• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

1111111111111
ଦଳ ଛାଡ଼ିବା ନେଇ ଏମିତି କହିଲେ ସଚିନ୍ ପାଇଲଟ୍ !

ଜୟପୁର: ସାଧାରଣ ନିର୍ବାଚନରେ ରାଜସ୍ଥାନରେ ଶାସକ ଦଳ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଏହାପରେ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ସଚିନ୍ ପାଇଲଟ ଏବେ ରାଜସ୍ଥାନର ଦୁଇ କ୍ଷମତା କେନ୍ଦ୍ର ଭାବେ ରହିଛନ୍ତି। ଏହାକୁ କେନ୍ଦ୍ର କରି ଦଳ ଭିତରେ ମତଭେଦ ରହିଥିବା ସୂଚନା ରହିଛି। ସାଧାରଣ ନିର୍ବାଚନରେ ରାଜସ୍ଥାନର ୨୫ ଲୋକସଭା ଆସନରୁ ବିଜେପି ସମସ୍ତ ଆସନରେ ବିଜୟୀ ହୋଇଛି। ଏହାପରେ ଅଶୋକ ଗେହଲଟଙ୍କ ନେତୃତ୍ୱକୁ […]

  • Saturday, 10 July 2021
abcde
ପ୍ରେମିକା ପାଇଁ ପ୍ରଶ୍ନପତ୍ର ଚୋରି କଲେ ନେତା

ୟୁପି: ପ୍ରେମିକା ପାଇଁ ପ୍ରଶ୍ନପତ୍ର ଚୋରି କରି ଗିରଫ ହୋଇଛନ୍ତି ଉତ୍ତର ପ୍ରଦେଶ ବହୁଜନ ସମାଜ ପାର୍ଟି (ବିଏସପି)ର ନେତା ଫିରୋଜ ଆଲାମ୍ ଓରଫ ରାଜା। ତାଙ୍କ ଏସୟୁଭି କାରରେ ପଟିୟାଲି ବିଏସପି ସଂଯୋଜକ ବୋଲି ଉଲ୍ଲେଖ ରହିଛି। ସୋମବାର ଦିନ ଫିରୋଜଙ୍କୁ ଗିରଫ କରିଛି ୟୁପି ପୁଲିସ୍। ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ(ଏଏମୟୁ)ର ଏମବିଏ ପ୍ରବେଶିକା ପରୀକ୍ଷା ଦେଇଥାନ୍ତେ ଫିରୋଜଙ୍କ ପ୍ରେମିକା। ଏଥିପାଇଁ ପ୍ରେମିକାଙ୍କୁ ଆଗୁଆ ପ୍ରଶ୍ନପତ୍ର ଆଣିଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସେ ଓ […]

  • Saturday, 10 July 2021
rahul
ଇସ୍ତଫା ଦେବାକୁ ଅଡ଼ି ବସିଛନ୍ତି ରାହୁଲ: ମନାଇବାକୁ ଚେଷ୍ଟା କରୁଛନ୍ତି ବରିଷ୍ଠ ନେତା

ନୂଆଦିଲ୍ଲୀ: ମୋଦି ସୁନାମିରେ ଧ୍ୱଂସପ୍ରାୟ ଅବସ୍ଥାକୁ ଚାଲି ଆସିଥିବା ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସରେ ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେବା ଜିଦ୍‌ରେ ଅଡ଼ି ବସିଥିବା ବେଳେ ତାଙ୍କୁ ପର୍ଯ୍ୟାୟକ୍ରମେ ଦଳର ବରିଷ୍ଠ ନେତାମାନେ ବୁଝାଇବାରେ ଲାଗିଛନ୍ତି। ଗତକାଲି କେସି ଭେନୁଗୋପାଲ ଓ ଅହମ୍ମଦ ପଟେଲଙ୍କୁ ରାହୁଲ ବିକଳ୍ପ ଖୋଜିବା ପାଇଁ କହିଥିଲେ। ହେଲେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କ ଡେପୁଟି ସଚିନ୍‌ […]

  • Saturday, 10 July 2021
rrrrrrrrrrrrrrrrrrrrrr
ଗାଡ଼ି ଧୂଆଁ ଆଉ ଅଣନିଃଶ୍ୱାସୀ କରିବନି, ପ୍ରଦୂଷଣରୁ ମୁକ୍ତି ଦେବ ଯନ୍ତ୍ର

ନୂଆଦିଲ୍ଲୀ:ସାରା ଦେଶରେ ବଢୁଛି ବାୟୁ ପ୍ରଦୂଷଣ । ଅଣନିଃଶ୍ୱାସୀ ହେଉଛି ଜୀବନ । ହେଲେ କିଭଳି କମିବ ବାୟୁ ପ୍ରଦୂଷଣ ? ଏ ନେଇ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଅନେକ ଆଲୋଚନା ହେଉଛି। ହେଲେ ଠୋସ୍ ପଦକ୍ଷେପ ନିଆଯାଇ ପାରୁନି। ବଢ଼ୁଥିବା ଜନସଂଖ୍ୟା ଏବଂ କଳ କାରଖାନାକୁ ଦେଖିଲେ ବାୟୁ ପ୍ରଦୂଷଣ ଯେ କେବେ କମିପାରିବ, ଏମିତି ବିଶ୍ୱାସ ମନରେ ଆସୁନି। ଏପରି ପରିସ୍ଥିତିରେ ଆମପାଇଁ ଆଶ୍ୱାସନା ଆଣିଛନ୍ତି କିଛି ଯୁବ ଇଂଜିନିୟରିଂ ଛାତ୍ରଛାତ୍ରୀ। […]

  • Saturday, 10 July 2021
Capture
କିଏ ହେବ ବିଜେପି ଅଧ୍ୟକ୍ଷ ? ଧର୍ମେନ୍ଦ୍ର ପ୍ରଧାନ ନା ଜେ.ପି ନଡ୍ଡା !

ନୂଆଦିଲ୍ଲୀ: ମୋଦିଙ୍କ ନୂଆ ସରକାରରେ ସାମିଲ ହେବେ ବିଜେପି ଅଧ୍ୟକ୍ଷ ଅମିତ ଶାହ। ଗୁରୁତ୍ୱପୂର୍ଣ୍ଣ ବିଭାଗର ବୋଝ ସମ୍ଭାଳିପାରନ୍ତି ବିଜେପିର ଏହି ଚାଣକ୍ୟ। ଯଦି ଏହା ହୁଏ, ତେବେ ଦଳର ନିୟମ ଗୋଟିଏ ଲୋକ, ଗୋଟିଏ ପଦବୀ ଆଧାରରେ ଅମିତ ଶାହଙ୍କୁ ଦଳର ଅଧ୍ୟକ୍ଷ ପଦ ଛାଡ଼ିବାକୁ ହେବ। ତେଣୁ ଏବେ କିଏ ହେବ ବିଜେପିର ରାଷ୍ଟ୍ରୀୟ ସଭାପତି ସେ ନେଇ ଆକଳନ ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କର […]

  • Saturday, 10 July 2021
Big-FM (1)
ବିକ୍ରି ହେବ ଅନିଲ ଅମ୍ବାନୀଙ୍କ ରେଡିଓ ୟୁନିଟ ବିଗ୍ ଏଫଏମ ୯୨.୭

ନୂଆଦିଲ୍ଲୀ: ବିକ୍ରି ହେବ ଦେଶର ସର୍ବବୃହତ ରେଡିଓ କମ୍ପାନୀ ବିଗ୍ ଏଫ୍ଏମ୍ ୯୨.୭। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିଜେନସ୍ ଟାଇକୁନ ଅନୀଲ ଅମ୍ୱାନୀ ଏହି ସଂସ୍ଥାକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦେଶର ଏହି ଜଣାଶୁଣା ରେଡିଓ କମ୍ପାନୀକୁ ରେଡିଓ ସିଟି ୯୧.୧ କିଣିବ ବୋଲି ଜଣାପଡ଼ିଛି। ପ୍ରଥମେ ବିଗ୍ ଏଫ୍ଏମ ୨୪ ପ୍ରତିଶତ ସେୟାର ବିକ୍ରି କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ରେଡିଓ ସିଟି ବାକି ସେୟାର କିଣିବ ବୋଲ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏଥିପାଇଁ […]

  • Saturday, 10 July 2021
JHARKHAND
ଝାରଖଣ୍ଡରେ ଲାଲ୍‌ ଆତଙ୍କ, ବିସ୍ଫୋରଣରେ ୧୧ ଯବାନ ଆହତ

ରାଞ୍ଚି: ଝାରଖଣ୍ଡ  ଷଢ଼େଇକଳା ଜିଲ୍ଲାରେ ଆଜି ମାଓବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି। ଭୋର ୪ଟା ସମୟରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ଏହି ବିସ୍ଫୋରଣରେ ମୋଟ ୧୧ ଜଣ ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କ ମଧ୍ୟରେ କୋବ୍ରା ବାଟାଲିୟନର ୮ ଜଣ ଯବାନ ଥିବା ବେଳେ ତିନି ଜଣ ପୁଲିସ କର୍ମଚାରୀ ଥିବା ଜଣାପଡ଼ିଛି। ଏହି ତିନି ପୁୁଲିସ ଷଢ଼େଇକଳା ଜିଲ୍ଲା ପୁଲିସ ଅଧିନରେ କାର୍ଯ୍ୟରତ। ସମସ୍ତ ଆହତ ଯବାନ ଓ ପୁଲିସଙ୍କୁ ହେଲିକପ୍ଟର ଯୋଗେ […]

  • Saturday, 10 July 2021
auto-parts-factory-fire
ଫ୍ୟାକ୍ଟ୍ରିରେ ଲାଗିଗଲା ନିଆଁ, ୨୫ ଦମକଳ ଲାଗି ଲିଭାଇଲେ

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଏକ ଅଟୋ ପାର୍ଟସ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୋଟି କୋଟି ଟଙ୍କାର ଅଟୋ ପାର୍ଟସ ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଏତେ ଭୟାନକ ଥିଲା ଯେ,  ଲିଭାଇବା ପାଇଁ ଦମକଳ ବିଭାଗ ନାକେଦମ ହୋଇପଡ଼ିଥିଲା। ଶେଷରେ ୨୫ଟି ଦମକଳ ଟିମ୍ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଥିଲେ । ହେଲେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ପଶ୍ଚିମ ଦିଲ୍ଲୀ ସ୍ଥିତ ପିରଗରହିରେ ଏହି ଅଟୋ ଫ୍ୟାକ୍ଟ୍ରି ରହିଛି। ସକାଳ ୫ଟା […]

  • Saturday, 10 July 2021
z11-2
ମୋଦିଙ୍କ ‘ଅଭିନନ୍ଦନ’ ଶବ୍ଦକୁ ଏମିତି ଭୁଲ୍‌ ବୁଝି ଟ୍ରୋଲ୍ ହେଲେ ପାକିସ୍ତାନ ଆଙ୍କର

ନୂଆଦିଲ୍ଲୀ: ଚଳିତ ବର୍ଷ ନିର୍ବାଚନରେ ପୂର୍ଣ୍ଣ ବହୁମତ ସହ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ନିର୍ବାଚନ ଜିତିଲା ପରେ ମୋଦି ୩୫୩ ସାଂସଦଙ୍କୁ ସଂସଦର ସେଣ୍ଟାଲ୍‌ ହଲ୍‌ରେ ସମ୍ବୋଧିତ କରିଥିଲେ। ସମ୍ବୋଧନ ଅବସରରେ ସେ ସମସ୍ତଙ୍କୁ ‘ଅଭିନନ୍ଦନ’ ଜଣାଇଥିଲେ। ମୋଦି ଜିତିଥିବା ସାଂସଦଙ୍କୁ ଅଭିନନ୍ଦନ ଜଣାଇଲେ ଅର୍ଥାତ congratulations ବା ବଧାଇ ଜଣାଇଲେ। ଆମେ ସମସ୍ତେ ଏଇଆ ହିଁ ବୁଝିଲୁ। କିନ୍ତୁ ପାକିସ୍ତାନର ଜଣେ ଟିଭି ଆଙ୍କର୍‌ ମୋଦିଙ୍କ ଭାଷଣରେ ‘ଅଭିନନ୍ଦନ’ର […]

  • Saturday, 10 July 2021
pm modi
ବାରଣାସୀରେ କାଶୀ ବିଶ୍ୱନାଥଙ୍କ ଦର୍ଶନ କଲେ ମୋଦି

ବାରଣାସୀ: ଉତ୍ତର ପ୍ରଦେଶ ବାରଣାସୀ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ନିଜ ସଂସଦୀୟ କ୍ଷେତ୍ରକୁ ଆଜି ପ୍ରଧାନମନ୍ତ୍ରୀ ଆସିଛନ୍ତି। ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଅଛନ୍ତି। ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚି ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରିବା ସହିତ ପୂଜାପାଠ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ବାରଣାସୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିବା ବେଳେ ମଧ୍ୟ ମୋଦି କାଶୀ ବିଶ୍ୱନାଥ ମନ୍ଦିରକୁ […]

  • Saturday, 10 July 2021
aaaaaaaaaaaaaaaaaaaaaaaaaaaaa
ମୃତ୍ୟୁ ମୁହଁରୁ ଛଡ଼ାଇ ଆଣିଲେ ୫ ଜୀବନ, ହେଲେ ଫସିଗଲେ ନିଜେ

ସୁରତ୍‌: ସୁରତ ତକ୍ଷଶୀଳାର ସେହି ରାତି ଥିଲା ଏକ ଭୟଙ୍କର ରାତି। ଗୋଟିଏ ବିଜୁଳି ଖୁଣ୍ଟି ରାତିକରେ ନେଇଗଲା ୨୨ ଜୀବନ। ଏହି ବିଦ୍ୟୁତ ଖୁଣ୍ଟରେ ସର୍ଟ ସର୍କିଟ ହୋଇଥିଲା। ସେହି ନିଆଁ ଲାଗିଗଲା ୪ ମହଲା ବିଶିଷ୍ଟ କୋଚିଂ ସେଣ୍ଟରରେ। କିଏ ଜଳିଗଲା, କିଏ ଜୀବନ ବଞ୍ଚାଇବାକୁ ଯାଇ ୪ ମହଲା ଉପରୁ ଡେଇଁ ପଡ଼ିଲା। କୁହାଯାଏ, ବିପଦ ବେଳେ ବୁଦ୍ଧି ଦିଶେନି। ହେଲେ ସେଇ କେତେଜଣଙ୍କୁ ବୁଦ୍ଧି ଦିଶେ, ଯାହା ପାଇଁ ଅନକ ଜୀବନ […]

  • Saturday, 10 July 2021
aaaaaaaaaaaaaaaa
ମା’ଙ୍କ ଆଶୀର୍ବାଦ ନେବାକୁ ଗୁଜୁରାଟ ଯିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବରେ  ଶପଥ ନେବା ପୂର୍ବରୁ ମୋଦି ପ୍ରଥମେ ତାଙ୍କ ମା ହୀରା ବେନଙ୍କୁ ଭେଟି ଆଶୀର୍ବାଦ ନେବେ। ଆସନ୍ତାକାଲି ଏଥିପାଇଁ ଗୁଜରାଟ ଯିବେ ବୋଲି ଟ୍ୱିଟ୍ କରି କହିଛନ୍ତି ମୋଦି। ଏହାପରେ ସୋମବାର ତାଙ୍କ ନିର୍ବାଚନମଣ୍ଡଳୀ ବନାରସ ଯାଇ ଲୋକଙ୍କୁ ଧନ୍ୟବାଦ ଦେବେ ବୋଲି ସେ କରିଥିବା ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ତେବେ ଆଜି ଅପରାହ୍ନରେ ଦିଲ୍ଲୀରେ ବିଜେପି ସଂସଦୀୟ ଦଳ ବୈଠକ ବସିବ। ଏହି ବୈଠକରେ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ମାନେ […]

  • Saturday, 10 July 2021
modi-imran-khan
ମୋଦିଙ୍କ ବିଜୟକୁ ଏମିତି ସମାଲୋଚନା କଲା ପାକିସ୍ତାନ ଖବରକାଗଜ

ଭୁବନେଶ୍ୱର: ଦ୍ୱିତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ବିଭିନ୍ନ ଦେଶରୁ ଛୁଟିଛି ଶୁଭେଛାର ବାର୍ତ୍ତା। ଏହି ଧାରାରୁ ପାକିସ୍ତାନ ବି ବାଦ ପଡ଼ିନି।  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ ଟ୍ୱିଟ୍ କରି ମୋଦିଙ୍କୁ ଶୁଭେଛା ଜଣାଇଛନ୍ତି। ଇମ୍ରାନ ଖାନ୍ ଶୁଭେଛା ବାର୍ତ୍ତାରେ ଆଗକୁ ଦୁଇ ଦେଶ ଏକ ହୋଇ କାମ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଏବଂ ଶାନ୍ତି ଉପରେ ଜୋର ଦେଇଛନ୍ତି। ଔପଚାରିକତା ରକ୍ଷା କରି ଇମ୍ରାନ […]

  • Saturday, 10 July 2021
JOB
ଦୁଇରୁ ଅଧିକ ପିଲା ଥିଲେ ମିଳିବ ନାହିଁ ସରକାରୀ ଚାକିରି

ଯୋଗୀ ଆଦିତ୍ୟନାଥ ଏହାକୁ ଲାଗୁ କରିବା ନେଇ ପୂର୍ବରୁ ଇସାରା ମଧ୍ୟ ଦେଇସାରିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନେ ସରକାରଙ୍କ ଏହି ଆଇନ ଉଲଙ୍ଘନ କରନ୍ତି ସେମାନେ ସରକାରଙ୍କ ପକ୍ଷରୁ ମିଳୁନଥିବା କୌଣସି ବି ଜନମଙ୍ଗଳକାରୀ ଯୋଜନାର ଲାଭ ପାଇବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାସହ ତାଙ୍କର ରାସନ୍ କାର୍ଡ ମଧ୍ୟ ୪ଟି ସଦସ୍ୟ ଭିତରେ ସୀମିତ ରହିବ ଓ କୌଣସି ପ୍ରକାର ସରକାରୀ ସବସିଡି ମଧ୍ୟ ନେଇପାରିବେନି।

Farmer
କଲେକ୍ଟର କରିଦେଲେ କୋଟିପତି

ତେବେ କୃଷକଙ୍କ କହିବା ଅନୁସାରେ, ୧୯୬୧ ମସିହାରେ ମଧ୍ୟପ୍ରଦେଶ ଅନ୍ତର୍ଗତ ସନୱାଲିଆ ରୁଡ଼ିରେ ଥିବା ତାଙ୍କର ପୈତୃକ ଜମିକୁ ତାଙ୍କ ଭାଇଙ୍କଠାରୁ କିଛି ଲୋକ ଖୁବ୍‌ କମ୍‌ ଦାମ୍‌ରେ ସବୁ ଜମି ନେଇ ଯାଇଥିଲେ। ସେହି ସମୟରେ ତାଙ୍କ ଭାଇଙ୍କ ବୟସ ମଧ୍ୟ ଖୁବ୍‌ କମ୍‌ ଥିଲା। ତେଣୁ ସେ ଜମି ବିକି ଦେବାକୁ ରାଜି ହୋଇଯାଇଥିଲେ

zika-virus
କେରଳରେ ଜିକା ଭାଇରସ୍ ପ୍ରକୋପ : ୧୪ ସଂକ୍ରମିତ ଚିହ୍ନଟ ପରେ ସାରା ରାଜ୍ୟରେ ଆଲର୍ଟ ଜାରି

କେରଳରେ କରୋନା ମହାମାରୀ ଆତଙ୍କ ମଧ୍ୟରେ ବର୍ତ୍ତମାନ ଜିକା ଭାଇରସ୍ ଭୟ ସୃଷ୍ଟି କରୁଛି । ଜଣେ ଗର୍ଭବତୀ ମହିଳାଙ୍କ ସମେତ ୧୪ ଜଣ ଲୋକ ମଶା ଦ୍ୱାରା ଭାଇରସ୍ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସଂକ୍ରମଣ ଖବର ସ୍ପଷ୍ଟ ହେବା ପରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏବେ ହାଇ ଆଲର୍ଟ ଜାରି କରାଯାଇଛି ।

noise pollution
ଏଣିକି ଶଦ୍ଦ ପ୍ରଦୂଷଣ କଲେ ଦେବାକୁ ପଡ଼ିବ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜରିମାନା

କଠୋର ହେଲେ ଦିଲ୍ଲୀ ସରକାର। ଶବ୍ଦ କଲେ ଦେବାକୁ ପଡ଼ିବ ଜରିମାନା। ଜେନେରେଟର ଲଗାଇଲେ ଦେବାକୁ ପଡିପାରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା। ଏପରିକି ଘର ତିଆରି ପାଇଁ ମେସିନ ବ୍ୟବହାର କରୁଥିଲେ ମଧ୍ୟ ଦେବେ ଜରିମାନା।

Union Ministers
ମୋଦିଙ୍କ କ୍ୟାବିନେଟ୍‌ର ସବୁଠୁ ଧନୀମନ୍ତ୍ରୀ କିଏ?

ମୋଦି କ୍ୟାବିନେଟ୍‌ରେ ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ପ୍ରଧାନମନ୍ତ୍ରୀ ତାଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି। ସୂଚନା ଅନୁସାରେ, ତାଙ୍କ ପାଖରେ ୩୭୯ କୋଟି ଟଙ୍କା ରହିଛି। କଂଗ୍ରେସ ଶାସନ ସମୟରେ ବି ସେ ସବୁଠୁ ଧନୀ ମନ୍ତ୍ରୀ ଥିଲେ।

Narayan Rane
ଦିନେ ଚିକେନ୍‌ ଦୋକାନୀ ଥିଲେ, ଏବେ କ୍ୟାବିନେଟ୍‌ ମନ୍ତ୍ରୀ

ମହାରାଷ୍ଟ୍ରର ଟାଣୁଆ ନେତା ନାରାୟଣ ରାଣେ | ଶିବସେନାରୁ ନିଜ ରାଜନୀତି ଆରମ୍ଭ କରିଥିବା ନାରାୟଣ ରାଣେ ମୋଦି କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି। କେବଳ ସେ କ୍ୟାବିନେଟ୍‌ ମନ୍ତ୍ରୀ ନୁହେଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ Micro, Small and Medium Enterprises ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ପାଇଛନ୍ତି

micro blogging site Twitter
ଆଇଟି ନିୟମ ନ ମାନିଲେ, କେନ୍ଦ୍ର ଟୁଇଟର ବିରୋଧରେ ଯେ କୌଣସି ପଦକ୍ଷେପ ନେଇପାରିବ-ହାଇକୋର୍ଟ

ଆଇଟି ନିୟମ ନମାନିବା ଯୋଗୁଁ ସୋସିଆଲ୍ ମିଡିଆ ସାଇଟ୍ ଟୁଇଟର ପାଇଁ ବଢୁଛି ଅସୁବିଧା। ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି। ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଟୁଇଟର ଆଇଟି ନିୟମର ଉଲ୍ଲଙ୍ଘନ କରେ ତେବେ କେନ୍ଦ୍ର ସରକାର ଟୁଇଟର ବିରୋଧରେ କୌଣସି ବି ପଦକ୍ଷେପ ନେଇପାରନ୍ତି ।

PM Modi
ନୂଆ ମନ୍ତ୍ରୀଙ୍କୁ ମୋଦିଙ୍କ ଟିପ୍ସ: ପୂର୍ବ ମନ୍ତ୍ରୀଙ୍କୁ ଭେଟି ଜ୍ଞାନ ଆହରଣ କର

ନୂଆମନ୍ତ୍ରୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ। କେମିତି କାମ କରିବେ, କେତେବେଳେ କାର୍ଯ୍ୟାଳୟକୁ ଆସିବେ, ମିଡିଆ ସହ ସମ୍ପର୍କ କିପରି ରଖିବେ ସେ ନେଇ ଦେଲେ ଗୁରୁମନ୍ତ୍ର।

Ashwini Vaishnav
ଦାୟିତ୍ୱ ନେଉ ନେଉ ଆକ୍ସନ ମୋଡ୍‌ରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଦାୟିତ୍ୱ ନେଉ ନେଉ ଆକ୍ସନ ମୋଡ୍‌ରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଗତକାଲି ସେ ରେଳ ମନ୍ତ୍ରାଳୟର ଦାୟିତ୍ୱ ନେବା ପରେ ସର୍ବ ପ୍ରଥମେ ନିଜ ଷ୍ଟାଫଙ୍କ ଅଫିସରେ କାର୍ଯ୍ୟ କରିବାର ସମୟରେ ପରିବର୍ତ୍ତନ କରିଛନ୍ତି।

Ashwini Vaishnaw
ଅଶ୍ୱିନୀଙ୍କୁ ରେଳ ବିଭାଗ ଦାୟିତ୍ୱ ମିଳିବା ପରେ ସାରା ଦେଶର ଜୋରଦାର ଚାଲିଛି ଚର୍ଚ୍ଚା, ହେଲେ କାହିଁକି?

ସେହିପରି ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ସେ ପିଏମ୍ଓରେ ଉପସଚିବ ଏବଂ ପରେ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ରହି ବିଜେପି ଟପ୍ ବ୍ରିଗେଡଙ୍କ ଦୃଷ୍ଟିକୁ ଆସିଥିଲେ। ପ୍ରଶାସନିକ ସେବାରୁ ଅବ୍ୟାବହତି ପରେ ସେ ଜି.ଇ. ଟ୍ରାନ୍ପୋର୍ଟସେନରେ ଏମଡ଼ି ଓ ସିମେନ୍ସର ଭାଇସ୍ ପ୍ରେସିଡେଣ୍ଟ ଭାରେ କାର୍ଯ୍ୟ କରିଥିଲେ। ୨୦୧୨ରେ ଗୁଜରାଟରେ ୨ଟି ଯାନବାହାନ ଯନ୍ତ୍ରାଂଶ ଉତ୍ପାଦନ କଂପାନୀ ଖୋଲିଥିଲେ

New Union Minister
ଦାୟିତ୍ୱ ମିଳିଲା: କିଏ କେତେ କାମ କରୁଛି ତାହା ଦେଖିବେ ଦେଶବାସୀ...

ଶିଳ୍ପ ବିକାଶକୁ ତ୍ୱରାନ୍ୱିତ ଲାଗି ଏହି କ୍ଷେତ୍ରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାକୁ ସଂକଟମୁକ୍ତ କରିବା ପାଇଁ ରାଣେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବା କଥା। ତେଣେ ନିଜ ବାପା ମାଧବରାଓ ସିନ୍ଧିଆଙ୍କ ଭଳି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

Farmer
କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ମଣ୍ଡି ଭିତ୍ତିଭୂମି ସୁଦୃଢ଼ କରିବାକୁ ୧ ଲକ୍ଷ କୋଟି ଟଙ୍କା ଅନୁଦାନକୁ ମିଳିଲା ମଂଜୁରୀ

ବୈଠକ ପରେ ପ୍ରେସମିଟ୍‌ରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟମାନଙ୍କ ପାଇଁ ୨୩ ହଜାର ୧୨୩ କୋଟି ଟଙ୍କାର ଜରୁରୀକାଳୀନ କୋଭିଡ଼ ପାଣ୍ଠି ମଂଜୁର କରାଯାଇଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି।