• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

LAC
LACରେ ଭାରତ-ଚୀନ ସେନା ମୁହାଁମୁହିଁ, ୩ ଯବାନ ସହିଦ

ନୂଆଦିଲ୍ଲୀ:ଭାରତ-ଚୀନ୍ ସୀମାନ୍ତ LAC ନିକଟରେ ମୁହାଁମୁହିଁ ହୋଇଛନ୍ତି ଦୁଇଦେଶର ସେନା।  ଚୀନ ସେନା ପୁଣି ଦାଦାଗିରି ଦେଖାଇଛି। ଚୀନ ସେନାର ଆକ୍ରମଣରେ  ୩ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସୂଚନାଥାଉ କି, ଗତକାଲି ରାତିରେ ହଠାତ୍‌ ଗାଲବାନ ଘାଟିରେ ଚୀନ-ଭାରତ ସେନା ମୁହାଁମୁହିଁ ହୋଇଥିଲେ। ଚୀନ ସେନା ପକ୍ଷରୁ ଗୁଳିବର୍ଷଣ କରା ଯାଇଥିଲା। ଏଥରେ ଭାରତର ଜଣେ କର୍ଣ୍ଣେଲ ଏବଂ ଦୁଇ ଯବାନ ସହିଦ ହୋଇଥିଲେ। ତେବେ ଚୀନ ପକ୍ଷରୁ କ’ଣ କ୍ଷୟକ୍ଷତି ହୋଇଛି ତା‘ର କୌଣସି […]

  • Tuesday, 13 July 2021
pak-india
ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅପହରଣ ପରେ ଦିଆଯାଇଥିଲା ଅକଥନୀୟ ନିର୍ଯାତନା

ନୂଆଦିଲ୍ଲୀ: ଭାରତୀୟ ଦୂତାବାସର ୨ ଜଣ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ଗତକାଲି ପାକିସ୍ତାନରୁ ନିଖୋଜ ହୋଇଯାଇଥିଲେ। ପରେ ଇସ୍‌ଲାମବାଦ ପୋଲିସ ପକ୍ଷରୁ କୁହାଯାଇଥିଲା, ଏକ ରାସ୍ତା ଦୁର୍ଘଟଣା ମାମଲାରେ ପାକିସ୍ତାନ ପୋଲିସ ୨ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଟକ ରଖିଥିଲା। କିନ୍ତୁ ଏ ନେଇ ଭାରତୀୟ ଦୂତାବାସକୁ କୌଣସି ସୂଚନା ଦିଆଯାଇନଥିଲା। ପରେ ଉଭୟଙ୍କୁ ମୁକ୍ତି କରି ଦେଇଥିଲା ପାକିସ୍ତାନ। ସବୁଠାରୁ ଆଶ୍ଚର୍ଯ୍ୟର କଥା,  ପାକ୍ ପୋଲିସ ଷ୍ଟେସନରେ ଏତଲା ଦେବାର ୭ ଘଣ୍ଟା ପରେ ୨ […]

  • Tuesday, 13 July 2021
corona ward
କରୋନା ଓ୍ୱାର୍ଡରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ଥିବା କରୋନା ଓ୍ୱାର୍ଡରେ ସିସିଟିଭି ଲଗାଇବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଏନେଇ ସଂପୃକ୍ତ ହସ୍ପିଟାଲକୁ ଜଣାଇ ଦିଆଯାଇଛି । ଆକ୍ରାନ୍ତଙ୍କ ଚିକିତ୍ସା ଅନୁଧ୍ୟାନ ଲାଗି ସିସିଟିଭି ଲଗାଇବାକୁ ଶାହ କହିଥିଲେ । ଏହାଛଡ଼ା ଅତିରିକ୍ତ କ୍ୟାଣ୍ଟିନ ପ୍ରସ୍ତୁତ କରି ରଖିବାକୁ ମଧ୍ୟ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶାହ। ଯଦି କାର୍ଯ୍ୟକ୍ଷମ କ୍ୟାଣ୍ଟିନର କର୍ମଚାରୀଙ୍କୁ କରୋନା ସଂକ୍ରମଣ […]

  • Tuesday, 13 July 2021
sushant singh rajput suicide
ସୁଶାନ୍ତଙ୍କ ବିୟୋଗ ସହି ନ ପାରି ପ୍ରାଣ ହାରିଲେ ଭାଉଜ

ନୂଆଦିଲ୍ଲୀ:ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଅକସ୍ମାତ ବିୟୋଗରେ ଯେମିତି ଭାଙ୍ଗିପଡ଼ିଛି ସାରା ଦେଶ। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି।  ତେବେ ଏପରି ସମୟରେ ତାଙ୍କ ପରିବାରକୁ ଆଉ ଏକ ଦୁଃଖ। ସୁଶାନ୍ତଙ୍କ ଏପରି ଅକାଳ ବିୟୋଗକୁ ସହି ନ ପାରି ଆଖିବୁଜିଛନ୍ତି ତାଙ୍କ ପରିବାରର ଆଉ ଜଣେ ସଦସ୍ୟ। ସେ ହେଉଛନ୍ତି ସୁଶାନ୍ତଙ୍କ ଭାଉଜ ସୁଧା। ଗୋଟିଏ ପଟେ ଚାଲିଥିଲଶ ସୁଶାନ୍ତଙ୍କର ଅନ୍ତିମ ସଂସ୍କାର, ଅନ୍ୟପଟେ ବିହାରରେ ରହୁଥିବା ତାଙ୍କର ଭାଉଜ ପ୍ରାଣ ହରାଇଥିଲେ। […]

encounter
ସୋପିଆନରେ ଏନ୍‌କାଉଣ୍ଟର: ୩ ଆତଙ୍କୀ ସଫା

ଶ୍ରୀନଗର:ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା । ଆଜି ଜମ୍ମୁ କାଶ୍ମୀର ସୋପିଆନ୍ ଅଞ୍ଚଳର ତୁକର୍ଓାଙ୍ଗମରେ ଏହି ଏନ୍‌କାଉଣ୍ଟର ହୋଇଛି । ଏଥିରେ ୩ ଆତଙ୍କୀଙ୍କ ନିପାତ କରିଛନ୍ତି ଭାରତୀୟ ସୁରକ୍ଷାବଳ।  ଘଟଣାସ୍ଥଳରୁ AK-47 ଏବଂ ଏକ ଇନସାସ୍ ରାଇଫଲ ଜବତ ହୋଇଛି। ତୁକର୍ଓାଙ୍ଗମ୍ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବରପାଇ ଆଜି ସକାଳୁ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ଆତଙ୍କବାଦୀଙ୍କ ପଟୁ ଗୁଳି ଚାଳନା କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା। ଏଥିରେ […]

  • Tuesday, 13 July 2021
car
କାର ଭିତରେ ଖେଳୁଥିଲେ କୁନି କୁନି ଶିଶୁ, ଡୋର ଲକ୍‌ ପଡ଼ିଗଲା

ଲକ୍ଷ୍ନୌ: ଏମିତି ବି ଆସେ ମୃତ୍ୟୁ। କୁନି କୁନି ପିଲା କାର୍‌ ଭିତରେ ଖେଳୁଥିଲେ। ହେଲେ ସେମାନେ ଜାଣି  ନ ଥିଲେ କାର ଭିତରେ ତାଙ୍କପାଇଁ ଏମିତି ମୃତ୍ୟୁ ଜଗି ବସିଛି ବୋଲି। ହଠାତ୍‌ କାର୍‌ ଲକ୍‌ ପଡ଼ିଗଲା। ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶିଶୁଙ୍କ ଜୀବନ। ଘଟଣା ଘଟିଛି ଉତ୍ତରପ୍ରଦେଶ ମୋରଦାବାଦ ସହରରେ। ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତରପ୍ରଦେଶ ମୋରଦାବାଦ ସହରର ୪ ଜଣ ଛୋଟ ପିଲା କାର ଭିତରେ ଖେଳୁଥିଲେ। […]

  • Tuesday, 13 July 2021
susanta
କାହିଁକି ଆତ୍ମହତ୍ୟା କଲେ ସୁଶାନ୍ତ ? ମାନସିକ ଅବସାଦ ନା ଆଉ କିଛି ?

ମୁମ୍ବଇ: କାହିିଁକି ଏମିତି ଅବେଳରେ ଝଡ଼ିଗଲେ ବଲିଉଡର ଏଇ ଉଜ୍ଜ୍ୱଳ ତାରକା ? ଅବସାଦରୁ ଆତ୍ମହତ୍ୟା ନା ଆଉ କିଛି ? ଯଦି ଅବସାଦ ତାହେଲେ କାରଣ କଣ? ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ  ଏ ଦିଗରେ ତଦନ୍ତକୁ ଆଗକୁ ବଢ଼ାଇ ସୁଶାନ୍ତଙ୍କ ସାଥି ରିଆ ଚକ୍ରବର୍ତ୍ତୀ, ମହେଶ ସେଟ୍ଟୀଙ୍କ ସହ ଅନ୍ୟ କିଛି ନିକଟ ସଂପର୍କୀୟଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। ପୋଷ୍ଟମର୍ଟମ୍ ରିପୋର୍ଟ କହୁଛି, ଫାଶି ଯୋଗୁଁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି। ହେଲେ […]

  • Tuesday, 13 July 2021
corona-test
୧୫ ମିନିଟ୍‌ରେ ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନରେ କୋଭିଡ ପରୀକ୍ଷଣ ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କିଟ୍ ବ୍ୟବହାର କରିବାକୁ ସୁପାରିଶ କରିଛି ICMR । ରାପିଡ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିଥିଲେ, ଏହା ପଛକୁ RT-PCR ଟେଷ୍ଟ କରିବା ଉଚିତ । ଏହା ପରେ ଯଦି କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ତାକୁ ହିଁ ପ୍ରକୃତ ପଜିଟିଭ ଧରାଯିବ ବୋଲି ICMR ପକ୍ଷରୁ କୁହାଯାଇଛି।  ବିନା ଲାବୋରେଟୋରୀ ପରୀକ୍ଷଣରେ ଏହା ଶୀଘ୍ର ଫଳ ନିରୁପଣ କରିବ।  ଏହି […]

  • Tuesday, 13 July 2021
Lac-2
ବର୍ଷ ଶେଷ ସୁଦ୍ଧା ଚୀନ ସୀମାରେ ସଡ଼କ ନିର୍ମାଣ କାମ ଶେଷ କରିବ ଭାରତ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ-ଚୀନ ମଧ୍ୟରେ ଏଲଏସିରେ ବିବାଦ ବିସ୍ଫୋରକ ରୂପ ନେଇଛି । ଅନ୍ୟପକ୍ଷେ ଭାରତ ସୀମାରେ ସଡ଼କ ନିର୍ମାଣ କାମ ଜାରି ରଖିଛି । ବର୍ଡର ରୋଡସ୍‌ ଅର୍ଗାନାଇଜେସନ‌୍ ଆଶା ରଖିଛି, ଚଳିତବର୍ଷ ଶେଷ ସୁଦ୍ଧା ୨୫୫ କିମି ଦୀର୍ଘ ଏଇ ସଡକର ନିର୍ମାଣ କାମ ଶେଷ ହେବ । ଏଠି କହି ରଖିବୁ, ନିର୍ମାଣ ଚାଲିଥିବା ଦାରବୁକ-ଶୌକ-ଦୌଲତବାଗ ଓଲଡି ସଡକ( Darbuk-Shyok-Daulat Beg Oldie-DSDBO)ରେ ପାଖାପାଖି ୮ଟି ଜଳାଶୟ ନିର୍ମାଣ ହେବ । […]

  • Tuesday, 13 July 2021
india
ପାକିସ୍ତାନରେ ଭାରତୀୟ ଦୂତାବାସର ୨ କର୍ମଚାରୀ ନିଖୋଜ

ନୂଆଦିଲ୍ଲୀ:  ଇସଲାମାବାଦରେ ଥିବା ଭାରତୀୟ ଦୂତାବାସର ୨ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି।  CISFର ୨ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ନିଖୋଜ ହୋଇଯାଇଛନ୍ତି । ୨ ଘଣ୍ଟାରୁ ଅଧିକ ହେଲାଣି, ସେମାନଙ୍କର କୌଣସି ପତ୍ତା ମିଳୁନାହିଁ। ସକାଳୁ ଉଭୟ ନିଜ ଡ୍ୟୁଟିରେ ଯୋଗ ଦେଇଥିଲେ। ହେଲେ ଆସିବାର ପ୍ରାୟ ୨ ଘଣ୍ଟା ପରେ ସେମାନଙ୍କର ପତ୍ତା ମିଳୁନାହିଁ ।  ଘଟଣା ପରେ ଭାରତ ପକ୍ଷରୁ ପାକିସ୍ତାନ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ନିଖୋଜ ଦୁଇ କର୍ମଚାରୀ ହାଇକମିଶନରରେ […]

  • Tuesday, 13 July 2021
sushant sing
ସୋଶାଲ ମିଡିଆରେ ସୁଶାନ୍ତଙ୍କ ଶେଷ ପୋଷ୍ଟ କହୁଥିଲା ଏମିତି କିଛି....

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌  ଆଉ ଆମ ପାଖରେ ନାହାନ୍ତି । ରିପୋର୍ଟ ଅନୁସାରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଘରେ ସୁଶାନ୍ତ ରବିବାର ଆତ୍ମହତ୍ୟା କରିଛନ୍ତି । ଏହି ଖବର ଶୁଣିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖେଳି ଯାଇଥିଲା ଶୋକର ଲହରୀ । ଆକ୍ଟରମାନଙ୍କ ଭିତରେ ସୁଶାନ୍ତ ସିଂ ଯଥେଷ୍ଟ ଅଲଗା ଥିଲେ । ଅଧିକାଂଶ ସମୟରେ ସେ ନିଜ ଇନ୍‌ଷ୍ଟାରେ ଅଜିବ ଅଜିବ ପୋଷ୍ଟ ଶେୟାର କରୁଥିଲେ । ଗତକିଛି ଦିନ ହେବ ଇନ୍‌ଷ୍ଟାରେ […]

  • Tuesday, 13 July 2021