• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

1
ଇରାନ ନିର୍ମାଣ କଲା ବିପଜ୍ଜନକ ଦୂରଗାମୀ ଡ୍ରୋନ୍

ତେହେରାନ : ଇରାନ ସେନା ଦାବି କରିଛି ଯେ ସେ ଏକ ଡ୍ରୋନ୍ ତିଆରି କରିବାରେ ସଫଳ ହୋଇଛି ଯାହା  ୭ ହଜାର କିଲୋମିଟର ଦୂରତା ଉପରେ ନଜର ରଖିପାରିବ। ଏହି ବିପଜ୍ଜନକ ଡ୍ରୋନ୍ ବିଷୟରେ ଏକ ସାକ୍ଷାତକାରରେ ଇରାନର ସେନା…

  • Monday, 28 June 2021
Jajpur
ଦ୍ୱିତୀୟ ବିରଜା ମନ୍ଦିର ନିର୍ମାଣକୁ ନେଇ ଦେଖାଗଲା ବିବାଦ

ଯାଜପୁର ଜିଲ୍ଲାରେ ଦ୍ଵିତୀୟ ବିରଜା ମନ୍ଦିର ସ୍ଥାପନାକୁ ନେଇ ଦେଖାଦେଇଛି ବିବାଦ। ଆଉ ଜିଲ୍ଲା ପ୍ରଶାସନର ଏହି ମନ୍ଦିରକୁ ଭାଙ୍ଗିବା ନୋଟିସ ପରେ ଆରମ୍ଭ ହୋଇଛି ଶୀତଳଯୁଦ୍ଧ। ମନ୍ଦିର ଭାଙ୍ଗିବା ନିଷ୍ପତ୍ତି ବଦଳାଇବା ଦାବି ଜୋରସୋର ହେଉଛି।

  • Monday, 28 June 2021
matric result
"ମାଟ୍ରିକ ନମ୍ବର ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ"

ମାଟ୍ରିକ ରେଜଲ୍ଟ ଅସନ୍ତୋଷ ନେଇ ବୋର୍ଡ ସଭାପତି ପ୍ରତିକ୍ରିୟା ରଖିଛନ୍ତି। ମାଟ୍ରିକ ନମ୍ବର ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ ବୋଲି ସେ ଦମ୍ଭୋକ୍ତି ବାଢ଼ିଛନ୍ତି

  • Monday, 28 June 2021
bhrugu baxipatra
କାର୍ଯ୍ୟକାରିଣୀରେ ବିଜେପିର ଅଭିଯୋଗ: କୋଭିଡ଼ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ସରକାର

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ୧୦ଟି ପ୍ରସଙ୍ଗ ନେଇ ରାଜନୈତିକ ଚିଠା ପ୍ରସ୍ତାବ ବୈଠକରେ ପାରିତ ହୋଇଛି। କାର୍ଯ୍ୟକାରିଣୀରେ ଆଗାମୀ ୩ ମାସର ରୋଡମ୍ୟାପ୍ ତିଆରି ହୋଇଛି । ରାଜ୍ୟ ସରକାରଙ୍କ ବିଫଳତା ନେଇ ଲୋକଙ୍କ…

  • Monday, 28 June 2021
vlcsnap-error384
୨୫ ନୁହେଁ ୫ ପ୍ରତିଶତ ପାଇଁ ଘରୋଇ ହସ୍ପିଟାଲକୁ ଅନୁମତି ଦିଆଯାଉ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ୱର: ପରିବର୍ତ୍ତିତ କୋଭିଡ ଗାଇଡ୍ ଲାଇନ୍‌ ଅନୁଯାୟୀ ଘରୋଇ ହସ୍ପିଟାଲ ମାନେ ସିଧାସଳଖ ୨୫ ପ୍ରତିଶତ ଟୀକା କମ୍ପାନୀ ମାନଙ୍କଠାରୁ କିଣି ପାରିବେ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୭ଟି ଘରୋଇ ହସ୍ପିଟାଲ ସିଧାସଳଖ କମ୍ପାନୀଠୁ ଟିକା ପାଇ ସାରିଛନ୍ତି ।…

ବ୍ରେକିଂ ନ୍ୟୁଜ୍‌: ଜୁନ୍ ୨୭, ୨୦୨୧

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ଆଉ ୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୮୮୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୪୦୮ କରୋନା ଆକ୍ରାନ୍ତ ଚିହ୍ନଟ, କ୍ୱାରେଣ୍ଟିନ୍‌ରୁ ୧,୯୪୩ ସଂକ୍ରମିତ…

  • Sunday, 27 June 2021
vlcsnap-2021-06-26-18h18m48s932
ନୟାପଲ୍ଲୀ ପାଇଁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ନୟାପଲ୍ଲୀ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଢ଼ଙ୍ଗୀ । ନୂଆଦିଲ୍ଲୀରେ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ…

  • Saturday, 26 June 2021
ବ୍ରେକିଂ ନ୍ୟୁଜ: ୨୬ ଜୁନ୍‌, ୨୦୨୧

ବାଲେଶ୍ୱର: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲେଶ୍ୱର ଆର୍ଟ କଲେଜ ଅଧ୍ୟାପକ ଶଶାଙ୍କ ଶେଖର ଦାସ ଗିରଫ  ଭୁବନେଶ୍ୱର: ସରକାରୀ ଓ ଘରୋଇ ହସ୍ପିଟାଲ ଟିକା ଅନୁପାତ ପରିବର୍ତ୍ତନ ଦାବି କଲେ ମନ୍ତ୍ରୀ ନବ ଦାସ ରାଉରକେଲା: ସିକ୍ରେଟ କୋଡ୍ ବ୍ୟବହାର କରି…

  • Saturday, 26 June 2021
ବ୍ରେକିଂ ନ୍ୟୁଜ: ୨୫ ଜୁନ୍‌, ୨୦୨୧

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ସଂଗୀନ ଆରୋପ ଲଗାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଯେତିକି ଅକ୍ସିଜେନ ଆବଶ୍ୟକ, ତାଠାରୁ ୪ ଗୁଣା ଅଧିକ ମାଗିଥିବା ଅଡିଟ କମିଟି ରିପୋର୍ଟ ଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅନ୍ୟ ରାଜ୍ୟର ଅନେକ ରୋଗୀଙ୍କ…

  • Friday, 25 June 2021
vlcsnap-error053
କରୋନାରେ ଦୁଇ ଟପ୍‌ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ, ଭୟରେ ଆଉ ଦୁଇ ଜଣଙ୍କ ଆତ୍ମସମର୍ପଣ

ଦୁଇ ଟପ୍ ମାଓନେତା ହରିଭୂଷଣ ଓ ସାରକ୍କଙ୍କ ମୃତ୍ୟୁ । କରୋନାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଲାଲବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରେସ୍ ବିଜ୍ଞପ୍ତିରେ ଏହା କହିଛି ତେଲେଙ୍ଗାନା ରାଷ୍ଟ୍ରୀୟ ମାଓ ଦଳ । ଏସଂପର୍କରେ ଆଗରୁ ମଧ୍ୟ ସୂଚନା…

vlcsnap-error940
ସ୍ନାନ ପୂର୍ଣମୀରେ ଶ୍ରୀମନ୍ଦିର ଉପରେ ଉଡ଼ିଲା ହେଲିକପ୍ଟର

ପୁରୀ: ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି ଚାଲିଥିବା ବେଳେ ଶ୍ରୀମନ୍ଦିର ବଳୟ ଉପରେ ଏକ ହେଲିକପ୍ଟର ଉଡ଼ିବା ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିର ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ ହୋଇଥିବା ବେଳେ ହେଲିକପ୍ଟର ଉଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା…

vlcsnap-error051
ତେଜୁଛି ବଂଶଧାରା ଜଳ ବିବାଦ, ଏବେ ବ୍ୟାରେଜ ନିର୍ମାଣକୁ ବିରୋଧ କଲେଣି ଗଜପତିବାସୀ

ଭୁବନେଶ୍ୱର: ବଂଶଧାରା ନଦୀ ଉପରେ ନେରେଡି ଠାରେ ବ୍ୟାରେଜ ନିର୍ମାଣ ପାଇଁ ଟ୍ରିବ୍ୟୁନାଲର ସବୁଜ ସଙ୍କେତ ପରେ ଏବେ ଗୁଣପୁରର ସାରା, ବାଡିଗାଁ ଓ ପାଲିସଂ ଅଂଚଳର ଲୋକଙ୍କ ଚିନ୍ତା ବଢିଛି । ବ୍ୟାରେଜ ନିର୍ମାଣ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା…

ବ୍ରେକିଂ ନ୍ୟୁଜ: ୨୪ ଜୁନ୍‌, ୨୦୨୧

ଭୁବନେଶ୍ୱର: ଓମଫେଡ ଦୁଗ୍ଧ ଚାଷୀଙ୍କ ପାଇଁ କୋଭିଡ଼ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ପାଇଁ ସର୍ବାଧିକ ୬ ହଜାର ପର୍ଯ୍ୟନ୍ତ ମିଳିବ ବାଲେଶ୍ୱର:  ବସ୍ତା ଅଞ୍ଚଳରୁ ୨ କେଜି ୧୨ ଗ୍ରାମ ବ୍ରାଉନସୁଗାର ଜବତ; ଜଣେ…

  • Thursday, 24 June 2021
ବ୍ରେକିଂ ନ୍ୟୁଜ: ଜୁନ୍‌ ୨୩, ୨୦୨୧

ବନ୍ଦିତା ପରିଡ଼ା ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତାଙ୍କୁ ସଭାନେତ୍ରୀ ଭାବେ ନିଯୁକ୍ତି ଦେଲେ ସୋନିଆ ଗାନ୍ଧି ବନ୍ଦିତାଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇଲା ବନ୍ଦେ ଉତ୍କଳ ଜନନୀ ପ୍ରଥମ ଭାଷା…

  • Wednesday, 23 June 2021
gold
୨ ଦିନରେ ୧,୬୦୦ ଟଙ୍କା ଶସ୍ତା ହେଲା ସୁନା

ନୂଆଦିଲ୍ଲୀ: ଗତ ସପ୍ତାହରେ ଲଗାତାର ଭାବେ ସୁନା ଦର ହ୍ରାସ ପାଇଥିବା ବେଳେ ଆଜି ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି। ଗତ ୨ ଦିନରେ ସୁନା ପାଖାପାଖି ୧,୬୦୦ ଟଙ୍କା ଶସ୍ତା ହୋଇଥିବା ଦେଖିବାକୁ ମିଳିଥିଲା। Multi Commodity Exchange(MCX)ରେ…

Untitled-1
UPSC ସିଭିଲ୍‌ ସର୍ଭିସେସ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ : କେନ୍ଦ୍ର ଜନସେବା ଆୟୋଗ (UPSC) ସିଭିଲ୍‌ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୧କୁ ସ୍ଥଗିତ ରଖିଛି। UPSC ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୧ ପୂର୍ବରୁ ଜୁନ୍ ୨୭, ୨୦୨୧ରେ ଅନୁଷ୍ଠିତ ହେବାର ଥିଲା। ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, UPC…

  • Sunday, 20 June 2021
12th result
କେବେ ପ୍ରକାଶ ପାଇବ ଦ୍ୱାଦଶ ପରୀକ୍ଷା ଫଳ ? ତାରିଖ ଘୋଷଣା କଲା CBSE

ନୂଆଦିଲ୍ଲୀ:  ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାହାର ତାରିଖ ଘୋଷଣା କରିଛି CBSE।  ଜୁଲାଇ ୩୧ ସୁଦ୍ଧା ଫଳାଫଳ ପ୍ରକାଶ କରିବ ବୋଲି ସୂଚନା ଦେବା ସହ ଏ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି ସିବିଏସ୍ଇ। ପରୀକ୍ଷା…

  • Thursday, 17 June 2021
vlcsnap-error938
କୋଭିଡ୍ କଟକଣା ଭିତରେ ଶ୍ରୀ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା..

ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହୋଇଛି ଶ୍ରୀ ଲିଙ୍ଗରାଜଙ୍କ ପବିତ୍ର ଶୀତଳଷଷ୍ଠୀ ଯାତ୍ରା । ରୀତିନୀତି ଅନୁଯାୟୀ କେଦାର ଗୌରୀ ମନ୍ଦିରରେ ମଙ୍ଗଳବାର ରାତି ୧୧ଟା ୩୦ରେ ବିବାହ ଆରମ୍ଭ ହୋଇଥିଲା । ବୁଧବାର ଭୋର ୪ଟା ୩୦ରେ ବିବାହ…

  • Wednesday, 16 June 2021
vlcsnap-error604
ମଶାଣିରେ କୋଭିଡ୍‌ ମୃତକଙ୍କ ମୁହଁ ଦେଖାଇବା ପାଇଁ ୫ ହଜାର ଟଙ୍କା ଲାଞ୍ଚ..!

ଚମ୍ପୂଆ: ମଶାଣିରେ ମୃତକଙ୍କ ମୁହଁ ଦେଖାଇବାକୁ ୫ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗ । ଲାଞ୍ଚ ମାଗୁଛନ୍ତି ଅନ୍ତିମ ସଂସ୍କାର କରୁଥିବା କର୍ମଚାରୀ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳର ଏନେଇ ଏକ ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି…

  • Tuesday, 15 June 2021
vlcsnap-error432
ପଞ୍ଜାବ କଂଗ୍ରେସକୁ ନାକେଦମ କଲେଣି ବିରୋଧୀ, ଖୋଲୁଛନ୍ତି ଦୁର୍ନୀତି ପେଡ଼ି..!

ଅମ୍ରିତଶର: ପଞ୍ଚାବ କଂଗ୍ରେସରେ ଦଳୀୟ କନ୍ଦଳ ଦିନକୁ ଦିନ ଘନଉଥିବା ବେଳେ ଏବେ ବିରୋଧୀଙ୍କ ମଧ୍ୟ ନାକେଦମ କଲେଣି । ଗୋଟିଏପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ କଂଗ୍ରେସର କିଛି ବିଦ୍ରୋହୀ ନେତା ତାଙ୍କୁ ବିରୋଧ କରୁଥିବା ବେଳେ ଏବେ ସ୍ଥିତି…

vlcsnap-error951
ନିରାଡମ୍ବରରେ ଶିତଳଷଷ୍ଠୀ, ବୈଦିକ ରୀତିନୀତିରେ ମହାଦେବ-ପାର୍ବତୀଙ୍କ ବିବାହ

ଭଦ୍ରକ: ଭଦ୍ରକ ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜି ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କର ବିବାହ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି ହୋଇଥିଲା ।…

  • Tuesday, 15 June 2021
chirag
ବିହାର ରାଜନୀତିରେ ଦାଦା-ପୁତୁରା କଳି, ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଚିରାଗ ବିଦା

ପାଟନା: ବିହାର ରାଜନୀତିକୁ ନେଇ ସାରା ଦେଶରେ ଏବେ ଜୋରଦାର ଚର୍ଚ୍ଚା । ବିହାର ରାଜନୀତିରେ ଚାଲିଛି ହାଇ ପ୍ରୋଫାଇଲ ଡଆମା । ଲୋକ ଜନଶକ୍ତି ପାର୍ଟିରେ ଦିନକୁ କନ୍ଦଳ ବଢ଼ୁଛି । ଆଉ ଦଳୀୟ କନ୍ଦଳ ଏବେ ଦାଣ୍ଡରେ ପଡ଼ି…

gold
ସୁନା ଦର ବଢିଲା, ରୂପା ବି ହେଲା ମହଙ୍ଗା

ନୂଆଦିଲ୍ଲୀ: ମହଙ୍ଗା ହେଲା ସୁନା ଦର। ସପ୍ତାହ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ସୁନା ଦର ୧୦ ଗ୍ରାମକୁ ୪୪୧ ଟଙ୍କା…

ଓଡିଶା ବଜେଟ୍ 2021
ଓଡିଶା ବଜେଟ୍ 2021

ଆଜି ଉପସ୍ଥାପନ ହେବ ରାଜ୍ୟ ବଜେଟ୍।  ବିଧାନସଭାରେ ୧ ଲକ୍ଷ ୭୦ ହଜାର

  • Friday, 11 June 2021