• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

PTI
ଗୁରୁଗ୍ରାମରୁ ଲୁଧିଆନା ଗଲେ କରୋନା ରୋଗୀ, ୧.୨୦ ଲକ୍ଷ ଭଡ଼ା ଆଦାୟ କଲେ ଆମ୍ବୁଲାନ୍ସ ଡ୍ରାଇଭର

ଗୁରୁଗ୍ରାମ: ମହାମାରୀ ଭୟ ମାରିଦେଉଛି ମାନବିକତା । ସାଇବର ସିଟି ଗୁରୁଗ୍ରାମରେ ଘଟିଛି ଲଜ୍ୟାଜନକ ଘଟଣା । କରୋନା ରେୀଗୀଙ୍କ ଅସହାୟତାର ଫାଇଦା ଉଠାଇଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର । ଗୁରୁଗ୍ରାମରୁ ଲୁଧିଆନା ଯିବାପାଇଁ କରୋନା ସଂକ୍ରମିତ ରୋଗୀଙ୍କ ଠାରୁ ୧.୨୦ ଲକ୍ଷ…

tipu sultan
ଜଣେ ମୁସଲିମ ଶାସକ ହୋଇ ବି କାହିଁକି ହିନ୍ଦୁଙ୍କ ପ୍ରତୀକକୁ ବ୍ୟବହାର କରୁଥିଲେ ଟିପୁ ସୁଲ୍‌ତାନ

ଭାରତ ସ୍‌:ାଧୀନତା ସଂଗ୍ରାମର ପ୍ରଥମ ଯୋଦ୍ଧା ଟିପୁ ସୁଲ୍‌ତାନ । ଇତିହାସରେ ସ୍‌:ର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି ଏହି ମହାନ ଯୋଦ୍ଧାଙ୍କ ନାଁ । ୧୭୯୯ ମେ’ ୪ ତାରିଖ ଇଂରେଜମାନଙ୍କ ବିରୋଧରେ ଚାଲିଥିବା ଯୁଦ୍ଧରେ ତାଙ୍କର ମୃତ୍ୟୁ ଘଟିଥିଲା…

77
ଦୃଢ଼ ମନୋବଳ ଆଗରେ ହାରିଲା କରୋନା : ଘରେ ରହି ଭାଇରସକୁ ମାତ ଦେଲେ ୧୦୦ ବର୍ଷୀୟ ମହିଳା

ଲକ୍ଷ୍ନୌ : ହାରିଗଲା ଭାଇରସ୍‌, ଜିତିଗଲେ ବୃଦ୍ଧା । ଦୃଢ଼ ମନୋବଳ ଆଗରେ ହାରିଲା ଅଦୃଶ୍ୟ ଭାଇରସ୍ । କରୋନା ମହାମାରୀର ମୁକାବିଲା କରି ଜିତିଲେ ବୃଦ୍ଧ ମହିଳା । ଘରେ ରହି ଭାଇରସକୁ ହରାଇଲେ ୧୦୦ ବର୍ଷୀୟ ଜାନକୀ ଠୁକରାଲ…

medicine
କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେବା ନେଇ ଆସିଲା ନୂଆ ଗାଇଡ୍‌ଲାଇନ୍

ଭୁବନେଶ୍ୱର: କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେବା ନେଇ ଆସିଲା ନୂଆ SOP। କରୋନା ପାଇଁ ନୂଆ ଔଷଧ TOCILIZUMAB(ଟୋସଲିଜୁମାବ) ଓ ଅନ୍ୟ ଔଷଧ ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ପ୍ରୋଟୋକଲ ଜାରି ହୋଇଛି। ଗୁରୁତର ରୋଗୀଙ୍କୁ ଔଷଧ,…

covaxin
ଓଡ଼ିଶାରେ ଉତ୍ପାଦନ ହେବ କୋଭାକ୍ସିନ୍ ଟିକା

ଭୁବନେଶ୍ୱର: ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ଓଡ଼ିଶାରେ ଉତ୍ପାଦନ ହେବ କୋଭାକ୍ସିନ୍ ଟିକା। ଏହି ଲକ୍ଷ୍ୟ ନେଇ ଭୁବନେଶ୍ୱର ଅନ୍ଧାରୁଆଠାରେ ଟିକା ଉତ୍ପାଦନ ଶିଳ୍ପାନୁଷ୍ଠାନର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

kejriwal
କରୋନାର ନୂଆ ଭାରିଏଣ୍ଟ୍ ପାଇଁ ଆଲର୍ଟ : ଦୁଇ ରାଜ୍ୟରୁ ଦିଲ୍ଲୀ ଆସିଲେ ୧୪ ଦିନିଆ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଠେଟାର ନିଷ୍ପତ୍ତି ନେଲେ କେଜ୍ରିୱାଲ ସରକାର । ଏବେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନରୁ ଦିଲ୍ଲୀ ଆସୁଥିବା ଲୋକଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି ।…

corona death
କରୋନାରେ ଗଲା ଆଉ ୧୯ ଜଣଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା କରୋନା। ୨୪ ଘଣ୍ଟାରେ ସର୍ବାଧିକ ୧୯ ଜଣଙ୍କ ମୃତ୍ୟୁ ହୋଇଛନ୍ତି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ସର୍ବାଧତ୍କ ୪ ଲେଖାଏଁ, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୨ ଲେଖାଏଁ; ଅନୁଗୁଳ, ବଲାଙ୍ଗିର, କଟକ ଓ ଦେବଗଡ଼ରୁ…

irfan
ପୂର୍ବତନ କ୍ରିକେଟର ଇରଫାନ୍ ପଠାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ଅହମଦାବାଦ : ପୂର୍ବତନ କ୍ରିକେଟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଭାରତର ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ସହ ନିଜ ବୋହୂର ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତିି ଅହମ୍ମଦାବାଦ ପୋଲିସ ବିଭାଗରୁ ଅବସର ନେଇଥିବା ଜଣେ ବୃଦ୍ଧ । କେବଳ…

corona
ରେକର୍ଡ ପରେ ରେକର୍ଡ: ଦିନକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଟପିଲା

ରାଜ୍ୟରେ ସାଂଘାତିକ ସ୍ଥିତିରେ ପହଞ୍ଚିଲାଣି କରୋନା । ଏବେ ସିଧା ଡେଇଁଛି ୧୨ ହଜାର ଉପରକୁ । ରାଜ୍ୟରେ ଆଉ ୧୨ ହଜାର ୨୩୮ ପଜିଟିଭି ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ଓ ଖୋର୍ଦ୍ଧାରେ ଉଗ୍ର ରୂପ ଧାରଣ କଲାଣି ମହାମାରୀ…

ipl
IPLରେ ବଡ଼ ଖୁଲାସା: UAE ତୁଳନାରେ ଭାରତରେ ବାୟୋ-ବବୁଲ ଦୁର୍ବଳ ଥିଲା..

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ବାୟୋ-ବବୁଲ୍ ଗତ ବର୍ଷ ୟୁଏଇର ବାୟୋ ବବୁଲ ତୁଳନାରେ ଦୁର୍ବଳ ଥିଲା । ଆଇପିଏଲ ୨୦୨୧ ସ୍ଥଗିତ ହେବା ପରେ କିଛି ଖେଳାଳି ଏଭଳି କହିଛନ୍ତି । ଖେଳାଳିଙ୍କୁ କରୋନା ଗ୍ରାସ କରିବା ପରେ…

Randeep Guleria
ଅଲଗା-ଅଲଗା ସମୟରେ ଆସି ଘାଇଲା କରିବ କରୋନା: ଗୁଲେରିଆ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢ଼ାଇଥିବା ବେଳେ ରଣଦୀପ ଗୁଲେରିଆ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଆହୁରି ରୂପ ବଦଳାଇ ପାରେ କରୋନା । କରୋନା ଭାଇରସ୍‌ର ଦ୍ୱିତୀୟ ଲହର, ଦେଶର ବିଭିନ୍ନ ସ୍ଥାନରେ…

mask
ମାସ୍କ ନପିନ୍ଧିବା ଅଭିଯୋଗରେ ୬ କୋଟି ଟଙ୍କାର ଫାଇନ୍ ଆଦାୟ

ଭୁବନେଶ୍ୱର: ସଚେତନ ନହେଲେ କରୋନା ସଂକ୍ରମଣ ବଢ଼ିବ। ତେଣୁ ରାଜ୍ୟରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ତଥାପି ବହୁ ଲୋକ କଟକଣା ମାନୁନାହାନ୍ତି ବୋଲି କହିଛନ୍ତି ପୋଲିସ୍ ଡିଜି ଅଭୟ। ରାଜ୍ୟରେ କୋଭିଡ୍ କଟକଣା ନମାନିବାରୁ କଟିଛି ୧୫ କୋଟିରୁ ଅଧିକ ଟଙ୍କାର…

terrorist attack
୩ ଆତଙ୍କୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ, ଜଣେ କଲା ଆତ୍ମସମର୍ପଣ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷା ବଳକୁ ମିଳିଛି ବଡ଼ ସଫଳତା ।  ଦକ୍ଷିଣ କାଶ୍ମୀରର ସୋପିଆନ ସେକ୍ଟରରେ ଗୁରୁବାର ସକାଳୁ ସକାଳୁ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି । ଏନକାଉଣ୍ଟରରେ ୩ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ଏଥିସହିତ ଜଣେ…

health-specialist
ତୃତୀୟ ଲହର କଥା ଚିନ୍ତା ନକରି ଆକ୍ରାନ୍ତଙ୍କ ଚିକିତ୍ସା ଉପରେ ଧ୍ୟାନ ଦିଅ: ବିଶେଷଜ୍ଞ

ଭୁବନେଶ୍ୱର: ମେ୧ରେ ୧୦, ୪୧୩, ୨ରେ ୮୦୧୫, ୩ରେ ୮୯୧୪, ୪ରେ ୮୨୧୬, ୫ରେ ୯୮୮୯ ଓ ଆଜି ୧୦, ୫୨୧। ମେ ମାସର ପ୍ରଥମ ୬ ଦିନରେ ଚିହ୍ନଟ ହେଲେଣି ୫୫ ହଜାର ୯୬୮ କୋଭିଡ୍ ଆକ୍ରାନ୍ତ। ଖୋର୍ଦ୍ଧା ଓ…

train
ଦେଶରେ ବଢୁଛି କରୋନା ସଂକ୍ରମଣ: ମେ ୯ରୁ ୨୮ଟି ସ୍ପେଶାଲ ଟ୍ରେନ୍ ବାତିଲ୍ ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ: ପୁଣିଥରେ ଟ୍ରେନ୍ ସେବାକୁ ରୋକିଲା ମହାମାରୀ କରୋନା। ଆସନ୍ତା ୯ ତାରିଖରୁ ଦେଶବ୍ୟାପୀ ୨୮ଟି ଏକ୍ସପ୍ରେସ ତଥା ସ୍ପେଶାଲ ଟ୍ରେନ୍ ଚଳାଚଳକୁ ବାତିଲ କରିବାକୁ ରେଲୱେ  ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଲଗାତାର ଭାବେ ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ…

upscib
ଭାରତ ପରେ ବିଗିଡ଼ିପାରେ ପୂରା ବିଶ୍ୱର ସ୍ଥିତି

ୱାଶିଂଟନ୍: ଯଦି ଭାରତରେ ସ୍ଥିତି ଭୟାନକ ହୋଇ ରହେ, ତେବେ ଦୁନିଆର ପରିସ୍ଥିତି ମଧ୍ୟ ଭୟାନକ ରହିବ । ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇଁ ଓକିଲାତି କରୁଥିବା ଏକ ପ୍ରମୁଖ ଗୋଷ୍ଠୀ ଏଭଳି କହିଛନ୍ତି । ସେମାନେ…

buttler
ଭାରତ ଛାଡ଼ିବା ପୂବର୍ରୁ ଜୋସ ବଟଲର ହେଲେ ଭାବପ୍ରବଣ, ଲେଖିଲେ ଏଭଳି ସନ୍ଦେଶ..

ନୂଆଦିଲ୍ଲୀ: ସାରା ଭାରତରେ ଏବେ କରୋନା କାୟା ବିସ୍ତାର କରି ରଖିଛି । କରୋନା ଜାଲରେ ଭାରତବାସୀ ଛନ୍ଦି ହୋଇ ରହିଛନ୍ତି । ବହାରି ପାରୁନାହାନ୍ତି କି ବର୍ତ୍ତିପାରୁ ନାହାନ୍ତି । ତେବେ ଏହି କରୋନା ସମୟରେ ଅନେକ ବ୍ୟବସ୍ଥିତ ଢ଼ଙ୍ଗରେ…

pmo
ପ୍ରଦୀପ୍ତ ନାଏକ, ରଘୁନାଥ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦି

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ ନାଏକ। ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ବି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। କରୋନାରେ ଆକ୍ରାନ୍ତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ପତ୍ନୀ ପ୍ରମିଳା…

tahsildar
କୋଭିଡ୍ ନିୟମ ଉଲ୍ଲଘଂନକାରୀଙ୍କୁ ତହସିଲଦାର ଧରିଲେ, ପୋଲିସ ଛାଡିଦେଲେ

ବାଲେଶ୍ୱର: ବାଲେଶ୍ୱର ହିଞ୍ଜିଳି ଗାଁରେ ଏକାଦଶ ଭୋଜିରେ ତହସିଲଦାରଙ୍କୁ ଆକ୍ରମଣ। ଚଢ଼ଉ ବେଳେ ଉତ୍ତ୍ୟକ୍ତ ଲୋକେ ସଦର ତହସିଲଦାର ଏବଂ ତାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଅଭିଯୋଗ ଅନୁଯାୟୀ କୋଭିଡରେ ଆକ୍ରାନ୍ତ ହୋଇ ଗାଁର ହାରାମଣି ରାଉତଙ୍କ ମୃତ୍ୟୁ ପରେ ତାଙ୍କ ଏକାଦଶାହରେ…

8 died
ହୋମିଓପାଥିକ ମେଡିସିନ ଖାଇ ଗୋଟିଏ ପରିବାରର ୮ ମୃତ

ରାଇପୁର: କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଲୋକମାନେ ବିଭିନ୍ନ ପ୍ରକାରର ଟିପ୍ସ ସବୁ ଆପଣାଉଛନ୍ତି। ଯାହା ସେମାନଙ୍କ ପାଇଁ ପରେ ବିପଦଜ୍ଜନକ ସାବ୍ୟସ୍ତ ହେଉଛି। ଏଭଳି ଏକ ଘଟଣା ଛତିଶଗଡର ବିଳାସପୁରରେ ଘଟିଛି। ହୋମିଓପାଥିକ ମେଡିସିନ ଖାଇ ଗୋଟିଏ ପରିବାରର…

sand-storm
ହଠାତ ଘୋଟି ଆସିଲା ଅନ୍ଧାର, ୪୦ ଡିଗ୍ରୀର ଦାଉ ଦାଉ ଖରା ବେଳେ ଉଭାନ ହୋଇଗଲେ ସୂର୍ଯ୍ୟ..

ଜୟପୁର/ଚୁରୁ: ଦିନ ଥାଉ ଥାଉ ହଠାତ ଘୋଟି ଆସିଲା ଅନ୍ଧାର । ୪୦ ଡିଗ୍ରୀ ଦାଉ ଦାଉ ଖରା ବେଳେ ହଠାତ୍ ଉଭାନ ହୋଇଗଲେ ସୂର୍ଯ୍ୟ ଦେବତା । ଆଉ ମାଡ଼ି ଆସିଲା ଅନ୍ଧାର । ତେବେ ଏହା ପଛରେ କାରଣ…

vaccination
୨ୟ ଡୋଜ୍ ଅପେକ୍ଷାରତଙ୍କୁ ପ୍ରଥମେ ଦିଆଯିବ କରୋନା ଟିକା

ଭୁବନେଶ୍ୱର: ଟିକାକରଣ ସଂପର୍କରେ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ରାଜ୍ୟରେ ୯୭% ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୮୭%କୁ ୨ୟ ଡୋଜ୍ ଦିଆଗଲାଣି। ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରେ ପ୍ରଥମ ଡୋଜ୍ ୯୭%, ୨ୟ ଡୋଜ୍ ୮୫% ନେଲେଣି। ରାଜ୍ୟରେ ୪୫ ବର୍ଷରୁ…

ପ୍ରେମ ପ୍ରତାରଣାର ଆଉ ଏକ କୋହଭରା କାହାଣୀ

ସନ୍ତକବୀରନଗର : ପ୍ରେମ ପ୍ରତାରଣାର ଆଉ ଏକ କୋହଭରା କାହାଣୀ । ପ୍ରେମିକକୁ ବିବାହ କରି ଖୁସିରେ ସଂସାର ଗଢ଼ିବେ ବୋଲି ସ୍ୱପ୍ନ ଦେଖୁଥିଲେ ଯୁବତୀ । ଆଉ ଏଥିପାଇଁ ମହାମାରୀର ସଙ୍କଟ ଭିତରେ ବି ଧାଇଁ ଆସିଥିଲେ ମନର ମଣିଷ…

କରୋନାରେ ଚାଲିଗଲା ପ୍ରସିଦ୍ଧ ହାସ୍ୟ ଅଭିନେତା ଓ ଫିଲ୍ମ ଅଭିନେତ୍ରୀଙ୍କ ଜୀବନ

ଚେନ୍ନାଇ/ନୂଆଦିଲ୍ଲୀ: ମହାମାରୀ କରୋନାରେ ସାଧାରଣ ଜନତାଙ୍କଠୁ ଆରମ୍ଭ କରି ଅନେକ ରାଜନେତା ଓ ସେଲିବ୍ରିଟିଙ୍କ ଜୀବନ ଚାଲି ଯାଉଛି। ଏଭଳି ଏକ ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି। କରୋନାରେ ଆକ୍ରାନ୍ତ ହୋଇ ପ୍ରସିଦ୍ଧ ତାମିଲ ଅଭିନେତା ପାଣ୍ଡୁଙ୍କ ମୃତ୍ୟୁ ଘଟିଥିବାବେଳେ…