• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

3
ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଲେ ଶ୍ରୀଜିଉ ; ସିଂହଦ୍ୱାରରେ ଲାଗିଲା ତିନି ରଥ

ପୁରୀ : ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡିଲେ ଶ୍ରୀଜିଉ। ସିଂହଦ୍ୱାରରେ ଲାଗିଲା ତିନି ରଥ। ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ଅନୁଷ୍ଠିତ ହୋଇଥିଲା। ଶନିବାର ତିନି ରଥରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଶରଧାବାଲିରୁ ସିଂହଦ୍ୱାର। ଲକ୍ଷ…

puri
ଆଜି ଶ୍ରୀଜିଉଙ୍କ ସୁନାବେଶ

ପୁରୀ: ଆଜି ଶ୍ରୀଜିଉଙ୍କ ସୁନା ବେଶ। ବାହୁଡାଯାତ୍ରାରେ ଆସି ବଡ଼ଦାଣ୍ଡରେ ଅଟକିଛନ୍ତି ଜଗା, ବଳିଆ ଓ ଭଉଣୀ ସୁଭଦ୍ରା। ଅପରାହ୍ଣ ୪ଟାରୁ ଶ୍ରୀଜିଉଙ୍କ ସୁନାବେଶ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ରାତି ପ୍ରାୟ ୮ଟାରେ ସନ୍ଧ୍ୟା ଧୂପ ଓ ରାତି ୧୨ଟା…

Untitled-1
ପଞ୍ଜାବକୁ ୧୭୨ ରନ୍‌ର ଟାର୍ଗେଟ ଦେଲା ବେଙ୍ଗାଲୁରୁ

ଶାରଜା: ଚଳିତ ଆଇପିଏଲର ୩୧ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ପଞ୍ଜାବ ବୋଲିଂ ଭାର ସମ୍ଭାଳିଥିଲା। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୭୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ବିରାଟ କୋହଲି ୩୯ ବଲ୍‌ ଖେଳି ସର୍ବାଧିକ […]

raja
ଏମିତି ରଜ ପାଳନ କରନ୍ତି ଓଲିଉଡ୍‌ ଷ୍ଟାର୍‌ : Ollywood Stars Raja Experience

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ। ହଁ, ଆସୁଛି ରଜ। ଓଡ଼ିଆମାନଙ୍କର ସବୁଠୁ ବଡ଼ ଗଣ ପର୍ବ। ଓଡ଼ିଆ ପରମ୍ପରାର ଝଲକ୍‌ ରଜରେ ଦେଖିବାକୁ ମିଳେ। ୩ ଦିନ ଧରି…

corona-infection-in-newsbor
ନବଜାତଙ୍କୁ କରୋନା ଭୟ; ମା' ଗର୍ଭରୁ କିମ୍ବା ପ୍ରସବ ସମୟରେ ହୋଇପାରେ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଅଧିକରୁ ଅଧିକ ଗବେଷଣା ଜାରି ରହିଛି। ବିଭିନ୍ନ କ୍ଷେତ୍ରରେ ଗବେଷଣା ଚାଲିଛି। ନବଜାତ ଶିଶୁ ଓ ସଂକ୍ରମିତ ମା’ଙ୍କୁ ନେଇ ମଧ୍ୟ ଏକ ସର୍ଭେ ହୋଇଥିଲା। ଏହି ସର୍ଭେରେ ଚମକାଇ ଦେବା ଭଲି ତଥ୍ୟ ସାମ୍ନାକୁ ଆସିଛି। କିଛିଦିନ ତଳେ ଫ୍ରାନ୍ସରେ କରାଯାଇଥିବା ଏକ ସର୍ଭେରୁ ଜଣା ପଡ଼ିଛି ଯେ, ୩୦ ପ୍ରତିଶତ ନବଜାତ ଶିଶୁ ମା’ ଗର୍ଭରେ କିମ୍ବା ପ୍ରସବ ସମୟରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସର୍ଭେରେ କରୋନା ସଂକ୍ରମିତ […]

creamirtion
'କରୋନା ରୋଗୀଙ୍କ ଶବଦାହର ବିକଳ୍ପ ବ୍ୟବସ୍ଥା କର'

କଟକ: କଟକ ସହର ଉପକଣ୍ଠରେ କରୋନା ରୋଗୀଙ୍କ ଶବଦାହ ପ୍ରସଙ୍ଗରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ସତୀଚୌରା ଶ୍ମଶାନକୁ ବ୍ୟାପକ ଆଲୋକୀକରଣ ଓ ଆବଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାଳିଆବୁଦା ଶ୍ମଶାନକୁ ମଧ୍ୟ ଆଲୋକୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ଲୋକଙ୍କ ଦୃଷ୍ଟି ଏଡ଼ାଇବାକୁ ଏଭଳି ପଦକ୍ଷେପ ନେବା ଲାଗି କୁହାଯାଇଛି। ଅନ୍ୟ କୌଣସି ଠାରେ ଶବଦାହ ନେଇ ବିକଳ୍ପ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଭୁବନେଶ୍ୱରରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ […]

u
ଭାଇରାଲ ହେଲା କୋହଲିଙ୍କ ଡ୍ୟାନ୍ସ

ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ ଆଜିର ମ୍ୟାଚ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଏହା ରନ୍‌ କରି ନୁହେଁ ବରଂ ପଡ଼ିଆରେ ତାଙ୍କର ନାଚ ପାଇଁ। ଆଶ୍ଚର୍ଯ୍ୟ ହୋଇଗଲେ କି, ହଁ ଆପଣ ଠିକ୍‌ ପଢ଼ିଛନ୍ତି। ଥରେ ଏହି ଭିଡିଓ ଦେଖନ୍ତୁ… https://twitter.com/LogicalBakwaas/status/1316732878714142721?s=20 ଏହି ଭିଡିଓଟି ଜତିନ୍‌ ନାମକ ଜଣେ ଟ୍ୱିଟର୍ ବ୍ୟବହାରକାରୀ ତାଙ୍କ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓଟିରେ ଆଜିର ମ୍ୟାଚ୍‌ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ଖେଳିବା ପୂର୍ବରୁ ପ୍ରାକ୍ଟିସ୍‌ […]

accident
ଘାଟିରୁ ଖସିଲା ବସ୍, ୨୫ ଛାତ୍ରଛାତ୍ରୀ ଆହତ

ମୋହନା: ସାନଖେମୁଣ୍ଡିର ତପ୍ତପାଣି ଘାଟିରୁ ଓଲଟିଲା ବସ୍। ପାଳୁଖୋଳା ନିକଟରେ ୟୁ ଟର୍ଣ୍ଣ ନେବା ବେଳେ ଓଲଟି ପଡିଲା। ବସ୍‌ରେ OJEE ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ଖୋର୍ଦ୍ଧା ଆସୁଥିଲେ। ଗଜପତି ଜିଲ୍ଲାର ରାମଗିରି, ଉଦୟଗିରି, ଜିରାଙ୍ଗ ଅଞ୍ଚଳରୁ ଆସୁଥିଲେ। ୨୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତ ଛାତ୍ରଛାତ୍ରୀଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ଅକ୍ଟୋବର ୧୨ରୁ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଛି Odisha Joint Entrance Examination (OJEE) ପରୀକ୍ଷା ଚାଲୁଛି JEE(Main) […]

t
ମହଙ୍ଗା ପଡ଼ିଲା କୁମ୍ଭୀର ସହ ଗାଧୋଇବା

ନୂଆଦିଲ୍ଲୀ: ଆପଣ ଦେଖିଥିବେ ସାଧାରଣତଃ ଲୋକମାନେ କୁକୁର ଏବଂ ନିଜ ପିଲାମାନଙ୍କ ସହ ଗାଧୋଉଥାନ୍ତି। ବେଳେ ବେଳେ ଡଲ୍‌ଫିନ୍‌ ଭଳି ସାମୁଦ୍ରିକ ଜୀବ ସହ ମଧ୍ୟ ଗାଧୋଇଥାନ୍ତି। କିନ୍ତୁ କେବେ ମଣିଷକୁ କୁମ୍ଭୀର ସହ ଗାଧୋଉଥିବାର ଦେଖିଛନ୍ତି କି? କେବେ ନୁହେଁ। କାରଣ କୁମ୍ଭୀର ଗୋଟେ ହିଂସ୍ର ପ୍ରାଣୀ। କୁହାଯାଏ କୁମ୍ଭୀର ମୁହଁରୁ ଶୀକାର ଛଡ଼ାଇବା ସହଜ କଥା ନୁହେଁ। ତା ସହ ଗାଧୋଇବା ପାଇଁ ଲୁହାର ସୁଟ୍ ଦରକାର। ଏବେ ଏମିତି ଏକ ଭିଡିଓ ସାମ୍ନାକୁ […]

anup sai
ଜାମିନରେ ଆସି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ପୂର୍ବତନ ବିଧାୟକ

ରାଇଗଡ଼/ବ୍ରଜରାଜନଗର: ଜାମିନରେ ଆସି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ପୂର୍ବତନ ବିଧାୟକ ଅନୁପ ସାଏ। ଛତିଶଗଡ଼ ରାଇଗଡ଼ର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ବ୍ରଜରାଜନଗରର ବହୁ ଚର୍ଚ୍ଚିତ ମା’ ଝିଅ ହତ୍ୟା ମାମଲାରେ ଅଭିଯୁକ୍ତ ହେଉଛନ୍ତି ଅନୁପ। ଏହି ମାମଲାରେ ଗତ ୨୫ ତାରିଖରେ ଛତିଶଗଡ଼ ହାଇକୋର୍ଟ ଅନୁପଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ୨୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ତେବେ ଗୁରୁତର ସ୍ୱାସ୍ଥାବସ୍ଥା ଯୋଗୁ ୨ […]

kumar sanu
ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କୁ କରୋନା

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟକ କୁମାର ସାନୁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କୁମାର ସାନୁଙ୍କ ସୋସିଆଲ୍‌ ମିଡିଆ ଟିମ୍‌ ଗୁରୁବାର ଦିନ ତାଙ୍କ ଅଫିସିଆଲ୍‌ ଫେସ୍‌ବୁକ୍‌ ପେଜ୍‌ରେ ଏ ସମ୍ପର୍କରେ ଜଣାଇଛନ୍ତି। କୁମାର ସାନୁଙ୍କ ଟିମ୍‌ ଏହି ପୋଷ୍ଟ ଶେଆର କରି ଲେଖିଛନ୍ତି, ‘ଦୁର୍ଭାଗ୍ୟବଶତଃ ସାନୁ ଦା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦୟାକରି ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ।’ https://www.facebook.com/legend.sanuda/posts/2959048530989659 କୁମାର ସାନୁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା […]

g
ବାଙ୍ଗାଲୋରକୁ ହରାଇ ୱିନିଂ ଟ୍ରାକ୍‌କୁ ଫେରିଲା ପଞ୍ଜାବ

ଶାରଜା: ଆଇପିଏଲର ୩୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଓ୍ୱିକେଟରେ ପରାସ୍ତ କରିଛି  କିଙ୍ଗସ୍‌ ଇଲେଭେନ ପଞ୍ଜାବ।  ଶାରଜା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ମ୍ୟାଚର  ଦ୍ୱିତୀୟ ପାଳିରେ ବ୍ୟାଟିଂ କରୁଥିବା  ପଞ୍ଜାବ ୧୭୨ ରନର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୨ଟି ଓ୍ୱିକେଟ ହରାଇ ୧୭୭ ରନ୍ କରି ବିଜୟ ହାସଲ କରିଛି। ଲଗାତର୍ ୫ଟି ମ୍ୟାଚ୍‌ ହାରିବା ପରେ ଦଳ ୱିନିଂ ଟ୍ରାକ୍‌କୁ ଫେରିଛି। ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରଓ୍ୱାଲ […]

1
କିପରି କରିବେ ଆମ୍ବ ମିଠା…

ଗ୍ରୀଷ୍ମ ଋତୁରେ ଆସୁଥିବା ଫଳଗୁଡ଼ିକ ଭିତରୁ ଆମ୍ବର କଥା ଭିନ୍ନ। ଅନେକ ଲୋକ ଏହାର ଉତ୍କୃଷ୍ଟ ସ୍ୱାଦକୁ ବେଶ ପସନ୍ଦ କରନ୍ତି। ଏପରିକି ଭାରତୀୟ ଆମ୍ବଗୁଡ଼ିକର ଚାହିଦା ବିଦେଶରେ ବି ରହିଛି। ଆମ୍ବରୁ ଅନେକ ପ୍ରକାରର ଡିସ୍, ମିଠା, ଶେକ୍ ଓ…

n
୧୦ ବର୍ଷ ହେଲା ଶିକୁଳିରେ ବନ୍ଧାପଡ଼ିଛି ଜୀବନ

ନିଆଳି: ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୦ ବର୍ଷରୁ ଅଧିକ ହେଲା ଶିକୁଳିରେ ବନ୍ଧାପଡ଼ିଛି ଯୁବକଙ୍କ ଜୀବନ। ନିଜ ଆଖି ସାମ୍ନାରେ ବାପାଙ୍କର ମୃତ୍ୟୁ ଦେଖି ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ଯୁବକ। ହେଲେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଲକ କପାସୀ ପଞ୍ଚୟତର କୂଳ କପାସି ଗାଁରେ। ବ୍ୟକ୍ତି ଜଣକ ହେଉଛନ୍ତି କୂଳ କପାସି ଗାଁର ସ୍ୱର୍ଗତ ଦିବାକର […]

madhya pradesh
୧୪ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ଅନ୍‌ଲାଇନ୍‌ ଗେମ୍‌ ମାଧ୍ୟମରେ ହୋଇଥିଲା ଫ୍ରେଣ୍ଡ୍‌ଶିପ୍‌

ଭୋପାଳ: ଜଣେ ୧୪ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ଓ ବ୍ଲାକ୍‌ମେଲିଂ କରିବା ଅଭିଯୋଗରେ ମଧ୍ୟପ୍ରଦେଶ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ୩ ଅଭିଯୁକ୍ତଙ୍କ ବୟସ ୧୮ରୁ ୧୯ ବର୍ଷ ମଧ୍ୟରେ ହେବବୋଲି ଜଣାପଡ଼ିଛି। ସେମାନଙ୍କର ଘର ରମ୍ଭା ନଗର ଅଞ୍ଚଳରେ। ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଏସି ମେକାନିକ୍‌, ଜଣେ ପେଣ୍ଟର ଓ ଆଉ ଜଣେ ଆର୍କିଟେକ୍ଟ୍‌ ବୋଲି ଜଣାପଡ଼ିଛି।ଅନ୍‌ଲାଇନ୍‌ ଗେମ୍ PUBG‌ ମାଧ୍ୟମରେ ଏହି ୩ ଯୁବକଙ୍କ ସହ ନାବାଳିକାଙ୍କର ବନ୍ଧୁତ୍ୱ ସ୍ଥାପନ ହୋଇଥିଲା […]

boat
ଚିଲିକାରେ ବୁଡ଼ିଗଲା ଦ୍ୱିତୀୟ ଭସାପୋଲ

କୃଷ୍ଣପ୍ରସାଦ: ଚିଲିକାରେ ଯାତ୍ରୀମାନଙ୍କ ଯାଆସ ପାଇଁ ଥିବା ଦ୍ୱିତୀୟ ଭସାପୋଲ ଏବେ ପାଣିରେ ବୁଡ଼ିଗଲା। ଚିଲିକା ଉନ୍ନୟନ ବିଭାଗ ପକ୍ଷରୁ ଚିଲିକାରେ ଦ୍ୱିତୀୟ ଭସାପୋଲ ସେପ୍ଟେମ୍ବର ୧୫ ତାରିଖରେ ପ୍ରଚଳନ କରାଯାଇଥିଲା। କିନ୍ତୁ ବିଡମ୍ବନାର ବିଷୟ ମାତ୍ର ୨ମାସ ନପୁରୁଣୁ ଚିଲିକାର ଜହ୍ନିକୁଦା ଘାଟରେ ଏହି ଭସାପୋଲ ସେବା ବନ୍ଦ ହୋଇଯାଇଥିଲା। ଅଧା ବୁଡିଯାଇଥିବା ଅବସ୍ଥାରେ ସେହିଦିନଠାରୁ ରହିଥିଲା। ଆଉ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭସାପୋଲର ଇଞ୍ଜିନ ତଳ ଭାଗରେ ପାଣି ଭର୍ତ୍ତି ହୋଇ ରହିଥିବା ଦେଖିବାକୁ […]

dg
କୁକୁର ସାଜିଛି ଜିମ୍‌ ଟ୍ରେନର୍‌

ନୂଆଦିଲ୍ଲୀ: ଆଜିକାଲିର ବିଳାସମୟ ଜୀବନରେ ମଣିଷ, ମଣିଷ ଅପେକ୍ଷା କୁକୁରକୁ ଅଧିକ ଭଲପାଉଛି। ସେହିଭଳି କୁକୁର, ମାଲିକର ଏତେ ବିଶ୍ୱସ୍ତ ହେଇଯାଉଛି ଯେ ସେ ତା ଉପରେ ବିଭିନ୍ନ କ୍ଷେତ୍ରରେ ନିର୍ଭର କରୁଛି। କେତେବେଳେ କୁକୁର ମାଲିକ ପାଇଁ ଖାଇବା ଆଣି ଦେଉଛି ତ ଆଉ କେତେବେଳେ ମାଲିକ ସହ ପାଣିରେ ପହଁରୁଛି। ଆପଣ କୁକୁର ଏବଂ ମାଲିକକୁ ନେଇ ଏମିତି ଅନେକ ଭିଡିଓ ଦେଖିଥିବେ। ହେଲେ କେବେ ଦେଖିଛନ୍ତି କୁକୁର, ମାଲିକର ଜିମ୍‌ ଟ୍ରେନର୍‌ ହୋଇ […]

କରୋନା ମୃତ୍ୟୁ ରୋକି ପାରୁନି ରେମ୍‌ଡେସିଭିର !

ନୂଆଦିଲ୍ଲୀ: କରୋନା ମୃତ୍ୟୁ ରୋକି ପାରୁନି ଆଣ୍ଟି ଭାଇରାଲ ଡ୍ରଗ୍‌ ରେମ୍‌ଡେସିଭିର (Remdesivir)। କ୍ଲିନିକାଲ୍‌ ଟ୍ରାଏଲ ପରେ ଏଭଳି ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ଏହି ଆଣ୍ଟିଭାଇରାଲ ମେଡିସିନ୍‌ କରୋନା ଚିକିତ୍ସା କ୍ଷେତ୍ରରେ ପ୍ରଥମେ ପ୍ରୟୋଗ କରାଯାଇଥିଲା। ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ହୋଇଥିଲେ, ଚିକିତ୍ସା କ୍ଷେତ୍ରରେ ଏହି ରେମ୍‌ଡେସିଭିର ପ୍ରୟୋଗ କରାଯାଇଥିଲା। ୩୦ଟି ଦେଶରେ ୧୧ ହଜାର ୨୬୬ ରୋଗୀଙ୍କ ଶରୀରରେ ପରୀକ୍ଷା ହୋଇଥିଲା। ତେବେ ଏଥିରୁ ଜଣାପଡ଼ିଛି ଯେ, ରେମ୍‌ଡେସିଭିର […]

burn22
ଜିଅନ୍ତା ଜଳିଗଲେ ଦମ୍ପତି

ବ୍ରଜରାଜନଗର: ଜିଅନ୍ତା ଜଳିଗଲେ ଦମ୍ପତି। ରାମପୁରରେ କୋଇଲା ଚୁଲାରୁ ନିଆଁ ଲାଗି ପୋଡ଼ିଗଲେ। ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀ ଜୀବନ୍ତ ଦଗ୍ଧ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲାରେ। ଝାରସୁଗୁଡା ଜିଲା ବ୍ରଜରାଜନଗର ସ୍ଥିତ ରାମପୁର ଠାରେ ଥିବା ଗିରିବର ଦାଶ(47)ଙ୍କ ପତ୍ନୀ ଗୀତା ଦାଶ ଆଜି ସକାଳେ କୋଇଲା ଚୁଲାକୁ ଘର ଭିତରକୁ ନେବା ସମୟରେ ଅସାବଧାନତା ହେତୁ ପିନ୍ଧିଥିବା ଶାଢୀରେ ନିଆଁ ଲାଗିଯାଇଥିଲା। ମହିଳା ତଳେ ପଡିବାରୁ ମହିଳାଙ୍କ ଦେହରେ ଜୋରରେ ନିଆଁ […]

kendrapara
ରାଜ୍ୟ ଫୁଟବଲର ଏନ୍ତୁଡିଶାଳରେ ଏବେ ଭିତ୍ତିଭୂମିର ଅଭାବ, ନାହାଁନ୍ତି ପେଶାଦାର ପ୍ରଶିକ୍ଷକ

କେନ୍ଦ୍ରାପଡା(ମନୋଜ ସ୍ୱାଇଁ) : ରାଜ୍ୟରେ ମହିଳା ଫୁଟବଲ କହିଲେ ମନକୁ ଆସିଯାଏ କେନ୍ଦ୍ରପଡା କଥା । ଯେଉଁଠୁ ଅନେକ ପ୍ରତିଭବାନ ଖେଳାଳି ସୃଷ୍ଟି ହୋଇ ଅନ୍ତର୍ଜାତୀୟ ଏବଂ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି  । ହେଲେ ଫୁଟବଲର ଏନ୍ତୁଡିଶାଳ କୁହଯାଉଥିବା…

tapan jena
ବିନା ପ୍ରଶିକ୍ଷଣରେ ସାପ ଧରିବାରେ ପାରଙ୍ଗମ : ଛୋଟ ବାଡ଼ି ସାହାଯ୍ୟରେ ସାପ ଧରି ପାରନ୍ତି କେନ୍ଦ୍ରାପଡ଼ା ଯୁବକ

ଆଳି(ବନମାଳୀ ସାହୁ): ବିଷଧର ସାପ ପ୍ରେମରେ ମଣିଷ । ପେଷାରେ ଗାଡ଼ି ଡ୍ରାଇଭର ହେଲେ ନିଶା ସାପ ଧରିବା । ଏଥିପାଇ ସେ କୌଣସି ପ୍ରଶିକ୍ଷଣ ନେଇନାହାନ୍ତି, କିନ୍ତୁ ସାପ ଧରିବାରେ ବେଶ ମାହିର । କାହା ଘରେ ସାପ ପଶିଲେ,…

h
ଦୁଇ ଦିନର ବର୍ଷାରେ ତେଲଙ୍ଗାନାରେ ୫୦ ମୃତ

ହାଇଦ୍ରାବାଦ: ଦୁଇ ଦିନର ବର୍ଷା ବିତ୍ପାତରେ ତେଲଙ୍ଗାନାରେ ୫୦ ଜଣଙ୍କ ଜୀବନ ଯାଇଛି। କେବଳ ଗ୍ରେଟର ହାଇଦ୍ରାବାଦ ଅଞ୍ଚଳରେ ୩୧ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏହା ସହ ଲଗାଣ ବର୍ଷା କାରଣରୁ ୬ ହଜାର କୋଟି ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଏବେ ବି ୬୪ରୁ ଅଧିକ ରିଲିଫ୍ କ୍ୟାମ୍ପରେ ୪୪ ହଜାରରୁ ଅଧିକ ବିପନ୍ନ ରହିଛନ୍ତି। ସେମାନଙ୍କ ଲାଗି ପ୍ରଶାସନ ପକ୍ଷରୁ ୪୫ ହଜାର ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି। […]