• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

1
ଆପଣ ଜାଣନ୍ତି କି ହନୁମାନ ବି କରିଥିଲେ ବିବାହ

ମହାବୀର ହନୁମାନ ତାଙ୍କ ଭକ୍ତଙ୍କ ଉପରେ ଆସୁଥିବା ସମସ୍ତ ପ୍ରକାର ଦୁଃଖ ଓ ଅସୁବିଧାକୁ ଦୂର କରିଥାନ୍ତି। ପ୍ରଭୁ ହନୁମାନ ଜଣେ ଶୀଘ୍ର ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ। ହନୁମାନଙ୍କ ପୂଜା ପାଠରେ ଅଧିକ କିଛି କରିବାର ଆବଶ୍ୟକତା ବି…

samsung
ଭାରତ ପାଇଁ ବଡ଼ ଘୋଷଣା କଲା ସାମସଙ୍ଗ

ନୂଆଦିଲ୍ଲୀ: ଦେଶବାସୀ ଏବେ କରୋନା ମହାମାରୀ ସଙ୍କଟ ଦେଇ ଗତି କରୁଛନ୍ତି। କେଉଁଠି ଅକ୍ସିଜେନ ଅଭାବ ଯୋଗୁ ଲୋକଙ୍କ ମୃତ୍ୟୁ ଘଟିଲାଣି ତ ଆଉ କେଉଁଠି ଆମ୍ବୁଲାନ୍ସ ଠିକ ସମୟରେ ନପହଞ୍ଚି ପାରିବା ଯୋଗୁ ଲୋକଙ୍କ ମୃତ୍ୟୁ ଘଟୁଛି। ଏଭଳି ସ୍ଥିତିରେ…

police-bbsr
ଘରକୁ ଯାଇ ଏତଲା ଆଣିବ ପୋଲିସ

ଭୁବନେଶ୍ୱର: ଲକଡାଉନ ସମୟରେ କମିଶନରେଟ ପୋଲିସର ବିଶେଷ ବ୍ୟବସ୍ଥା ହୋଇଛି। ଅଭିଯୋଗ ଥିଲେ ଘରକୁ ଯାଇ ଅଭିଯୋଗପତ୍ର ଗ୍ରହଣ କରିବ ପୋଲିସ। ଏନେଇ ସୂଚନା ଦେଇଛନ୍ତି  ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ଲକଡାଉନ ବେଳେ ଲୋକେ ଥାନାକୁ ନଆସିବା ଲାଗି ପଦକ୍ଷେପ…

jee
JEE ମେନ୍‌ ମେ’-୨୦୨୧ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ-ଏପ୍ରିଲ ପରେ ଏବେ ଜେଇଇ ମେନ୍‌ ମେ-୨୦୨୧ ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଛି । ନାଶନାଲ ଟେଷ୍ଟିଂ ଏଜେନ୍ସି (NTA)   ଏ ସମ୍ପର୍କରେ ନୋଟିସ୍‌ ଜାରି କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏ ସମ୍ପର୍କରେ ସୂଚନା…

suspend
ଥାନା ଭିତରେ ଅଭିଯୁକ୍ତର ଆତ୍ମହତ୍ୟା ଘଟଣାରେ ୨ ପୋଲିସ କର୍ମଚାରୀ ସସପେଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ଗୋଳନ୍ଥରା ଥାନା ଭିତରେ ଅଭିଯୁକ୍ତର ଆତ୍ମହତ୍ୟା ଘଟଣାରେ ୨ ପୋଲିସ କର୍ମଚାରୀ ସସପେଣ୍ଡ। DIG ଓ ଏସପିଙ୍କ ଘଟଣା ସ୍ଥଳ ପରିଦର୍ଶନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୋଳନ୍ଥରା ଥାନାର ୨ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି ଏସପି।…

7
ଇମ୍ୟୁନିଟି ବୁଷ୍ଟର ସାଲମନ ମାଛ : ଜାଣନ୍ତୁ ଆହୁରି ଅନେକ ଫାଇଦା

ଶରୀରରେ ପ୍ରୋଟିନର ଅଭାବକୁ ପୂରଣ କରିବା ପାଇଁ ଲୋକମାନେ ଚିକେନ୍, ମଟନ୍, ଅଣ୍ଡା ଆଦି ଖାଇଥାନ୍ତି। ସେହିଭଳି ଶରୀରକୁ ମଧ୍ୟ ମାଛ ଦରକାର। ଆମିଷ ଖାଉଥିବା ବ୍ୟକ୍ତି ଯଦି ନିୟମିତ ମାଛ ଖାଏ ତେବେ ଶରୀରକୁ ସୁସ୍ଥ ରଖାଯାଇପାରିବ। ଏହା ସହିତ…

train bridge collapse
ଓଭର ବ୍ରିଜ୍‌ରେ ମେଟ୍ରୋ ଟ୍ରେନ ଯାଉଥିବା ବେଳେ ୧୬ ଫୁଟ ତଳକୁ ଖସି ପଡ଼ିଲା, ୨୩ ମୃତ

ମେକ୍ସିକୋ: ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରୁଥିବାବେଳେ ମେକ୍ସିକୋରୁ ଏକ ଦୁଃଖଦପୂର୍ଣ୍ଣ ଖବର ଆସିଛି। ମେକ୍ସିକୋ ସିଟିରେ ସୋମବାର ଦିନ ଏକ ଭୟଙ୍କର ଦୁର୍ଘଟଣା  ଘଟିଛି। ମେକ୍ସିକୋ ସିଟିରେ ଏକ ମେଟ୍ରୋ ଟ୍ରେନ୍‌ ଓଭରବ୍ରିଜ୍‌ ଉପରେ ଯାଉଥିବା ବେଳେ…

lion
ମଣିଷ ପରେ ଏବେ ସିଂହମାନଙ୍କଠାରେ କରୋନା ଲକ୍ଷଣ !

ହାଇଦ୍ରାବାଦ: କରୋନା ଯୋଗୁଁ ସାରା ଦେଶରେ ହାହାକାର ପରିସ୍ଥିତି । ଏହାରି ମଧ୍ୟରେ ଏବେ ଖବର ସାମ୍ନାକୁ ଆସିଛି ଯେ, ପଶୁମାନଙ୍କଠାରେ ମଧ୍ୟ କରୋନାର ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଛି । ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୮ଟି ଏସୀୟ ସିଂହଙ୍କଠାରେ…

3
ସନ୍‌ସ୍କ୍ରିନ ନା ସନ୍‌ବ୍ଲକ୍, କ’ଣ ଆପଣଙ୍କ ଚର୍ମ ପାଇଁ ଉଚିତ… ଜାଣନ୍ତୁ

ଗ୍ରୀଷ୍ମ ଋତୁରେ ସନବର୍ଣ୍ଣ, ଟ୍ୟାନିଂ ଏବଂ ଅନ୍ୟାନ୍ୟ ଚର୍ମ ସମସ୍ୟା ଦେଖାଯିବା ଏକ ସାଧାରଣ କଥା। ପ୍ରବଳ ସୂର୍ଯ୍ୟ ତାପା ଏବଂ ଏଥିରେ ଥିବା ଅତିବାଇଗଣି ରଶ୍ମୀ ଆମ ଚର୍ମକୁ ଅନେକ କ୍ଷତି ପହଞ୍ଚାଇଥାଏ। ଏହାର ପ୍ରଭାବକୁ ଏଡାଇବା ପାଇଁ, ଆମେ…

suicide
କଟୁ କଥା ସହିନପାରି ଗଛରେ ଝୁଲି ପଡ଼ିଲେ କରୋନା ରୋଗୀ

ଛେଣ୍ଡିପଦା: କରୋନା ଭୟରେ ହଜିଯାଉଛି ମାନବିକତା। କରୋନା ରୋଗୀଙ୍କୁ ଆଶ୍ୱାସନା ଓ ସାହାଯ୍ୟ କରିବା ବଦଳରେ ତାଙ୍କୁ ଦିଆଯାଉଛି ମାନସିକ ନିର୍ଯାତନା। କରୋନା ମହାମାରୀ ବର୍ତ୍ତମାନ ଅନେକ ପରିବାରକୁ ନିଶ୍ଚିହ୍ନ କରିଦେଉଛି। ଏହା ଠାରୁ ଅଧିକ ଦୁଃଖ ଦେଉଛି କରୋନା ରୋଗୀଙ୍କ…

suicide
କଟୁ କଥା ସହିନପାରି ଗଛରେ ଝୁଲି ପଡ଼ିଲେ କରୋନା ରୋଗୀ

ଛେଣ୍ଡିପଦା: କରୋନା ଭୟରେ ହଜିଯାଉଛି ମାନବିକତା। କରୋନା ରୋଗୀଙ୍କୁ ଆଶ୍ୱାସନା ଓ ସାହାଯ୍ୟ କରିବା ବଦଳରେ ତାଙ୍କୁ ଦିଆଯାଉଛି ମାନସିକ ନିର୍ଯାତନା। କରୋନା ମହାମାରୀ ବର୍ତ୍ତମାନ ଅନେକ ପରିବାରକୁ ନିଶ୍ଚିହ୍ନ କରିଦେଉଛି। ଏହା ଠାରୁ ଅଧିକ ଦୁଃଖ ଦେଉଛି କରୋନା ରୋଗୀଙ୍କ…

kangna
ବଡ଼ ଝଟକା ! ଆଉ ଦେଖିବାକୁ ମିଳିବନି କଙ୍ଗନାଙ୍କ ଟ୍ୱିଟ୍‌.. ସବୁଦିନ ପାଇଁ ହେଲା ସସ୍‌ପେଣ୍ଡ..

ନୂଆଦିଲ୍ଲୀ: ନିଜ ଟୁଇଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ବଲିଉଡ କୁଇନ୍ କଙ୍ଗନା ରାଣାୱତ୍ ଏବେ ପୁଣି ଚର୍ଚ୍ଚାରେ। ବିବାଦୀୟ ଟୁଇଟ କରି ଲୋକଙ୍କ ରୋଷର ଶିକାର ହେଉଥିବା କଙ୍ଗନା ପୁଣି ଏକ ବିବାଦରେ ଫସିଛନ୍ତି। ତାଙ୍କ ଟୁଇଟର ଆକାଉଣ୍ଟକୁ…

new strain of coronavirus
ଭାରତରେ ମିଳିଲା କରୋନା ଭାଇରସର ନୂଆ ଷ୍ଟ୍ରେନ

ଭାରତରେ ମିଳିଲା କରୋନା ଭାଇରସର ନୂଆ ଷ୍ଟ୍ରେନ ଏହି ଭାରିଏଣ୍ଟ ଆନ୍ଧ୍ର ପ୍ରଦେଶରୁ ଠାବ କରାଯାଇଥିବାରୁ ଏହାକୁ AP Strain କୁହାଯାଉଛି ଏହି ଭାରିଏଣ୍ଟ ୧୫ ଗୁଣାରୁ ଅଧିକ ସଂକ୍ରମିତ କରୁଛି ଯୁବ ବର୍ଗଙ୍କୁ ଏହା ଅଧିକ ସଂକ୍ରମିତ କରୁଛି ଗତ…

1
କଙ୍କନାଙ୍କ ଟ୍ଵିଟର ଆକାଉଣ୍ଟ ସ୍ଥଗିତ, କାନ୍ଦିଲେ

ମୁମ୍ବାଇ: ବେଙ୍ଗଲ ନିର୍ବାଚନରେ ​​ବିଜେପିର ପରାଜୟ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ବିଜୟ ପରଠାରୁ କଙ୍ଗନା ରନୌତ କ୍ରମାଗତ ଭାବରେ ବିବାଦୀୟ ବିବୃତ୍ତି କରିଆସୁଥିଲେ। ବଙ୍ଗଳାକୁ କାଶ୍ମୀର ସହିତ ତୁଳନା କରିବା ଏବଂ ମମତା ବାନାର୍ଜୀଙ୍କୁ ରକ୍ତ ତୃଷାର୍ତ୍ତ ତାଡକା ବୋଲି…

remdesivir
୩ଟି ରେମଡେସିିଭିର ଇଞ୍ଜେକ୍ସନକୁ ୭୦ ହଜାର ଟଙ୍କା : ଦୁଇ ଜଣକୁ ଗିରଫ କଲା ପୋଲିସ୍

ନୂଆଦିଲ୍ଲୀ : କରୋନା ସଙ୍କଟ ମଧ୍ୟରେ କରୋନା ସଞ୍ଜିବନୀର କଳାବଜାରୀ । ଆଇନ୍ ଆଖିରେ ଧୂଳି ଦେଇ ପୋ କଳାବାଜାରୀ ଜାରି ରଖିଥିଲେ ଔଷଧ ଓ ଇଞ୍ଜେକ୍ସନ କଳାବଜାରୀ କରୁଥିବା ଗ୍ୟାଙ୍ଗ । ତେବେ ଚଢ଼ାଉ ସମୟରେ ଦୁଇ ଜଣକୁ ଗିରଫ…

covid employee
କୋଭିଡ ଡ୍ୟୁଟି କରୁଥିବା କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ନୂଆଦିଲ୍ଲୀ-କେନ୍ଦ୍ର ସରକାର କୋଭିଡ ଡ୍ୟୁଟିରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ନିଜ ଜୀବନକୁ ଖାତିର ନ କରି କୋଭିଡ ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟ କରିଥିବା ଏହି କର୍ମଚାରୀଙ୍କୁ ସରକାରୀ ଚାକିରି ଯୋଗାଇ ଦେବେ…

bride
ବର ୟୁପିର, କନ୍ୟା ହିମାଚଳର... ଅନଲାଇନରେ ପଡିଲା ହାତଗଣ୍ଠି

ମଣ୍ଡି: ମହାମାରୀ କରୋନା ସବୁକିଛି ବଦଳେଇ ଦେଲା । ଜୀବନଶୈଳୀ, ପାରିବାରିକ ସମ୍ପର୍କ… ଏପରିକି ସଂସ୍କୃତି, ରୀତି ନୀତି ମଧ୍ୟ ବାଦ ଯାଇନି କରୋନା କବଜାରୁ । ବିବାହ ଶୈଳୀରେ ବି ପରିବର୍ତ୍ତନ ଆସିଛି । କେଉଁଠି ବର କନ୍ୟାକୁ ବାଡି…

ରୋମାନ୍ସରେ ବାଧା ସୃଷ୍ଟି କରୁଥିଲା ପୃଥୁଳକାୟ ଶରୀର : ପ୍ରେମ ପାଇଁ ୨୭୩ କିଲୋ କମାଇଲେ ପଲ୍

ପୃଥୁଳକାୟ ଶରୀର ରୋମାନ୍ସରେ ବାଧା ସୃଷ୍ଟି କରୁଥିଲା । ବ୍ରିଟେନରେ ଜଣେ ବ୍ୟକ୍ତି ପୃଥୁଳକାୟ ଶରୀର ପାଇଁ ସବୁବେଳେ ଚିନ୍ତାରେ ରହୁଥିଲେ । ଆଉ ଏଥିପାଇଁ ତାଙ୍କର ଯୌନ ଜୀବନ ଓ ରୋମାଣ୍ଟିକ୍ ଜୀବନ ଅସ୍ୱାଭାବିକ ହୋଇପଡ଼ିଥିଲା । ୪୪ ବର୍ଷୀୟ…

1
କରୋନା ପାଇଁ ଦୁଇ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରର ବଡ଼ ଘୋଷଣା। ସମସ୍ତ ରାସନକାର୍ଡଧାରୀ ପାଇବେ ମାଗଣା ରାସନ ସାମଗ୍ରୀ। ଦିଲ୍ଲୀରେ କରୋନା ଭାଇରସ ବିପର୍ଯ୍ୟୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ଦିଲ୍ଲୀରେ ଥିବା…

ipl
ଏ ବର୍ଷ ଆଉ ହେବ ନାହିଁ IPL

ଆଇପିଏଲ୍ ଚଳିତ ସିଜନ୍ ବାତିଲ। ଏକାଧିକ ଖେଳାଳି କରୋନା ଆକ୍ରାନ୍ତ ପରେ ବାତିଲ ହେଲା ଆଇପିଏଲ। ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳାଙ୍କ ପକ୍ଷରୁ ଏନେଇ ଦିଆଗଲା ସୂଚନା। ତେବେ ଏହାରି ମଧ୍ୟରେ ଅନେକ ଖେଳାଳୀ କରୋନାରେ ସଂକ୍ରମିତ ହେଲେଣି।

rahul
"ଲକଡାଉନ୍‌ କର, ନଚେତ୍‌ ଲୋକ ମଲେ କେନ୍ଦ୍ର ସରକାର ହିଁ ଦାୟୀ"

କରୋନାର ଏହି ଦ୍ୱିତୀୟ ଲହର ରୋକିବାର ଗୋଟିଏ ଉପାୟ ହେଉଛି ସମ୍ପୂର୍ଣ୍ଣ ଲକଡାଉନ । ଏହି ପରାମର୍ଶ ଟ୍ୱିଟ କରି ଲେଖିଛନ୍ତି ରାହୁଲ ଗାନ୍ଧୀ।

summerheat
କାଲିଠୁ ଉଚ୍ଚଶିକ୍ଷା ବିଭାଗର ଗ୍ରୀଷ୍ମ ଛୁଟି ଆରମ୍ଭ

କାଲିଠାରୁ ଉଚ୍ଚଶିକ୍ଷାନୁଷ୍ଠାନର ଗ୍ରୀଷ୍ମଛୁଟି ଆରମ୍ଭ ହେଉଛି। ଆସନ୍ତାକାଲି ୫ ତାରିଖ ଠାରୁ ଉଚ୍ଚଶିକ୍ଷା ଅନୁଷ୍ଠାନର ଖରା ଛୁଟି ହେବ ବୋଲି ସୂଚନା ମିଳିଛି। ମେ ୫ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସବୁ ଶିକ୍ଷାନୁଷ୍ଠାନ ଛୁଟି ରହିବ।

3
ମୀନାକ୍ଷୀ ସେଶାଦ୍ରିଙ୍କ ମୃତ୍ୟୁ ଗୁଜବ

ମୁମ୍ବାଇ: କରୋନା ପ୍ରତିଦିନ କନ୍ଦଉଛି। ସେ ସାଧାରଣ ଲୋକ ହେଉ କି କୌଣସି ବିଶେଷ ଲୋକ, ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ବିବ୍ରତ କରୁଛି। କରୋନା କାରଣରୁ ଅନେକ ସେଲିବ୍ରିଟି ମଧ୍ୟ ଦୁନିଆରୁ ବିଦାୟ ନେଇଛନ୍ତି। ୮୦-୯୦ ଦଶକରେ ଅନେକ ସୁପରହିଟ୍…

COVID Vaccination
କରୋନା ଭ୍ୟାକସିନ ନେବା ସମୟରେ ଏମିତି ନାଟକ କଲେ ଯୁବତୀ, ରାଗି ଯାଇ ଡାକ୍ତର କହିଲେ-'ଚାଲି ଯାଅ'

ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି. ଗତ କିଛିଦିନ ହେବ ଲଗାତାର ଭାବେ ଦେଶରେ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି. ଆଜି ବି ୩ ଲକ୍ଷ ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନାଠୁ ନିଜକୁ…