇଁ ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତିକୁ ବୋର୍ଡ ଅନୁମୋଦନ କରିଛି। ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ହେବ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାୟନk
କରୋନା ମହାମାରୀ ହେତୁ ଅଧିକାଂଶଙ୍କ ଘରୁ କାମବାଲୀ ଆଦିଙ୍କୁ ବାହାର କରିଦିଆ ଯାଇଛି। ଏନେଇ ଅଫିସ୍ କାର୍ଯ୍ୟ ସହିତ ସମସ୍ତେ ଘରୋଇ କାର୍ଯ୍ୟର ଭାର ମଧ୍ୟ ବହନ କରୁଛନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ପ୍ରତିଦିନ ଆସବାବପତ୍ର ସଫା କରି କରି…
ଆମ ସୌରମଣ୍ଡଳରେ ଥିବା ଗ୍ରହମାନଙ୍କ ମଧ୍ୟରେ ଶନି ଏପରି ଏକ ଗ୍ରହ ଯାହା ଜ୍ୟୋତିର୍ବିଜ୍ଞାନୀଙ୍କ ସମେତ ସାଧାରଣଲୋକ ଭିତରେ ବି କୌତୁହଳ ସୃଷ୍ଟି କରୁଛି। ଏହି ଗ୍ରହର ବଳୟ ବ୍ୟତୀତ, ବହୁତ କିଛି ଅଛି ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ। ଏହାର…
ଦେଶରେ ଭୟଙ୍କର ହେବାର ଲାଗିଛି କରୋନା ସ୍ଥିତି। ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମଣ। କହିବାକୁ ଗଲେ ଗୋଟିଏ ପ୍ରକାର ସ୍ଥିତି ହେଲାଣି ସଙ୍ଗୀନ। ଆଉ ଏହାରି ମଧ୍ୟରେ ପୂରା ଦେଶକୁ ଲକଡାଉନ୍ କରିବା ପାଇଁ ଚିନ୍ତା କରୁଛନ୍ତି କି କେନ୍ଦ୍ର ସରକାର?
ନୂଆଦିଲ୍ଲୀ: ଜେଲରୁ ମୁକ୍ତି ପାଇବେ କଏଦୀ । କରୋନା କାଳରେ ଜେଲରେ ରହିଲେ କଏଦୀଙ୍କ ପାଇଁ ବିପଦ ରହିଛି। ତେଣୁ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରାଯିବା ଉଚିତ୍ । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପୁଣି ଥରେ ଚର୍ଚ୍ଚା…
କରୋନା ରୋଗୀଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ପ୍ରଫେସର ଜୟନ୍ତ ପଣ୍ଡା। କହିଲେ, ମନକୁ ଫାଭିପିରାଭିର୍ ଖାଇଲେ ବେଶି କ୍ଷତି ହେବ। ହୋମ୍ ଆଇସୋଲେସନରେ ରହୁଥିବା ରୋଗୀଙ୍କ ପାଇଁ ବି ଦେଇଛନ୍ତି ପରାମର୍ଶ।
ଭୁବନେଶ୍ୱର: କରୋନାକୁ ନେଇ ବଡ଼ ସୂଚନା ଦେଲେ ଡାକ୍ତର। କହିଲେ, ଡାହାଣ ହାତ ମଝି ଆଙ୍ଗୁଠିରେ ଲଗାନ୍ତୁ ଅକ୍ସିମିଟର। କରୋନା ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକତା ସଂପର୍କରେ ବଡ଼ ସୂଚନା ଦେଲେ ବିଶେଷଜ୍ଞ । ସବୁ କରୋନା ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକ ନଥାଏ…
କରୋନା ସଂକ୍ରମଣର ଦ୍ୱିତୀୟ ଲହର ଅନେକ ସମସ୍ୟା ଓ ଆହ୍ଵାନ ଆଣି ଠିଆ କରିଛି। ଏହା ଦ୍ଵାରା ଲୋକମାନଙ୍କୁ ଠିକ୍ ଚିକିତ୍ସା ଯୋଗାଇବା ପାଇଁ ଚାପ ପଡିବା ସହିତ ଯଥା ଶୀଘ୍ର ଟୀକାକରଣ ପାଇଁ ମଧ୍ୟ ଚାପ ବଢିବାରେ ଲାଗିଛି। କେବଳ…
ମୁମ୍ବାଇ: କରୋନାରେ ଛୋଟା ରାଜନର ମୃତ୍ୟୁ ହୋଇଥିବା ସୂଚନା। ମୁମ୍ବାଇ ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନର ମୃତ୍ୟୁ ହୋଇଛି। କରୋନାରେ ଛୋଟା ରାଜନର ମୃତ୍ୟୁ ଘଟିଥିବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା…
କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟରେ ଲାଗୁ ହୋଇଥିବା ୧୪ ଦିନିଆ ଲକଡାଉନ୍ର ଆଜି ତୃତୀୟ ଦିନ। କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲକଡାଉନ୍କୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି। ସେ କହିଛନ୍ତି ଯେ, ୪ ଜଣିଆ ଡାକ୍ତରୀ ଟିମ୍ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି। ଏହାସହ ଏମ୍ସର ୨ ଓ ରାଜ୍ୟ ସରକାରଙ୍କ ୨ ଡାକ୍ତର ପ୍ରଦୀପ୍ତଙ୍କ ତଦାରଖ କରୁଛନ୍ତି
ରାତି ପାହିଥିଲେ ପାଲିଙ୍କିରେ ବସିଥାଆନ୍ତ ପୁଅ କିନ୍ତୁ କୋକେଇରେ ଶୋଇଲା ପୁଅ। କଥା ଅଛି ଦୈବ ଦେବ ଦୁଃଖ ତ କିଏ ବା କରିବ ଲାଘବ? ପୁଅର ବାହାଘର ପାଇଁ ପୂରା ଶେଷ ପର୍ଯ୍ୟାୟରେ ଥିଲା ପ୍ରସ୍ତୁତି। ଘର ସଜ୍ଜାଠାରୁ ଆରମ୍ଭ କରି ପାଲିଙ୍କି ସଜା ବି ସରିଥିଲା।
ଭୁବନେଶ୍ୱର: କରୋନା ସ୍ଥିତି ଓ ଲକଡାଉନ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସଂକ୍ରମିତଙ୍କ ଟେଷ୍ଟିଂ ଅଧିକ ହେଉଛି, ତେଣୁ ୩-୪ ଦିନ ଏଭଳି ସ୍ଥିତି ରହିବ। ୫-୬ ଦିନ ପରେ କର୍ଭ ଫ୍ଲାଟ ହୋଇ…
ବିଂଶ ଶତାବ୍ଦୀର ପ୍ରାରମ୍ଭରେ, ଭାରତୀୟ ରାଜନୀତିରେ ଏପରି ଦୁଇଜଣ ରାଜନେତା ଆବିର୍ଭାବ ହୋଇଥିଲେ, ଯେଉଁମାନେ ମଧ୍ୟ ଅନନ୍ୟ ଚିନ୍ତକ ଥିଲେ। ସେମାନେ କେବଳ ଜାତୀୟ ସ୍ତରରେ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସେମାନଙ୍କ ଛାପ ରଖିଦେଇ ଯାଇଛନ୍ତି। ଏହି ଦୁଇ ମହାପୁରଷ…
ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ସୁରୁଖୁରୁରେ ଚାଲୁ ରଖିବା ପାଇଁ ଆହୁରି ଟିକା ଆସି ପହଞ୍ଚିଛି। ଆଜି ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଆସି ପହଞ୍ଚିଛି। ଏହି ଟିକା ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯିବା ଲାଗି ଆସିଛି। ତେବେ…
ନୂଆଦିଲ୍ଲୀ: ବରିଷ୍ଠ ପତ୍ରକାର ଶେଷ ନାରାୟଣ ସିଂହଙ୍କର ଆଜି ପରଲୋକ ହୋଇଯାଇଛି । ଏହା ପୂର୍ବରୁ ସେ କରୋନା ସଂକ୍ରମିତ ଥିଲେ । ବରିଷ୍ଠ ପତ୍ରକାରଙ୍କ ନିଧନ ପରେ ଦେଶରେ ନେତା, ପତ୍ରକାର ଏବଂ ସାମାଜିକ କାର୍ଯ୍ୟକର୍ତ୍ତାମାନେ ଶୋକ ପ୍ରକଟ କରିଛନ୍ତି…
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି କରୋନା ମୃତକଙ୍କ ସଂଖ୍ୟା । ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଲୋକେ ଭୟରେ ଜୀବନ…