• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Mamata_Banerjee_PTI
ହାରିଗଲେ ଦିଦି, ଜିତିଗଲେ ଶୁଭେନ୍ଦୁ

ପଶ୍ଚିମବଙ୍ଗ: ନନ୍ଦିଗ୍ରାମରେ ମମତାଙ୍କୁ ହରାଇଲେ ଶୁଭେନ୍ଦୁ ଅଧିକାରୀ । ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ବିଜୟୀ । ୧୯୫୩ ଭୋଟରେ ନନ୍ଦିଗ୍ରାମ ଜିତିଲେ ଶୁଭେନ୍ଦୁ। ନନ୍ଦିଗ୍ରାମର ଫଳାଫଳକୁ ନେଇ ଲାଗିରହିଥିଲା ଦ୍ୱନ୍ଦ୍ୱ। ଶେଷ ମୁହୂର୍ତ୍ତରେ ନନ୍ଦିଗ୍ରାମରେ ମାତ୍ ଦେଲେ ଶୁଭେନ୍ଦୁ।…

covid patients died
ଅକ୍ସିଜେନ ସପ୍ଲାଏରେ ବିଭ୍ରାଟ ! ଚାଲିଗଲା ୧୪ କରୋନା ରୋଗୀଙ୍କ ଜୀବନ

ଅନନ୍ତପୁର(ଆନ୍ଧ୍ରପ୍ରଦେଶ): କରୋନା ମହାମାରୀ ସମୟରେ ଅକ୍ସିଜେନର ଅଭାବ ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟୁଥିବା ଅନେକ ଘଟଣା ସାମ୍ନାକୁ ଆସୁଛି। ଅକ୍ସିଜେନ ସପ୍ଲାଏରେ ବିଭ୍ରାଟ ଯୋଗୁ ୧୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଆନ୍ଧ୍ରପ୍ରଦେଶର ଅନନ୍ତପୁର ସ୍ଥିତ ଏକ…

Adar Poonawalla
କରୋନା ଟିକା ପାଇଁ ସେରମ ସିଇଓ ଅଦାର ପୁନୱାଲାଙ୍କୁ ଧମକ ଦେଉଛି କିଏ ?

ନୂଆଦିଲ୍ଲୀ: ସାରା ଦେଶରୁ କୋଭିସିଲ୍ଡ ଯୋଗାଣ ପାଇଁ ସେରମ ଉପରେ ଚାପ ପକାଯାଉଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ସେରମ ସିଇଓ ଅଦାର ପୁନାୱାଲା । ଲଣ୍ଡନର ଟାଇମ୍ସ ପତ୍ରିକାକୁ ସାକ୍ଷାତକାର ଦେଇ ପୁନାଓ୍ବାଲା କହିଛନ୍ତି, ତାଙ୍କୁ ଦେଶର…

1
ଗଭୀର ଶ୍ଵାସ ଆପଣଙ୍କ ଫୁସଫୁସକୁ କରିବ ଶକ୍ତିଶାଳୀ

କରୋନାର ଦ୍ୱିତୀୟ ତରଙ୍ଗ ଯୋଗୁଁ ଅନେକ ସମସ୍ୟା ଦେଖାଦେଉଛି। ଯେପରିକି- ଶ୍ୱାସକ୍ରିୟାରେ ବାଧା, ଅମ୍ଳଜାନର ଅଭାବ, ଜ୍ୱର, ଶରୀର, ମାଂସପେଶୀ ଯନ୍ତ୍ରଣା, ଶୁଖିଲା କାଶ, ମୁଣ୍ଡବିନ୍ଧା ଇତ୍ୟାଦି। ଅନେକ ରୋଗୀଙ୍କ ମଧ୍ୟରେ କରୋନା ଆଣ୍ଟିଜେନ୍ ଏବଂ RTPCR ରିପୋର୍ଟ ନେଗେଟିଭ୍ ହେବା…

man steals sanitiser
ଏଟିଏମରୁ ଟଙ୍କା ଉଠାଇବାକୁ ଆସି ସାନିଟାଇଜର ବୋତଲ ନେଇଗଲେ, ଭିଡ଼ିଓ ଭାଇରାଲ

ସାରା ଦେଶରେ କରୋନା ସଂକ୍ରମଣ ଯେଉଁଭଳି ଭାବରେ ବୃଦ୍ଧି ପାଉଛି ଏହାକୁ ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଏସବୁ ପରେ ମଧ୍ୟ ସଂକ୍ରମଣରେ ବ୍ରେକ ଲାଗିପାରୁନି। ସବୁବେଳେ ମାସ୍କ ଓ ସାନିଟାଇଜ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଉଛି।…

flight
ଇସ୍ରାଏଲବାସୀଙ୍କୁ ଭାରତ ଯିବା ମନା !

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଜ ନାଗରିକଙ୍କୁ ଭାରତ ସମେତ ୭ଟି ଦେଶ ବୁଲିବା ଉପରେ କଟକଣା ଜାରି କରିଛି ଇସ୍ରାଏଲ । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ସେଥିରେ…

1
କରୋନା ସହାୟତା ପାଇଁ ନିଜ ବାଇକ୍ ବିକିବେ ହର୍ଷବର୍ଦ୍ଧନ

ମୁମ୍ବାଇ: ଦେଶରେ କୋଭିଡ-୧୯ କାରଣରୁ ପରିସ୍ଥିତି ଏତେ ଅନିୟନ୍ତ୍ରିତ ହୋଇଯାଇଛି ଯେ ବର୍ତ୍ତମାନ ସମସ୍ତେ ନିଜ ନିଜ ଉପାୟରେ କିଛି ନା କିଛି ସହଯୋଗର ହାତ ବଢେବାକୁ ଚାହୁଁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା ବିରୋଧରେ ଯୁଦ୍ଧରେ ମଧ୍ୟ ଲୋକେ…

mamata banerjee
ବିଜୟର ଟିକା ପିନ୍ଧିଲେ ଦିଦି

ପୁଣି ଥରେ ବିଜୟର ସ୍ୱାଦ ଚାଖିଲେ ମମତା ବାନାର୍ଜୀ। ବିଜେପିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ହରାଇ ବିଜୟର ଟିକା ପିନ୍ଧିଲେ ଦିଦି। ନନ୍ଦୀଗ୍ରାମରୁ ଜିତିଲେ ମମତା ବାନାର୍ଜୀ। ୧୨୦୦ ଭୋଟରେ ଜିତିଲେ ଦିଦି।

Untitled-1
ମେ ୩ ଓ ୪ରେ ଦିନ ୨ଟା ପରେ ବନ୍ଦ ହେବନି ଦୋକାନ

ମେ ୩ ଓ ୪ରେ ଦିନ ୨ଟା ପରେ ବନ୍ଦ ହେବନି ଦୋକାନ। ବ୍ୟବସାୟୀ ସଂଘର ପୂର୍ବ ନିଷ୍ପତ୍ତି ପ୍ରତ୍ୟାହୃତ କରାଯାଇଛି । ଏହି ୨ ଦିନ ନାଇଟ୍‌ କର୍ଫ୍ୟୁ ଜାରି ହେବା ଯାଏ ଖୋଲା ରହିବ ଦୋକାନ । ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ ଘୋଷଣାକୁ ଦୃଷ୍ଟିରେ ରଖି ସଂଘର ନିଷ୍ପତ୍ତି ବଦଳାଇଥିବା ସୂଚନା ମିଳିଛି

Untitled-1
ଲଦାଖରେ ଅମିରଙ୍କ ‘ଲାଲ ସିଂ ଚଡ୍ଡା’ର ସୁଟିଂ

ମୁମ୍ବାଇ: କରୋନା ଭାଇରସ୍ ର ଏହି ଦ୍ୱିତୀୟ ଲହର ସବୁ କ୍ଷେତ୍ରରେ ପ୍ରଭାବ ପକେଇଥିବା ବେଳେ ଚଳଚ୍ଚିତ୍ର ଦୁନିଆ ମଧ୍ୟ ଏଥିରୁ ମୁକୁଳିନି। ଚଳଚ୍ଚିତ୍ର ସୁଟିଂ ଉପରେ ମଧ୍ୟ ଏହା ବହୁତ ପ୍ରଭାବ ପକାଇଛି। କେତେବେଳେ ରାଜ୍ୟଗୁଡ଼ିକରେ ତାଲାବନ୍ଦ କାରଣ ଯୋଗୁଁ…

spicejet
କରୋନା ପାଇଁ କମ୍ପାନୀ କାଟିବ ୫୦ ପ୍ରତିଶତ ଦରମା !!

ଚିନ୍ତା ବଢାଉଛି କରୋନା। ସ୍ଥିତି ଏମିତି ହେଲାଣି ଲୋକମାନେ ଘରୁ ବାହାରକୁ ଆସିବାକୁ ଡ଼ରୁଛନ୍ତି। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଅନେକ ରାଜ୍ୟ ଲକଡାଉନ୍‌ ଓ ସଟଡାଉନ୍‌ କଲେଣି। ଅନେକ କମ୍ପାନୀ  ମଧ୍ୟ ନିଜର କର୍ମଚାରୀଙ୍କ ସଂଖ୍ୟା କମାଇ ଦେଇଥିବା ଖବର ସାମ୍ନାକୁ ଆସିଲାଣି

ec
ନିର୍ବାଚନୀ ବିଜୟ ରାଲି ଓ ସେଲିବ୍ରେସନ ଉପରେ ରୋକ୍‌ ଲଗାଇଲେ ନିର୍ବାଚନ କମିଶନ

ବିଜୟ ରାଲି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ଗଣତି ଚାଲିଥିବା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ବିଜୟ ଉତ୍ସବ କୌଣସି ଦଳ ପାଳନ କରିବେ ନାହିଁ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

Untitled-1
ଇଲିଆନା ଡି’କ୍ରୁଜ୍ କରୁଥିଲେ କି ଆତ୍ମହତ୍ୟା ଉଦ୍ୟମ

ମୁମ୍ବାଇ: ଆଜିକାଲି ଇଲିଆନା ଡି’କ୍ରୁଜ୍ ତାଙ୍କ ହୃଦୟ କଥା ଖୋଲାଖୋଲି ଭାବରେ କହୁଥିବା ଦେଖାଯାଏ। ନିକଟରେ ସେ କହିଥିଲେ ଯେ ସେ କିପରି ପିଲାଦିନରୁ ଶରୀର ଲଜ୍ଜାଜନକ ଶିକାର ହେଉଥିଲେ। ଏହାଛଡା ବର୍ତ୍ତମାନ ଏକ ସାକ୍ଷାତକାରରେ ଇଲିଆନା କହିଛନ୍ତି ଯେ ସେ…

mbbs student
କୋଭିଡ୍ ଡ୍ୟୁଟିରେ ସାମିଲ୍ ହେବେ MBBS ଶେଷ ବର୍ଷ ଛାତ୍ରଛାତ୍ରୀ

କୋଭିଡ୍ ଡ୍ୟୁଟିରେ ସାମିଲ୍ ହେବେ MBBS ଶେଷ ବର୍ଷ ଛାତ୍ରଛାତ୍ରୀ। ନର୍ସିଂ ଛାତ୍ରଛାତ୍ରୀଙ୍କୁ ମଧ୍ୟ କୋଭିଡ୍ ଡ୍ୟୁଟିରେ ସାମିଲ କରାଯିବ ବୋଲି ସୂଚନା ମିଳିଛି। ନିୟୋଜିତ ଛାତ୍ରଛାତ୍ରୀଙ୍କୁ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ସହ ମିଳିବ ପ୍ରୋତ୍ସାହନ ରାଶି।

Modi didi
ଦକ୍ଷିଣ ଭାରତରେ ଚମକ ଦେଖାଇପାରିଲା ନାହିଁ ବିଜେପି, ବଙ୍ଗରେ ସତ ହେଉଛି ଏକଜିଟ୍ ପୋଲ ରିପୋର୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ଚମକ ଦେଖାଇପାରିଲା ନାହିଁ ଭାରତୀୟ ଜନତା ପାର୍ଟି। ତାମିଲନାଡୁ, କେରଳରେ ଦଳର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି। ତାମିଲନାଡୁରେ ଶାସକ ଏଆଇଏଡିଏମକେକୁ ପଛରେ ପକାଇ ସଂଖ୍ୟା ଗରିଷ୍ଠତା ହାସଲ କରୁଛି ଏମକେ ଷ୍ଟାଲିନଙ୍କ ପାର୍ଟି ଡିଏମକେ। ୨୩୪…

vaccination
ଆସନ୍ତାକାଲିଠୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଭୁବନେଶ୍ୱରେ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଭୁବନେଶ୍ୱରେ ଆରମ୍ଭ ହେବ ଟିକାକରଣ। ଭାରତ ବାୟୋଟେକ୍ସରୁ ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ପାଇବା ପରେ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତକାଲିିଠୁ ସ୍ଲଟ୍ ଆବଣ୍ଟନ ଆରମ୍ଭ ହୋଇଛି।…

tmc
ମୃତ୍ୟକୁ ଭୟ ନାହିଁ ! ଫଳାଫଳ ଆସିବା ପୂର୍ବରୁ ବିଜୟ ଉତ୍ସବରେ ମସଗୁଲ ଟିଏମସି କାର୍ଯ୍ୟକର୍ତ୍ତା

କୋଲକାତା :  ଆମକୁ ଯେତେ ମାଠିବୁ ମାଠ୍‌, ଆମେ ସେଇ ଦରପୋଡା କାଠ୍ । ପୁଣି ଥରେ ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି କିଛି ଅମାନିଆ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଂଲ୍ଲଘନ ।  ସାରା ଦେଶରେ ମୃତ୍ୟୁର…

assembly-2021-12-1
Election Result 2021: ସତ ହେଉଛି ଏକଜିଟ ପୋଲ ରିପୋର୍ଟ, ଦିଦି ଧରିବେ ବଙ୍ଗର ମଙ୍ଗ ! କେରଳରେ BJP ସ୍ଥିତି ଖରାପ

ନୂଆଦିଲ୍ଲୀ: ଆସିବ ଫୈସଲା। ଜନତା ଜନାର୍ଦ୍ଦନା ବାଛିଛନ୍ତି ନିଜ ପସନ୍ଦର ନେତା। କିଏ ଗାଦି ବଜାୟ ରଖିବ ? ତ ପୁଣି କିଏ କ୍ଷମତାଚ୍ୟୁତ ହେବ। ଏକଜିଟ୍ ପୋଲ୍ ସତ ହେବ ନା ବିହାର ଭଳି ପରିସ୍ଥିତି ଦେଖିବାକୁ ମିଳିବ। କରୋନା…

lockdown in odisha
ଓଡ଼ିଶାରେ ଲକ୍‌ଡାଉନ୍ ଘୋଷଣା: ଜାଣନ୍ତୁ କ'ଣ ଖୋଲା ରହିବ, କ'ଣ ବନ୍ଦ ରହିବ...

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣରେ ବ୍ରେକ ଲଗାଇବା ଲାଗି ରାଜ୍ୟ ସରକାର ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ…

Remdesivir
ବେଲଜିୟମରୁ ୯ ହଜାର ଭାଏଲ ରେମଡେସିଭିର ଆସିଲା ଦିଲ୍ଲୀ..

ନୂଆଦିଲ୍ଲୀ: କରୋନାର ମୁକାବିଲା ଲାଗି ପ୍ରୟାସ ଜାରି ରଖିଛି ଜୀବନ ରକ୍ଷାକାରୀ ଇଂଜେକସନ ରେମଡେସିଭିର। ଅଭାବ ଦୂର କରିବା ଲାଗି ବେଲଜିୟମରୁ ୯ ହଜାର ଭାଏଲ ଆସି ନୂଆଦିଲ୍ଲୀରେ ପହଞ୍ଚିଛି। ଭୋରରୁ ସ୍ୱତନ୍ତ୍ର ବିମାନରେ ରେମଡେସିଭିର୍ ଇଂଜେକସନ ଆସି ନୂଆଦିଲ୍ଲୀ ବିମାନବନ୍ଦରରେ…

naveen patnaik
ସାମ୍ବାଦିକଙ୍କୁ ମିଳିଲା ସମ୍ମୁଖ ଯୋଦ୍ଧା ମାନ୍ୟତା : ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସାମ୍ବାଦିକଙ୍କୁ ମିଳିଲା ସମ୍ମୁଖ ଯୋଦ୍ଧା ମାନ୍ୟତା । ସାମ୍ବାଦିକଙ୍କୁ ମହାମାରୀର ସମ୍ମୁଖ ଯୋଦ୍ଧା  ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ  କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଲକଡାଉନ ଘୋଷଣା ହୋଇଥିବା କୋଭିଡ ଯୁଦ୍ଧରେ ନିୟୋଜିତ…

corona testing
ଲକଡାଉନରେ ଟିକା ଓ ଟେଷ୍ଟିଂକୁ ଅନୁମତି : ନିକଟସ୍ଥ ପରୀକ୍ଷଣ କେନ୍ଦ୍ରକୁ ଯାଇପାରିବେ ଲୋକେ

ଭୁବନେଶ୍ୱର: କରୋନାର ଦୃତ ସଂକ୍ରମଣରେ ରୋକ ଲଗାଇବାକୁ ରାଜ୍ୟରେ ଲକଡାଉନ ଘୋଷଣା ହୋଇଥିବା ବେଳେ ଏହି ସମୟରେ ଟିକା ଓ ଟେଷ୍ଟିଂକୁ ଅନୁମତି ପ୍ରଦାନ କରାଯାଇଛି । ମେ ୫ରୁ ୧୯ ତାରିଖ ମଧ୍ୟରେ ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା…

mamata banerjee
ସତ ହେବ କି ଏକଜିଟ୍ ପୋଲ ଆକଳନ ? ଗଡ଼ ହାତେଇବେ ଦିଦି !

କୋଲକାତା: ଆଜି ୪ ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତେବେ ଫୋକସରେ ରହିଛି ପଶ୍ଚିମବଙ୍ଗର ଫଳାଫଳ । କାରଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରେ ଗାଦି…

9
ଆସାମରେ ଚାଲିଲାନି ପ୍ରିୟଙ୍କାଙ୍କ ଯାଦୁ : ପୁଣି କ୍ଷମତା ଦଖଲ କରିପାରେ ବିଜେପି

ଦିସପୁର : କରୋନା ସଙ୍କଟ ମଧ୍ୟରେ ଆଜି ଘୋଷଣା ହେବ ଆସାମ ନିର୍ବାଚନ ଫଳାଫଳ । ପାଞ୍ଚ ବର୍ଷ ଧରି ସତ୍ତାରେ ଥିବା ଭାରତୀୟ ଜନତା ପାର୍ଟି ନିଜର ତାଜ ବଞ୍ଚାଇବା ପାଇଁ ଲଢ଼େଇ ଜାରି ରଖିଥିବା ବେଳେ ଶାସନ ଗାଦି…

lockdown
ରାଜ୍ୟରେ ଲକଡାଉନ ଘୋଷଣା କଲେ ସରକାର, ମେ’ ୫ରୁ ୧୯ ପର୍ଯ୍ୟନ୍ତ ଘରେ ରୁହ

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ଘୋଷଣା କଲେ ସରକାର। ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ ଯାଏ ଏହି ଲକଡାଉନ୍ ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ…