• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Untitled-2
ଦାନା ବାନ୍ଧୁଛି ଲଘୁଚାପ; ଅଗଷ୍ଟ ୪ରୁ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ଧରି ଭାରତର ଉତ୍ତର-ପଶ୍ଚିମ ତଥା  କେନ୍ଦ୍ରାଞ୍ଚଳରେ ଅନାବୃଷ୍ଟି ଦେଖା ଦେଇଥିବାବେଳେ ଏବେ IMD ପକ୍ଷରୁ ଏକ ଆଶ୍ୱସ୍ତିକର ସୂଚନା ମିଳିଛି। ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଅଗଷ୍ଟ ୪ ତାରିଖରୁ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଲୋ ପ୍ରେସର ଆନ୍ଧ୍ର ଉପକୂଳ ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହେଉଥିବା ଜଣାଯାଇଛି। ଆସନ୍ତା ସପ୍ତାହରେ ଏହା ୱେଷ୍ଟ ପେସିଫିକ ଓ […]

  • Monday, 05 July 2021
china-1
LACରେ ଚୀନର ପୁଣି ବିଶ୍ୱାସଘାତକତା; ପାଙ୍ଗୋଙ୍ଗ ଝିଲ ନିକଟରେ ସେନା ଛାଉଣୀ

ନୂଆଦିଲ୍ଲୀ:ଲାଇନ ଅଫ କଣ୍ଟ୍ରୋଲ୍‌ (LAC) ରେ ଚୀନର ପୁଣି ବିଶ୍ୱାସଘାତକତା।  LACରୁ ସୈନ୍ୟ ଅପସାରଣ ପାଇଁ ନିଷ୍ପତ୍ତି ନିଆଯିବା ପରେ ମଧ୍ୟ ଚୀନ୍‌ର ପାଙ୍ଗୋଙ୍ଗ  ଝିଲ ନିକଟରେ ପୁଣି ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି। ଜୁଲାଇ ୧୪ ତାରିଖ ଦ୍ୱିପାକ୍ଷିକ ଅଲୋଚନା ପରେ ଚୀନ ତାର ଅତିରିକ୍ତ ସେନା ଏବଂ ବୋଟ  ପାଙ୍ଗୋଙ୍ଗ  ଝିଲ ନିକଟରେ ମୁତୟନ କରିଛି। ବିବାଦୀୟ ଇଲାକାରେ ଚୀନ୍‌ର ଏପରି  ଶକ୍ତି ପ୍ରଦର୍ଶନ ଯୋଗୁ ପୁଣି ଉତ୍ତେଜନା ବୃଦ୍ଧି ପାଇ‍ର ଆଶଙ୍କା […]

  • Monday, 05 July 2021
ମଦ ମିଳିଲାନି ବୋଲି ପିଇଦେଲେ ସାନିଟାଇଜର, ୯ ମୃତ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ସାନିଟାଇଜର ପିଇ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମଦ ମିଳିଲାନି ବୋଲି ସାନିଟାଇଜର ପିଇ ଦେବାରୁ ଏମାନଙ୍କର ମୃତ୍ୟୁ ହୋଇଥିବା ସୂଚନା। ଆନ୍ଧ୍ର ପ୍ରଦେଶର ପ୍ରକାଶମ୍‌ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, କୁରିଚେଦୁ ସହରରେ ୯ ଜଣ ଲୋକ ମଦ ନ ମିଳିବାରୁ ହ୍ୟାଣ୍ଡ୍‌ ସାନିଟାଇଜର୍‌  ପିଇ ଦେଇଥିଲେ।  ଏହି ସାନିଟାଇଜାର୍‌ରେ ଅଧିକ ପରିମାଣର alcohol ମିଶିଥିଲା। ଫଳରେ ବୁଧବାର ରାତିରେ ଜଣଙ୍କର ମୃତ୍ୟୁ ଘଟିଥିବା […]

  • Monday, 05 July 2021
talak
ଦେଶରେ ବର୍ଷକରେ କମିଛି ୮୨% ଟ୍ରିପଲ ତଲାକ କେସ

ନୂଆଦିଲ୍ଲୀ: ଉଚ୍ଛେଦ ହୋଇଛି ଟ୍ରିପଲ୍ ତଲାକ। ତିନି ତଲାକକୁ ଅପରାଧ ମାନ୍ୟତା ମିଳିବାର ଏକ ବର୍ଷ ବିତିଛି। ୨୦୧୯ରେ ଅଗଷ୍ଟ ପହିଲାରେ ମୁସଲିମ୍ ମହିଳାଙ୍କ ବିବାହ ସମ୍ପର୍କିତ ଆଇନ-୨୦୧୯କୁ ମିଳିଥିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ସମ୍ବିଧାନର ଉଭୟ ଗୃହରେ ପାରିତ ହେବା ପରେ ଏହାକୁ ଅପରାଧର ଶ୍ରେଣୀଭୃକ୍ତ କରାଯାଇଥିଲା॥ ଏହି ନିୟମ ଅନୁଯାୟୀ, କୌଣସି  ବ୍ୟକ୍ତି ନା ଟ୍ରିପଲ୍ ତଲାକ ଦେଇପାରିବେ ନା ଏହା ସମାଜରେ ଗ୍ରହଣୀୟ ହେବ।  ଏହି ଐତିହାସିକ ବିଲ୍ ଆଇନରେ ପରିଣତ ହେବା ପରେ […]

  • Monday, 05 July 2021
Abhijeet Mukherjee
କଂଗ୍ରେସକୁ ଆଉ ଏକ ଝଟକା, ପ୍ରଣବ ମୁଖାର୍ଜୀଙ୍କ ପୁଅ ଟିଏମ୍‌ସିରେ ସାମିଲ

ପଶ୍ଚିମବଙ୍ଗ: କଂଗ୍ରେସକୁ ଆଉ ଏକ ଝଟକା । ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଆଜି ମମତା ବାନାର୍ଜୀଙ୍କ ଟିଏମସିରେ ସାମିଲ ହୋଇଛନ୍ତି । ଆଜି ଟିଏମସିର ବରିଷ୍ଠ ନେତା…

dear
ଝିଅଟି ପାର୍କରେ ବୀଣା ବଜାଉଥିଲେ, କିନ୍ତୁ ହଠାତ୍‌ ତାଙ୍କ ପଛରେ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ହରିଣର ଏକ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ। ଝିଅଟି ପାର୍କରେ ବାଦ୍ୟଯନ୍ତ୍ର ବୀଣା ବଜାଉଥଲେ। ସେହି ସମୟରେ ଝିଅର ପଛ ପଟେ ଏକ ହରିଣ ଗୀତ ଶୁଣିବାକୁ ଅଟକି ଯାଇଥିଲା। ଟ୍ୱିଟ୍‌ରରେ ଏହି ଭିଡିଓକୁ ‘Welcome To Nature’ ନାମକ ଏକ ପେଜ୍‌ରେ ଶେୟାର କରାଯାଇଛି। Deer stops to listen to harp pic.twitter.com/zagX5fgVYp — Welcome To Nature […]

  • Monday, 05 July 2021
alchol
ମଦ ନେଲା ୨୧ ଜୀବନ

ଚଣ୍ଡୀଗଡ଼: କରୋନା ମହାମାରୀ ସମୟରେ ପଞ୍ଜାବରେ ଘଟିଛି ଅଭାବନୀୟ ଘଟଣା। ପଞ୍ଜାବର ଅମୃତସର ଏବଂ ତରନତାରନ ସହରରେ ବିଷାକ୍ତ ମଦ ପିଇ ୨୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ ପୋଲିସ୍ ନକଲି ମଦ ତିଆରି କରୁଥିବା କିଛି ଲୋକଙ୍କୁ ଗିରଫ କରିଛି। ଏହି ମାମଲାର ତଦନ୍ତ ପାଇଁ ଏସଆଇଟି କମିଟି ଗଠନ କରାଯାଇଛି। ଏହି ମାମଲାର ସୂଚନା ଦେଇ ଡିଜିପି ଦିନକର ଗୁପ୍ତା କହିଛନ୍ତି, ଜୁନ୍ ୨୯ ତାରିଖରେ ଅମୃତସର ଗ୍ରାମାଞ୍ଚଳର ଥାନା ତରସିକର […]

  • Monday, 05 July 2021
modi
ଟ୍ରିପଲ୍ ତଲାକ୍: ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ମୁସଲିମ୍ ମହିଳା

ବାରାଣାସୀ: ଠିକ୍‌ ବର୍ଷକ ତଳେ ଟ୍ରିପଲ୍ ତଲାକ୍‌ର କୁପ୍ରଥାକୁ ବନ୍ଦ କରିବା ପାଇଁ ମୋଦି ସରକାର ଏକ ଆଇନ୍‌ ପ୍ରଣୟନ କରିଥିଲେ। ପିଏମ୍ ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀର ମୁସଲିମ୍ ମହିଳାମାନେ ସେମାନଙ୍କର ପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଏହି ଐତିହାସିକ ପଦକ୍ଷେପକୁ କିପରି ବା ଭୁଲି ପାରିବେ? ଏନେଇ ବାରାଣାସୀର ମୁସଲିମ୍ ମହିଳାମାନେ ମୋଦିଙ୍କୁ ନିଜ ଭାଇ କହିଥିଲେ। ଏମିତିକି ପ୍ରଧାନମନ୍ତ୍ରୀଙ୍କ ଫଟୋରେ ରାକ୍ଷୀ ବାନ୍ଧି ତାଙ୍କୁ ଧନ୍ୟବାଦ ଦେଇଥିଲେ। ବାରାଣାସୀର ମୁସଲିମ୍ ସମ୍ପ୍ରଦାୟରେ ଥିବା ଡାଲମଣ୍ଡି ଅଞ୍ଚଳର ମୁସଲିମ୍ […]

  • Monday, 05 July 2021
FLIGHT
ଅଗଷ୍ଟ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: କରୋନା ମହାମାରୀ ବ୍ୟାପୁଥିବାର ଦେଖି ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସସପେଣ୍ଡ କରିବା ନେଇ ଘୋଷଣା କରିଛି ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ)। ଶୁକ୍ରବାର ଅପରାହ୍ଣରେ ଏହି ଘୋଷଣା କରାଯାଇଛି। କରୋନା ଲକଡାଉନ୍ ଯୋଗୁ ସମସ୍ତ ଅନ୍ତର୍ଜାତୀୟ ବ୍ୟବସାୟିକ ଉଡ଼ାଣ ବନ୍ଦ ରହିଛି। ଅନ୍ତର୍ଜାତୀୟ ବିମାନ ସେବା ସସପେଣ୍ଡ ହେବା ଦ୍ୱାରା ଭାରତ ସରକାର ବିଦେଶରେ ଫସିଥିବା ସ୍ୱଦେଶୀଙ୍କୁ ଆଣିବା ପାଇଁ ‘ବନ୍ଦେ ଭାରତ ମିଶନ୍’ ଅଭିଯାନ […]

  • Monday, 05 July 2021
ram-mandir
ସଜେଇ ହେଲାଣି ଅଯୋଧ୍ୟା, ଭୋଗରେ ଲାଗିବ ୧ଲକ୍ଷ ୧୧ହଜାର ଲଡ଼ୁ

ନୂଆଦିଲ୍ଲୀ: ସଜେଇ ହେଉଛି ଅଯୋଧ୍ୟା। ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ପାଇଁ ତୈୟାର ହେଉଛି ଶ୍ରୀରାମଙ୍କ ସହର। ମନ୍ଦିର ଚାରିପଟକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜା ଯାଉଛି। ତାସହ ସହରର ଗଳି କନ୍ଧିରେ ଏବେ ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଉଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମଠୁ ରାମାୟଣର ବିଭିନ୍ନ କାହାଣୀକୁ ଲୋକେ ଯେପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିବେ ସେ ନେଇ କଳାକାର ତା ତୂଳୀରେ ଚିତ୍ର କରୁଛି। ସେହିପରି ଆସନ୍ତା ୫ ତାରିଖରେ ଭୂମି […]

  • Monday, 05 July 2021