• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pixle
କାଲି ଲଞ୍ଚ ହେବ Google Pixel 4a ସ୍ମାର୍ଟଫୋନ୍‌ !

ନୂଆଦିଲ୍ଲୀ: ଆସନ୍ତାକାଲି ଲଞ୍ଚ୍ ହେବାକୁ ଯାଉଛି ଗୁଗଲ୍‌ର ଦମ୍‌ଦାର ସ୍ମାର୍ଟଫୋନ୍‌ Pixel 4a ମୋବାଇଲ୍‌। ଏ ନେଇ କମ୍ପାନୀ ପୂର୍ବରୁ ଟିଜର୍‌ ଜାରି କରି ସୂଚନା ଦେଇ ସାରିଛି। ଏହି ସ୍ମାର୍ଟଫୋନ୍‌ର ଅନ୍ୟ ଏକ ଭ୍ୟାରିଏଣ୍ଟ ଗତବର୍ଷ ସୁଲଭ ମୂଲ୍ୟରେ ଲଞ୍ଚ ହୋଇସାରିଥିବା ବେଳେ ଏବେ ଏହାର ଆଉ ଏକ ଭ୍ୟାରିଏଣ୍ଟ ଲଞ୍ଚ ହେବାକୁ ଯାଉଛି। Pixel 4a ସ୍ମାର୍ଟଫୋନ୍ ଲଞ୍ଚ ହେବା ପୂର୍ବରୁ ଟେକ୍‌ ଏକ୍ସପର୍ଟମାନେ ବିଭିନ୍ନ ଲିକ୍‌ ଦେଇ ସାରିଛନ୍ତି। ଫୋନ୍‌ରେ କ’ଣ ସବୁ […]

  • Monday, 05 July 2021
pangng
ସୀମାରେ ସୈନ୍ୟ ପ୍ରତ୍ୟାହାର ପାଇଁ ଆଜି ଭାରତ-ଚୀନ ମଧ୍ୟରେ ପଞ୍ଚମ ପାଳି ବୈଠକ

ନୂଆଦିଲ୍ଲୀ: ଗୋଗ୍ରା ଓ ପାଙ୍ଗୋଙ୍ଗ ଟିଏସ୍‌ଓ ଅଞ୍ଚଳରେ ସେନା ପ୍ରତ୍ୟାହାର ପାଇଁ ଆଜି ଭାରତ ଓ ଚାଇନା ମଧ୍ୟରେ ପଞ୍ଚମ ଥର ପାଇଁ କମାଣ୍ଡର ସ୍ତରୀୟ ଆଲୋଚନା ହେବ। ଏହି ଦୁଇ ଅଞ୍ଚଳରେ ଏପର୍ଯ୍ୟନ୍ତ ଦୁଇ ଦେଶ ସେନା ପ୍ରତ୍ୟାହାର କରିନାହାଁନ୍ତି। ଏଥିପାଇଁ ଚାଇନା ତରଫରୁ ମୋଲଡୋରେ ଏହି ବୈଠକର ଆୟୋଜନ ହୋଇଛି। ପାଙ୍ଗୋଙ୍ଗ୍‌ ହ୍ରଦରେ ସୈନ୍ୟ ପ୍ରତ୍ୟାହାର ଘଟଣା ଏହି ବୈଠକର ମୁଖ୍ୟ ବିଷୟବସ୍ତୁ ରହିବ ବୋଲି ସୂଚନା ରହିଛି। ପୂର୍ବ ଲଦାଖର ପାଙ୍ଗୋଙ୍ଗ ଅଞ୍ଚଳରେ […]

  • Monday, 05 July 2021
SUSHANT
ସୁଶାନ୍ତଙ୍କ ରୋଷେୟାଙ୍କ ବଡ଼ ଖୁଲାସା; ୟୁରୋପ୍‌ରୁ ଫେରିବା ପରେ ସବୁକିଛି ବଦଳିଗଲା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ସେପ୍ଟେମ୍ବର ୨୦୧୯ ଯାଏ ସୁଶାନ୍ତ କୌଣସି ବି ରୋଗ ପାଇଁ ଔଷଧ ନେଉନଥିଲେ। ବିହାର ପୋଲିସ୍‌କୁ ଏପରି କିଛି ବୟାନ ରଖିଛନ୍ତି ସୁଶାନ୍ତଙ୍କ ପୂର୍ବତନ ରୋଷେୟା ଅଶୋକ କୁମାର ଖାସୁ। ସୁଶାନ୍ତ ଅନ୍ୟଙ୍କ ପାଇଁ ଉଦାହରଣ ଥିଲେ। ଅବସାଦରେ ରହୁଥିବା ଲୋକଙ୍କ ସାହସ ବଢ଼ାଉଥିଲେ। ଏପରି ବ୍ୟକ୍ତି ଆତ୍ମହତ୍ୟା କରିବ ଏହା ବିଶ୍ୱାସ ବି କରିହେଉନି ବୋଲି କହିଛନ୍ତି ଅଶୋକ। ସେ ଆହୁରି ମଧ୍ୟ କହିଛନ୍ତି ଯେ […]

  • Monday, 05 July 2021
sonia
ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଗୁରବାର ସନ୍ଧ୍ୟାରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାରେ ଭାର୍ତ୍ତି ହୋଇଥିଲେ ସୋନିଆ। ଆଜି ତାଙ୍କୁ ଦିନ ଗୋଟାଏ ବେଳେ ଡିସ୍‌ଚାର୍ଜ କରାଯାଇଥିବା ହସ୍‌ପିଟାଲ୍‌ର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି। ତେବେ ଗୁରବାର ହସ୍ପିଟାଲରେ ଭର୍ତ୍ତି ହେବା ପରେ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍‌ପିଟାଲ ଅଧ୍ୟକ୍ଷ ଡା.ଡିଏସ ରାଣା କହିଥିଲେ। ସେ ନିୟମିତ ଟେଷ୍ଟ ପାଇଁ ହସ୍ପିଟାଲରେ ଆଡମିଟ ହୋଇଥିଲେ ବୋଲି […]

  • Monday, 05 July 2021
Sivesena bjp
ପୁଣି ଏକାଠି ହେବେ କି ବିଜେପି-ଶିବସେନା?

ଶତ୍ରୁ ନୁହଁନ୍ତି ବିଜେପି-ଶିବସେନା। ଆଜି କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶିବସେନା ମୁଖପାତ୍ର ତଥା ଠାକରେ ପରିବାର। ନିକଟତର ସଞ୍ଜୟ ରାଉତ  ଭାରତ-ପାକିସ୍ତାନ ନୁହଁନ୍ତି ଉଭୟ ଦଳ। ମତଭେଦ ଅଛି କିନ୍ତୁ ସମ୍ପର୍କ ଏବେ ବି ବନ୍ଧୁତ୍ୱପୂର୍ଣ୍ଣ ରହିଛି ବୋଲି ସେ କହିଥିଲେ

  • Monday, 05 July 2021
sanjaya raut
ବିଜେପି-ଶିବସେନା ସମ୍ପର୍କ ଅମୀର-କିରଣଙ୍କ ସମ୍ପର୍କ ପରି ବୋଲି କହିଲେ ସଞ୍ଜୟ ରାଉତ

ମୁମ୍ବାଇ: ଶତ୍ରୁ ନୁହଁନ୍ତି ବିଜେପି-ଶିବସେନା। ଅଜି କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶିବସେନା ମୁଖପାତ୍ର ତଥା ଠାକ୍‌ରେ ପରିବାର ନିକଟତର ସଞ୍ଜୟ ରାଉତ। ଉଭୟ ଦଳଭାରତ-ପାକିସ୍ତାନ ନୁହଁନ୍ତି। ମତଭେଦ ଅଛି କିନ୍ତୁ ସମ୍ପର୍କ ଏବେ ବି ବନ୍ଧୁତ୍ୱପୂର୍ଣ୍ଣ ରହିଛି। ଯେପରି ଅମୀର…

  • Monday, 05 July 2021
INDIA
ବିଦେଶ ଫେରନ୍ତାଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଭାରତକୁ ଆସିବାକୁ ଥିବା ବିଦେଶ ଯାତ୍ରୀଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଏବେ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଭାରତରେ ପହଞ୍ଚିବା ପରେ ୭ ଦିନ ପାଇଁ ପେଡ୍ ଇନଷ୍ଟିଚ୍ୟୁସନାଲ୍‌ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। ଏହା ପରେ ଆଉ ୭ ଦିନ ହୋମ୍ ଆଇସୋଲେସନରେ ରହିବେ। ତେବେ କିଛି କ୍ଷେତ୍ରରେ କୋହଳ କରାଯାଇଛି। ଯେପରି ଗର୍ଭବତୀ ମହିଳା, ପରିବାରରେ କୌଣସି ସଦସ୍ୟଙ୍କ ମୃତ୍ୟୁ କିମ୍ବା ୧୦ ବର୍ଷରୁ କମ୍ ବୟସର […]

  • Monday, 05 July 2021
rover
ଚନ୍ଦ୍ରପୃଷ୍ଠରେ ଠାବ ହେଲା ପ୍ରଜ୍ଞାନ!

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ମିଶନର ୧୦ ମାସ ପରେ ପୁଣି ଚର୍ଚ୍ଚାରେ ରୋଭର୍ ପ୍ରଜ୍ଞାନ। ବିକ୍ରମ୍ ଲ୍ୟାଣ୍ଡର ଧ୍ୱଂସ ହେବା ସତ୍ତ୍ୱେ, ଚନ୍ଦ୍ରପୃଷ୍ଠରେ ରୋଭର୍ ପ୍ରଜ୍ଞାନ କିଛି ବାଟ ଗଡ଼ିଥିଲା ବୋଲି ଦାବି କରିଛନ୍ତି ଚେନ୍ନାଇର ଜଣେ ଯୁବ ଇଞ୍ଜିନିୟର୍ ସାନମୁଗା ସୁବ୍ରମଣ୍ୟମ। ନାସା ଦ୍ୱାରା ଉଠାଯାଇଥିବା ଫଟୋରୁ ରୋଭର୍ ସୁରକ୍ଷିତ ଥିବା ଏବଂ କିଛି ମିଟର ଗଡ଼ିଥିବା ଜଣାପଡ଼ୁଛି। ରୋଭର୍ ଗଡ଼ିବାର ଟ୍ରାକ୍ ବା ଚିହ୍ନ ମଧ୍ୟ ଫଟୋରେ ଦେଖାଯାଉଥିବା ସେ ଦାବି କରି ଇସ୍ରୋକୁ ଜଣାଇଛନ୍ତି। […]

  • Monday, 05 July 2021
ଦୁଇ ମହାକାଶଚାରୀଙ୍କୁ ନେଇ ସଫଳତାର ସହ ସମୁଦ୍ରରେ ଓହ୍ଲାଇଲା SpaceX ଡ୍ରାଗନ୍‌

ୱାଶିଂଟନ୍‌: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ଘରୋଇ ସ୍ପେସ୍‌ ଏଜେନ୍ସି ସ୍ପେସ୍‌ ଏକ୍ସ ‌ ପକ୍ଷରୁ ମିଳିତ ମହାକାଶ ମିଶନ ସଫଳ ହୋଇଛି। ଗତକାଲି ଅପରାହ୍ନରେ ମହାକାଶଚାରୀ କମାଣ୍ଡର ବବ୍ ବେହେଙ୍କେନ୍ ଓ ପାଇଲଟ୍ ଡଗ୍ ହର୍ଲି ଭୂପୃଷ୍ଠକୁ ଅବତରଣ କରିଛନ୍ତି। ମହାକାଶଚାରୀମାନେ ଫ୍ଲୋରିଡା ଉପକୂଳ ସମୁଦ୍ରରେ ପାରାଚ୍ୟୁଟ୍‌ ଦ୍ୱାରା ଓହ୍ଲାଇଥିଲେ। ପ୍ରଥମଥର ପାଇଁ ମହାକାଶଚାରୀମାନେ ଜଳ ପୃଷ୍ଠରେ ଅବତରଣ କରିଥିଲେ। ମହାକାଶଚାରୀମାନେ ଓହ୍ଲାଇବା ପରେ ସେଠାରେ ଥିବା ବୋଟ୍ ସେମାନଙ୍କୁ ଉଦ୍ଧାର କରିଥିଲା। […]

  • Monday, 05 July 2021
patna sp
ସୁଶାନ୍ତ ମୃତ୍ୟୁ ମାମଲା: ତଦନ୍ତ ପାଇଁ ଯାଇଥିବା ବିହାର IPSଙ୍କୁ ଜବଦରସ୍ତ କ୍ୱାରେଣ୍ଟିନ୍‌ରେ ଭର୍ତ୍ତିକଲେ

ମୁମ୍ବଇ:ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁ ତଦନ୍ତରେ ମୁମ୍ବାଇ ପୋଲିସର ନିରପେକ୍ଷତା ପ୍ରତି ଯେଉଁ ପ୍ରଶ୍ନ ଉଠିଥିଲା ତାହା ସ୍ପଷ୍ଟ ହୋଇଛି। ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରୁଥିବା ବିହାର ପୋଲିସକୁ ମୁମ୍ବାଇ ପୋଲିସ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଥିଲା। ବିହାର ପୋଲିସକୁ ଖାଲି ମୁମ୍ବାଇ ପୋଲିସ ଅସହଯୋଗ କରୁନି, ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ବି ଏଥିରେ ହାତ ମିଳାଇଛି। କାରଣ  ଏବେ ମାମଲାର ଯାଞ୍ଚ ପାଇଁ ମୁମ୍ବାଇ ଯାଇଥିବା ପାଟ୍‌ନା ଏସ୍‌ପି […]

  • Monday, 05 July 2021
pak tv
ପାକ୍‌ ନ୍ୟୁଜ୍‌ ଚ୍ୟାନେଲରେ ପ୍ରସାରଣ ମଝିରେ ହଠାତ୍‌ ଉଡ଼ିଲା ତ୍ରିରଙ୍ଗା

ଇସ୍‌ଲାମ୍‌ବାଦ: ପାକିସ୍ତାନର ପ୍ରମୁଖ ମିଡିଆ ହାଉସ୍‌ ଡନ୍‌ (Dawn News)ର ନିଉଜ୍‌ ଚ୍ୟାନେଲକୁ ରବିବାର ଅପରାହ୍ନରେ କେହି ହ୍ୟାକ କରି ନେଇଥିଲା। ମିଳିଥିବା ଖବର ଅନୁଯାୟୀ, ନ୍ୟୁଜ୍‌ ଚାନେଲ୍‌ରେ ପ୍ରସାରଣ ଜାରି ରହିଥିଲା। ହଠାତ୍‌ ପ୍ରସାରଣ ମଝିରେ ଏହା ବନ୍ଦ ହୋଇଗଲା। ଆଉ କିଛି ସମୟ ପରେ ତ୍ରିରଙ୍ଗା ପତାକା ଦେଖିବାକୁ ମିଳିଲା। ଏହି ତିରଙ୍ଗା ସହ Happy Independence Day ଲେଖାଥିଲା। ଏହି ଘଟଣାର ପୁରା ଭିଡିଓ ଏବଂ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। […]

  • Monday, 05 July 2021
Tiger
ବାଇକ୍‌ରେ ଯାଉଥିବା ବେଳେ ଆକ୍ରମଣ କରିବାକୁ ଧାଇଁଆସିଲା ବାଘ,ଆଉ ତା'ପରେ ହେଲା କଣ?

ଘଞ୍ଚ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଦୁଇ ବନ କର୍ମଚାରୀଙ୍କ ଉପରକୁ ଡେଇଁ ପଡିଲା ବାଘ। ସୌଭାଗ୍ୟବଶତଃ ଉଭୟ ଅଫିସରଙ୍କର କୌଣସି କ୍ଷତି ହୋଇନାହିଁଁ।

  • Monday, 05 July 2021
nepal
ନେପାଳରେ ଭାରତୀୟ ଚ୍ୟାନେଲର ପୁନଃ ପ୍ରସାରଣ ପାଇଁ ମିଳିଲା ସହମତି

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ କ୍ଷମତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟି ସଭାପତି ପଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ମଧ୍ୟରେ ଚାଲି଼ଥିବା ବୈଠକ ଅସମ୍ପୂର୍ଣ୍ଣ ଥିଲା । ତେବେ ନେପାଳୀ ଗଣମାଧ୍ୟମର ଖବର ଅନୁଯାୟୀ ଉଭୟ ପକ୍ଷରେ ଏକ ଚୁକ୍ତି ହୋଇଛି। ଏହି ଚୁକ୍ତି ପରେ ଓଲି  ସାମାନ୍ୟ ନରମିଥିବା ପରି ମନେ ହେଉଛି।  ରବିବାର ବିଳମ୍ବିତ ରାତିରେ ଗତ ମାସରୁ ନେପାଳରେ ନିଷିଦ୍ଧ ଭାରତୀୟ ସମ୍ବାଦ ଚ୍ୟାନେଲଗୁଡ଼ିକର ପୁନଃ ପ୍ରସାରଣକୁ ଅନୁମତି ମିଳିଛି। […]

  • Monday, 05 July 2021
food 12
ହୋଟେଲ୍‌ରେ ମିଳୁଛି ‘କୋଭିଡ୍‌ Curry’, ‘ମାସ୍କ Naan’

ଯୋଧପୁର: ‘କୋଭିଡ୍‌ କରି’, ‘ମାସ୍କ ନାନ୍’…ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏମିତି କିଛି ଖାଦ୍ୟ ଏବେ ଏକ ରେଷ୍ଟୁରାଣ୍ଟରେ ମିଳୁଛି। ‌ଅନ୍‌ଲକ୍‌-୩ରେ ହୋଟେଲ୍ ସବୁ ଖୋଲା ରହିଥିଲେ ମଧ୍ୟ, କେବଳ ପାର୍ସଲ ପାଇଁ ଅନୁମତି ରହିଛି। ଏସବୁ ଭିତରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲ୍‌ ମାଲିକମାନେ ମଧ୍ୟ ନୂଆ ନୂଆ ଖାଦ୍ୟ ସବୁ ପ୍ରସ୍ତୁତ କରୁଛନ୍ତି। ରାଜସ୍ଥାନ ଯୋଧପୁରରେ ଏକ ରେଷ୍ଟୁରାଣ୍ଟ୍‌,‌ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କିଛି ଖାଦ୍ୟର ନାଁ ଏମିତି ରଖିଛନ୍ତି […]

  • Monday, 05 July 2021