• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

mamata
ନୀତି ଆୟୋଗ ବୈଠକରେ ଯୋଗ ଦେବେନି ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ କେନ୍ଦ୍ରର ଶାସକ ଦଳ ଭାରତୀୟ ଜନତା ପାର୍ଟି ମଧ୍ୟରେ ଚାଲିଥିବା ବିବାଦ ଯୋଗୁ ପଶ୍ଚିମବଙ୍ଗବାସୀ କେନ୍ଦ୍ରର ଅନେକ ଯୋଜନାରୁ ବାଦ୍ ପଡ଼ିପାରନ୍ତି। ଜୁନ ୧୫ରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେନି ବୋଲି ସ୍ପଷ୍ଟ କରିବା ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି। କାରଣ ରାଜନୀତିକ ଆକ୍ରୋଶ ପାଇଁ ମୋଦିଙ୍କ ପ୍ରଥମ ସରକାରରେ ଅନେକ କେନ୍ଦ୍ରୀୟ ଯୋଜନା ପଶ୍ଚିମବଙ୍ଗ […]

  • Saturday, 10 July 2021
oman-bus-accident
ଓମାନରେ ବସ୍ ଦୁର୍ଘଟଣାରେ ୮ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ରାଷ୍ଟ୍ରର ଓମାନରେ ଗତକାଲି ବସ୍ ଦୁର୍ଘଟଣା ହୋଇଛି। ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ୮ ଜଣ ହେଉଛନ୍ତି ଭାରତୀୟ ବୋଲି ଜଣାପଡ଼ିଛି। ଏବେ ବି ଆହୁରି ୮ ଜଣ ବସ୍ ଯାତ୍ରୀଙ୍କର ଜାତୀୟତା ଚିହ୍ନଟ ହୋଇ ନଥିବାରୁ ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଦୁବାଇ ପୁଲିସ କହିଛି। ୟୁଏଇରେ ଥିବା ଭାରତୀୟ ଦୂତାବାସ ମଧ୍ୟ ବସ୍ ଦୁର୍ଘଟଣା ବାବଦରେ ସ୍ପଷ୍ଟ କରିଛି। ମୃତକଙ୍କ କିଛି ପରିବାରକୁ […]

  • Saturday, 10 July 2021
crime
ଟାଙ୍ଗିଆରେ ହାଣି ୨ ଭାଇଙ୍କୁ ହତ୍ୟା କଲେ ଯୁବକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରି ଥାନା କାତିଆ ଗାଁରେ ଜଣେ ଯୁବକ ଟାଙ୍ଗିଆରେ ହାଣି ୨ ଭାଇଙ୍କୁ ହତ୍ୟା କରିଛନ୍ତି। ଗାଁ ଲୋକେ ଯୁବକଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ଯୁବକଙ୍କ ନାମ ଉଦ୍ଧବ ନାଏକ। ଆଜି ସକାଳେ ଗାଁର ଉଦ୍ଧବ ଜଙ୍ଗଲକୁ କାଠ ହାଣିବାକୁ ଯାଇଥିଲେ। ପୂର୍ବାହ୍ନ ୧୧ଟାରେ ଫେରିବା ବେଳେ ରାସ୍ତାରେ ସେହି ଗାଁର ସମ୍ଭାର ନାଏକଙ୍କୁ ଭେଟିଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ […]

  • Saturday, 10 July 2021
telengana
ତେଲେଙ୍ଗାନାରେ କଂଗ୍ରେସକୁ ଝଟ୍‌କା: ୧୮ରୁ ୧୨ ବିଧାୟକ ଦଳ ଛାଡ଼ିଲେ

ତେଲେଙ୍ଗାନା: ତେଲେଙ୍ଗାନାରେ କଂଗ୍ରେସକୁ ଶକ୍ତ ଝଟ୍‌କା। ଦଳର ୧୨ ବିଧାୟକ  କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଟିଆରଏସରେ ମିଶିବା ନେଇ କରିଛନ୍ତି ଆବେଦନ। ଆଜି କଂଗ୍ରେସ ବିଧାୟକ ରୋହିତ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ୧୨ ଜଣ ବିଧାୟକ ତେଲେଙ୍ଗାନା ବାଚସ୍ପତି ଶ୍ରୀନିବାସ ରେଡ୍ଡୀଙ୍କୁ ଭେଟିଛନ୍ତି । ସୂଚନାଥାଉ କି, ଚଳିତ ନିର୍ବାଚନରେ ତେଲେଙ୍ଗାନର ୧୧୯ ସିଟ୍‌ରୁ ଟିଆରଏସ୍‌ ୮୮ ଟି ଆସନ ପାଇ କ୍ଷମତାକୁ ଆସିଥିଲା। ତେଲେଙ୍ଗାନା ବିଧାନସଭାରେ ଏବେ କଂଗ୍ରେସର କେବଳ ୧୮ ବିଧାୟକ ରହିଛନ୍ତି । […]

  • Saturday, 10 July 2021
r-1
ପାକିସ୍ତାନରେ ରକ୍ତ ଭିଜା ଇଦ୍‌: ଗୁଳିମାଡ଼ରେ ୧୩ ମୃତ

ଇସ୍‌ଲାମାବାଦ: ସମଗ୍ର ବିଶ୍ୱ ବୁଧବାର ଆନନ୍ଦ ଓ ଉଲ୍ଲାସରେ ଇଦ୍‌-ଉଲ୍‌-ଫିତର ପାଳନ କରୁଥିବା ବେଳେ ପାକିସ୍ତାନରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି। ପାକିସ୍ତାନର ମୁଲତାନରେ ଗୋଷ୍ଠୀ ସଘର୍ଷ ପରେ ସଂଘଟିତ ଗୁଳିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଗୋଷ୍ଠୀର ଯୁବକମାନେ ଅନ୍ୟ ଗୋଷ୍ଠୀର ଲୋକଙ୍କ ଉପରେ ଗୁଳିମାଡ଼ କରିବାରୁ ଏଭଳି ହତ୍ୟାକାଣ୍ଡ ଘଟିଛି। ମୁଲତାନରେ ଥିବା ଏକ ମସଜିଦ୍‌ରେ ଇଦ୍‌ ଉପଲକ୍ଷେ ସମୂହ ପ୍ରାର୍ଥନା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହା ଶେଷ ହେବା ପରେ ମସଜିଦ୍‌ […]

  • Saturday, 10 July 2021
police-1
ଚାଉଳ ବ୍ୟବସାୟୀଙ୍କୁ ଧମକ ଦେଇ ଟଙ୍କା ଲୁଟି ନେଲେ କନ୍‌ଷ୍ଟେବଲ୍‌

ସମ୍ବଲପୁର: ସମ୍ବଲପୁରର ଜଣେ ଚାଉଳ ବ୍ୟବସାୟୀଙ୍କୁ ଧମକ ଦେଇ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି କନଷ୍ଟେବଲ । ଗିରପ କନଷ୍ଟେବଲଙ୍କ ନାଁ ଲୋକନାଥ ବେହେରା। ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା।  ଚାଉଳ ବ୍ୟବସାୟୀ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ କନଷ୍ଟେବଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଲୋକନାଥ ସମ୍ବଲପୁର ରିଜର୍ଭ ପୋଲିସରେ କନଷ୍ଟେବଲ ଭାବେ ଚାକିରି କରୁଥିଲେ। ଗତ ଶନିବାର […]

  • Saturday, 10 July 2021
moonsoon-..........
୮ ପରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁବା ପୂର୍ବରୁ ଲୁଚକାଳି ଖେଳୁଛି ମୌସୁମୀ। ମୌସୁମୀ କେରଳ ପାଖାପାଖି ପହଞ୍ଚି ସାରିଛି, ହେଲେ ୮ ତାରିଖ ପରେ ଯାଇ  ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସଦ୍ୟ ଆକଳନ କରି ଏହା କହିଛି। ମୌସୁମୀର ଏଭଳି ସ୍ଥିତି ରହିଲେ ସାରା ଦେଶରେ ବର୍ଷା ବିଳମ୍ୱରେ ହେବ ବୋଲି ଜଣାପଡ଼ିଛି। ସାଧାରଣ ଭାବରେ ୧୫ ଜୁନ ବେଳକୁ ମୁମ୍ୱାଇରେ ମୌସୁମୀ ଛୁଇଁସାରିଥାଏ। କିନ୍ତୁ ଚଳିତଥର ଆହୁରି ସପ୍ତାହେ ବିଳମ୍ୱ ହେବ ବୋଲି ଅନୁମାନ କରାଯାଉଛି । […]

  • Saturday, 10 July 2021
jio 1234
ୱାର୍ଲଡ୍‌ କପ୍‌‌ ପାଇଁ ଜିଓର ପୁଣି ଏକ ଧମାକାଦାର ଅଫର

ଭୁବନେଶ୍ୱର: କ୍ରିକେଟ‍‌ ମ୍ୟାଚ‍‌ ଦେଖିବା ଲାଗି ଜିଓ ହୋଇଛି ଦର୍ଶକଙ୍କ ସବୁଠାରୁ ପ୍ରିୟ ନେଟ୍‌ୱର୍କ। ଏବେ ଜିଓ ବ୍ୟବହାରକରୀମାନେ ସବୁ ମ୍ୟାଚ୍‌ର ମାଗଣା ସିଧା ପ୍ରସାରଣ (ଲାଇଭ୍) ଦେଖି ପାରିବେ। ଜିଓ ବ୍ୟବହାରକାରୀମାନେ ଏଥିରେ ୩୬୫ ଟଙ୍କା ବଞ୍ଚାଇ ପାରିବେ। କ୍ରିକେଟ‍‌ ମ୍ୟାଚ‍‌ ଲାଇଭ୍ ଦେଖିବାରେ ଜିଓ ସବୁଠାରୁ ଗ୍ରହଣୀୟ ସେବା ଭାବେ ପରିଗଣିତ ହୋଇ ଆସୁଛି। ବିଗତ ଆଇପିଏଲ‍ ଆଉ ବିବିସିଆଇ ଦ୍ୱାରା ଆୟୋଜିତ ଇଣ୍ଡିଆ ସିରିଜ୍‌ରେ ଏହା ପ୍ରମାଣିତ ହୋଇଛି। ୩୦ କୋଟିରୁ ଅଧିକ […]

  • Saturday, 10 July 2021
doodle
ଆଜି ଗୁଗଲ୍‌ର ଡୁଡଲ୍‌ରେ ଥିବା ଫଟୋଟି କାହାର ଜାଣନ୍ତି କି ?

ଗୁଗଲ ନିଜର ସର୍ଚ୍ଚ ଡୁଡଲ୍ ସବୁବେଳେ ଦୁନିଆର ବିଶିଷ୍ଟ ବ୍ୟକ୍ତିଙ୍କୁ ସମର୍ପଣ କରିଥାଏ। ଆଜି ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ଅର୍ଥାତ୍ ଜୁନ୍‌ ୫ର ଗୁଗଲ୍ ତାର ଡୁଡୁଲରେ ରଖିଛି ଜଣେ ମହିୟସୀ ମହିଳାଙ୍କୁ। ଏହି ମହିୟସୀ ଜଣକ ହେଲେ ଇଟଲି ଭେନିସ୍‌ ସହରର ଜଣେ ବିଦୂଷୀ ଏଲେନା କୋର୍ନାରୋ ପିସ୍କୋପିଆ। ଏଲେନା କୋର୍ନାରୋ ପିସ୍କୋପିଆ ହେଉଛନ୍ତି ବିଶ୍ୱର ପ୍ରଥମ ପି.ଏଚ୍‌.ଡି ଧାରୀ ମହିଳା। ୧୬୭୮ରେ ତାଙ୍କୁ ଡକ୍ଟରେଟ୍‌ ଉପାଧିରେ ସମ୍ମାନିତ କରାଯାଇଥିଲା।  ଆଜି […]

  • Saturday, 10 July 2021
rape
ଅସହ୍ୟ ହେଲା ବଳାତ୍କାର ଯନ୍ତ୍ରଣା, ଇଚ୍ଛା ମୃତ୍ୟୁକୁ ବାଛିନେଲେ ନାବାଳିକା

ଆମଷ୍ଟାରଡାମ:  ଶୈଶବରେ ଧୂଳି ଘର ଖେଳିବା ସମୟରେ ହିଁ ବାରମ୍ୱାର ବଳାତ୍କାରର ଯନ୍ତ୍ରଣା ସହିବାକୁ ପଡିଥିଲା। ଆଉ ଏହା ଅସହ୍ୟ ହେବାରୁ ଶେଷରେ ନାବାଳିକାଜଣକ ବାଛି ନେଲେ ମୃତ୍ୟୁର ପଥ। ନାବାଳିକାଜଣକ ଏତେମାତ୍ରାରେ ମାନସିକ ସ୍ତରରେ ଯନ୍ତ୍ରଣା ଭୋଗୁଥିଲେ ଯେ, ନିଜକୁ ଶେଷ କରିବାକୁ ସେ ଇଚ୍ଛାମୃତ୍ୟୁ ଲାଗି ଆବେଦନ କରିଥିଲେ। ଆଉ ଏଥିଲାଗି ଅନୁମତି ମିଳିବା ପରେ ହିଁ ସେ ଗତ ରବିବାର ନିଜ ଘରେ କ୍ଲିନିକାଲ ଡେଥ୍‌ ଯୋଗେ ପ୍ରାଣ ହରାଇଛନ୍ତି। ଏପରି  ହୃଦୟ […]

  • Saturday, 10 July 2021
dinyar
ପରଲୋକରେ ବଲିଉଡ୍‌ ଅଭିନେତା ଦିନାୟର୍ କଣ୍ଟ୍ରାକ୍ଟର

ନୂଆଦିଲ୍ଲୀ: ବଲିଉଡ୍‌ର ଭେଟରାନ୍ ଅଭିନେତା ପଦ୍ମଶ୍ରୀ ଦିନାୟର୍ କଣ୍ଟ୍ରାକ୍ଟର ଆଉ ନାହାନ୍ତି। ଆଜି ସକାଳେ ମୁମ୍ବାଇ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ୭୯ ବର୍ଷ ବୟସ ହୋଇଥିଲା। ଗତ କିଛି ମାସ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ବଲିଉଡ, ଥିଏଟର୍ ଏବଂ ଟେଲିଭିଜନରେ ଜଣେ ପରିଚିତ ବ୍ୟକ୍ତିତ୍ୱ ହେଉଛନ୍ତି ଦିନାୟର୍ । ବାଜିଗର୍, ୩୬ ଚାଇନା ଟାଉନ୍, ଖିଲାଡ଼ି, ବାଦଶାହା ଭଳି ଏକାଧିକ ଫିଲ୍ମରେ […]

  • Saturday, 10 July 2021
w21
ଟଏଲେଟ୍‌ ପେପର ପାଇଁ ଏହି ଦେଶରେ କଟାଯାଉଛି ଦିନକୁ ୨୫ ହଜାର ଗଛ

ଭୁବନେଶ୍ୱର: ଆଜି ‘ବିଶ୍ୱ ପରିବେଶ ଦିବସ’। ଜାତିସଂଘର ଅନୁମୋଦନ କ୍ରମେ ୧୯୭୪ ମସିହାରୁ ପ୍ରତି ବର୍ଷ ଜୁନ୍‌ ୫ ତାରିଖ ଅର୍ଥାତ ଆଜିର ଦିନକୁ ‘ବିଶ୍ୱ ପରିବେଶ ଦିବସ’ ଭାବେ ପାଳନ କରାଯାଉଛି। ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏହି ଦିବସକୁ ୧୪୩ଟି ରାଷ୍ଟ୍ରରେ ପାଳନ କରାଯାଉଛି। ଦିନକୁ ଦିନ ବିଗିଡ଼ି ଯାଉଛି ପରିବେଶ। ପ୍ରଦୂଷଣରେ ଅଣନିଃଶ୍ୱାସ ହୋଇପଡୁଛି ଜୀବଜଗତ। ସେତିକି ନୁହେଁ, ପ୍ରଦୂଷିତ ପରିବେଶ ଋତୁଚକ୍ର ଉପରେ […]

  • Saturday, 10 July 2021
flight
ଆଧୁନିକ ଯନ୍ତ୍ରାଂଶ ଲାଗି ନ ଥିବାରୁ ଠାବ ହୋଇ ପାରୁନି ନିଖୋଜ ବିମାନ

ନୂଆଦିଲ୍ଲୀ: ସୋମବାରଠାରୁ ମଝି ଆକାଶରେ ନି‌ଖୋଜ ହୋଇଯାଇଥିବା ବାୟୁସେନାର ଏଏନ୍‌-୩୨ ବିମାନର ପତ୍ତା ଏଯାଏ ମିଳିପାରି ନାହିଁ। ଇତି ମଧ୍ୟରେ ତିନି ଦିନ ବିତି ଯାଇଥିଲେ ହେଁ ବିମାନ ଏବଂ ଏହା ମଧ୍ୟରେ ଥିବା ୧୩ ଜଣ ଲୋକ କେଉଁଠି ଏବଂ କେମିତି ଅଛନ୍ତି, ସେକଥା କେହି ଜାଣିପାରୁନାହାନ୍ତି।  ବିମାନର ସନ୍ଧାନରେ ଇସ୍ରୋ  ସାଟେଲାଇଟ୍‌, ଗୁଇନ୍ଦା ଜେଟ୍‌, ଯୁଦ୍ଧ ବିମାନ, ହେଲିକପ୍ଟର ଓ ସ୍ଥଳ ଭାଗରେ ସେନା ବାହିନୀ ଲାଗିଥିଲେ ହେଁ କେହି ସଫଳତା ପାଇ ନାହାନ୍ତି। […]

  • Saturday, 10 July 2021
nipah-
କେରଳରେ ପୁଣି ନିପା ଭାଇରସ୍‌ ଆତଙ୍କ

ନୂଆଦିଲ୍ଲୀ: କେରଳକୁ ପୁଣି ଫେରିଛି ନିପା ଭାଇରସ୍! ନିପା ଆକ୍ରାନ୍ତ ସନ୍ଦେହରେ ଜଣେ ରୋଗୀଙ୍କୁ ଗତକାଲି ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କର ରିପୋଟ୍ ପଜେଟିଭ୍ ଆସିଛି। ଆଜି ଏ ନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ସୈଲଜା। ଏହି ଘଟଣା ଜଣାପଡ଼ିବା ପରେ ନିପାକୁ ନେଇ କେରଳରେ ପୁଣି ଆତଙ୍କ ଖେଳି ଯାଇଛି। କୋଚି ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଏହି ବ୍ୟକ୍ତିଙ୍କୁ ଏବେ ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯାଉଛି। […]

  • Saturday, 10 July 2021
ui
ନିଖୋଜ ବାୟୁସେନା ବିମାନର ପତ୍ତା ମିଳୁନି

ନୂଆଦିଲ୍ଲୀ: ଗତକାଲିଠାରୁ ନିଖୋଜ ଥିବା ଭାରତୀୟ ବାୟୁସେନା ବିମାନ AN-32ର ଏଯାଏଁ କୌଣସି ପତ୍ତା ମିଳିନି।  ବିମାନକୁ ଖୋଜିବା ପାଇଁ ବାୟୁସେନା ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ।  ସୁଖୋଇ-୩୦ ଓ ସି-୧୩୦ ସ୍ପେଶାଲ ଅପରେସନ ଏୟାରକ୍ରାଫ୍ଟ ଏହି ଅପରେସନରେ ନିୟୋଜିତ କରାଯାଇଛି। ସର୍ଚ୍ଚ ଅପରେସନ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନା ଉପମୁଖ୍ୟ ରାକେଶ ସିଂ ଭାଦୁରିଆଙ୍କ ସହ କଥା ହୋଇଥିବା ସୂଚନା ମିଳିଛି।  ୧୩ ଜଣଙ୍କୁ ନେଇ ଆସାମର ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିବା […]

  • Saturday, 10 July 2021
bjp-cec-meeting_c45dbcce-83c0-11e9-9324-f283958e02d5
କିଏ ସମ୍ଭାଳିବ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ? ଚର୍ଚ୍ଚାରେ ନଡ୍ଡା ଓ ଯାଦବଙ୍କ ନାଁ

ନୂଆଦିଲ୍ଲୀ: ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ସେ ନେଇ ଚାଲିଛି ଆଲୋଚନା । ଏବେ ଏହି ପଦରେ ଅଛନ୍ତି ଅମିତ ଶାହ। ଏଥର ତାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଗୃହ ମନ୍ତ୍ରୀ ପଦ ମିଳିଛି। ତେଣୁ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ । ତାଙ୍କ ପରେ କିଏ ଏହି ପଦ ସମ୍ଭାଳିବ ସେ ନେଇ ଦଳୀୟ ମହାସଚିବଙ୍କ ସହ ଆଲୋଚନା କରିଛନ୍ତି ଶାହ। ଖୁବ ଶୀଘ୍ର ବିଭିନ୍ନ ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ହେବ। ତା […]

  • Saturday, 10 July 2021
hhhhhhhhhhhhhh
ଜଳୁଛି ସାରା ଦେଶ, ରାଜସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର:ଶୁକବ୍ରାର ରାତିରେ ବର୍ଷା ଓ ପବନ ପରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶସ୍ତ ମିଳିଛି ଓଡ଼ିଶାବାସୀଙ୍କୁ । ଆଜି ପାଗ ସାମାନ୍ୟ ଥଣ୍ଡା ଥିବା ବେଳେ ତାପମାତ୍ରା ହ୍ରାସ ପାଇଛି। ଅନ୍ୟପକ୍ଷେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ସାରା ଦେଶ ଜଳୁଛି। ଆଜି ଦେଶର ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି। ରାଜସ୍ଥାନ ଗଙ୍ଗାନଗରରେ ତାପମାତ୍ରା ଶୁକ୍ରବାର ସର୍ବାଧିକ ୪୯.୬ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। ସାରା ଦେଶରେ ଗ୍ରୀଷ୍ମ ପ୍ରବାହରେ […]

  • Saturday, 10 July 2021
yyyyyyyyyy
ସରକାରୀ ବୈଠକରେ ମୋବାଇଲ୍‌ ଫୋନ୍‌ ବ୍ୟାନ୍‌

ଲକ୍ଷ୍ନୌ: ଏଣିକି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ହେଉଥିବା ଯେକୌଣସି ବୈଠକରେ ଯୋଗଦେବା ବେଳେ ମନ୍ତ୍ରୀ କିମ୍ବା ସରକାରୀ ବାବୁମାନେ ସାଙ୍ଗରେ ମୋବାଇଲ୍ ଫୋନ ନେଇ ପାରିବେ ନାହିଁ। କ୍ୟାବିନେଟ୍‌ ମିଟିଂ ବେଳେ ମଧ୍ୟ ଏଭଳି ନିୟମ ଲାଗୁ ହେବ। ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ନିୟମ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “କ୍ୟାବିନେଟ୍‌ ଏବଂ ଅନ୍ୟ ସରକାରୀ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା […]

  • Saturday, 10 July 2021
A
୫ ଟୁରିଷ୍ଟଙ୍କୁ ବଞ୍ଚାଇକୁ ଯାଇ ଜୀବନ ହରାଇଲେ ଗାଇଡ୍‌

ଅନନ୍ତନାଗ: ମୃତ୍ୟୁ ପାଖରେ ସମସ୍ତେ ହାର ମାନନ୍ତି । ହେଲେ ଏମିତି ମଣିଷ ଅଛନ୍ତି ଯେଉଁମାନଙ୍କ ପାଖେ ମୃତ୍ୟୁ ହାର ମାନେ। ସେମାନେ ମରି ବି ହୁଅନ୍ତ ଅମର। ସେମିତି ଜଣେ ବ୍ୟକ୍ତି ରୋହୁ ଅହମଦ ଦାର ଯିଏ ଅନ୍ୟମାନଙ୍କ ପାଇଁ ନିଜ ଜୀବନକୁ ହସି ହସି ଉତ୍ସର୍ଗ କରିଦେଇଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଟୁରିଷ୍ଟ ଗାଇଡ୍‌ ଭାବେ କାର୍ଯ୍ୟ କରୁଥିବା ରୋହୁ ଅହମଦ ଦାର। ସେ ନଦୀରେ ବୁଡ଼ି ଯାଉଥିବା ୫ ଜଣ ଟୁରିଷ୍ଟଙ୍କ ଜୀବନ ବଞ୍ଚାଇବାକୁ […]

  • Saturday, 10 July 2021