ନୂଆଦିଲ୍ଲୀ: ଫଳ ଏବଂ ପନିପରିବା ମୂଲ୍ୟ ବୃଦ୍ଧି ଚିନ୍ତା ବଢାଇଥିବାବେଳେ ଏବେ ଆଉ ଝଟ୍କା। ଗତ କିଛି ଦିନ ହେବ ଡିଜେଲ ମୂଲ୍ୟ ବୃଦ୍ଧି ହେତୁ ଟ୍ରକ ଚାଳକମାନେ ପରିବହନ ଭଡା ବୃଦ୍ଧି କରିବାକୁ ବାଧ୍ୟ ହୋଇଥିଲେ। ତେବେ ଟ୍ରକ ଭଡା ବୃଦ୍ଧିର ସର୍ବାଧିକ ପ୍ରଭାବ ପଡିଥିଲା ଫଳ ଏବଂ ପନିପରିବା ମାର୍କେଟ୍ରେ। ଏପରି ପରିସ୍ଥିତିରେ ଘରୋଇ ବଜାରରେ ଡିଜେଲ ମୂଲ୍ୟ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବୃଦ୍ଧି ପାଇଛି | ସରକାରୀ ତୈଳ କମ୍ପାନୀଗୁଡିକ ଆଜି […]
ନୂଆଦିଲ୍ଲୀ/ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଅଗଷ୍ଟ ୩୧ ଯାଏ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସବୁ ସ୍ପେଶାଲ ସ୍କୁଲ୍ ବନ୍ଦ ରହିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସବୁ ସ୍ପେଶାଲ ସ୍କୁଲ୍ ଗୁଡ଼ିକୁ ଅଗଷ୍ଟ ୩୧ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଚିଠି ଲେଖି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅବଗତ କରାଇଛି। ପୂର୍ବରୁ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ […]
ଥିରୁଭନନ୍ତପୁରମ୍: ସାରା ଦେଶରେ କରୋନା ଏହାର କାୟା ବିସ୍ତାର କରି ଚାଲିଥିବାବେଳେ ଏବେ ଏମିତି ଏକ ତଥ୍ୟ ସାମ୍ନାକୁ ଆସିଛି, ଯାହା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। କେରଳର କିଛି ଅଞ୍ଚଳରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ପ୍ରଥମ ଥର ପାଇଁ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ ଶୁକ୍ରବାର ଏ ନେଇ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାୟି ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ରାଜଧାନୀ ଥିରୁଭନନ୍ତପୁରମ୍ରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ପୁନ୍ଥୁରା ଓ ପୁଲ୍ଲୁଭିଲ୍ଲା […]
ହାଓଡ଼ା: ପଶ୍ଚିମବଙ୍ଗର ହାୱାଡ଼ାରେ ଜନ୍ମ ନେଇଥିବା ଏକ ଅଜବ ଶିଶୁକୁ ନେଇ ଏବେ ଖୁବ ଚର୍ଚ୍ଚା। ଏହି ଅଜବ ଶିଶୁର ଫଟୋ ତ ଆମ ଦେଖାଇ ପାରିବୁନି। ତେବେ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି। ଶିଶୁଟିର ଆଖି ନାହିଁ କି କାନ ନାହିଁ । ଡାକ୍ତରଙ୍କ କହିବାନୁସାରେ, ଶିଶୁଟି ଏକ ବିରଳ ରୋଗୀରେ ଆକ୍ରାନ୍ତ। ଡାକ୍ତରୀ ବିଦ୍ୟାରେ ଏହି ରୋଗକୁ Harlequin Ichthyosis କୁହାଯାଇଥାଏ। ଏହି ରୋଗରେ ପୀଡିତ ଶିଶୁର ସମଗ୍ର ଶରୀରରେ ଏକ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ୨୪ ଘଣ୍ଟାରେ ୬ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ। ଗତକାଲି ୩ ଆତଙ୍କୀ ନିହତ ହୋଇଥିବାବେଳେ ଶନିବାର ସକାଳେ ସୋପିଆନ୍ ଜିଲ୍ଲାରେ ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି।ସ୍ଥାନୀୟ ଅମଶୀପୋରା ଗାଁରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସେନା, ସିଆରପିଏଫ୍ ଓ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା । କିନ୍ତୁ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ । […]
ନୂଆଦିଲ୍ଲୀ: ଆଜି ବି ଦେଶରେ ସମାନ ସ୍ଥିତିରେ ରହିଛି କରୋନା ପ୍ରଭାବ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪ ହଜାର୮୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକରେ ୬୭୧ଜଣଙ୍କ ମୃତ୍ୟୁ ଘଟିଛି। ଏଥି ସହ ଦେଶରେ ମୃତ୍ୟୁ ସଂଖ୍ୟା ୨୬ ହଜାର ୨୭୩କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬ରେ ପହଞ୍ଚିଛି । ସୂଚନା ଥାଉ କି, ଦେଶରେ ୩ ଲକ୍ଷ ୫୮ ହଜାର ୬୯୨ଜଣ ଆକ୍ରାନ୍ତ […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଗୁଣ୍ଡୁଚିମୂଷାର(Squirrel)ଏକ ହୃଦୟସ୍ପର୍ଶୀ ଭିଡିଓ ଖୁବ୍ ଜୋରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ଖୁସି ହୋଇଯିବେ। ଗୁଣ୍ଡୁଚିମୂଷାକୁ ଶୋଷ ଲାଗୁଛି। ଠିକ୍ ସେହି ସମୟରେ ଜଣେ ବ୍ୟକ୍ତିଙ୍କ ହାତରେ ପାଣି ବୋତଲ ଦେଖି ଗୁଣ୍ଡୁଚିମୂଷାଟି ପାଣି ପିଇବା ପାଇଁ ବ୍ୟକ୍ତିଙ୍କ ପାଖକୁ ଯାଉଛି। ଏହି ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟ୍ରେ ଶେୟାର କରିଛନ୍ତି। Squirrel asking for water…. pic.twitter.com/JNldkB0aWU — Susanta Nanda IFS (@susantananda3) […]
ନୂଆଦିଲ୍ଲୀ: ଯଦିଓ ହଠାତ୍ ତାଙ୍କର ଦାନ୍ତ ଭାଙ୍ଗି ଯାଇଥିଲା, ତଥାପି ସେ ପୂରାପୂରି ଶାନ୍ତ ଥିଲେ। ଆଉ ଚାଲୁ ରଖିଥିଲେ ତାଙ୍କର ଲାଇଭ୍ ନ୍ୟୁଜ୍ ପ୍ରୋଗ୍ରାମ୍। ଲାଇଭ୍ ସମୟରେ ନ୍ୟୁଜ୍ ଆଙ୍କରମାନେ ସବୁବେଳେ ନିଜକୁ ପୂରାପୂରି ପ୍ରସ୍ତୁତ ରଖିବା ସହ ପ୍ରଫେସନାଲ୍ ହୋଇଥାନ୍ତି। ଏବେ ଏମିତି ଜଣେ ନ୍ୟୁଜ୍ ଆଙ୍କରଙ୍କୁ ନେଇ ବେଶ୍ ଚର୍ଚ୍ଚା। ୟୁକ୍ରେନ୍ର ଜଣେ ନ୍ୟୁଜ୍ ଆଙ୍କର ନ୍ୟୁଜ୍ ପଢ଼ୁଥିବା ସମୟରେ ହଠାତ୍ ତାଙ୍କର ଆଗ ଦାନ୍ତ ଭାଙ୍ଗି ଯାଇଥିଲା। ଲାଇଭ୍ broadcast ସମୟରେ […]
ଇସ୍ଲାମାବାଦ୍: ପାକିସ୍ତାନରେ ମନ୍ଦିର ନିର୍ମାଣକୁ ଜୋରଦାର ବିରୋଧ କରାଯାଉଥିବାବେଳେ ପାକିସ୍ତାନର ଜଣେ ମନ୍ତ୍ରୀ ଆଶ୍ୱାସନା ଦେଇ ମନ୍ଦିର ନିର୍ମାଣ କରାଯିବ ବୋଲି କହିଛନ୍ତି। Khyber Pakhtunkhwa ବିଧାନ ସଭାର ଜଣେ ମନ୍ତ୍ରୀ ମନ୍ଦିର ନିର୍ମାଣକୁ ସମର୍ଥନ କରି ଇସଲାମବାଦରେ କୃଷ୍ଣ ମନ୍ଦିର ନିର୍ମାଣ ହେଲେ ସେ ଏହାକୁ ସ୍ୱାଗତ କରିବେ ବୋଲି ଶୁକ୍ରବାର କହିଛନ୍ତି। ଏହି ମନ୍ତ୍ରୀ ଜଣକ ହେଉଛନ୍ତି ରବି କୁମାର ଓ ସେ Khyber Pakhtunkhwa ବିଧାନସଭାର ଜଣେ ମନ୍ତ୍ରୀ। ପୂର୍ବରୁ ଇସ୍ଲାମାବାଦରେ କୃଷ୍ଣମନ୍ଦିର […]
ମୁମ୍ବାଇ(ସୁରେଶ ଦାଶ): ଏବେ ବି ରହସ୍ୟ ଘେରରେ ରହିଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା। ସୁଶାନ୍ତ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁ ପଛରେ କାହାରି ସଂପୃକ୍ତି ରହିଛି ତାହାର ରହସ୍ୟ ଏବେ ବି ଖୋଲି ପାରିନି ପୋଲିସ୍। ମୃତ୍ୟୁର କାରଣ ସମ୍ପର୍କରେ ଜାଣିବା ପାଇଁ ୟଶରାଜ ଫିଲ୍ମ ପ୍ରଡକ୍ସନ୍ ହାଉସର ମୁଖ୍ୟ ତଥା ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ବୟାନ ରେକର୍ଡ କରିଛି ମୁମ୍ବାଇ ପୋଲିସ। ଏହା ପୂର୍ବରୁ ଏହି […]