• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

kangna
କଙ୍ଗନାଙ୍କୁ କ୍ଷମା ମାଗିବି, କିନ୍ତୁ...

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରନାୱତ ମୁମ୍ବାଇକୁ ମିନି ପାକିସ୍ତାନ କହିବା ମନ୍ତବ୍ୟ ଉପରେ କଡ଼ା ଟିପ୍ପଣୀ ଦେଇଥିବା ଶିବସେନା ନେତା ସଞ୍ଜୟ ରାଉତ ନିଜ ଜିଦରେ ଅଟଳ। ମହିଳାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବାରୁ ସଞ୍ଜୟ କ୍ଷମା ମାଗନ୍ତୁ ବୋଲି କେତେକ ଗଣମାଧ୍ୟମ ପ୍ରଶ୍ନ କରିଥିଲେ। ତେବେ ମୁମ୍ବାଇ ବିରୋଧରେ ଯେ କୌଣସି ବ୍ୟକ୍ତି ଏଭଳି ମନ୍ତବ୍ୟ ଦେବେ ତା ବିରୋଧରେ ବି ସେ ସେହି ଭାଷାର ପ୍ରୟୋଗ କରିବେ ବୋଲି କହିଛନ୍ତି ସଞ୍ଜୟ। କଙ୍ଗନା ରଣାୱତଙ୍କୁ […]

  • Sunday, 04 July 2021
riya
ସତ ଓଗାଳିଲେ ରୀୟା ଚକ୍ରବର୍ତ୍ତୀ!

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ତାଙ୍କ ବାନ୍ଧବୀ ତଥା ଅନ୍ୟତମ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ୍। NCB ଜେରାରେ ସତ ଓଗାଳିଛନ୍ତି ରିୟା। ରିୟାଙ୍କ ଡାଇରେକ୍ଟ ଡ୍ରଗ୍ସ ଲିଙ୍କ୍ ନେଇ ଏବେ ତଥ୍ୟ ସାମ୍ନାକୁ ଆସିଛି। ଭାଇ ସୌଭିକଙ୍କ ଜରିଆରେ ସେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣୁଥିଲେ। NCB ଜେରାରେ ରିୟା ଏହିସବୁ ସତ ମାନିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରଥମ ହାଜିରାରେ ରିୟାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ […]

  • Sunday, 04 July 2021
metro train
Unlock 4: ୫ ମାସ ପରେ ଆଜିଠୁ ପୁଣି ଗଡ଼ିଲା ମେଟ୍ରୋ ଟ୍ରେନ୍‌

ନୂଆଦିଲ୍ଲୀ: ଆଜିଠୁ ଦେଶର କିଛି ସହରରେ ମେଟ୍ରୋ ରେଲ୍‌ୱେ ସେବା ପୁଣି ଆରମ୍ଭ ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ମାସରୁ ଅଧିକ ଦିନ ହେବ ଏହି ସେବା ବନ୍ଦ ରହିଥିଲା। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ସ ଆଧାରରେ, ଦିଲ୍ଲୀ, ନୋଇଡା, ଚେନ୍ନାଇ, କୋଚି, ବେଙ୍ଗାଲୁରୁ, ମୁମ୍ବାଇ ଲାଇନ୍‌-୧, ଜୟପୁର, ହାଇଦ୍ରାବାଦ, ମହା ମେଟ୍ରୋ(ନାଗପୁର), କୋଲକାତା, ଗୁଜରାଟ ଓ ଉତ୍ତରପ୍ରଦେଶ ମେଟ୍ରୋ ଅଥରିଟି ମେଟ୍ରୋ ଟ୍ରେନ୍‌ ଚଳାଚଳ ନେଇ ସେମାନଙ୍କର Standard Operating Procedures(SOP) ପ୍ରସ୍ତୁତ କରିଛନ୍ତି। […]

  • Sunday, 04 July 2021
PUBG-Ban
ପବ୍‌ଜି ପାଇଁ ଜୀବନ ହାରିଲେ ଛାତ୍ର ! ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା: ପବ୍‌ଜି ଖେଳି ନ ପାରିବାରୁ ଜଣେ ୨୧ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ନାଦିଆ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଥିବା ପୋଲିସ୍‌ ସୂଚନା ଦେଇଛି। ମୃତ ଯୁବକଙ୍କ ନାଁ ପ୍ରୀତମ ହଲ୍‌ଦର୍‌। ସେ ଆଇଟିଆଇ ଛାତ୍ର ଥିଲେ। ଚକ୍‌ଡାହ ପୋଲିସ୍‌ ଥାନା ଅନ୍ତର୍ଗତ ପୂର୍ବ ଲାଲ୍‌ପୁର ଅଞ୍ଚଳରେ ତାଙ୍କ ଘର। ପ୍ରୀତମଙ୍କ ମା’ ରତ୍ନା ସୂଚନା ଦେଇ କହିଛନ୍ତି, ଶୁକ୍ରବାର ସକାଳେ ସେ ବ୍ରେକ୍‌ଫାଷ୍ଟ ଖାଇ ନିଜ ରୁମ୍‌କୁ ଯାଇଥିଲେ। […]

  • Sunday, 04 July 2021
delhi police
ଦିଲ୍ଲୀରୁ ଧରାପଡ଼ିଲେ ୨ ଆତଙ୍କବାଦୀ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ୍ ସେଲ୍‌‌ ଉତ୍ତର ପଶ୍ଚିମ ଦିଲ୍ଲୀରୁ ୨ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଏମାନେ Babbar Khalsa International (BKI)ର ଆତଙ୍କବାଦୀ ବୋଲି ଜଣାପଡ଼ିଛି। ପୋଲିସ୍‌ ସହ ଗୁଳି ବିନିମୟ ପରେ ଏହି ଆତଙ୍କବାଦୀମାନେ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଉଭୟ ଆତଙ୍କବାଦୀ ପଞ୍ଜାବରେ କିଛି ମାମଲାରେ ମୋଷ୍ଟ ୱାଣ୍ଟେଡ୍‌ ଥିଲେ ବୋଲି ଦିଳ୍ଲୀ ପୋଲିସ୍ ସ୍ପେଶାଲ୍‌ ସେଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।

  • Sunday, 04 July 2021