• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

disha salian
ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍‌ ମୃତ୍ୟୁ ପୂର୍ବରୁ କାହାକୁ ଶେଷଥର ପାଇଁ କଲ୍ କରିଥିଲେ, ଏହାକୁ ନେଇ ଲାଗି ରହିଥିବା ସନ୍ଦେହକୁ ନେଇ ମୁମ୍ବାଇ ପୋଲିସ୍ ବୟାନ ରଖିଛି। ଦିଶା ଶେଷଥର ପାଇଁ ନିଜ ସାଙ୍ଗ ଅଙ୍କିତାଙ୍କୁ ଫୋନ୍ କରିଥିଲେ ବୋଲି ପୋଲିସ୍‌ କହିଛି। ଯେଉଁ ଦାବି ହେଉଥିଲା ଯେ, ଦିଶା ଶେଷଥର ପାଇଁ ୧୦୦ ନମ୍ବରକୁ ଡାଏଲ୍‌ କରିବା ପାଇଁ ଚେଷ୍ଟା କରିଥିଲା, ଏହା ମିଛ ବୋଲି ମୁମ୍ବାଇ […]

  • Saturday, 03 July 2021
dog
ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ଲୁଧିଆନା: କୁକୁରଙ୍କ ପାଇଁ ଖୋଲା ଗଲା ବ୍ଲଡ୍ ବ୍ୟାଙ୍କ୍। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ପଞ୍ଜାବ ଲୁଧିଆନାର ଗୁରୁ ଅଙ୍ଗଦ ଦେବ ଭେଟେରୀନାରୀ ଆଣ୍ଡ ଆନିମଲ୍ ସାଇନ୍ସ ୟୁନିଭର୍ସିଟିରେ କୁକୁରଙ୍କ ପାଇଁ ଏକ ବ୍ଲଡ୍ ବ୍ୟାଙ୍କ୍ ଖୋଲାଯାଇଛି। ନିକଟରେ ଏକ କୁକୁର ବ୍ଲଡ୍ ବ୍ୟାଙ୍କକୁ ରକ୍ତ ଦାନ କରିଛି। ପ୍ରତିବର୍ଷ ମେଡିକାଲକୁ ପ୍ରାୟ ୨୫ ହଜାରରୁ ଅଧିକ କୁକୁର ଚିକିତ୍ସା ପାଇଁ ଆସିଥାନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୫ ଶହରୁ ୬ ଶହ କୁକୁରଙ୍କଠାରେ […]

  • Saturday, 03 July 2021
ncb
ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ଏବେ ମୁମ୍ବାଇରେ ସୀମିତ ହୋଇ ରହିନାହିଁ। ଏହାର ଚେର ଏବେ ହିମାଚଳ ପ୍ରଦେଶ ଯାଏ ଲମ୍ବିଛି। ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉ ପେଡଲରଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ହିମାଚଳରୁ ଗିରଫ ହୋଇଥିବା ରାହିଲ୍ ବିଶ୍ରମଙ୍କ ନିକଟରୁ ଗୋଟିଏ କିଲୋ ଚରସ୍ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। ଏହାସହ ସାଢ଼େ ୪ ଲକ୍ଷ ଟଙ୍କା ଜବତ ହୋଇଛି। ଏନ୍ସିବିରୁ ମିଳିଥିବା […]

  • Saturday, 03 July 2021
Capture 2
ସୁସ୍ଥ ହେଉଛନ୍ତି  ଶ୍ରୀଜିଉ, ଶଗଡ଼ରେ ଦେଉଳି ମଠରୁ ଆସିଲା ଫଳ ଭାର

ପୁରୀ: ସୁସ୍ଥ ହେଉଛନ୍ତି  ଶ୍ରୀଜିଉ । ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଥିବା ଚତୁର୍ଦ୍ଧା ମୂରତୀ, ଫୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଏବେ ଅନବସର ଘରେ ଥିବା ଶ୍ରୀଜୀଉଙ୍କ ଲାଗି ଦେଉଳି…

america
ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ୱାଶିଂଟନ୍: ଭାରତ ପରେ ଏବେ ଆମେରିକା ମଧ୍ୟ ଚାଇନିଜ୍ କମ୍ପାନୀ ମାଲିକାନସତ୍ତ୍ୱ ଭିଡିଓ ଶେୟାରିଂ ପ୍ଲାଟଫର୍ମ TikTok ଓ ମେସେଜିଂ ଆପ୍ WeChat ବ୍ୟାନ୍ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରବିବାରଠାରୁ ଅର୍ଥାତ୍ ସେପ୍ଟେମ୍ବର ୨୦ ତାରିଖରୁ ଏହି ଦୁଇ ଆପ୍ସକୁ ବ୍ୟାନ୍ କରିବା ଲାଗି ଘୋଷଣା କରିଛନ୍ତି। ରବିବାରଠାରୁ ଆମେରିକାରେ TikTok ଏବଂ WeChatର ଡାଉନଲୋଡିଂ ହୋଇପାରିବ ନାହିଁ। ଆମେରିକାରେ TikTokର ପ୍ରାୟ ୧୦୦ ମିଲିୟନ୍ ଅର୍ଥାତ୍ ୧୦ କୋଟି ୟୁଜର ଅଛନ୍ତି, ଯେଉଁଥିରୁ […]

  • Saturday, 03 July 2021
paytm
ପ୍ଲେ' ଷ୍ଟୋରକୁ ପୁଣି ଫେରିଲା Paytm

ନୂଆଦିଲ୍ଲୀ: ଗୁଗଲ୍ ପ୍ଲେ ଷ୍ଟୋରରୁ କିଛି ଘଣ୍ଟା ପାଇଁ ହଟିବା ପରେ ମୋବାଇଲ୍ ୱାଲେଟ୍ ଆପ୍ଲିକେସନ୍ Paytm ପୁଣିଥରେ ପ୍ଲାଟଫର୍ମକୁ ଫେରିଛି। ପେଟିଏମ୍ ଟୁଇଟ୍ କରି ଶୁକ୍ରବାର ସନ୍ଧ୍ୟାରେ ଏହି ସୂଚନା ଦେଇଛି। ଏହା ପୂର୍ବରୁ ଗୁଗଲ୍ ପ୍ଲେ’ ଷ୍ଟୋର Paytm ଆପକୁ ଗ୍ୟାମ୍ବଲିଂ (ଜୁଆ ଖେଳିବା) ଅଭିଯୋଗରେ ନିଜ ପ୍ଲାଟଫର୍ମକୁ ହଟାଇଥିଲା। ଗୁଗଲ୍ ପ୍ଲେ ଷ୍ଟୋରର କହିବା ଅନୁଯାୟୀ, ଆମେ ଗ୍ୟାମ୍ବଲିଂ ଆପର ସମର୍ଥନ କରୁନାହୁଁ ଏବଂ ଜୁଆ ସହ ସମ୍ପୃକ୍ତ ନୀତିର ଉଲ୍ଲଙ୍ଘନ କରିବା […]

  • Saturday, 03 July 2021
nia
ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

ନୂଆଦିଲ୍ଲୀ: କେରଳ ଓ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ National Investigation Agency (NIA) ଚଢ଼ଉ କରି ୯ଜଣ ଅଲ୍‌କାଏଦା ଆତଙ୍କବାଦୀଙ୍କୁ ଗିରଫ କରିଛି। ଆତଙ୍କବାଦୀମାନେ ଏକ ବଡ଼ ଧରଣର ହମ୍‌ଲା ପାଇଁ ଯୋଜନା କରୁଥିବା ଖବର ପାଇ NIA ପକ୍ଷରୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଓ କେରଳର ଏର୍ଣ୍ଣାକୁଲ୍‌ମରେ ଏକକାଳୀନ ଚଢଉ କରାଯାଇଥିଲା। ଏର୍ଣ୍ଣାକୁଲ୍‌ମରୁ ୩ ଓ ମୁର୍ସିଦାବାଦରୁ ୬ଜଣ ଅଲ୍‌କାଏଦା ଆତଙ୍କବାଦୀ ଗିରଫ କରାଯାଇଛି। ଆତଙ୍କବାଦୀମାନେ ଭାରତର ବିଭିନ୍ନ ସ୍ଥାନରେ ହମ୍‌ଲା କରି ଆତଙ୍କ ସୃଷ୍ଟି କରିବା […]

  • Saturday, 03 July 2021
bansadhara
ବଂଶଧାରା ପ୍ରସଙ୍ଗରେ ରାଜ୍ୟ ସକକାରଙ୍କ ଉପରେ ଜୋରଦାର ବର୍ଷିଲା ବିଜେପି

ତେବେ ଗତକାଲି ଆନ୍ଧ୍ରପ୍ରଦେଶରେ ବଂଶଧାରା ନଦୀ ଉପରେ ହେବାକୁ ଥିବା ନେରେଡ଼ି ବ୍ୟାରେଜ ଦ୍ୱାରା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲା ବିଜେପି ଟିମ୍ । ଏହି ଅବସରରେ ବିଜେପି ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳ କାଶୀନଗର ବ୍ଲକର ୩ଟି ଗାଁ ପରିଦର୍ଶନ ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ।

  • Saturday, 03 July 2021
sushant
ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ମୁମ୍ବାଇ: ଏବେବି ରହସ୍ୟ ଘେର ଭିତରେ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ। ଏହା ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ Narcotics Control Bureau (NCB) ମଧ୍ୟ ଖୋଳତାଡ଼ କରି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ସମେତ‌ ଅନେକ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି। ସୁଶାନ୍ତଙ୍କୁ ହତ୍ୟା କରାଯାଇପାରେ ବୋଲି […]

  • Saturday, 03 July 2021