• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

mamata-banarjeee
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମମତା ବାନାର୍ଜୀ। କୋଭିଡ୍ କଟକଣା ଭିତରେ ମମତା କୋଲକାତା ରାଜଭବନରେ ଶପଥ ନେଇଛନ୍ତି। ରାଜ୍ୟର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି ମମତା। କୋଲକାତା ରାଜଭବନରେ ସ୍ୱଳ୍ପ ଅତିଥିଙ୍କ ଉପସ୍ଥିତିରେ ଏହି…

under
ଅଣ୍ଡରୱାଲ୍ଡ ଜଗତ ଉପରେ କରୋନା କହର : ଭୟରେ ଜୀବନ ବିତାଉଛନ୍ତି ମାଫିଆ ଓ ଗ୍ୟାଙ୍ଗଷ୍ଟର

ଅଣ୍ଡରୱାଲ୍ଡ ଜଗତରେ କରୋନା କହର । ଥରହର ହେଉଛନ୍ତି ମାଫିଆ ଓ ଗ୍ୟାଙ୍ଗଷ୍ଟର । ଚାରି ଆଡେ଼ ତାଣ୍ଡବ ରଚାଇ ଥିବା କରୋନା ଏବେ ଜେଲରେ ପଶିଛି । ବିହାରର ପୂର୍ବତନ ସାଂସଦ ତଥା ଡନ ଶାହାବୁଦ୍ଦିନ କରୋନାରେ ସଂକ୍ରମିତ ହୋଇ…

woman
ଏଠି ଗର୍ଭବତୀ ଓ ପ୍ରସୂତିଙ୍କ ପାଇଁ କାଳ ସାଜିଛି କରୋନା, ଗଲାଣି ୮୦୦ରୁ ଅଧିକ ଜୀବନ

ବ୍ରାସିଲିୟା: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଛି । ହେଲେ ବ୍ରାଜିଲ୍‌ରେ ଗର୍ଭବତୀଙ୍କ ପାଇଁ ଏହି ଭାଇରସ ଯେମିତି ଯମଦୂତ ପରି ଛିଡ଼ା ହୋଇଛି । ବ୍ରାଜିଲ୍‌ରେ ଗର୍ଭବତୀ ତଥା ପସୂତିଙ୍କ ମୃତ୍ୟୁ ଦେଶରେ ଆତଙ୍କ ଖେଳାଇ ଦେଇଛି ।…

Untitled-1
ଏହି ଦେଶରେ ୧୨ରୁ ଅଧିକ ବୟସ ପିଲାଙ୍କୁ ଆସନ୍ତା ସପ୍ତାହରେ ମିଳିବ ଟିକା !

ୱାଶିଂଟନ: ସବୁଠାରୁ ଧନୀ ରାଷ୍ଟ୍ର ଆମେରିକା । ସାରା ପୃଥିବୀରେ ତା’ର ଦବଦବା ତଥାପି କରୋନା କବ୍‌ଜାରୁ ବାହାରି ପାରିନି । ଦେଶରେ ହାହାକାର ସୃଷ୍ଟି କରିଦେଇଛି କରୋନା । ବିଶ୍ୱର ସର୍ବାଧିକ ଆକ୍ରାନ୍ତ ରାଷ୍ଟ୍ର ହେଉଛି ଆମେରିକା । ଯାହାବି ହେଉ,…

allahbad court
ଅକ୍ସିଜେନ ଅଭାବରୁ କରୋନା ରୋଗୀଙ୍କୁ ମୃତ୍ୟୁ ମୁହଁକୁ ଠେଲିଦେବା ନରସଂହାର ସହ ସମାନ: କୋର୍ଟ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ଦେଶରେ ସଂକ୍ରମଣ ହାର ଦ୍ରୁତ ଗତିରେ ବଢି ବଢି ଚାଲିଛି । ମୃତ୍ୟୁ ସଂଖ୍ୟା ବି କମିବାର ନାଁ ଧରୁନି । ଏପରି ସ୍ଥିତିରେ ପରିସ୍ଥିତିର ମୁକାବିଲା କରିବା…

corona varriant
ସାମ୍ନାକୁ ଆସିଲା ଭାରତରେ ଘାତକ ସୃଷ୍ଟି କରୁଥିବା କରୋନା ଭାରିଏଣ୍ଟର ଫଟୋ

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି। ଭାରତରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ କିଛିଦିନ ହେବ ଦେଶରେ ଲଗାତାର ଭାବେ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହୁଛି। କରୋନା ଭାଇରସ B.1.1.7 ଭାରିଏଣ୍ଟ ଯୋଗୁ…

usha
୭ ଟଙ୍କାରେ ୩୫ କିମି

ବେତୁଲ : ଦିନକୁ ଦିନ ହୁ ହୁ ହୋଇ ବଢ଼ୁଛି ପେଟ୍ରୋଲ ଦର । ନିର୍ବାଚନ ପରେ ଗତକାଲି ପୁଣି ତେଲ ଦରରେ ନିଆଁ ଲାଗିଛି । ଏପରିସ୍ଥଳେ ସାଧାରଣ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ତେବେ ଏଥିରୁ ରକ୍ଷା…

doct
ରୋଗୀଙ୍କ ଦୁଃଖ ଦେଖି ନପାରି ସ୍ୱତନ୍ତ୍ର ମେସିନ୍ ତିଆରି କଲେ ଡାକ୍ତର 

ମାଲୱା : ସଙ୍କଟ ମଧ୍ୟରେ ଜୁଗାଡ଼ କଲେ ଡାକ୍ତର । ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହରୀରେ ଅନେକ ରୋଗୀ ଅକ୍ସିଜେନ ଅଭାବ ପାଇଁ ଜୀବନ ହାରୁଛନ୍ତି । ଏପରିସ୍ଥଳେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ମଧ୍ୟପ୍ରଦେଶର ମାଲୱା ଜିଲ୍ଲାରେ…

corona-1
ରାଜ୍ୟରେ କରୋନାରେ ଆଉ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ଗଜପତି ଓ କଳାହାଣ୍ଡି ଜିଲ୍ଲାରୁ ୩ ଲେଖାଏଁ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ…

coronavirus
ଓଡ଼ିଶା ପାଇଁ ଏବେ ଚିନ୍ତା ବଢାଇଲା ଆନ୍ଧ୍ର ଓ ତେଲେଙ୍ଗାନା ଭ୍ୟାରିଏଣ୍ଟ

ଭୁବନେଶ୍ୱର: ଓଡ଼ିଶା ପାଇଁ ଏବେ ଚିନ୍ତା ବଢ଼ାଉଛି କରୋନାର ଆନ୍ଧ୍ର ଓ ତେଲେଙ୍ଗାନା ଭ୍ୟାରିଏଣ୍ଟ। କାରଣ ଏହି ଦୁଇଟି ରାଜ୍ୟରେ ଚିହ୍ନଟ ଭ୍ୟାରିଏଣ୍ଟ ଆହୁରି ସଂକ୍ରାମକ। ଏହି ଆଶଙ୍କା କରି ରାଜ୍ୟ ସରକାର ଏବଂ ଓଡ଼ିଶା ସୀମାନ୍ତରେ କଟକଣା ଆହୁରି କଡ଼ାକଡ଼ି…

police
ସିସିଟିଭିରେ କଏଦ୍ ହେଲା ଖାକିବର୍ଦ୍ଦିର ବର୍ବରତା : ମାସ୍କ ଚେକିଂ ଆଳରେ ଅକଥନୀୟ ଅତ୍ୟାଚାର

ମୁରାଦାବାଦ : ଖାକି ବର୍ଦ୍ଦିର ଦାଦାଗିରି । ମାସ୍କ ଚେକିଂ ଆଳରେ ଅକଥନୀୟ ଅତ୍ୟାଚାର । କରୋନା ମହମାରୀ ଭିତରେ ପୋଲିସ୍ ଭୁଲିଗଲା ମାନବିକତା । ଯୁବକଙ୍କୁ ନିର୍ଧୁମ ମାଡ଼ ମାରିବା ସହ ପୋଷାକ ଫାଡ଼ିଦେଲେ । ତେବେ ଏଥିରୁ ବର୍ତ୍ତି…

manoj-das
ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା

ଭୁବନେଶ୍ୱର: ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକଙ୍କୁ ରାଜ୍ୟ ସରକାର ପ୍ରତିବର୍ଷ ଏହି ପୁରସ୍କାର ଦେବେ। ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା…

aajtak
କଳିଯୁଗ ବାପାର କଳା କାରନାମା : ୨ ବର୍ଷରୁ ଶିଶୁ ପୁତ୍ରକୁ ବିକ୍ରି କରି ଗର୍ଲଫ୍ରେଣ୍ଡ ସହ ବୁଲି ବାହାରିଗଲା

ବେଜିଂ : ବାପା ନା ରାକ୍ଷସ । ଗର୍ଲଫ୍ରେଣ୍ଡ ସହ ବୁଲିଯିବା ପାଇଁ କୁନି ଶିଶୁ ପୁତ୍ରକୁ ବିକ୍ରି କରିଦେଲା ସୈତାନ ବାପା । ଆଉ ସେହି ଟଙ୍କାରେ ପୂରା ଦେଶର ଟୁର କରିବାକୁ ବାହାରିଗଲା । ସ୍ତ୍ରୀ ଠାରୁ ଅଲଗା…

unlock-6
ଲକଡାଉନ୍ ସମୟରେ କଣ ଖୋଲା ଓ କଣ ବନ୍ଦ?

ଭୁବନେଶ୍ୱର: ଲକଡାଉନ ସମୟରେ କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ। ଏସବୁ ଦୋକାନ ୩୦ ଫୁଟ୍ ଦୂରତା ବଜାୟ ରଖି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଲୋକମାନେ ଘରଠାରୁ ୫୦୦ ମିଟର ଦୂରତା…

corona
ରାଜ୍ୟରେ ଆଉ ୯୮୮୯ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ୯୮୮୯ ଜଣ କରୋନା ପଜିଟିଭ ଚିହ୍ନଟ| ଖୋର୍ଦ୍ଧାରୁ ସର୍ବାଧିକ ୧୩୩୧, ସୁନ୍ଦରଗଡରୁ ୧୧୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି I କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ::- 1.ଅନୁଗୁଳ : 443 2. ବାଲେଶ୍ୱର: 151 3. ବରଗଡ: 483…

testing
ICMRର ନୂଆ ନିୟମ ! ଥରେ RTPCR ଟେଷ୍ଟ ହେଲେ ଆଉ ଦ୍ୱିତୀୟ ଥର ହେବନି..

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଥିବା ବେଳେ ପ୍ରତ୍ୟେକ ଦିନ ସଂକ୍ରମଣ ସଂଖ୍ୟା ରେକର୍ଡ କରୁଛି। ଏହାରି ଭିତରେ ଟୀକାକରଣ ଏବଂ କରୋନା ଟେଷ୍ଟିଂ ଅଭିଯାନ ମଧ୍ୟ ଚାଲୁ ରହିଛି। ତେବେ RTPCR ପକ୍ଷରୁ ଏବେ ଏକ ନୂଆ…

lockdown
ଆଜିଠୁ ସାରା ରାଜ୍ୟରେ ତାଲାବନ୍ଦ: କୋଭିଡ୍ ନିୟମ ଉଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ଲକଡାଉନ। ୧୪ ଦିନିଆ ଲକଡାଉନ୍ ପାଇଁ କମିଶନରେଟ୍ ପୋଲିସର କଡ଼ାକଡ଼ି ବ୍ୟବସ୍ଥା। ଉଭୟ ଭୁବନେଶ୍ୱର ଏବଂ କଟକ ସହରରେ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର। ଲକଡାଉନ୍ ସମୟରେ ଭୁବନେଶ୍ୱରରେ ୫୩ଟି…

ipl2021
ବିସିସିଆଇଠାରୁ ୧୦୦୦ କୋଟିର କ୍ଷତିପୂରଣ ଦାବି କରି ବମ୍ବେ ହାଇକୋର୍ଟରେ ମାମଲା ରୁଜୁ

ନୂଆଦିଲ୍ଲୀ: ଫେଲ୍ ମାରିଲା କଡା କଟକଣା। ଷ୍ଟ୍ରିଟ୍ ବାୟୋ ବବଲ୍ ସତ୍ତ୍ୱେ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌କୁ ଭେଦ କଲା ମହାମାରୀ କରୋନା। କୋଭିଡରେ ସଂକ୍ରମିତ ହେଲା ଏହି ପ୍ରିମିୟର ଟୁର୍ଣ୍ଣାମେଣ୍ଟ। ଏକାଧିକ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ସଂକ୍ରମିତ ହେବା ପରେ…

checking
ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ। ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କଟକଣା ଜାରି କରାଯାଇଛି। କଟକଣା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉଭୟ ରାଜ୍ୟରୁ ଫେରିଥିଲେ ୧୪ ଦିନିଆ…

jp-nadda.jpg-kolkata
ଇମୋସ୍ନାଲ ହେଲେ ଜେପି ନଡ୍ଡା, କହିଲେ ଏଭଳି ହିଂସା ଭାରତ ବିଭାଜନ ବେଳେ ହୋଇଥିଲା

କୋଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ରବିବାର ଘୋଷଣା ହେବା ପରେ ହିଁ ରାଜ୍ୟର ଅଧିକାଂଶ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଏହି ହିଂସା ପଛରେ ଟିଏମସିର ପ୍ରମୁଖ ହାତ ରହିଛି ବୋଲି ବିଜେପି ଦାବି କରିଛି। ଏଥିସହ ଏହି ହିଂସାରେ…

economy
‘ପୁଣି ଖସିବ ଅଭିବୃଦ୍ଧି ହାର, କରୋନା କାଳରେ ଭାଙ୍ଗିବ ଦେଶର ଆର୍ଥିକ ମେରୁଦଣ୍ଡ’

ନୂଆଦିଲ୍ଲୀ: ପୁଣି ଖସିବ ଅଭିବୃଦ୍ଧି ହାର । କରୋନା କାଳରେ ପୁଣି ଭାଙ୍ଗିବ ଭାରତର ଆର୍ଥିକ ମେରୁଦଣ୍ଡ । ଖସିବ ଜିଡିପି । ଏଭଳି ଆକଳନ କରିଛି ଆମେରିକାର ଏକ ଘରୋଇ ସଂସ୍ଥା । କରୋନା ସମୟରେ ଭାରତରେ ଲକଡାଉନ ସ୍ଥିତି…

otv-cares
ଟ୍ୱିନ ସିଟିରେ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବ ଓଟିଭି

ଭୁବନେଶ୍ୱର: କରୋନା ଏବେ ସାରା ଦେଶରେ ନିଜର କରାଳ ରୂପ ଦେଖାଉଛି। ମହାମାରୀର ଦ୍ୱିତୀୟ ଲହରରେ ପ୍ରତିଦିନ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଛନ୍ତି। କୋଭିଡ୍ ୧୯ର ଏହି ପ୍ରକୋପରୁ ଓଡ଼ିଶା ମଧ୍ୟ ବାଦ୍ ପଡିନାହିଁ। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ବହୁ ସଂଖ୍ୟାରେ…

1
ଆପଣ ଜାଣନ୍ତି କି ହନୁମାନ ବି କରିଥିଲେ ବିବାହ

ମହାବୀର ହନୁମାନ ତାଙ୍କ ଭକ୍ତଙ୍କ ଉପରେ ଆସୁଥିବା ସମସ୍ତ ପ୍ରକାର ଦୁଃଖ ଓ ଅସୁବିଧାକୁ ଦୂର କରିଥାନ୍ତି। ପ୍ରଭୁ ହନୁମାନ ଜଣେ ଶୀଘ୍ର ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ। ହନୁମାନଙ୍କ ପୂଜା ପାଠରେ ଅଧିକ କିଛି କରିବାର ଆବଶ୍ୟକତା ବି…