• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

parliament 1
ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। କୋଭିଡ୍ ପାଇଁ ସଂସଦର ଉଭୟ ଗୃହରେ ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସାମାଜିକ ଦୂରତା ସହ ସଦସ୍ୟଙ୍କ ବସିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ପେପର୍ ବଦଳରେ ଗୃହ କାର୍ଯ୍ୟକୁ ଡିଜିଟାଲ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଚଳିତ ଅଧିବେଶନରେ ଭାରତ-ଚୀନ୍ ସୀମା ବିବାଦ ଓ ଅର୍ଥନୀତି ଦୂରାବସ୍ଥା ମୁଖ୍ୟ ପ୍ରସଙ୍ଗ ହୋଇପାରେ। ଏହାକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ। ଏହାସହ ନୂଆ […]

  • Saturday, 03 July 2021
naveen patnaik
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: JDU ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ JDU ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ସେପ୍ଟେମ୍ବର ୧୦ରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଫୋନ୍ ଯୋଗେ କଥା ହୋଇଥିଲେ। ଆଜି ପୁଣି ଥରେ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ। ସୂଚନାଥାଉ କି, ରାଜ୍ୟସଭା ଉପାଧ୍ୟକ୍ଷ ପଦ […]

  • Saturday, 03 July 2021
gold ornaments
Gold Price Today: ସୁନା ଦରରେ ବୃଦ୍ଧି, ରୂପା ବି ହେଲା ମହଙ୍ଗା

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଆଜି ପାଖାପାଖି ଦିନ ୧୦ଟାରେ ସୁନା ଦର Multi Commodity Exchange(MCX)ରେ ୧୨୨ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମକୁ ୫୧,୪୪୧ଟଙ୍କାରେ କାରବାର ଚାଲିଥିଲା। ରୂପା ଦର MCXରେ ୨୨୫ଟଙ୍କା ବୃଦ୍ଧି ସହ ପ୍ରତି କି.ଗ୍ରା.କୁ ୬୮,୧୫୩ଟଙ୍କାରେ କାରବାର ଚାଲିଥିଲା। Good Returnsର ଏକ ରିପୋର୍ଟ ଅନୁସାରେ, ଆଜି […]

  • Saturday, 03 July 2021
2342
ସଂସଦର ମୌସୁମି ଅଧିବେଶନ: ଆରମ୍ଭରୁ ଗୃହ ମୁଲତବି

ନୂଆଦିଲ୍ଲୀ: କୋଭିଡ୍ ଗାଇଡ୍ ଲାଇନ୍ ଭିତରେ ଆରମ୍ଭ ହୋଇଛି ସଂସଦର ମୌସୁମି ଅଧିବେଶନ।  ତେବେ ଆରମ୍ଭରୁ ଗୃହକୁ ଏକ ଘଣ୍ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା। ମୁଲତବି ପରେ ପୁଣି ଆରମ୍ଭ ହୋଇଛି ଗୃହ। କରୋନା ପାଇଁ ଚଳିତ ଅଧିବେଶନରେ ପ୍ରଶ୍ନ କାଳ ବାତିଲ ହୋଇଥିବା ବେଳେ ଗୃହ ଆରମ୍ଭରୁ କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ ଓ କେ. ସୁରେଶ ପୂର୍ବ ଲଦାଖ ସ୍ଥିତିକୁ ନେଇ ମୁଲତବି ପ୍ରସ୍ତାବ ନୋଟିସ ଆଣିଥିଲେ । ସେହିପରି  ନିିଟକୁୁ ନେଇ […]

  • Saturday, 03 July 2021
china spy
ପଦାରେ ପଡ଼ିଲା ଚୀନର ଚକ୍ରାନ୍ତ: ଭାରତର ପ୍ରମୁଖ ରାଜନେତାଙ୍କ ଉପରେ ରଖିଛି ଗୁଇନ୍ଦା ନଜର !

ନୂଆଦିଲ୍ଲୀ: ଭାରତ ଉପରେ ନଜର ରଖିଛି ଚୀନ ! ଦେଶର ୧୦ ହଜାର ଗୁୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଉପରେ ଚୀନ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ଚୀନ ସରକାରଙ୍କ ଅଧିନରେ ଥିବା ‌ଆଇଟି କମ୍ପାନୀ ଜେନ୍ ୱାଙ୍ଗ ଭାରତର ପ୍ରମୁଖ ବ୍ୟକ୍ତିଙ୍କ ଗତିବିଧି ସମ୍ପର୍କରେ ଟିକ୍‌ନିକ୍‌‌ ତଥ୍ୟ ସଂଗ୍ରହ କରୁଥିବା ସୂଚନା ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସଭାପତି ସୋନିଆ ଗାନ୍ଧି, ଡିଫେନ୍ସ ଷ୍ଟାଫ୍‌ର ମୁଖ୍ୟ ବିପୀନ ରାୱତ୍‌ଙ୍କ ସମେତ ଦେଶର ୧୫ […]

  • Saturday, 03 July 2021
ravi kishan
ସଂସଦରେ ଉଠିଲା ବଲିଉଡର ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ

ନୂଆଦିଲ୍ଲୀ: ସଂସଦରେ ଉଠିଛି ବଲିଉଡରେ ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ। ପାକିସ୍ତାନ ଓ ଚୀନରୁ ଡ୍ରଗ୍ସ ଭାରତକୁ ସ୍ମଗଲିଂ ହେଉଛି। ଫିଲ୍ମ ଜଗତ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ନେଇ ଶୂନ୍ୟକାଳରେ କହିଛନ୍ତି ବିଜେପି ସାଂସଦ ରବି କିଷାନ। ଡ୍ରଗ୍ସ ଦ୍ୱାରା ଯୁବ ପିଢ଼ୀଙ୍କ ଜୀବନକୁ ନଷ୍ଟ କରିବା ପାଇଁ ଏହି ଷଡ଼ଯନ୍ତ୍ର ହେଉଛି। ନେପାଳ ଦେଇ ଚୀନରୁ ଏବଂ ପଂଜାବ ଦେଇ ପାକିସ୍ତାନରୁ ଡ୍ରଗ୍ସ ଅଣାଯାଉଛି। ଯୁବ ବର୍ଗରେ ରୋଲ୍ ମଡେଲ୍ ଥିବା ବ୍ୟକ୍ତି ବି […]

  • Saturday, 03 July 2021
corona11
ଭାରତରେ ନିୟନ୍ତ୍ରଣରେ ରହିଛି କରୋନା ସ୍ଥିତି: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ନିୟନ୍ତ୍ରଣରେ ରହିଛି କରୋନା ସ୍ଥିତି । ବିଶ୍ୱରେ ଅନ୍ୟ ଦେଶ ତୁଳନାରେ ଭାରତରେ ସ୍ଥିତି ଭଲ ଅଛି । ଏ ନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ଦେଶରେ ୧୦ ଲକ୍ଷ ଜନସଂଖ୍ୟାରେ ମାତ୍ର ୩,୩୨୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍ ପରିଚାଳନା ସଠିକ୍ ଭାବେ ଚାଲିଛି । ଦେଶରେ ସଂକ୍ରମଣ ହାର କମ ରହିଛି । କରୋନା ଜନିତ ମୃତ୍ୟୁ ହାର ୧ ଦଶମିକ […]

  • Saturday, 03 July 2021
harivansh
ପୁଣି ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ

ନୂଆଦିଲ୍ଲୀ: ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ପୁଣିଥରେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ବାଚନିକ ଭୋଟରେ ନିର୍ବାଚିତ ହୋଇଛନ୍ତି। ଜେଡିୟୁ ନେତା ହରିବଂଶ ସିଂହ ବିରୋଧୀ ଦଳ ପକ୍ଷରୁ ଆରଜେଡି ପ୍ରାର୍ଥୀ ଏବଂ ସାଂସଦ ମନୋଜ ଝାଙ୍କୁ ହରାଇଛନ୍ତି। Harivansh Ji belongs to all sides of the aisle. He has conducted proceedings in an impartial manner. He has been an outstanding umpire and […]

  • Saturday, 03 July 2021
delhi metro
କୋଲକତାରେ ପୁଣି ଗଡିଲା ମେଟ୍ରୋ ଟ୍ରେନ୍

କୋଲକାତା: ୫ ମାସ ପରେ ଆଜିଠୁ କୋଲକତାରେ ପୁଣି ଆରମ୍ଭ ହେଲା ମେଟ୍ରୋ ଟ୍ରେନ୍ ଚଳାଚଳ। ଆଜି ସକାଳ ୮ଟାରେ ପ୍ରଥମ ଟ୍ରେନରେ ପାଖାପାଖି ୩ ହଜାର ଲୋକ ଯାତାୟାତ କରିଥିବା ସୂଚନା ମିଳିଛି। ତେବେ ଏହା ପୂର୍ବରୁ ପରିସରକୁ ସଂପୂର୍ଣ୍ଣ ରୂପେ ସାନିଟାଇଜ୍ କରାଯାଇଥିଲା। ଏହାସହିତ ଯାତ୍ରୀ ଯେପରି ସାମାଜିକ ଦୂରତା, ମାସ୍କ , ଥର୍ମାଲ ସ୍କ୍ରିନିଂ, ହାତ ସାନିଟାଇଜ୍ କରିବେ, ତାଉପରେ ଗୁରୁତ୍ୱ ଦିଆଯାଇଛି।  ଏହାସହିତ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଇ-ଟିକେଟ୍, ଇ […]

  • Saturday, 03 July 2021
kangan
ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ମୁମ୍ବାଇରୁ ମନାଲିକୁ ଫେରିଯାଇଛନ୍ତି। ଚଣ୍ଡିଗଡ଼ ଏୟାରପୋର୍ଟରେ ପହଞ୍ଚିବା ପରେ ସେ ମନାଲି ଯାଇଥିଲେ। ତେବେ ମୁମ୍ବାଇରୁ ଯିବାବେଳେ ସେ ଦୁଇଟି ଟ୍ୱିଟ୍ କରି ନିଜ ମନର କଥା ବର୍ଣ୍ଣନା କରିଛନ୍ତି। ପ୍ରଥମ ଟ୍ୱିଟ୍‌ରେ ସେ ଲେଖିଛନ୍ତି, ଯେ ସେ ବ୍ୟଥିତ ମନରେ ମୁମ୍ବାଇ ଛାଡି ଚାଲିଯାଉଛନ୍ତି। ଗଲା କିଛିଦିନ ହେଲା ଯେଉଁଭଳି ଭାବେ ତାଙ୍କୁ ଆତଙ୍କିତ କରାଯାଉଛି, ଧମକ ଦିଆଯାଉଛି, ଅଫିସ୍ ପରେ ଘରକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି, ତାକୁ […]

  • Saturday, 03 July 2021
Kushok-Bakula-Rimpochee-Airport-Leh-1
ବିଶ୍ଵ ସ୍ତରରେ ଚମକିବ ଭାରତର ଲେହ ବିମାନ ବନ୍ଦର

ଲଦାଖ: ସମ୍ପ୍ରସାରଣ ହେଉଛି ଲେହ ବିମାନ ବନ୍ଦର। ୧୮ ହଜାର ୯୮୫ ବର୍ଗ ମିଟର୍ ଅଞ୍ଚଳରେ ନୂତନ ଭାବେ ମଲ୍ଟି ଲେଭଲ  ଟର୍ମିନାଲ୍ ନିର୍ମାଣ କାର୍ଯ ଜୋରସୋରରେ ଚାଲିଛି।  ପ୍ରତିବର୍ଷ ୨୦ ଲକ୍ଷ ଲୋକେ ଏହି ବିମାନ ବନ୍ଦର ବ୍ୟବହାର କରିପାରିବେ।  ମୁଖ୍ୟତଃ ଶୀତ ଋ଼ତୁରେ ଯେପରି ଅଧିକରୁ ଅଧିକରୁ ବିମାନ ଲେହରେ ଅବତରଣ କରିପାରିବ, ସେ ନେଇ ବ୍ୟବସ୍ଥା ହେଉଛି। ବିଶେଷ ଭାବେ ସକାଳ ସମୟରେ ଯେପରି ଯାତ୍ରୀଙ୍କୁ ଅଧିକ ସୁବିଧା ମିଳିବ ସେ ନେଇ […]

  • Saturday, 03 July 2021