• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ଯାତ୍ରୀଙ୍କୁ ନେଇ ଯାଉ ଥିବାବେଳେ ଓଲଟି ପଡ଼ିଲା ବସ୍‌

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ହାଜାରୀଡ଼ାଙ୍ଗ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫର୍ଚୁନ ନାମକ ବସ୍ ଓଲଟି ପଡ଼ିବାରୁ ଏହା ତଳେ ଚାପି ହୋଇ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିପାରି ନ ଥିବାବେଳେ ମୃତକଙ୍କ ମଧ୍ୟରେ ଡ୍ରାଇଭର ଓ ଜଣେ ଯାତ୍ରୀ ଅଛନ୍ତି। ସେହିପରି ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ବିଶାଖାପାଟଣା ହସ୍ପିଟାଲ୍‌ ସ୍ଥାନାନ୍ତର […]

  • Thursday, 01 July 2021
ମହାପ୍ରଭୁଙ୍କ ପାଇଁ ସୁନା ଦାନ କରିବେ ଶ୍ରଦ୍ଧାଳୁ

ପୁରୀ: ମହାପ୍ରଭୁଙ୍କ ପାଇଁ ସୁନା ଦାନ କରିବେ ଜଣେ ଶ୍ରଦ୍ଧାଳୁ। ଶ୍ରୀଜିଉଙ୍କ ମସ୍ତକରେ ଶୋଭା ମଣ୍ଡିତ କରୁଥିବା ଚନ୍ଦ୍ର, ସୂର୍ଯ୍ୟ ଏବଂ ଅବକାଶ ସମୟରେ ବ୍ୟବହାର ହେଉଥିବା ସୁବର୍ଣ୍ଣ ପାତିଆ ଦାନ କରିବେ ଜଣେ ଜଗନ୍ନାଥ ପ୍ରେମୀ। ଏଥିପାଇଁ ଚନ୍ଦ୍ର, ସୂର୍ଯ୍ୟର ମାପଚୂପ କରାଯାଇଛି। ପରିଚାଳନା କମିଟିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା। ୧ ମାସ ଭିତରେ ଏହା ନୂତନ ଭାବେ ତିଆରି କରାଯିବ ଏବଂ ଏହି ସୁବର୍ଣ୍ଣ ୩୦୦ରୁ ୪୦୦ ଗ୍ରାମ ଓଜନର […]

  • Thursday, 01 July 2021
cronavruys
ରାଜ୍ୟରେ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହେଲେ ୬୪୪

ଭୁବନେଶ୍ୱର: ରାଜ୍ୟରେ ଖସୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬୪୪ ଆକ୍ରାନ୍ତ। କ୍ୱାରେଣ୍ଟିନ ସେଣ୍ଟରରୁ ୩୭୧ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୨୭୩ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି। ଖୋର୍ଦ୍ଧା, ସୁନ୍ଦରଗଡ ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ସର୍ବାଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୭୩, ସୁନ୍ଦରଗଡରୁ ୬୨ ଏବଂ ମୟୂରଭଞ୍ଜରୁ ୫୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ସମସ୍ତ […]

  • Thursday, 01 July 2021
tiger skin
ଭୁବନେଶ୍ୱରରୁ ବାଘ ଛାଲ ଜବତ, ସୋଆ ବିଶ୍ୱବିଦ୍ୟାଳୟର ଡ୍ରାଇଭର ଗିରଫ

ଭୁବନେଶ୍ୱର: ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ବେଳେ ରାଜଧାନୀ ଭୁବନେଶ୍ୱରରୁ ଏକ କଲରାପତରିଆ ବାଘର ଛାଲକୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଜବତ କରିଛି। ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ପ୍ରଶାନ୍ତ ନାୟକଙ୍କୁ ଗିରଫ କରାଯାଇଛି। ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ନେଇ ଏସ୍‌ଟିଏଫ୍‌ ଟିମ୍ ଖବର ପାଇବା ପରେ ଗତକାଲି ଅପରାହ୍ଣରେ‌ ବରମୁଣ୍ଡା ସ୍ଥିତ କାଳୀ ମନ୍ଦିର ନିକଟରେ ଚଢ଼ଉ କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ନାୟକଙ୍କୁ ଗିରଫ କରାଯାଇଛି। […]

  • Thursday, 01 July 2021
ଓଡ଼ିଶାରେ କରୋନା ସ୍ଥିତି: ଆକ୍ରାନ୍ତ କମୁଛନ୍ତି, ମୃତ୍ୟୁ ସଂଖ୍ୟା କମୁନି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧,୫୬୦ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସମ୍ବଲପୁରରୁ ୩, ଜଗତସିଂହପୁର ଓ ସୁବର୍ଣ୍ଣପୁରରୁ ୨ଜଣ ଲେଖାଏ, ବରଗଡ଼, ଭଦ୍ରକ, ଭୁବନେଶ୍ୱର,ଗଞ୍ଜାମ, କଟକ ଓ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the […]

  • Thursday, 01 July 2021
ଇଞ୍ଚେ ବି ଜମି ଆନ୍ଧ୍ରକୁ ଦେବୁନି: ମନ୍ତ୍ରୀ

ଭୁବନେଶ୍ୱର: ବଢ଼ି ଚାଲିଛି ଆନ୍ଧ୍ରର ଦାଦାଗିରି। କୋଟିଆ ପରେ ଏବେ ସମ୍ବାଇ ଓଡ଼ିଶାରେ ଆନ୍ଧ୍ରର ଅନୁପ୍ରବେଶ ବଢ଼ି ବଢ଼ି ଚାଲିଛି। ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିରି ଜାରି ରହିଥିବା ଦେଖିବାକୁ ମିଳିଛି। ଆନ୍ଧ୍ରର ଜନପ୍ରତିନିଧି ଓ ଜନସାଧାରଣ ପଟାଙ୍ଗୀ ବ୍ଲକ ସମ୍ବାଇ ପଞ୍ଚାୟତ ସୁନାବେଡା ଗାଁର ରାସ୍ତା ଅବରୋଧ କରିଛନ୍ତି। ଏହି ରାସ୍ତା ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲା ଆରକୁକୁ ସଂଯୋଗ କରୁଛି। ୭ ଦିନ ହେଲା ଏଠାରେ ଆନ୍ଧ୍ର ପକ୍ଷରୁ ଅବରୋଧ କରି ରଖାଯାଇଛି। ଦୁଇ ରାଜ୍ୟ […]

  • Thursday, 01 July 2021
nadda
ରାଜ୍ୟର ଏଇସବୁ ସହରରେ ଖୋଲିଲା ବିଜେପି ନୂଆ ପାର୍ଟି ଅଫିସ

ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା। ଆଜି ରାଜ୍ୟରେ ଖୋଲିଛି ଦଳର ଆଉ ୬ଟି ନୂଆ ପାର୍ଟି ଅଫିସ।  ବରଗଡ଼, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ବାରିପଦା ଓ ଢେଙ୍କାନାଳରେ ଏହି ପାର୍ଟି ଅଫିସଗୁଡ଼କିର ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ବିଜେପି କାର୍ଯ୍ୟକ୍ରମରେ ନଡ୍ଡା ୬ଟି ଯାକ ପାର୍ଟି ଅଫିସର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଓଡ଼ିଶାରେ ବିଜେପିର […]

  • Thursday, 01 July 2021
ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ମିଳିବ ସ୍ମାର୍ଟଫୋନ୍

ଭୁବନେଶ୍ୱର: ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ମିଳିବ ସ୍ମାର୍ଟଫୋନ୍। ଆଜି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଆଜି ସଂପୃକ୍ତ ଅଞ୍ଚଳରେ ସ୍ମାର୍ଟଫୋନ୍ ବଣ୍ଟନ ବ୍ୟବସ୍ଥା ଶୁଭାରମ୍ଭ କରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ୱାଭିମାନ ଅଞ୍ଚଳରେ ୪ଟି ମୋବାଇଲ ଟାୱାର ହୋଇଛି ଏବଂ ଖୁବଶୀଘ୍ର ଫୋର୍ ଜି ସୁବିଧା ଥିବା ଆଉ ୩ଟି ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ହିଂସା ଛାଡ଼ି […]

  • Thursday, 01 July 2021
kotia
କୋଟିଆ ପରେ ଏବେ ସୁନାବେଡା ଗାଁ ଉପରେ ଆନ୍ଧ୍ରର ନଜର

ଭୁବନେଶ୍ୱର: କୋଟିଆ ଅଞ୍ଚଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଓଡ଼ିଶା ସୀମାର କୋଟିଆ ପଞ୍ଚାୟତରେ ଥିବା ତଳଗଂଜେଇ ପଦରରେ ଆନ୍ଧ୍ର ପକ୍ଷରୁ ବଡ ବଡ ପୋଖରୀ ଖୋଳି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଇଛି ତଳଗଂଜେଇ ପଦରରେ ଏକ ବଡ ପୋଖରୀ ଖୋଳୁଥିଲାବେଳେ ଅନ୍ୟ କିଛି ଗାଁରେ ମଧ୍ୟ ପୋଖରୀ ଖୋଳିବା ପାଇଁ ଯୋଜନା କରୁଛି ଆନ୍ଧ୍ର । ଅପରପକ୍ଷରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି, ଆନ୍ଧ୍ର ପକ୍ଷରୁ […]

  • Thursday, 01 July 2021
lekhashreee
ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ତେଜିଲା ରାଜନୈତିକ ବିବାଦ

ଭୁବନେଶ୍ୱର: ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ନେଇ ତେଜିଲା ରାଜନୈତିକ ବିବାଦ। ଆଜି ବିଜେଡିର ବିଭିନ୍ନ ନେତା ଲେଖାଶ୍ରୀଙ୍କ ଉକ୍ତିକୁ ନିନ୍ଦା କରିବା ସହ ଏହାକୁ ଦାୟିତ୍ୱହୀନ ବୋଲି କହିଛନ୍ତି ବିଜେଡି ନେତା ଅରୁପ ପଟ୍ଟନାୟକ। ଆଜି ଏକ ସାମ୍ବାଦିକ ସମ୍ମିଳନୀର କରି ଲେଖାଶ୍ରୀ ନାଁ ନନେଇ ତାଙ୍କୁ କଳାପାହାଡ଼ ଭଉଣୀର ଆଖ୍ୟା ଦେଇଛନ୍ତି। ପୁରୀ ବାସିନ୍ଦା ହିସାବରେ ତାଙ୍କୁ ଏକଥା ମର୍ମାହତ କରିଛି ଏବଂ ଏମିତି କହି ସେ ନିଜ ନିର୍ବୋଧତା, ବାଚାଳାମୀ, […]

  • Thursday, 01 July 2021
jagannath-temple
ବଢ଼ିଲା ଶ୍ରୀମନ୍ଦିର ଖୋଲିବା ନେଇ ଆଶା

ପୁରୀ: ବଢ଼ିଲା ଶ୍ରୀମନ୍ଦିର ଖୋଲିବା ନେଇ ଆଶା। ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହୋଇଛି। ମନ୍ଦିର ଯଦି ଖୋଲେ ତେବେ କିପରି ପ୍ରସ୍ତୁତି ହେବ ? କେତେ ପରିମାଣର ଶ୍ରଦ୍ଧାଳୁ ଦର୍ଶନ କରିବେ ସେ ନେଇ ଆଲୋଚନା ହୋଇଛି। ଏହାକୁ ନେଇ ଏକ କମିଟି ଗଠନ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। କମିଟିରେ ଖୋଦ୍ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସ୍‌ପି ରହିବେ। କମିଟି ହିଁ ନିଷ୍ପତ୍ତି […]

  • Thursday, 01 July 2021
funrel
ଗାଁର ଶ୍ମଶାନ ଜମିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: ଗାଁର ଶ୍ମଶାନ ଜମିକୁ ନେଇ ମୁହାଁମୁହିଁ ଦୁଇ ଗୋଷ୍ଠୀ। ଘର, ଜନବସତି ଆଗରେ ପୋଡ଼ା ହେଲା ମୃତଦେହ। ପୋଲିସ୍ ଓ ଶହ ଶହ ଲୋକଙ୍କ ଉପସ୍ଥିତିରେ ଜୋରଜବରଦସ୍ତ ଭାବେ ମୃତଦେହର ସତ୍କାର ହୋଇଛି। ଏଭଳି କିଛି ଘଟଣା ଘଟିଛି ଖୋର୍ଦ୍ଧା ଟାଙ୍ଗି ଥାନା ଟାନସିପାଟଣା ଅଞ୍ଚଳରେ। ଗାଁର ଏକ ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଭିନ୍ନ ଭିନ୍ନ ଦାବି ରହିଛି। ଗୋଟିଏ ଗୋଷ୍ଠୀ ଏହାକୁ ଶଶ୍ମାନ ବୋଲି ମାନ୍ୟତା ଥିବା ଦାବି ଦେଖାଇଛନ୍ତି। ପୂର୍ବରୁ […]

  • Thursday, 01 July 2021
vedenn2
ଥାନା ଆଗରେ ତୁମୁଳକାଣ୍ଡ, ପୋଲିସ୍ ଉପରକୁ ଢେଲା ମାଡ଼

ବରଗଡ: ବରଗଡ ଜିଲ୍ଲା ଭେଡେନ ଥାନା ଆଗରେ ଉତ୍ତେଜନା। ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ବିକ୍ଷୋଭ ବେଳେ ଉତ୍ତଜେନା ଦେଖାଦେଇଛି। ଲୋକମାନେ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ଗ୍ରାମବାସୀଙ୍କ ଢେଲାମାଡ଼ ପରେ ପୋଲିସ ଲାଠିଚାର୍ଜ କରିଥିବା ସୂଚନା ମିଳିଛି। ଗତ ଜୁଲାଇ ମାସରେ ଭେଡେନ୍ ଥାନା ବୁର୍ଦ୍ଦା ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ଅଭିଯୁକ୍ତଙ୍କ ଗିରଫ ଦାବି କରି ବୁର୍ଦ୍ଦା ଗ୍ରାମବାସୀମାନେ […]

  • Thursday, 01 July 2021
mask
କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ଟପିଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୩ ଲକ୍ଷ ଟପିଲା। ଆଜି ରାଜ୍ୟରେ ୧୩୧୫ ଆକ୍ରାନ୍ତ ସୁସ୍ଥ ହେଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସୁସ୍ଥ ସଂଖ୍ୟା ୩ ଲକ୍ଷ ୪୭୪କୁ ବୃଦ୍ଧି ହୋଇଛି। କେଉଁ ଜିଲ୍ଲାରୁ କେତେ:- କଟକରୁ ସର୍ବାଧିକ ୧୪୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା- ୧୪୩, ସୁନ୍ଦରଗଡ଼- ୧୧୬, ମୟୂରଭଞ୍ଜ- ୮୭, ପୁରୀ- ୭୭, ଜଗତସିଂହପୁର- ୭୪, ବରଗଡ଼- ୬୨, ଯାଜପୁର- ୫୫, କେନ୍ଦ୍ରାପଡ଼ା- ୫୪, ବାଲେଶ୍ୱର- ୫୩, ଅନୁଗୁଳରୁ ୪୪, […]

  • Thursday, 01 July 2021
Biswarupa
ପ୍ରଥମ ଓଡ଼ିଆ ଭାବେ ବିଶ୍ୱରୂପାଙ୍କୁ ମିଳିଲା UAE ଗୋଲ୍ଡେନ ଭିସା

ବାରିପଦା: ଦେଶର ଟେକ ରଖିଲେ ମୟୁରଭଞ୍ଜ ଜିଲ୍ଲାର ଝିଅ ମୋନା ବିଶ୍ୱରୂପା ମହାନ୍ତି। ପ୍ରଥମ ଓଡ଼ିଆ ଭାବେ ବିଶ୍ୱରୂପାଙ୍କୁ ମିଳିଛି UAE ଗୋଲ୍ଡେନ ଭିସା। ଫଳରେ ୟୁଏଇରେ ୧୦ ବର୍ଷ ଯାଏ ସେ ବିନା ବାଧାରେ ବସବାସ କରିପାରିବେ। ୨୦୦୭ରୁ ସେ…

fog
ଟ୍ୱିନ ସିଟିରେ ଘନ କୁହୁଡିର ଆସ୍ତରଣ

ଭୁବନେଶ୍ୱର: ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି।  ଆଜି ସକାଳୁ ସକାଳୁ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । କୁହୁଡ଼ିଳ ଯୋଗୁ ରାସ୍ତା ଦେଖାଯାଉ ନ ଥିଲା। ଫଳରେ ଗାଡ଼ି ଚାଳକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିଶେଷକରି ଭୁବନେଶ୍ୱର, କଟକରେ ଆଜି ସକାଳୁ କୁହୁଡ଼ିର ବଳୟ ଦେଖିବାକୁ ମିଳିଥିଲା। କୁହୁଡ଼ିର ପରିମାଣ ଏତେ ଅଧିକ ଥିଲା ଯେ, କିଛି ବାଟ ଯାଏଁ ହିଁ ରାସ୍ତାରେ ଦେଖିବା ସମ୍ବବପର ହେଉନ ଥିଲା। […]

  • Thursday, 01 July 2021
truck-1
ଜବତ ଟ୍ରକରୁ ବାହାରିଲା ଏମିତି ଜିନିଷ, ପୋଲିସ ଦେଖି ତାଟକା...

କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ ୩ କୁଇଣ୍ଟାଲ ୨୧ କେଜିର ଗଞ୍ଜେଇ ଜବତ କରିଛି । ଏକ ଗଂଜେଇ ଭର୍ତ୍ତି ଟ୍ରକ ସହ ଛତିଶଗଡ଼ ରାୟପୁର ଅଞ୍ଚଳର ୨ଜଣକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ବିପିନ ମିଶ୍ରା ଓ ଅରୁଣ ଦୁବେ। କୋରାପୁଟ ଏସ୍‌ପି ମୁକେଶ ଭାମୋ ଆନ୍ଧ୍ର ସୀମାନ୍ତ ଏନୁଗୁ ଅଞ୍ଚଳରୁ ଏକ ଟ୍ରକ ଯୋଗେ ଗଂଜେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇଥିଲେ । ଏସ୍‌ପିଙ୍କ ସୂଚନା ଆଧାରରେ ମାଛକୁଣ୍ଡ ଓ […]

  • Thursday, 01 July 2021
1213313
‘ଜଣକ ପରେ ଜଣେ ବୁଡି ଯାଉଥିଲେ...ଆଖି ବୁଜିଲେ ଦିଶି ଯାଉଛି ସେ ହୃଦୟଥରା ଦୃଶ୍ୟ’

ବାଲେଶ୍ୱର: ଆଖି ସାମ୍ନାରେ ଦେଖୁ ଦେଖୁ ଭାସିଗଲେ ୩ ସାଙ୍ଗ।  ନା ଉଦ୍ଧାର କରିହେଲା ନା ବଞ୍ଚାଇହେଲା ସାଙ୍ଗଙ୍କ ଜୀବନ। ପାଣିରେ ଖେଳୁ ଖେଳୁ ହାତ ଧରା ଧରି ହୋଇ ଚାଲିଗଲେ ଜଣେ ଜଣେ ହୋଇ ୩ ସାଙ୍ଗ। ବାଲେଶ୍ୱର ତ୍ରିବେଣୀ ଘାଟ ଟ୍ରାଜେଡିରେ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଅଘଟଣର କିଛି ସମୟ ପୂର୍ବର ଭିଡିଓ ଏବଂ ଫଟୋ ଏବେ ସାମ୍ନାକୁ ଆସିଛି। ସୋମବାର ନୀଳଗିରିର ୫ ଜଣ ବନ୍ଧୁ ସାଙ୍ଗହୋଇ ତ୍ରିବେଣୀ […]

  • Thursday, 01 July 2021
ମାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷା ଘୁଞ୍ଚିବ

ଭୁବନେଶ୍ୱର: ଚଳିତ ବର୍ଷ ବିଳମ୍ବ ହୋଇପାରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପରୀକ୍ଷା ଲାଗି ସର୍ବନିମ୍ନ ୩ ମାସ ପାଠପଢା ହେବା ପରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ବୋଲି  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ଯଦି ନିଷ୍ପତ୍ତି ହୁଏ, ତେହେଲେ ଆମ ରାଜ୍ୟର ବି ପରୀକ୍ଷା ବନ୍ଦ ହୋଇପାରେ। ଫେବ୍ରୁଆରୀରେ ମାଟ୍ରିକ, ମାର୍ଚ୍ଚରେ ଯୁକ୍ତ ୨ ପରୀକ୍ଷା ସମ୍ଭବ ନୁହେଁ। ସର୍ବନିମ୍ନ ୩ […]

  • Thursday, 01 July 2021
1
ରାଜ୍ୟରେ କରୋନା ସ୍ଥିତି; ଚିହ୍ନଟ ହେଲେ ୮୬୮ ଆକ୍ରାନ୍ତ

ଭୁବନେଶ୍ୱର: ଗତକାଲି ରାଜ୍ୟରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୬୪୪ ରେ ପହଞ୍ଚିଥିବାବେଳେ ଆଜି ପୁଣି ବଢିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୫୦୨ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୩୬୬ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି। ଆଜି ଖୋର୍ଦ୍ଧାରୁ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତା ପଛରେ ରହିଛି ସୁନ୍ଦରଗଡ଼। ୩ ନମ୍ବରରେ ରହିଛି […]

  • Thursday, 01 July 2021
coronavirus
ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୫ ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୫ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧୫,୭୫ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ମୃତ୍ୟୁ ସଂଖ୍ୟା ଆଜି ଆଗରେ ରହିଛି। ଆଜି ଏଠାରେ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ସମ୍ବଲପୁର, ସୁବର୍ଣ୍ଣପୁର, ଗଜପତିରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଯାଜପୁର, କେନ୍ଦ୍ରାପଡା, ବାଲେଶ୍ୱର, କୋରାପୁଟ, ମୟୂରଭଞ୍ଜ,  ଭୁବନେଶ୍ୱରରୁ […]

  • Thursday, 01 July 2021
bijay-sworup
ଶପଥ ନେଲେ ବିଜୟ, ସ୍ୱରୂପ

ଭୁବନେଶ୍ୱର: ଶପଥ ନେଲେ ୨ ନବ ନିର୍ବାଚିତ ବିଧାୟକ। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ  ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଶପଥ ନେଇଛନ୍ତି। ନିର୍ବାଚିତ ବିଧାୟକଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶପଥ ପାଠ କରାଇଛନ୍ତି।  ୨୦ ତାରିଖ ବିଧାନସଭା ଅଧିବେଶନରେ ଉଭୟେ ଭାଗ ନେବେ।

  • Thursday, 01 July 2021
prtest2
'ସରକାର ତୁମେ ଶୋଇଛ କାହିଁ, ଆମ ଦୁଃଖ ବୁଝିବ କିଏ ?'

ଭୁବନେଶ୍ୱର: ଭୁବନେଶ୍ୱରରେ ପଥପ୍ରାନ୍ତ ନାଟକ ମହାସଂଘର ନୀରବ ବିକ୍ଷୋଭ କରୋନା ଯୋଗୁଁ ଦୀର୍ଘ ୮ ମାସ ଧରି କଳାକାର ମାନଙ୍କ ଦୁଃଖ ବଢିଯାଇଛି। ଜୀବନ ଜୀବିକା ଉଜୁଡ଼ି ଯାଇଛି। ସେମାନଙ୍କ ଜୀବନ ଜୀବିକା କିଭଳି ସୁରକ୍ଷିତ ରହିବ ତଥା କଳାକାରମାନେ ପୁଣିଥରେ ରୋଜଗାରକ୍ଷମ ହୋଇପାରିବେ। #ଆଖିଖୋଲି_ଦେଖ_ସରକାର'କଳା ପ୍ରଦର୍ଶନ କରି ପେଟ ପୋଷିବାକୁ ସୁଯୋଗ ଦିଅ।' ଆଜି ଏମିତି ଦାବିରେ ନିରବରେ ରାସ୍ତାକୁ ଓହ୍ଲାଇଛି ‘ଓଡ଼ିଶା ପଥପ୍ରାନ୍ତ ନାଟକ ମହାସଂଘ’। ଭୁବନେଶ୍ୱରରେ ସେମାନେ କରିଥିବା ନିରବ ବିରୋଧର ଇଏ […]

  • Thursday, 01 July 2021
saru
ଓଟିଭି ପକ୍ଷରୁ ଦାୟର ଏତଲାକୁ ଗ୍ରହଣ କର: କୋର୍ଟ

ଭୁବନେଶ୍ୱର: ସାରୁଅ ମାମଲାରେ ଓଟିଭି ପକ୍ଷରୁ ଦାୟର ଏତଲାକୁ ଗ୍ରହଣ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ।ବାଘମାରୀ ଥାନା ପୋଲିସକୁ କଡ଼ା ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା SDJM। ସମସ୍ତ ୩ଟି ଘଟଣାରେ ଦାୟର ଏତଲାକୁ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧- ଷ୍ଟୁଡିଓ ପାଚେରୀ ଭଙ୍ଗା ଓ ଜବରଦସ୍ତି ଭିତରେ ପଶିବା ମାମଲା ୨- ସାଇଟ ଇଂଜିନିୟର ଓ ସୁପରଭାଇଜରଙ୍କୁ ମାଡ଼ ମରାଯିବା ଘଟଣା ୩-ବେଆଇନ ଭାବେ ୧୮ ଦିନ ହେଲା ଘେରାଉ, ଅବରୋଧ ମାମଲା ୩ଟି ମାମଲାକୁ […]

  • Thursday, 01 July 2021