• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

1223445
ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଜଣେ ସାମ୍ବାଦିକଙ୍କ ସହ ଜଣେ ଚୀନ ମହିଳା ଓ ଜଣେ ନେପାଳ ନାଗରିକଙ୍କୁ ଗିରଫ କରିଛି । ଗିରପ ସାମ୍ବାଦିକଙ୍କ ନାମ ରାଜୀବ ଶର୍ମା । ରାଜୀବ ଚୀନ ଇନ୍‌‌ଟେଲିଜେନ୍ସକୁ ଗୁଇନ୍ଦା ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ଚୀନ ମହିଳା କିଂଗ ଶୀ ଏବଂ ନେପାଳ ନାଗରିକ ଶେର ସିଂ ଏଥିପାଇଁ କମ୍ପାନୀ ପକ୍ଷରୁ ରାଜୀବଙ୍କୁ ବିପୁଳ ଟଙ୍କା ଦେଉଥିଲେ । ଚୀନ୍ ଗୁଇନ୍ଦା ସଂସ୍ଥା ଟଙ୍କା […]

  • Saturday, 03 July 2021
0001
ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ନୂଆଦିଲ୍ଲ: ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି। କୋଭିଡ-୧୯ ସଙ୍କଟକୁ ଦୃଷ୍ଟିରେ ରଖି ହୋଇଥିବା ଲକ୍‌‌ଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଚାଲ କରାଯାଇଥିଲା ସ୍ୱତନ୍ତ୍ର ଟ୍ରେନ। ଲକ୍ଷ୍ୟଥିଲା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ସୁବିଧାରେ ପହଞ୍ଚାଇ ଦେବା। ତେବେ ସ୍ୱତନ୍ତ୍ର ଟ୍ରେନ୍‌‌ରେ ଯାତ୍ରା ସମୟରେ ୯୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ରେଳମନ୍ତ୍ରୀ ପୀୟୂଷ ଗୋୟଲ ନିଜେ ଏହି କଥାକୁ ସଂସଦ […]

  • Saturday, 03 July 2021
ins
ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

ନୂଆଦିଲ୍ଲୀ: ଭାରତରେ ଦୀର୍ଘବର୍ଷ ଧରି ସେବାରେ ନିୟୋଜିତ ନୌସେନାର ଏୟାର କ୍ରାଫ୍ଟ କ୍ୟାରିୟର ଜାହାଜ INS ବିରାଟ ଆରମ୍ଭ କରିଛି ନିଜର ଅନ୍ତିମ ଯାତ୍ରା। ଆଇଏନଏସ ବିରାଟକୁ ନୌସେନା ସେବାରୁ ଅବ୍ୟାହତି ଦିଆଯାଇଥିଲା। ଏବେ ଏହାକୁ ମୁମ୍ବାଇର ନୌସେନା ୟାର୍ଡରୁ ଗୁଜରାଟ ଅଲଙ୍ଗସ୍ଥିତ ଜାହାଜ ଭଙ୍ଗା ୟାର୍ଡକୁ ନିଆଯାଉଛି। ଯେଉଁଠିକି ଏହାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇ ସ୍କ୍ରାପ ଭାବେ ବିକ୍ରି କରାଯିବ। ପ୍ରାୟ ୩୦ ବର୍ଷ ଧରି ଭାରତୀୟ ନୌସେନାକୁ ସେବା ଯୋଗାଇ ଆସିଥିବା INS […]

  • Saturday, 03 July 2021
Ranendra-Pratap-Swain
ମଣ୍ଡିରେ ଧାନ ଗଦା ହୋଇଛି, ହେଲେ ମନ୍ତ୍ରୀ କହିଲେଣି ସମୟ ସରିଯାଇଛି ଆଉ କିଣାଯିବନି

ଭୁବନେଶ୍ୱର: ଚାଷୀଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ । ଚାଷୀଙ୍କ ଠାରୁ ଏବେ ଆଉ ଧାନ କିଣିବେନି ରାଜ୍ୟ ସରକାର । କେନ୍ଦ୍ର କୋଟ୍‌କୁ ବଲ ଗଡ଼େଇ ନିଜ ଧୂଳି ଝାଡ଼ିଦେଲେ ରାଜ୍ୟ ସରକାର । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର…

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

କଟକ: ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇ ସୋସିଆଲ୍‌ ମିଡିଆରେ ହୋଇଥିବା ପୋଷ୍ଟକୁ ନେଇ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ମାମଲା ରୁଜୁ ହୋଇଛି। ଏହାସହ ଘଟଣାର ତଦନ୍ତ ଚାଲିଥିବା ନେଇ କଟକ ଡିସିପି ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। କିଛି ଅସାମାଜିକ ଓ ଖଳ ପ୍ରକୃତିର ଲୋକ ଫେସ୍‌ବୁକ୍ ମାଧ୍ୟମରେ ଜନସାଧାରଣଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇ ପୋଷ୍ଟ କରିଥିବା ଅପମାନଜନକ ପୋଷ୍ଟକୁ ଗଭୀରତାର ସହ ନେଇ ତଦନ୍ତ କରାଯାଉଥିବା କଟକ ଡିସିପି ସୂଚନା ଦେଇଛନ୍ତି। ଏଭଳି ପୋଷ୍ଟ […]

  • Saturday, 03 July 2021
rajya sabha
ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭାରେ କୃଷି ବିଲ୍ ଆଗତ କଲେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।  ବିଲ୍ ସପକ୍ଷରେ ରାଜ୍ୟସଭାରେ ଯୁକ୍ତି ଉପସ୍ଥାପନ କଲେ। ଏହି ୨ଟି ବିଲ୍ ଐତିହାସିକ ଏବଂ ଏହା ଚାଷୀଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି। ଏପରିକି ଚାଷୀ ନିଜ ଫସଲ ନିଜ ଇଚ୍ଛାରେ ଯେ କୌଣସି ସ୍ଥାନରେ ବିକିପାରିବେ ବୋଲି କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି। ବିଲ୍‌କୁ ନେଇ ଭୁଲ୍ ସୃଷ୍ଟି କରା ଯାଇ ବିରୋଧ କରାଯାଉଛି ଯାହାକି ଦୁର୍ଭାଗ୍ୟଜନକ […]

  • Saturday, 03 July 2021
actor
ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ମାଙ୍ଗାଲୋର: ବ୍ୟାନ୍‌ ହୋଇଥିବା ଡ୍ରଗ୍ସକୁ ବିକ୍ରି କରିବା ପାଇଁ ପ୍ରୟାସ କରିବା ଅଭିଯୋଗରେ ଅଭିନେତା କିଶୋର ଅମନ୍‌ ଶେଟ୍ଟୀଙ୍କୁ ପୋଲିସ୍‌ ଗିରଫ କରିଛି। ସେ ଜଣେ କୋରିଓଗ୍ରାଫର ଓ ଡ୍ୟାନ୍ସର ମଧ୍ୟ। କିଶୋରଙ୍କ ଜଣେ ସହଯୋଗୀ ଆକ୍ୱେଲ୍‌ ନୌଶିଲ୍‌ଙ୍କୁ ମଧ୍ୟ ପୋଲିସ୍‌ ଗିରଫ କରିଛି। ବ୍ୟାନ୍‌ ହୋଇଥିବା ଡ୍ରଗ୍‌ MDMAକୁ କର୍ଣ୍ଣାଟକର ମାଙ୍ଗାଲୋରରେ ବିକ୍ରି କରିବା ଅଭିଯୋଗରେ ପୋଲିସ୍‌ ଏହି ୨ ଜଣଙ୍କୁ ଗତକାଲି ଗିରଫ କରିଛି। ସୂଚନା ଅନୁସାରେ, କିଶୋର ଓ ଆକ୍ୱେଲ୍‌ ବ୍ୟାନ୍‌ ହୋଇଥିବା […]

  • Saturday, 03 July 2021
parliament
ଧାର୍ଯ୍ୟ ସମୟ ଆଗରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟର ଯଥେଷ୍ଟ ଆଗରୁ ଶେଷ ହୋଇପାରେ ସଂସଦର ମୌସୁମୀ ଅଧିବେଶନ । ଅକଟୋବର ୧ ତାରିଖରେ ସରିବାକୁ ଥିଲେ ବି କରୋନା ସଂକ୍ରମଣ କାରଣରୁ ଆସନ୍ତା ବୁଧବାର ହିଁ ସଂସଦର ସତ୍ର ଶେଷ କରିବାକୁ ବିଜ୍ନେସ୍ ଆଡ୍ଭାଇଜରି କମିଟି ବୈଠକରେ ଆଲୋଚନା ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଗତକାଲି ଅନୁଷ୍ଠିତ ବୈଠକରେ ବିଭିନ୍ନ ବିରୋଧୀ ଦଳଙ୍କ ସହ ଆଲୋଚନା ପରେ ବିରୋଧୀ ବି ଅଧିବେଶନ ଶୀଘ୍ର ସାରିବା ନେଇ ସହମତି ହେବାରୁ […]

  • Saturday, 03 July 2021
ରାଜ୍ୟସଭାରେ ପାରିତ ହେଲା କୃଷି ବିଲ୍

ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ରାଜ୍ୟସଭାରେ ପାରିତ ହୋଇଛି କୃଷି ବିଲ୍‌। ଅଧିକ ଆଲୋଚନା ପାଇଁ ବିଲ୍‌କୁ ସିଲେକ୍ଟ କମିଟି ନିକଟକୁ ପଠାଇବା ପାଇଁ ବିରୋଧୀ ଦଳ ଗୁଡ଼ିକ ଯେଉଁ ପ୍ରସ୍ତାବ ଦେଇଥିଲେ, ତାହା ଅଗ୍ରାହ୍ୟ ହୋଇଛି। ପୂର୍ବରୁ ଏହି ବିଲ୍‌ ଲୋକସଭାରେ ପାରିତ ହୋଇଥିବାରୁ ଏବେ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ଓ gazette‌ରେ ପ୍ରକାଶ ପାଇବା ପରେ ତାହା ଆଇନରେ ପରିଣତ ହେବ। ଏହି ବିଲ୍ ଉପରେ ଆଜି […]

  • Saturday, 03 July 2021
tiktok
ଆମେରିକାରେ ଚୀନ୍ କମ୍ପାନୀ Tiktokକୁ କିଣିବ Oracle

ୱାଶିଂଟନ୍‌‌: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଆମେରିକାର ସଫ୍ଟୱେର କମ୍ପାନୀ ଓରାକଲକୁ ଭିଡିଓ ଶେୟାରିଂ ଆପ୍‌ କମ୍ପାନୀ ବାଇଟ୍‌‌ଡାନ୍ସ (ByteDance) କୁ କିଣିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ଟ୍ରମ୍ପ ରବିବାର ସାମ୍ବାଦିକମାନଙ୍କୁ କହିଛନ୍ତି, ୱାଲମାର୍ଟ ବି ଏହି ବୁଝାମଣାରେ ଏକ ଅଂଶୀଦାର ରହିଛି। ଏହା ଟେକ୍ସାସରେ ଥିବା ନୂଆ କମ୍ପାନୀର ନିର୍ମାଣ ଦେଖିବ। ଆମେରିକା ଟିକଟିକ୍‌‌ର ପରିଚାଳନା କରିବ। ସେ ଆହୁରି କହିଛନ୍ତି, ଏହି ବୁଝାମଣାରେ ଏକ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଦାନ ସୂତ୍ରରେ ମିଳିଥିବା ପାଞ୍ଚ […]

  • Saturday, 03 July 2021
nabaz
ରାଜନୀତିକୁ ଫେରୁଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ !

ନୂଆଦିଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ଦୀର୍ଘ ଏକ ବର୍ଷ ଅନ୍ତର୍ଦ୍ଧାନ ରହିବା ପରେ ଦେଶର ରାଜନୀତିକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପିପିପି ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ ଜର୍ଦ୍ଦାରୀ ଇମ୍ରାନ ଖାଁ ସରକାର ବିରୋଧରେ ଆନ୍ଦୋଳନ କରିବା ପାଇଁ ରବିବାର ଡିଜିଟାଲ ସମ୍ମେଳନର ଅୟୋଜନ କରିଛନ୍ତି । ଦେଶର ତିନି ବିରୋଧୀ ଦଳକୁ ନେଇ ଏହି ସମ୍ମେଳନ କରାଯାଇଥିଲା । ଏହି ସମ୍ମେଳନରେ ଭାଗ ନେବା ପାଇଁ ସେ ନବାଜ ସରିଫଙ୍କୁ ଆମନ୍ତ୍ରଣ […]

  • Saturday, 03 July 2021
building collapsed
ଭୁଶୁଡ଼ି ପଡ଼ିଲା ୩ ମହଲା କୋଠା: ୧୦ ମୃତ

ମୁମ୍ବାଇ: ମୁମ୍ବାଇ ନିକଟ ଭିୱାଣ୍ଡିରେ ୩ ମହଲା କୋଠା ଭୁଶୁଡ଼ି ପଡ଼ିବା ଯିବା ଯୋଗୁ ୧୦ଜଣଙ୍କ ମୃତ୍ୟୁ ଘଟିଛି।ଗତକାଲି ବିଳମ୍ବିତ ରାତି ୩ଟା ୪୦ମିନିଟ୍‌ ସମୟରେ ଭିୱାଣ୍ଡିର ପଟେଲ୍‌ କମ୍ପାଉଣ୍ଡ୍‌ରେ ଅଞ୍ଚଳରେ ଥିବା ଏହି ୩ ମହଲା କୋଠାଟି ଭୁଶୁଡ଼ି ପଡ଼ିଥିଲା। ଭଗ୍ନାବଶେଷ ତଳୁ ୩୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।ଉଦ୍ଧାର କାର୍ଯ୍ୟରେ NDRF ଟିମ୍, ଦମକଳ ବାହିନୀ ଓ ପୋଲିସ୍‌ ଟିମ୍‌ ସାମିଲ ହୋଇଛନ୍ତି।

  • Saturday, 03 July 2021
taj mahal
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ତାଜମହଲ

ଆଗ୍ରା: ମହାମାରୀ କରୋନା ପାଇଁ ୬ ମାସରୁ ଅଧିକ ଦିନ ଧରି ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ଐତିହାସିକ ତାଜମହଲ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି। ଆଗ୍ରା ଦୁର୍ଗ ମଧ୍ୟ ଆଜିଠୁ ଖୋଲିଛି। ମହାମାରୀ କରୋନା ଯୋଗୁ ମାର୍ଚ୍ଚ ୧୭ରୁ ଉଭୟ ବିଶ୍ୱ ଐତିହ୍ୟ ସ୍ଥଳ ବନ୍ଦ ରହିଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍‌ ସୁରକ୍ଷା ଗାଇଡଲାଇନ୍ସକୁ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି। ଏହାସହ ସାମାଜିକ ଦୂରତା ବଜାୟ ରଖିବା […]

  • Saturday, 03 July 2021
ରାଜ୍ୟସଭାର ୮ ସାଂସଦ ସସ୍‌ପେଣ୍ଡ୍

ନୂଆଦିଲ୍ଲୀ: ବିଶୃଙ୍ଖଳ ଆଚରଣ ପାଇଁ ୮ ସାଂସଦଙ୍କୁ ରାଜ୍ୟସଭାରୁ ସସ୍‌ପେଣ୍ଡ୍ କରାଯାଇଛି।  କୃଷି ବିଲ୍ ଆଲୋଚନା ବେଳେ ହଙ୍ଗାମା କରିଥିବା ଏହି ୮ ସାଂସଦଙ୍କୁ ସପ୍ତାହେ ପାଇଁ ସସ୍‌ପେଣ୍ଡ୍ କରାଯାଇଥିବା ସୂଚନା ମିଳିଛି। ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କେୟା ନାଇଡୁ ଏମାନଙ୍କୁ ସସ୍‌ପେଣ୍ଡ୍ କରିଛନ୍ତି। ସସ୍‌ପେଣ୍ଡ୍ ହୋଇଥିବା ଏହି ୮ ସାଂସଦ ହେଲେ- ଡେରେକ୍ ଓବ୍ରାଏନ୍,ସଞ୍ଜୟ ସିଂ, ରାଜୁ ସତାଭ୍‌,କେକେ ରାଗେଶ,ରିପୁନ ବୋରା,ଡୋଲା ସେନ୍‌, ସୟଦ୍‌ ନାଜିର୍‌ ହୁସେନ୍‌ ଓ ଏଲାମରନ୍‌ କରିମ୍‌। ସୂଚନାଥାଉ କି, ଗତକାଲି […]

  • Saturday, 03 July 2021
darbar move
ବନ୍ଦ ହେଲା କାଶ୍ମୀରର ୧୫୦ ବର୍ଷର ‘ଦରବାର ମୁଭ୍’ ପ୍ରଥା

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ବଦଳି ଯିବ ୧୫୦ ବର୍ଷ ଧରି  ଚାଲି ଆସୁଥିବା ପ୍ରଥା।  ଆଉ ପ୍ରତି ୬ ମାସରେ ଜମ୍ମୁ କାଶ୍ମୀରରେ  ହେବନି ଦରବାର ସ୍ଥାନାନ୍ତର। ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଯାଇ  ବୁଧବାର ଏହି ପ୍ରଥାକୁ ବନ୍ଦ କରି ଦିଆଯାଇଛି।…

  • Saturday, 03 July 2021