• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

‘ପରୀକୁ ବଳି ନୁହେଁ; ତାକୁ ମାରି ତା’ କିଡନୀ, ଆଖି ନେଇ ଯାଇଛନ୍ତି’

ଭୁବନେଶ୍ୱର: ପରୀ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷାଙ୍କ ବଳି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ମୃତ ପରୀଙ୍କ ବାପା। ଦନ୍ତକୁ ଦିଗହରା ପାଇଁ ଏଭଳି ମନ୍ତବ୍ୟ ଦିଆଯାଇଛି ବୋଲି ପରୀଙ୍କ ବାପା ଅଶୋକ ସାହୁ କହିଛନ୍ତି। ପରୀଙ୍କ ବାପା ଅଶୋକ କହିଛନ୍ତି, ଘଟଣାର ୪ ମାସ ପରେ ଘଟଣାସ୍ଥଳକୁ ଯାଇଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ବଳି ପ୍ରସଙ୍ଗ ଉଠାଇଥିଲେ। ତେବେ ମାମଲାକୁ ଚାପିବା ପାଇଁ ବିଭିନ୍ନ […]

  • Wednesday, 30 June 2021
7
ଶ୍ରୀମନ୍ଦିରକୁ ଫେରିଲା ସୂର୍ଯ୍ୟ-ଚନ୍ଦ୍ର

ପୁରୀ: ମହାପ୍ରଭୁଙ୍କର ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ-ଚନ୍ଦ୍ର ଶ୍ରୀମନ୍ଦିରକୁ ଏବେ ଫେରିଛି। ଏ ନେଇ ଶିଳ୍ପୀ ବସନ୍ତ ମହାରଣା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାହାରକୁ ଯାଇଥିବା ସୂର୍ଯ୍ୟ, ଚନ୍ଦ୍ର କେବଳ ପ୍ରତିକୃତି ଥିଲା। ହେଲେ ଶ୍ରୀଜିଉଙ୍କଠାରେ ନାଗାର୍ଜୁନ ବେଶ ବେଳେ ସୁନା ଅଳଙ୍କାର ଲାଗିଥିଲା ବୋଲି ବସନ୍ତ କହିଛନ୍ତି। ତେବେ ଗାରଦରୁ ସୂର୍ଯ୍ୟ ଓ ଚନ୍ଦ୍ର ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ଯାଇଥିଲା ବୋଲି ସେ କହିଛନ୍ତି। ହେଲେ ଏନେଇ ପ୍ରଶାସନ ପକ୍ଷରୁ କୌଣସି […]

  • Wednesday, 30 June 2021
Pradeep-1
ED ସ୍କାନରରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ପାଠକ ବାପ, ପୁଅଙ୍କ ସମ୍ପର୍କରେ ଇଡିର ତଦନ୍ତ ପାଇଁ ସୁପାରିସ ହୋଇଥିବା ବେଳେ ଏବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ତଦନ୍ତ ପରିସରକୁ ଆଣିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏନେଇ କ୍ରାଇମବ୍ରାଞ୍ଚକୁ ଇଡି ଏତଲା କପି ମାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର ଏହି ସୂଚନା ଦେଇଛନ୍ତି। ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଲିଙ୍କରେ ଗତକାଲିି ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା।ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ […]

  • Wednesday, 30 June 2021
Chief-Electoral-Office-CEO-Odisha
ଜାନୁଆରୀ ୧୫ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା

ଭୁବନେଶ୍ୱର : ଭୋଟର ତାଲିକାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ୨୦୨୧ ବର୍ଷ ପାଇଁ ନୂଆ ଭେ।ଟର ତାଲିକା ଜାନୁଆରୀ ୧୫ ରେ ପ୍ରକାଶ ପାଇବ । ତେବେ ଉଭୟ ଅନଲାଇନ ଓ ଅଫ୍ ଲାଇନରେ ଭୋଟର ନିଜ ନାମକୁ ସଂଶୋଧନ କରିପାରିବେ । କେବଳ ଏତିକି ନୁହେଁ ବରଂ ତାଲିକାରେ ନାମ ଯୋଡିବା, କାଟିବା ଓ ସଂଶୋଧନ ମଧ୍ୟ […]

  • Wednesday, 30 June 2021
lekhashree
ପ୍ରଦୀପଙ୍କ ବହିଷ୍କାର ଓ ଗିରଫ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ୍

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର ଓ କ୍ରାଇମବ୍ରାଞ୍ଚର ଗିରଫ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଏନେଇ ସେ କହିଛନ୍ତି ଯେ, ବିଜେଡି ସରକାରରେ ଚଟୁ ଆଇଁଷ, ବେଣ୍ଟ ନିରାମିଷ ନୀତି ଚାଲିଛି। ଗୋଟିଏ ସରକାରରେ ଦୀର୍ଘ ୨୦ ବର୍ଷ ଧରି ପ୍ରଦୀପ ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହନ ଦେଲେ। ସମସ୍ତ ସୁବିଧା ସୁଯୋଗ ଦେଇ ମଣିଷ କଲେ। ଏବେ ତାଙ୍କୁ ଭ୍ରଷ୍ଟାଚାରୀ ବୋଲି ଆଖ୍ୟା ଦେଇ […]

  • Wednesday, 30 June 2021
pari
ପରୀ ହତ୍ୟା ପ୍ରସଙ୍ଗ; ନୟାଗଡ଼ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ NCPCRର ସମନ

ଭୁବନେଶ୍ୱର: ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ନୟାଗଡ଼ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ସମନ କଲେ NCPCR ବା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଉଭୟଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ NCPCR କରିଛି। ଏନେଇ NCPCR ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋଙ୍କ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପରୀ ଘଟଣାରେ ସମନ କରିଥିବାରୁ NCPCRଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର। ଏହା ପୂର୍ବରୁ ପରୀକୁ ବଳି ଦିଆଯାଇ ଥାଇପାରେ ବୋଲି […]

  • Wednesday, 30 June 2021
eBPOjT_I
ପରୀ ଘଟଣାରେ ମତଭେଦ ଥିବା ମାନିଲା କଂଗ୍ରେସ

ଭୁବନେଶ୍ୱର; ପରୀ ଘଟଣାରେ ମତଭେଦ ଥିବା ମାନିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର। ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ଅବସରରେ ଏହି ମତ ଦେଇଛନ୍ତି ଚେଲା କୁମାର। ବୁଝାମଣା ଅଭାବରୁ ଏଭଳି ମତଭେଦ ଆସିଲା ବୋଲି ସେ କହିଛନ୍ତି। ତେବେ ଏହି ଘଟଣାରେ ରାଜନୀତି ନ ହୋଇ ପରୀକୁ ନ୍ୟାୟ ମିଳିବା ଦରକାର ବୋଲି ସେ ମତ ଦେଇଛନ୍ତି। ସିବିଆଇ ଅନେକ ଘଟଣାର ତଦନ୍ତ କରୁଛି, କିନ୍ତୁ ଫଳ ମିଳୁନି। ତେଣୁ ପରୀ ଘଟଣାରେ […]

  • Wednesday, 30 June 2021
chnadrasurjya
ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ବେଳେ ଚନ୍ଦ୍ର-ସୂର୍ଯ୍ୟ ଗାଏବ ଘଟଣାରେ ରୋଚକ ମୋଡ଼

ପୁରୀ: ରୋଚକ ମୋଡ଼ରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ବେଳେ ଚନ୍ଦ୍ର-ସୂର୍ଯ୍ୟ ଗାଏବ ଘଟଣା। ସେଦିନ ଗାରଦରୁ ଗାଏବ ହୋଇଥିବା ଚନ୍ଦ୍ର ସୂର୍ଯ୍ୟ ଶ୍ରୀମନ୍ଦିରର ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ଯାଇଥିବା ଜଣାପଡ଼ିଛି। ଯାହାକୁ ସଂପୃକ୍ତ ସେବାୟତ ଆଜି ଦୁଇ ବେଶ କାରିଗରଙ୍କୁ ଦେବା ପରେ ଦୁଇ ବେଶ କାରିଗର ତାକୁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ଯାଇଥିଲେ। ହେଲେ ଘଟଣା ତଦନ୍ତାଧୀନ ଥିବାରୁ ଚନ୍ଦ୍ର-ସୂର୍ଯ୍ୟକୁ ଗ୍ରହଣ କରିନାହାନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ନାଗାର୍ଜୁନ ବେଶର […]

  • Wednesday, 30 June 2021
bjp
ପରୀ ପାଇଁ ରାଜରାସ୍ତାରେ ବିଜେପିର ହାଲ୍ଲାବୋଲ

ଭୁବନେଶ୍ୱର: ପରୀ ହତ୍ୟା ଘଟଣାକୁ ନେଇ ଆଜି ବିଜେପି  ମହିଳା ମୋର୍ଚ୍ଚାର ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରାଯାଇଛି। ଅରୁଣ ସାହୁଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଅରୁଣଙ୍କ ସରକାରୀ ବାସଭବନ ଘେରାଉ କରିଛି ବିଜେପି ମହିଳା ମୋର୍ଚ୍ଚା। ଏଇ ଦୁଇ ଦାବିରେ ଆଜି ଦୁଇ ଦଫାରେ ମନ୍ତ୍ରୀ ଅରୁଣଙ୍କ ବାସଭବନକୁ ଟାର୍ଗେଟ୍ କରିଥିଲା ମହିଳା ମୋର୍ଚ୍ଚା। ଧସେଇ ପଶିବାକୁ ଉଦ୍ୟମ କରିଥିଲେ କର୍ମୀ। ଆଉ ପ୍ରତିଥର ମନ୍ତ୍ରୀଙ୍କ ବାସଭବନକୁ ସୁରକ୍ଷା […]

  • Wednesday, 30 June 2021
voter-card
ନୂଆ ବର୍ଷରେ ନୂଆ ଭୋଟର ତାଲିକା; ଏମିତି ଆବେଦନ କରିବେ

ଭୁବନେଶ୍ୱର: ନୂଆ ବର୍ଷରେ ନୂଆ ଭୋଟର ତାଲିକା ଆରମ୍ଭ ହେବ। ଜାନୁଆରୀ ୧୫ ତାରିଖରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ।  ତେବେ ଭୋଟର ଲିଷ୍ଟରେ ନାଁ ଯୋଡିବାକୁ ଆସନ୍ତା ଡିସେମ୍ବର ୧୫ ମଧ୍ୟରେ ଆବେଦନ କରି ହେବ। ଉଭୟ ଅନଲାଇନ ଏବଂ ଅଫଲାଇନରେ ନାମ ସଂଶୋଧନ କରିହେବ। ଏଥିସହିତ ତାଲିକାରେ ନାମ ଯୋଡ଼ିବା, କାଟିବା ଏବଂ ସଂଶୋଧନ ପାଇଁ ଆବେଦନ କରିହେବ। ଭୋଟର […]

  • Wednesday, 30 June 2021
accident
ବାଇକ୍‌ରେ ଯାଉଥିବା ପରିବାରକୁ ଧକ୍କା ଦେଲା ବୋଲେରୋ: ୩ ମୃତ

ବଲାଙ୍ଗିର: ବଲାଙ୍ଗିର ତୁଷରା ନିକଟ ଜମ୍ଭେଳ ଛକରେ ମର୍ମନ୍ତୁତ ଦୁର୍ଘଟଣା ହୋଇଛି। ବୋଲେରୋ ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ବାଇକ୍‌ରେ ବାପା, ମାଆ ଓ ୨ କୁନି ପୁଅ ଯାଉଥିବା ବେଳେ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସମସ୍ତେ ବାଇକ୍‌ରୁ ଛିଟିକି ପଡ଼ିଥିଲେ।  ବାପା, ମାଆ ଓ ୩ ବର୍ଷ ପୁଅର ମୃତ୍ୟୁ ହୋଇଥିବା ବେଳେ ୭ ମାସର ସାନ ପୁଅ ସାମାନ୍ୟ ଆହତ ହୋଇଛି। ଦୁର୍ଘଟଣା ପରେ […]

  • Wednesday, 30 June 2021
wesco
ଟାଟା ପାଓ୍ୱାର କମ୍ପାନୀ ଲିମିଟେଡ୍ TPCL ଅଧିନକୁ ଯିବ ୱେସ୍କୋ ଓ ସାଉଥ୍‌କୋ

ଭୁବନେଶ୍ୱର: ସେସୁ ପରେ ଟାଟା ପାଓ୍ୱାର କମ୍ପାନୀ ଲିମିଟେଡ୍ TPCL ଅଧିନକୁ ଯିବ ୱେସ୍କୋ ଓ ସାଉଥ୍‌କୋ।  ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ OERC ପକ୍ଷରୁ କରାଯାଇଥିବା ନିଲାମରେ ଏହି ଉଭୟ ବିଦ୍ୟୁତ ବିତରକ କଂପାନୀର ୫୧ ପ୍ରତିଶତ ଲେଖାଏଁ ଅଂଶଧନ କିଣିଥିବାରୁ TPCLକୁ ସଫଳ ବିଡର ଭାବେ ଚୟନ କରାଯାଇଛି। ୱେସ୍କୋକୁ ୫୦୦ ଶହ କୋଟି ଓ ସାଉଥ୍‌କୋର ୨୫୦ କୋଟି ଟଙ୍କାର ଅଂଶଧନ କିଣିବ କମ୍ପାନୀ। ଫଳରେ ଗ୍ରୀଡକୋ ହାତରେ ୪୯ ପ୍ରତିଶତ ଅଂଶଧନ […]

  • Wednesday, 30 June 2021
Akash-Pathak
IFS ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ପୁଣି ମିଳିଲା କୋଟିଏ ୪୭ ଲକ୍ଷ

ଭୁବନେଶ୍ୱର: IFS ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ପୁଣି ମିଳିଲା ୧ କୋଟି ୪୭ ଲକ୍ଷ ଟଙ୍କା। ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜିର ଟଙ୍କାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଆକାଶଙ୍କ ଆକାଉଣ୍ଟରୁ ୧୭ କୋଟି ୫୨ ଲକ୍ଷ ଟଙ୍କା ଠାବ ହୋଇସାରିଲାଣି। ପୁଣେ ଏବଂ ଭୁବନେଶ୍ୱରରେ ଥିବା ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ଠାବ କରିଥିବା କହିଛି ଭିଜିଲାନ୍ସ। ତେବେ ଉଭୟ ବାପପୁଅଙ୍କ ହସ୍ତାକ୍ଷର ମଗାଯାଇ ଯାଞ୍ଚ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା […]

  • Wednesday, 30 June 2021
108 ambulance
ଆଉ ରହିବନି ୧୦୨, ଏବେ କେବଳ ୧୦୮

ଭୁବନେଶ୍ୱର : ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ସହଭାଗିତାରେ ପ୍ରଚଳିତ ୧୦୮ ଆମ୍ୱୁଲାନ୍ସ ଏବେ ଗର୍ଭବତୀଙ୍କ ସହ ସମସ୍ତ ପ୍ରକାର ରୋଗୀଙ୍କୁ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବେ। ପୂର୍ବରୁ ଗର୍ଭବତୀ ଏବଂ ନବଜାତକ ଶିଶୁ ମାନଙ୍କ ପାଇଁ ଉପଲବ୍ଧ…

  • Wednesday, 30 June 2021
students
+୨ କଲେଜ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ଦୁଇ କଲେଜ ଖୋଲିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ +୨ କଲେଜ କ୍ୟାମ୍ପସ୍‌କୁ ସାନିଟାଇଜ୍‌ ଓ ସଫା କରିବାକୁ ସମସ୍ତ ସରକାରୀ ଓ ଘରୋଇ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗତକାଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କଲେଜର ଲାବୋରେଟାରୀ, କ୍ଲାସ୍ ରୁମ୍, ଶୌଚାଳୟ, ପିଇବା ପାଣି ଏବଂ ଅନ୍ୟାନ୍ୟ ଉପକରଣ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି। କଲେଜରେ କ’ଣ ସବୁ ପ୍ରସ୍ତୁତି […]

  • Wednesday, 30 June 2021
ଭିନ୍ନ ଜାତିରେ ବିବାହ କରିବାରୁ ସ୍ୱାମୀ-ସ୍ତ୍ରୀଙ୍କୁ ଅଲଗା କରିଦେଲେ

ଉମରକୋଟ: ଭିନ୍ନ ଜାତିରେ ବିବାହ କଲେ ବୋଲି କଙ୍ଗାରୁ କୋର୍ଟରେ ଜଣେ ଯୁବକଙ୍କୁ ସାମାଜିକ ବାସନ୍ଦ ହେବାକୁ ପଡ଼ିଛି। ଏପରିକି ତାଙ୍କୁ ତାଙ୍କ ପତ୍ନୀଙ୍କଠୁ ବି ଅଲଗା ହେବାକୁ ପଡ଼ିଛି। ଶେଷରେ ନ୍ୟାୟ ପାଇଁ ବାରଦୁଆର ହେଉଥିଲେ ବି କେହି ତାଙ୍କ ଗୁହାରି ଶୁଣୁନଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖାଡଙ୍ଗା ଗାଁରୁ ଏଭଳି ଅଭିଯୋଗ ଆସିଛି। ଗାଁର ପ୍ରତାପ କଲାର ନାମକ ଜଣେ ଯୁବକ ସେହି ଗାଁର ଜଣେ ଯୁବତୀଙ୍କୁ ପ୍ରେମ ବିବାହ […]

  • Wednesday, 30 June 2021
ଯୁବକଙ୍କ ପକେଟରୁ ମିଳିଲା ୧ ଲକ୍ଷ ୨୦ ହଜାର ଟଙ୍କାର ବ୍ରାଉନସୁଗାର

ରାଜ୍ୟରେ ହୁ ହୁ ହେ।ଇ ବଢିବାରେ ଲାଗିଛି ଧଳାଜହର କାରବାର ।ଏକ ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଳଚେର ଅବକାରୀ ବିଭାଗ କର୍ମଚାରୀ ମୁଖ୍ୟ ବଜାର ହାଟତେ।ଟା ନିକଟସ୍ଥ ସରକାରୀ ଆଇଟିଆଇ ଛକଠାରେ ଚଢାଉ କରିଥିଲା ।

  • Wednesday, 30 June 2021
କରେ।ନା କାଳରେ ଫି କମାଇବାକୁ ଛାତ୍ରଛାତ୍ରୀଙ୍କ ଦାବି

କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ । କରେ।ନା କାଳରେ ସାରା ଦେଶର ଆର୍ଥିକ ସ୍ଥିତି ଖରାପ ଥିବା ବେଳେ ସେଲ୍ଫ ଫାଇନାସ୍ସ କେ।ର୍ସର ଫି କମାଇବାକୁ ଜେ।ରଦାର ଦାବି କରିଛନ୍ତି ଛାତ୍ରଛାତ୍ରୀ

  • Wednesday, 30 June 2021
koraput
ବିନା ମାଟିରେ ବଞ୍ଚିଛି ଗଛ , ଉତ୍ପାଦନ ହେଉଛି ପ୍ରଚୁର ପରିବା

ଡାଟା ସାଇନ୍ସ ଛାତ୍ରଙ୍କ ଭିନ୍ନ ପ୍ରୟାସ । ବିନା ମାଟିରେ ଛାତଉପରେ କରୁଛନ୍ତି ପନିପରିବା ଚାଷ । ତେବେ ଏହିପରି ଘଟଣା ଦେଖିବାକୁ ମିଳିଛି କେ।ରାପୁଟ ଜିଲ୍ଲାରେ । ଅଙ୍କିତ ମହାନ୍ତି ନାମକ ଜଣେ ଯୁବକ ରାଜ୍ୟ ବାହାରେ ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ

  • Wednesday, 30 June 2021
୧୦ ଲକ୍ଷ ଟଙ୍କାରେ ନିର୍ମାଣ ହେ।ଇଥିଲା, ୩ ଦିନରେ ଭୁଶୁଡି ପଡିଲା

ଭୁଶୁଡିଲା ବସୁଧା ଜଳ ପାନୀୟ ଜଳ ପ୍ରକଳ୍ପ । ନିର୍ମାଣ ଶେଷ ହେବାର ମାତ୍ର ୩ ଦିନ ପରେ ଭୁଶୁଡି ପଡିଛି କୂଅ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ,  ବସୁଧା ଯେ।ଜନାରେ କୂଅର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁମେ।ଦନ ହେ।ଇଥିଲା ।

  • Wednesday, 30 June 2021
ramesh
ରମେଶଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ପୁରୀ: ପୁରୀ ବାସେଳିସାହି ପୋଲିସ୍‌ ହେପାଜତରେ ପ୍ରାଣ ହରାଇଥିବା କେ. ରମେଶଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ରମେଶଙ୍କୁ ସାଂଘାତିକ ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି ଯେ, ମୃତ୍ୟୁ ପୂର୍ବରୁ ରମେଶଙ୍କ ଶରୀରରେ ୧୬ଟି କ୍ଷତ ଚିହ୍ନ ଥିଲା। ଏହି କ୍ଷତ ଚିହ୍ନ ଗୁଡ଼ିକ କୌଣସି ଲାଠିର ମାଡ଼ ଓ ଆଘାତ ଯୋଗୁ ସୃଷ୍ଟି ହୋଇ ଥାଇପାରେ। ଏହାସହ ମୁଣ୍ଡରେ ଶକ୍ତ ଆଘାତ ଯୋଗୁ ରମେଶଙ୍କର ମୃତ୍ୟୁ ହୋଇଥିବା […]

  • Wednesday, 30 June 2021
1
ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ବାବୁଲି ନାୟକକୁ ମାରାଥନ ଜେରା

ନୟାଗଡ଼: ପରୀ ହତ୍ୟା ମାମଲାରେ SIT ତନାଘନା ଆରମ୍ଭ କରିଛି। ଅଭିଯୁକ୍ତ ବାବୁଲି ନାୟକର ଘର ଯାଞ୍ଚ ସହିତ ତାକୁ ମାରାଥନ ଜେରା କରାଯାଇଥିବା ସୂଚନା ମିଳିଛି। ଗତକାଲି ବାବୁଲିକୁ ଜେରା କରିବା ପରେ SIT ତାକୁ ଛାଡ଼ି ଦେଇଥିଲା। କିନ୍ତୁ ଆଜି ପୁଣି ଜେରା ପାଇଁ ବାବୁଲି ଓ ତାର ଡ୍ରାଇଭରକୁ ନିଆଯାଇଛି। କୁନି ଝିଅ ପରୀର ହତ୍ୟା ପଛରେ ବାବୁଲିର ହାତ ଥିବା ପରୀଙ୍କ ପରିବାର ଅଭିଯୋଗ କରି ଆସୁଛନ୍ତି। ଅଙ୍ଗ ତସ୍କରି ପାଇଁ […]

  • Wednesday, 30 June 2021
bharat bandh
ଆସନ୍ତା ୮ରେ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ / ଭୁବନେଶ୍ୱର : ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଡାକରା ଦେଲେ ଚାଷୀ। ଚାଷୀଙ୍କ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଦେଉଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି । ନିରଞ୍ଜନ କହିଛନ୍ତି ଯେ, ଚାଷୀଙ୍କ ବନ୍ଦ ଡାକରାକୁ କଂଗ୍ରେସ ପୂରାପୂରି ସମର୍ଥନ ଦେଉଛି। କେବଳ ଏତିକି ନୁହେଁ ବରଂ ଚାଷୀ ଦେଇଥିବା ଭାରତ ବନ୍ଦ ଡାକରାରୁ ଓଡିଶାବାସୀ ସମର୍ଥନ ଦେବା ଲାଗି ସେ ଆହ୍ୱାନ ମଧ୍ୟ କରିଛନ୍ତି […]

  • Wednesday, 30 June 2021
2
ଦିନ ମଜୁରିଆଙ୍କ ନାଁରେ ଦେଢ଼ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ

ପାରାଦୀପ: ଜଣେ ଦିନ ମଜୁରିଆଙ୍କ ନାଁରେ ଦେଢ଼ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ହେଇଛି। ପାରାଦୀପରେ ଏଭଳି ଏକ ବଡ଼ ଧରଣର GST ଠକେଇକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିନ ମଜୁରିଆଙ୍କ ଫଟୋ ଓ ଆଇଡି ବ୍ୟବହାର କରାଯାଇ ଏଭଳି କେହି ଠକିଥିବା ସୂଚନା ମିଳିଛି। ପିତାମ୍ବରପୁର ଗାଁର ବିଜ୍ଞାନ ସ୍ୱାଇଁ ଦିନ ମଜୁରିଆ ଭାବେ କାମ କରନ୍ତି। ହେଲେ ତାଙ୍କ ନାମରେ ପ୍ରାୟ ଦେଢ଼ କୋଟି ଟଙ୍କାର କେହି ଜିଏସ୍‌ଟି ଠକେଇ କରିଥିବା […]

  • Wednesday, 30 June 2021
sambit-patra
ଅରୁଣ ସାହୁଙ୍କୁ ବହିଷ୍କାର କର।ନଗଲେ ନିରପେକ୍ଷ ହେ।ଇପାରିବ ନାହିଁ ତଦନ୍ତ

ପରୀ ହତ୍ୟାକୁ ନେଇ ତେଜୁଛି ରାଜନୀତି । ବିଧାନସଭାରେ ବିଜେପି ବିଧାୟକଙ୍କ ପ୍ରବଳ ହଟ୍ଟଗେ।ଳ ଦେଖିବାକୁ ମିଳିଥିଲା । ତେବେ ବିଧାନସଭା ପରେ ବି ପରୀ ହତ୍ୟା ଘଟଣାକୁ ନେଇ ଜେ।ରସେ।ରରେ ଚାଲିଛି ଚର୍ଚା

  • Wednesday, 30 June 2021