• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rhea
ସୁଶାନ୍ତଙ୍କୁ ଶେଷ ଥର ପାଇଁ କ'ଣ କହିଥିଲେ ରିୟା?

ଭୁବନେଶ୍ୱର: ସୁଶାନ୍ତଙ୍କୁ ଶେଷଥର ପାଇଁ ସରି ବାବୁ କହିଥିଲେ ରିୟା ଚକ୍ରବର୍ତ୍ତୀ। ମୃତ୍ୟୁର ସପ୍ତାହେ ପୂର୍ବରୁ ସୁଶାନ୍ତଙ୍କୁ ଛାଡ଼ି ଚାଲିଯାଇଥିବା ରିୟା କଣ ପାଇଁ ସରି କହିଲେ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଉ ଏହି ମାମଲାରେ ନୂଆ ଟ୍ୱିଷ୍ଟ ବି ଆସିଛି, କାହିଁକିନା ଏବେ ସରି ବାବୁର ଗୁମର ଖୋଲିଛନ୍ତି କରଣୀ ସେନାର କର୍ମୀ ସୁରଜିତ ରାଠୋର। ସୁରଜିତ ସେଦିନ କୋପର ହସ୍ପିଟାଲରେ ସୁଶାନ୍ତଙ୍କ ମରଶରୀର ପାଖରେ ରହିଥିଲେ ରିୟା ଯେତେବେଳେ ସୁଶାନ୍ତଙ୍କୁ […]

  • Sunday, 04 July 2021
sushan-ti-sing
ସୁଶାନ୍ତଙ୍କ ବେଡ୍‌ରୁମ ତାଲା ଭାଙ୍ଗିଥିବା ବ୍ୟକ୍ତିର ବୟାନ ପରେ ବଢ଼ିଲା ସନ୍ଦେହ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ତଦନ୍ତ ଯେତିକି ଆଗଉଛି ମାମଲା ସେତିକି ସନ୍ଦେହଜନକ ହେଉଛି। ଏବେ ସୁଶାନ୍ତ ବେଡ୍‌ରୁମ ତାଲା ଭାଙ୍ଗିଥିବା ବ୍ୟକ୍ତି ରଫିକ୍‌ଙ୍କ ବୟାନକୁ ନେଇ ସନ୍ଦେହ ବଢ଼ିଛି। ତାଲା ଭାଙ୍ଗିବାକୁ ୩ରୁ ୪ ଜଣ ଡାକିଥିବା ରଫିକ୍ କହିଛି। ରଫିକ କହିଛି, ବେଡ୍ ରୁମ୍‌ରେ କମ୍ପ୍ୟୁଟରାଇଜ୍ ଲକ୍ ଥିଲା। ଭାଙ୍ଗିବାକୁ କଷ୍ଟ ହେଲା। ମାତ୍ର ତାଲା ଭାଙ୍ଗିବା ପରେ ମୋତେ ଭିତରକୁ ଯିବାକୁ ଦିଆଗଲା ନାହିଁ। ତାଲା ଭାଙ୍ଗିବା ପରେ ସେମାନେ […]

  • Sunday, 04 July 2021
doud
ପାକିସ୍ତାନ‌ କହିଲା, କେଉଁଠି ଲୁଚିକି ରହଛି ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମ

ନୂଆଦିଲ୍ଲୀ: ପାକିସ୍ତାନ ଇମ୍ରାନ ଖାନ୍ ସରକାର ମାନିଲା ବଡ଼ ସତ। ଦାଉଦ ଇବ୍ରାହିମ ପାକିସ୍ତାନରେ ଥିବା ମାନିଲା ଇମ୍ରାନ ସରକାର। ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମ ପାକିସ୍ତାନରେ ରହିଛି। ଦାଉଦ ପାକିସ୍ତାନର ବନ୍ଦର ନଗରୀ କରାଚିରେ ରହିଛି। ଏ ନେଇ ଇମ୍ରାନ ସରକାର ମାନିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ୮୮ଟି ଆତଙ୍କୀ ସଂଗଠନ ଉପରେ କଟକଣା ପାକିସ୍ତାନ ଜଣାଇଛି। କଟକଣା ନେଇ ଜାତିସଂଘ ସୁରକ୍ଷା ପରିଷଦକୁ ପାକିସ୍ତାନ ଜଣାଇଛି। ୮୮ ଆତଙ୍କୀ ତାଲିକାରେ ଦାଉଦ […]

  • Sunday, 04 July 2021
daaud
ପାକିସ୍ତାନର ଦୋମୁହାଁ ନୀତି; ଆଗେ କହିଲା ଦାଉଦ କରାଚୀରେ ଅଛି, ପରେ ମନାକଲା

ନୂଆଦିଲ୍ଲୀ: ପାକିସ୍ତାନ ପୁଣି ଦୋମୁହାଁ ନୀତି ସାମ୍ନାକୁ ଆସିଛି। କୁଖ୍ୟାତ ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ୍ ଇବ୍ରାହିମ୍‌ ପାକିସ୍ତାନରେ ଲୁଚି ରହିଥିବା ନେଇ ଶନିବାର ଲିଷ୍ଟ ଜାରି କରିଥିଲା ପାକିସ୍ତାନ। ଦାଉଦ୍‌ର ପାସ୍‌ପୋର୍ଟ ସହିତ କରାଚୀ ଠିକଣା ଜରି କରିଥିଲା ପାକ୍। ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ନିଜ କଥାରେ ଓହରିଯାଇଛି ଇସ୍‌ଲାମାବାଦ। ଦାଉଦ୍ କରାଚୀରେ ନାହିଁ। ସେ କରାଚୀରେ ଥିବା ସରକାର କହିନଥିବା ପାକିସ୍ତାନ କହିଛି। ଗଣମାଧ୍ୟମ ମିଥ୍ୟା ପ୍ରଚାର କରୁଛି ବୋଲି ପାକିସ୍ତାନ ଅଭିଯୋଗ […]

  • Sunday, 04 July 2021
shooting
ଫିଲ୍ମ ଓ ଟିଭି ସୁଟିଂ ପାଇଁ ଜାରି ହେଲା SOP

ନୂଆଦିଲ୍ଲୀ: କରୋନା କଟକଣା ଯୋଗୁ ବନ୍ଦ ରହିଥିବା ଟିଭି ପ୍ରଡକ୍ସନ ଇଣ୍ଡଷ୍ଟ୍ରି ଓ ଫିଲ୍ମ ସୁଟିଂ କାର୍ଯ୍ୟ ପୁଣିଥରେ ଆରମ୍ଭ କରିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଘୋଷଣା କରିଛନ୍ତି। ଏଥିପାଇଁ ନୂଆ ଗାଇଡଲାଇନ୍ସ ଜାରି ହୋଇଛି। ଏ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍‌ କରି ନୂଆ SOP(Standard Operating Procedure) ବାବଦରେ ସୂଚନା ପ୍ରଦାନ କରିଛନ୍ତି। ନୂଆ ଗାଇଡାଲାଇନ୍ସ ମିଡିଆ ପ୍ରଡକ୍ସନ ଇଣ୍ଡଷ୍ଟ୍ରି ପାଇଁ ସଞ୍ଜୀବନୀ ଭଳି କାର୍ଯ୍ୟ କରିବ। ସାମାଜିକ ଦୂରତା […]

  • Sunday, 04 July 2021
Death Teacher
 ମୃତ ଶିକ୍ଷକ କୋଭିଡ୍‌ କଂଟ୍ରୋଲ ରୁମ୍‌ରେ କରିବେ କାର୍ଯ୍ୟ !

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗର ଅଜବ ନୀତି, ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମର କାର୍ଯ୍ୟ । କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଜଣେ ମୃତ ଶିକ୍ଷକଙ୍କୁ କୋଭିଡ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ଏମିତି ଚିଠି ଜାରି ହୋଇଛି।

  • Sunday, 04 July 2021
pranab mukharjee
Pranab Mukharjee Health Update: ଏବେ ବି ଡିପ୍‌ କୋମାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ (Pranab Mukharjee) ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ। ବର୍ତ୍ତମାନ ସେ ଡିପ୍ କୋମାରେ ଥିବା ଦିଲ୍ଲୀ ଆର୍ମୀ ହସ୍ପିଟାଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭେଣ୍ଟିଲେଟର ସପୋର୍ଟରେ ହିଁ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ୮୪ ବର୍ଷୀୟ ପ୍ରଣବ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ପଡ଼ିଯିବାରୁ ତାଙ୍କ ବ୍ରେନ୍‌ରେ ବ୍ଲଡ୍ କ୍ଲଟ୍‌ ହୋଇଥିଲା।  ଏହାର ଅପରେସନ ପାଇଁ ଗତ ୧୦ ତାରିଖରେ ତାଙ୍କୁ ଦିଲ୍ଲୀସ୍ଥିତ କେଣ୍ଟନମେଣ୍ଟର ଆର୍ମି ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। […]

jp-nadda
ନୀତୀଶଙ୍କ ନେତୃତ୍ୱରେ ଲଢ଼ାଯିବ ବିହାର ନିର୍ବାଚନ: ଜେପି ନଡ୍ଡା

ନୁଆଦିଲ୍ଲୀ: ନୀତୀଶଙ୍କ ନେତୃତ୍ୱରେ ବିଜେପି, ଜେଡିୟୁ ଓ ଏଲ୍‌ଜେପି ମିଳିତ ହୋଇ ବିହାରରେ ନିର୍ବାଚନ ଲଢ଼ିବେ। ଆଜି ଏହା ସ୍ପଷ୍ଟ କରିଛନ୍ତି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା। ଏହି ଘୋଷଣା ପରେ NDAର ଫାଟ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ବିହାର ବିଜେପି ପ୍ରଦେଶ କାର୍ଯ୍ୟସମିତି ବୈଠକରେ ଯୋଗେ ଦେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଘୋଷଣା କରିଛନ୍ତି ନଡ୍ଡ। ଅକ୍ଟୋବର ଓ ନଭେମ୍ବର ମାସରେ ହେବାକୁ ଥିବା ବିହାର […]

  • Sunday, 04 July 2021
nad
'ବିଜେପି ହେ ତୈୟାର ଆତ୍ମନିର୍ଭର ବିହାର' ନାରା ଦେଇ ବିହାର ନିର୍ବାଚନ ଲଢ଼ିବ ବିଜେପି

ପାଟନା: ଏଥର ନୂଆ ନାରା ସହିତ ବିହାର ବିଧାନସଭା ନର୍ବାଚନ ଲଢ଼ିବ ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ନାରାକୁ ନେଇ ବିଜେପି ବିହାରରେ ଆଉ ଏକ ନାରା ଦେଇଛି। ବିଜେପି ପ୍ରଦେଶ କାର୍ଯ୍ୟ ସମିତି ବୈଠକରେ ଯୋଗ ଦେଇ ରାଜ୍ୟ ବିଜେପି ମୁଖ୍ୟ ଭୁପେନ୍ଦ୍ର ଯାଦବ କହିଛନ୍ତି ଦଳ ଏଥର ନୂଆ ସ୍ଲୋଗାନ ଦେଇ ନିର୍ବାଚନ ଲଢ଼ିବ। ଏହି ସ୍ଲୋଗାନ ହେଲା- ‘ବିଜେପି ହେ ତୈୟାର, ଆତ୍ମନିର୍ଭର ବିହାର।’ ଏହି ସ୍ଲାଗାନ ଦେବା ସହିତ […]

  • Sunday, 04 July 2021
ranjna-gogoi
'ମୁଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହେଁ କି ରାଜନେତା ନୁହେଁ'

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଆସାମରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ଆଜି ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରଞ୍ଜନ ଗୋଗୋଇ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି “ ମୁଁ ଜଣେ ରାଜନେତା ନୁହେଁ କି ମୋର ଏଭଳି ଉଦ୍ଦେଶ୍ୟ କି ଅଭିଳାଶା ନାହିଁ। ଏଭଳି ପଦବୀ ପାଇଁ କେହି ମୋ ନା ସୁପାରିଶ କରିନାହାଁନ୍ତି କି କରିବାରୁ ସମ୍ଭାବନା ବି ନାହିଁ।” ଏଥିସହିତ […]

  • Sunday, 04 July 2021
congress
ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବେ ସୋନିଆ! କ'ଣ କହିଲା କଂଗ୍ରେସ ?

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବେ ସୋନିଆ ଗାନ୍ଧି। ଦଳର ଜଣେ ସଦସ୍ୟ ଚିଠିର ଉତ୍ତର ଦେଇ ସୋନିଆ ଏପରି କହିଥିବା ଚର୍ଚ୍ଚା ହେଉଛି। ଦଳର ପରିବର୍ତ୍ତନ ପାଇଁ ସଦସ୍ୟ ଜଣଙ୍କ ସୋନିଆଙ୍କ ପାଖକୁ ଚିଠି ଲେଖିଥିଲେ। ଯାହାର ଉତ୍ତରରେ ସୋନିଆ କହିଛନ୍ତି, ସମସ୍ତେ ଏକାଠି ହୋଇ ଦଳର ନୂଆ ମୁଖିଆ ଖୋଜିବା ଉଚିତ୍। ସେ ଆଉ ଦାୟିତ୍ୱ ନେବାକୁ ଚାହୁଁ ନାହାଁନ୍ତି। ତେବେ ଏନେ କଂଗ୍ରେସ ପକ୍ଷରୁ କିନ୍ତୁ କିଛି ସୂଚନା ମିଳି ନାହିଁ। […]

  • Sunday, 04 July 2021
hand
ଏକାଥରକେ ପରିବାରର ୫ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୋପାଳ: ମଧ୍ୟପ୍ରଦେଶର ଟିମକଗଡ଼ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ରିଟାୟର୍ଡ ସରକାରୀ କର୍ମଚାରୀଙ୍କ ସମେତ ତାଙ୍କ ପତ୍ନୀ ଏବଂ ପରିବାର ଅନ୍ୟ ତିନି ସଦସ୍ୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ମୃତକଙ୍କ ମଧ୍ୟରେ ଏକ ୪ ବର୍ଷର ପିଲା ମଧ୍ୟ ଥିଲା। ପଡ଼ୋଶୀଙ୍କଠାରୁ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ପଡ଼ୋଶୀମାନେ କିଛି ଦିନ ହେବ ଘରୁ କାହାକୁ ବାହାରକୁ ଆସୁଥିବାର ଦେଖିବାକୁ ପାଇନଥିଲେ, ଯାହା ପରେ ସେମାନଙ୍କ […]

  • Sunday, 04 July 2021
crpf
CRPF କ୍ୟାମ୍ପକୁ ଆସିଲା ୧.୫ କୋଟି ଟଙ୍କାର ଇଲେକ୍ଟ୍ରିକ୍‌ ବିଲ୍

ଶ୍ରୀନଗର: କାଶ୍ମୀର ଭ୍ୟାଲିର ‘ଚାରାରେ ସରିଫ’ରେ ଥିବା ଏକ ସିଆର୍‌ପିଏଫ୍‌ କ୍ୟାମ୍ପକୁ ଆସିଛି ୧.୫ କୋଟି ଟଙ୍କାର ଇଲେକ୍ଟ୍ରିକ୍ ବିଲ୍। ତାହା ପୁଣି କେବଳ ଜୁଲାଇ ମାସର। ଏତେ ମୋଟା ଅଙ୍କର ଇଲେକ୍ଟ୍ରିକ୍ ବିଲ୍ ଦେଖି ମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜାମ୍ମୁ-କାଶ୍ମରୀ ପାୱାର ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ୧୮୧ ବାଟାଲିୟନ ସିଆର୍‌ପିଏପ୍‌ ନାଁରେ ଏହି ବିଲ୍ ଦେଇଛି। ଯଦିଓ ଜାମ୍ମୁ- ଓ କାଶ୍ମୀର ପୁଲିସ ଏହି ବିଲ୍‌ ପୈଠ କରିଥାଏ। ତେବେ ଏତେ ମୋଟା ଅଙ୍କର ବିଲ୍ ସିଆର୍‌ପିଏଫ୍‌କୁ […]

  • Sunday, 04 July 2021
ganesha
ଏବର୍ଷ ମାର୍କେଟରୁ ଉଭାନ ଚାଇନିଜ୍ ଗଣେଶ ମୂର୍ତ୍ତି

ନୂଆଦିଲ୍ଲୀ: କୋଭିଡ୍‌-୧୯ ତଥା ଚୀନ୍ ସହ ସୀମା ବିବାଦର ପ୍ରଭାବ ଚଳିତବର୍ଷର ଗଣେଶ ପୂଜା ଉପରେ ପଡ଼ିଛି। ଗୋଟିଏ ପଟେ କୋଭିଡ୍‌-୧୯ କାରଣରୁ ସରକାର ସାର୍ବଜନୀନ ସ୍ଥାନରେ ପୂଜା କରିବାକୁ ମନା କରିଛନ୍ତି। ଅନ୍ୟପକ୍ଷରେ ଚୀନ୍ ସହ ଚାଲିଥିବା ବିବାଦ କାରଣରୁ ଦେଶରେ ଚାଇନିଜ୍ ସାମଗ୍ରୀ ପ୍ରତି ଆକ୍ରୋଶ ଜାରି ରହିଛି। ଏହି ପ୍ରଭାବରେ ଚଳିତବର୍ଷ ମାର୍କେଟରୁ ସମ୍ପୂର୍ଣ୍ଣ ଭାବେ ଉଭାନ୍ ହୋଇଯାଇଛି ଚାଇନିଜ୍ ମୂର୍ତ୍ତି। ଏ ନେଇ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) […]

  • Sunday, 04 July 2021