• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Akash-Pathak
IFS ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ପୁଣି ମିଳିଲା କୋଟିଏ ୪୭ ଲକ୍ଷ

ଭୁବନେଶ୍ୱର: IFS ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ପୁଣି ମିଳିଲା ୧ କୋଟି ୪୭ ଲକ୍ଷ ଟଙ୍କା। ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜିର ଟଙ୍କାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଆକାଶଙ୍କ ଆକାଉଣ୍ଟରୁ ୧୭ କୋଟି ୫୨ ଲକ୍ଷ ଟଙ୍କା ଠାବ ହୋଇସାରିଲାଣି। ପୁଣେ ଏବଂ ଭୁବନେଶ୍ୱରରେ ଥିବା ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ଠାବ କରିଥିବା କହିଛି ଭିଜିଲାନ୍ସ। ତେବେ ଉଭୟ ବାପପୁଅଙ୍କ ହସ୍ତାକ୍ଷର ମଗାଯାଇ ଯାଞ୍ଚ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା […]

  • Wednesday, 30 June 2021
108 ambulance
ଆଉ ରହିବନି ୧୦୨, ଏବେ କେବଳ ୧୦୮

ଭୁବନେଶ୍ୱର : ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ସହଭାଗିତାରେ ପ୍ରଚଳିତ ୧୦୮ ଆମ୍ୱୁଲାନ୍ସ ଏବେ ଗର୍ଭବତୀଙ୍କ ସହ ସମସ୍ତ ପ୍ରକାର ରୋଗୀଙ୍କୁ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବେ। ପୂର୍ବରୁ ଗର୍ଭବତୀ ଏବଂ ନବଜାତକ ଶିଶୁ ମାନଙ୍କ ପାଇଁ ଉପଲବ୍ଧ…

  • Wednesday, 30 June 2021
students
+୨ କଲେଜ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ଦୁଇ କଲେଜ ଖୋଲିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ +୨ କଲେଜ କ୍ୟାମ୍ପସ୍‌କୁ ସାନିଟାଇଜ୍‌ ଓ ସଫା କରିବାକୁ ସମସ୍ତ ସରକାରୀ ଓ ଘରୋଇ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗତକାଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କଲେଜର ଲାବୋରେଟାରୀ, କ୍ଲାସ୍ ରୁମ୍, ଶୌଚାଳୟ, ପିଇବା ପାଣି ଏବଂ ଅନ୍ୟାନ୍ୟ ଉପକରଣ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି। କଲେଜରେ କ’ଣ ସବୁ ପ୍ରସ୍ତୁତି […]

  • Wednesday, 30 June 2021
ଭିନ୍ନ ଜାତିରେ ବିବାହ କରିବାରୁ ସ୍ୱାମୀ-ସ୍ତ୍ରୀଙ୍କୁ ଅଲଗା କରିଦେଲେ

ଉମରକୋଟ: ଭିନ୍ନ ଜାତିରେ ବିବାହ କଲେ ବୋଲି କଙ୍ଗାରୁ କୋର୍ଟରେ ଜଣେ ଯୁବକଙ୍କୁ ସାମାଜିକ ବାସନ୍ଦ ହେବାକୁ ପଡ଼ିଛି। ଏପରିକି ତାଙ୍କୁ ତାଙ୍କ ପତ୍ନୀଙ୍କଠୁ ବି ଅଲଗା ହେବାକୁ ପଡ଼ିଛି। ଶେଷରେ ନ୍ୟାୟ ପାଇଁ ବାରଦୁଆର ହେଉଥିଲେ ବି କେହି ତାଙ୍କ ଗୁହାରି ଶୁଣୁନଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖାଡଙ୍ଗା ଗାଁରୁ ଏଭଳି ଅଭିଯୋଗ ଆସିଛି। ଗାଁର ପ୍ରତାପ କଲାର ନାମକ ଜଣେ ଯୁବକ ସେହି ଗାଁର ଜଣେ ଯୁବତୀଙ୍କୁ ପ୍ରେମ ବିବାହ […]

  • Wednesday, 30 June 2021
ଯୁବକଙ୍କ ପକେଟରୁ ମିଳିଲା ୧ ଲକ୍ଷ ୨୦ ହଜାର ଟଙ୍କାର ବ୍ରାଉନସୁଗାର

ରାଜ୍ୟରେ ହୁ ହୁ ହେ।ଇ ବଢିବାରେ ଲାଗିଛି ଧଳାଜହର କାରବାର ।ଏକ ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଳଚେର ଅବକାରୀ ବିଭାଗ କର୍ମଚାରୀ ମୁଖ୍ୟ ବଜାର ହାଟତେ।ଟା ନିକଟସ୍ଥ ସରକାରୀ ଆଇଟିଆଇ ଛକଠାରେ ଚଢାଉ କରିଥିଲା ।

  • Wednesday, 30 June 2021
କରେ।ନା କାଳରେ ଫି କମାଇବାକୁ ଛାତ୍ରଛାତ୍ରୀଙ୍କ ଦାବି

କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ । କରେ।ନା କାଳରେ ସାରା ଦେଶର ଆର୍ଥିକ ସ୍ଥିତି ଖରାପ ଥିବା ବେଳେ ସେଲ୍ଫ ଫାଇନାସ୍ସ କେ।ର୍ସର ଫି କମାଇବାକୁ ଜେ।ରଦାର ଦାବି କରିଛନ୍ତି ଛାତ୍ରଛାତ୍ରୀ

  • Wednesday, 30 June 2021
koraput
ବିନା ମାଟିରେ ବଞ୍ଚିଛି ଗଛ , ଉତ୍ପାଦନ ହେଉଛି ପ୍ରଚୁର ପରିବା

ଡାଟା ସାଇନ୍ସ ଛାତ୍ରଙ୍କ ଭିନ୍ନ ପ୍ରୟାସ । ବିନା ମାଟିରେ ଛାତଉପରେ କରୁଛନ୍ତି ପନିପରିବା ଚାଷ । ତେବେ ଏହିପରି ଘଟଣା ଦେଖିବାକୁ ମିଳିଛି କେ।ରାପୁଟ ଜିଲ୍ଲାରେ । ଅଙ୍କିତ ମହାନ୍ତି ନାମକ ଜଣେ ଯୁବକ ରାଜ୍ୟ ବାହାରେ ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ

  • Wednesday, 30 June 2021
୧୦ ଲକ୍ଷ ଟଙ୍କାରେ ନିର୍ମାଣ ହେ।ଇଥିଲା, ୩ ଦିନରେ ଭୁଶୁଡି ପଡିଲା

ଭୁଶୁଡିଲା ବସୁଧା ଜଳ ପାନୀୟ ଜଳ ପ୍ରକଳ୍ପ । ନିର୍ମାଣ ଶେଷ ହେବାର ମାତ୍ର ୩ ଦିନ ପରେ ଭୁଶୁଡି ପଡିଛି କୂଅ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ,  ବସୁଧା ଯେ।ଜନାରେ କୂଅର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁମେ।ଦନ ହେ।ଇଥିଲା ।

  • Wednesday, 30 June 2021
ramesh
ରମେଶଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ପୁରୀ: ପୁରୀ ବାସେଳିସାହି ପୋଲିସ୍‌ ହେପାଜତରେ ପ୍ରାଣ ହରାଇଥିବା କେ. ରମେଶଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ରମେଶଙ୍କୁ ସାଂଘାତିକ ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି ଯେ, ମୃତ୍ୟୁ ପୂର୍ବରୁ ରମେଶଙ୍କ ଶରୀରରେ ୧୬ଟି କ୍ଷତ ଚିହ୍ନ ଥିଲା। ଏହି କ୍ଷତ ଚିହ୍ନ ଗୁଡ଼ିକ କୌଣସି ଲାଠିର ମାଡ଼ ଓ ଆଘାତ ଯୋଗୁ ସୃଷ୍ଟି ହୋଇ ଥାଇପାରେ। ଏହାସହ ମୁଣ୍ଡରେ ଶକ୍ତ ଆଘାତ ଯୋଗୁ ରମେଶଙ୍କର ମୃତ୍ୟୁ ହୋଇଥିବା […]

  • Wednesday, 30 June 2021
1
ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ବାବୁଲି ନାୟକକୁ ମାରାଥନ ଜେରା

ନୟାଗଡ଼: ପରୀ ହତ୍ୟା ମାମଲାରେ SIT ତନାଘନା ଆରମ୍ଭ କରିଛି। ଅଭିଯୁକ୍ତ ବାବୁଲି ନାୟକର ଘର ଯାଞ୍ଚ ସହିତ ତାକୁ ମାରାଥନ ଜେରା କରାଯାଇଥିବା ସୂଚନା ମିଳିଛି। ଗତକାଲି ବାବୁଲିକୁ ଜେରା କରିବା ପରେ SIT ତାକୁ ଛାଡ଼ି ଦେଇଥିଲା। କିନ୍ତୁ ଆଜି ପୁଣି ଜେରା ପାଇଁ ବାବୁଲି ଓ ତାର ଡ୍ରାଇଭରକୁ ନିଆଯାଇଛି। କୁନି ଝିଅ ପରୀର ହତ୍ୟା ପଛରେ ବାବୁଲିର ହାତ ଥିବା ପରୀଙ୍କ ପରିବାର ଅଭିଯୋଗ କରି ଆସୁଛନ୍ତି। ଅଙ୍ଗ ତସ୍କରି ପାଇଁ […]

  • Wednesday, 30 June 2021
bharat bandh
ଆସନ୍ତା ୮ରେ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ / ଭୁବନେଶ୍ୱର : ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଡାକରା ଦେଲେ ଚାଷୀ। ଚାଷୀଙ୍କ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଦେଉଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି । ନିରଞ୍ଜନ କହିଛନ୍ତି ଯେ, ଚାଷୀଙ୍କ ବନ୍ଦ ଡାକରାକୁ କଂଗ୍ରେସ ପୂରାପୂରି ସମର୍ଥନ ଦେଉଛି। କେବଳ ଏତିକି ନୁହେଁ ବରଂ ଚାଷୀ ଦେଇଥିବା ଭାରତ ବନ୍ଦ ଡାକରାରୁ ଓଡିଶାବାସୀ ସମର୍ଥନ ଦେବା ଲାଗି ସେ ଆହ୍ୱାନ ମଧ୍ୟ କରିଛନ୍ତି […]

  • Wednesday, 30 June 2021
2
ଦିନ ମଜୁରିଆଙ୍କ ନାଁରେ ଦେଢ଼ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ

ପାରାଦୀପ: ଜଣେ ଦିନ ମଜୁରିଆଙ୍କ ନାଁରେ ଦେଢ଼ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ହେଇଛି। ପାରାଦୀପରେ ଏଭଳି ଏକ ବଡ଼ ଧରଣର GST ଠକେଇକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିନ ମଜୁରିଆଙ୍କ ଫଟୋ ଓ ଆଇଡି ବ୍ୟବହାର କରାଯାଇ ଏଭଳି କେହି ଠକିଥିବା ସୂଚନା ମିଳିଛି। ପିତାମ୍ବରପୁର ଗାଁର ବିଜ୍ଞାନ ସ୍ୱାଇଁ ଦିନ ମଜୁରିଆ ଭାବେ କାମ କରନ୍ତି। ହେଲେ ତାଙ୍କ ନାମରେ ପ୍ରାୟ ଦେଢ଼ କୋଟି ଟଙ୍କାର କେହି ଜିଏସ୍‌ଟି ଠକେଇ କରିଥିବା […]

  • Wednesday, 30 June 2021
sambit-patra
ଅରୁଣ ସାହୁଙ୍କୁ ବହିଷ୍କାର କର।ନଗଲେ ନିରପେକ୍ଷ ହେ।ଇପାରିବ ନାହିଁ ତଦନ୍ତ

ପରୀ ହତ୍ୟାକୁ ନେଇ ତେଜୁଛି ରାଜନୀତି । ବିଧାନସଭାରେ ବିଜେପି ବିଧାୟକଙ୍କ ପ୍ରବଳ ହଟ୍ଟଗେ।ଳ ଦେଖିବାକୁ ମିଳିଥିଲା । ତେବେ ବିଧାନସଭା ପରେ ବି ପରୀ ହତ୍ୟା ଘଟଣାକୁ ନେଇ ଜେ।ରସେ।ରରେ ଚାଲିଛି ଚର୍ଚା

  • Wednesday, 30 June 2021
odisha-coronavirus
୨୪ ଘଣ୍ଟାରେ ୪୦୯ ପଜିଟିଭ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୪୦୯ କରେ।ନା ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ସଂଗରେ।ଧ କେନ୍ଦ୍ରରୁ ୨୩୪ ଜଣ ଚିହ୍ନଟ ହେ।ଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୭୫ ଜଣ ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ତେବେ ଏନେଇ ରାଜ୍ୟ ସୂଚନା ଓ ଲେ।କ ସମ୍ପର୍କ ବିଭାଗ ସୂଚନା ଦେଇଛି

  • Wednesday, 30 June 2021
corona death in  odisha
୫ ଜଣଙ୍କ ମୁଣ୍ଡ ନେଲା କରେ।ନା

ଭୁବନେଶ୍ୱର : ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଛି ମହାମାରୀ କରେ।ନା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୫ ଜଣଙ୍କ ପ୍ରାଣ ନେଇଛି କରେ।ନା । ତେବେ ଏ ପର୍ଯ୍ୟନ୍ତ ମେ।ଟରେ ୧୭୬୫ ଜଣଙ୍କ ମୁଣ୍ଡ ନେଇଛି କରେ।ନା । Regret to inform the demise of five numbers of Covid positive patients while under treatment in hospitals. 1.A 55-year-old male of Bhubaneswar who […]

  • Wednesday, 30 June 2021
tara
ଯଦୁପୁରରେ ପହଞ୍ଚିଛି ବିଜେପି ଓ କଂଗ୍ରେସର ଟିମ

ପରୀ ହତ୍ୟା ଘଟଣାକୁ ନେଇ ଥମିବାରେ ନା ନେଉ ନାହିଁ ରାଜନୀତି । କୁନିଝିଅ ପରୀ ହତ୍ୟା ଘଟଣାର ଅନୁଧ୍ୟାନ ଓ ତାର ବାପାମାଆଙ୍କ ସହ ଆଲେ।ଚନା ଲାଗି କଂଗ୍ରେସର ଏକ ଟିମ ଯଦୁପୁରରେ ପହଂଚିଥିବା ଜଣାଯାଇଛି

  • Wednesday, 30 June 2021
‘ବାହାରକୁ ଆସିଲା ପରେ ସବୁ କଥା କହିବି’

ଭୁବନେଶ୍ୱର: ରିମାଣ୍ଡ ଅବଧି ସରିବା ପରେ ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ଭୁବନେଶ୍ୱର କୋର୍ଟରେ ଉଭୟଙ୍କୁ ହାଜର କରାଯାଇଥିଲା। ଏହାପରେ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଜେଲ୍ ଯିବା ବେଳେ ଅଭୟକାନ୍ତ ପ୍ରତିକ୍ରିୟା ରଖି କହିଛନ୍ତି, ସବୁ ପ୍ରମାଣ ଦେବି, ମୋ ବିରୋଧରେ ଷଡ଼ଯନ୍ତ୍ର ହୋଇଛି। ସେହିପରି ପୁଅ ଆକାଶ ଟାଟାରେ ଚାକିରି କରୁଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ପୁଅ ଏବେ ବି ଚାକିରି କରୁଛି। ଅନ୍ୟପକ୍ଷରେ […]

  • Wednesday, 30 June 2021
july-16-lockodnw
ସିନେମା ହଲ୍‌, ଯାତ୍ରା ବନ୍ଦ କିନ୍ତୁ ଖୋଲିବ ଛୋଟ ଛୋଟ ସେଲୁନ୍‌

କରୋନା ସଂକ୍ରମଣ ବେଳେ ଜୁଲାଇ ଗାଇଡ୍‌ଲାଇନ୍‌ ଘୋଷଣା କଲେ ରାଜ୍ୟ ସରକାର। ନୂଆ ଗାଇଡ୍‌ଲାଇନ୍‌ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପୂରା ତଥ୍ୟ ଦେଇଛନ୍ତି

  • Wednesday, 30 June 2021
Arun-Bothra
୨ ସପ୍ତାହ ଭିତରେ ଧରାପଡିବ କି ପରୀର ହତ୍ୟାକାରୀ ?

କୁନି ଝିଅ ପରୀ ହତ୍ୟା ଘଟଣାରେ ଉଠୁଛି ପଡୁଛି ସାରା ରାଜ୍ୟ । ଛେ।ଟ ଝିଅକୁ ନ୍ୟାୟ ଦେବା ଲାଗି ସବୁଆଡେ ଏକା ସ୍ୱର ଦେଖିବାକୁ ମିଳିଛି ।  ତେବେ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ଘଟଣାରେ ଜେ।ରଦାର ହେ।ଇଛି ଏସଆଇଟି ତଦନ୍ତ ।

  • Wednesday, 30 June 2021
ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ଘଟଣାରେ CBI ତଦନ୍ତ ଦାବି

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ଦଳିତ ନେତା ତଥା ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ ହତ୍ୟା ଘଟଣାର CBI ତଦନ୍ତ ଦାବି ହୋଇଛି। ରଞ୍ଜନ ଦାସଙ୍କ ହତ୍ୟାକାଣ୍ଡରେ ମହାକାଳପଡ଼ା ବିଧାୟକଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ତାଙ୍କ ବହିଷ୍କାର ଦାବି ସହ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ। ଏପରିକି ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ ଡାକରା ଦିଆଯାଇଛି। ଆସନ୍ତା ୬ ତାରିଖରୁ ୧୨ […]

  • Wednesday, 30 June 2021
devid
କ୍ରାଇମବ୍ରାଞ୍ଚ ସ୍କାନରରେ ଡେଭିଡ ପିଟର

କେ।ଟିପତି ବାପ ପୁଅଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେ।ଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଆକାଶ ପାଠକଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏବେ ସ୍କାନରଙ୍କୁ ଆସିଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ଡେଭିଡ ପିଟର

  • Wednesday, 30 June 2021
1
ରାସ୍ତାରେ ଜଳିଗଲା ଚଳନ୍ତା କାର

ଚୌଦ୍ୱାର: କଟକ ଜିଲ୍ଲା ଟାଙ୍ଗି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସର୍ଦଳା ନିକଟରେ ଗୋଟିଏ ଚଳନ୍ତା କାରରେ ନିଆଁ ଲାଗି କାରଟି ସମ୍ପୁର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି। ଏହି କାରରେ ବାଲେଶ୍ୱରର ସୋରରୁ ନାସୀମା ଖାତୁନ, ତାଙ୍କ ପୁଅ ଓ ଡ୍ରାଇଭର ସମୁଦାୟ ୩ଜଣ କଟକ ବଡ଼ ଡାକ୍ତରଖାନା ଯାଉଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା ଷଣ୍ଢ ପଶି ଯିବାରୁ କାର୍ ଚାଳକ ଭାରସାମ୍ୟ ହରାଇ ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେଥିରେ ନିଆଁ […]

  • Wednesday, 30 June 2021
ଗାଡି ଚଳାଇବା ଓ ବସିବା ବେଳେ ହେଲମେଟ୍ ପିନ୍ଧିବା ଜରୁରୀ : ଯଦି ନ ପିନ୍ଧିବେ ...

ଏଣିକି ଆଉ ଚଳିବ ନାହିଁ ଗାଡି ଚାଳକଙ୍କ ମନମାନି । ଉଭୟ ବାଇକ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିବା ଜରୁରୀ ବେ।ଲି ରାଜ୍ୟ ପରିବହନ ବିଭାଗ ଟ୍ୱିଟ କରି ସୂଚନା ଦେଇଛନ୍ତି । କୌଣସି ପରିସ୍ଥିତିରେ ବି ଯଦି ଏହି ନିୟମକୁ ଖିଲାପ କରାଯାଏ ତେବେ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯିବ ।

  • Wednesday, 30 June 2021