ପାଟନା: ବିହାରରେ ଏକ ବିବାହ ସମାରୋହ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ଚିନ୍ତାକୁ ଆହୁରି ବଢାଇ ଦେଇଛି। ଏହି ବିବାହ ଉତ୍ସବରେ ଯୋଗ ଦେଇଥିବା ଅଧିକାଂଶ ଲୋକ ସଂକ୍ରମିତ ହୋଇଥିବା ଦେଖା ଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିବାହ ସମାରୋହରେ ଯୋଗ ଦେଇଥିବା ୩୬୯ ଜଣଙ୍କର ଅନୁସନ୍ଧାନ କରାଯାଇଛି। ସେଥିମଧ୍ୟରୁ ୧୧୧ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ପାଟନାର ପାଲିଗଂଜଠାରେ ଅନୁଷ୍ଠିତ ଏହି ବିବାହର ଠିକ ପରଦିନ ବରର ମୃତ୍ୟୁ ହୋଇଥିଲା |ପରେ ପରୀକ୍ଷାରୁ ଜଣାପଡ଼ିଥିଲା, […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ସଂଖ୍ୟା ବୃଦ୍ଧି ଆଖିରୁ ନିଦ ହଜାଇ ଦେଇଥିବାବେଳେ ମିଳିଛି ଏକ ଆଶ୍ୱସ୍ତିର ଖବର। ଦିଲ୍ଲୀରେ ନୂଆ କରୋନା ଜୀବାଣୁ ସଂକ୍ରମଣ କ୍ଷେତ୍ରରେ ଏକ ବଡ଼ ହ୍ରାସ ଘଟିଛି। ନୂତନ ମାମଲା ସଂଖ୍ୟା ବର୍ତ୍ତମାନ ପ୍ରାୟ ଦୁଇ ହଜାର ଥିବାବେଳେ ଜୁନ୍ ୨୩ ରେ ଏହା ପ୍ରାୟ ୪ ହଜାର (୩୯୪୭ ) ଥିଲା। ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୦୪୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ଅନ୍ୟପକ୍ଷରେ, କେନ୍ଦ୍ର ଗୃହ […]
ମୁମ୍ବାଇ: ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ ତାଜ ହୋଟେଲକୁ ମଙ୍ଗଳବାର ଏକ ଧମକପୂର୍ଣ୍ଣ କଲ ଆସିଥିଲା। କେହି ଜଣେ କଲ କରି ତାଜ ହୋଟେଲ ପ୍ରତି ଆତଙ୍କୀ ଭୟ ଥିବା ଧମକ ଦେଇଥିଲେ। ଏହି ଘଟଣା ପରେ ପରେ ହୋଟେଲର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି। ତାଜ୍ ହୋଟେଲର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ସାଢେ ୧୨ଟା ସମୟରେ ଏହି କଲ ଆସିଥିଲା। କଲ୍ ପାକିସ୍ତାନରୁ ଆସିଥିବା ଜଣାଯାଇଛି। ଫୋନ୍ରେ ଏହି ହୋଟେଲକୁ […]
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସମସ୍ତେ ଦୁଃଖିତ। ସମସ୍ତେ ନିଜ ନିଜ ଉପାୟରେ ଦୁଃଖ ପ୍ରକାଶ କରୁଛନ୍ତି ଏବଂ ସୁଶାନ୍ତଙ୍କ ସ୍ମୃତିକୁ ମନେ ପକାଉଛନ୍ତି। ଏହି ଏହି ତାଲିକାରେ ସାମିଲ୍ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର। ଅଖତର ନିଜ ୟୁଟ୍ୟୁବ ଚ୍ୟାନେଲରେ ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ନେଇ ମତ ରଖିଛନ୍ତି। ଭିଡିଓରେ ସେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଶୋଏବ କହିଥିଲେ, ୨୦୧୬ରେ ସେ ସୁଶାନ୍ତଙ୍କୁ ଭେଟିଥିଲେ। […]
ପାଟନା: ଇଣ୍ଡୋ-ଚାଇନା ବିବାଦ ଉଗ୍ର ରୂପ ନେଉଥିବାବେଳେ ଚୀନ୍ ମିଳିଛି ଏକ ବଡ଼ ଧକ୍କା । Boycott China Campaignକୁ ଆଉ ପାଦେ ଆଗକୁ ବଢାଇ ବିହାରର ଗଙ୍ଗା ନଦୀ ଉପରେ ଏକ ମେଗା ବ୍ରିଜ୍ ପ୍ରକଳ୍ପ ପାଇଁ ଆସିଥିବା ଟେଣ୍ଡରକୁ ବାତିଲ କରି ଦେଇଛନ୍ତି କେନ୍ଦ୍ର ସରକାର। ଏହି ଟେଣ୍ଡରରେ ଚାଇନା କମ୍ପାନୀଗୁଡିକ ଜଡିତ ଥିବାରୁ କେନ୍ଦ୍ର ଏପରି ଏକ ପଦକ୍ଷେପ ନେଇଛି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି, ପାଟଣାର ଗଙ୍ଗା ନଦୀ […]
ଶ୍ରୀନଗର: କାଶ୍ମୀରରେ ନିହତ ହୋଇଥିବା ଜଣେ ବ୍ୟକ୍ତି(ଆତଙ୍କବାଦୀ) ଙ୍କ ମା’ଙ୍କୁ ରାଇଫଲ ସହ ଫଟୋ ଉଠାଇବା ସହ ଆତଙ୍କବାଦୀ ଗୋଷ୍ଠୀରେ ଲୋକଙ୍କୁ ନିୟୋଜିତ କରିବା ଅଭିଯୋଗରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ଗିରଫ କରାଯାଇଛି। ଏହା ବ୍ୟତୀତ ଆତଙ୍କବାଦୀ ନିଯୁକ୍ତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ କୁଲଗାମରେ ସକ୍ରିୟ ଥିବା ଜଣେ ଆତଙ୍କବାଦୀଙ୍କ ଭଉଣୀକୁ ମଧ୍ୟ ଗିରଫ କରିଛି। ଜାମ୍ମୁ କାଶ୍ମୀର ପୋଲିସ ଅଧିକାରୀ ରବିବାର ଏହି ସୂଚନା ଦେଇଛି। ପୋଲିସ ଅଧିକାରୀ ଜଣକ […]
ସୋଶାଲ ମିଡିଆରେ ଏକ ଅଦ୍ଭୁତ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବ୍ୟକ୍ତି ମୁଣ୍ଡରେ ବାଇକ୍ ରଖି ବସ୍ ଉପରକୁ ଚଢୁଛନ୍ତି। ଏପରି ଷ୍ଟଣ୍ଡ ଅତ୍ୟନ୍ତ ଭୟାନକ। ଯୁବକ ଜଣକ ମୁଣ୍ଡରେ ବାଇକ ରଖି ଅନାୟାସରେ ଏକ ସିଡିରେ ଚଟାପଟ ଚଢୁଛନ୍ତି ଏବଂ ଗାଡ଼ିକୁ ବସ୍ ଛାତ ଉପରେ ରଖୁଛନ୍ତି। ଟ୍ୱିଟରରେ ଏହି ଭିଡିଓକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, […]
ଲକ୍ଷ୍ନୌ: ଦିଲ୍ଲୀ ପରେ ଏବେ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ଆରମ୍ଭ ହୋଇଛି ସେରୋଲଜିକାଲ ସର୍ଭେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡୋର ଟୁ ଡୋର ସର୍ଭେ ଆରମ୍ଭ କରାଯାଇଛି । ସେହିଭଳି ଗୋଆ, ଝାଡ଼ଖଣ୍ଡ ଓ ଓଡ଼ିଶାରେ ମଧ୍ୟ ସେରୋଲଜିକାଲ ସର୍ଭେ କରାଯଉଛି । ଗୋଟିଏ ଦିନ ପ୍ରାୟ ୨୦ ହଜାର ସଂକ୍ରମଣ ବଢିବା ପରେ ବିଭିନ୍ନ ରାଜ୍ୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଉଛି। ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ପ୍ରାୟ ୩ ହଜାର […]
ନୂଆଦିଲ୍ଲୀ: ଏକ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ. ବୋବ୍ଡେଙ୍କୁ। ନାଗପୁରରେ ଏକ ଦାମୀ ହାର୍ଲି ଡାଭିଡସନ ବାଇକରେ ବୋବ୍ଡେଙ୍କୁ ବସିଥିବା ସେ ଦେଖିବାକୁ ମିଳିଛି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନାଥାଉ କି, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବୋବ୍ଡେଙ୍କର ବାଇକ୍ ପ୍ରତି ଅହେତୁକ ଦୁର୍ବଳତା ରହିଛି । ଏହାକୁ ନେଇ ସେ ବିଭିନ୍ନ ସମୟରେ ଗଣମାଧ୍ୟମକୁ ଜଣାଇଛନ୍ତି । ଜଷ୍ଟିସ ବୋବଡେ ଲକଡାଉନ ଯୋଗୁଁ […]
ନୂଆଦିଲ୍ଲୀ: କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ଆଶ୍ୱସ୍ତିର ଖବର। ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ରେମଡେସିଭିର୍। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଉକ୍ତ ଔଷଧ ହସ୍ପିଟାଲରେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହେବ। ସୂଚନାଥାଉ କି, ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ସୁଦ୍ଧା ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨,୦୮୬ଜଣ ଚିକିତ୍ସାଧୀନ […]
ନୂଆଦିଲ୍ଲୀ:ଗୋଟିଏ ଦିନର ବ୍ରେକ୍ ପରେ ପୁଣି ବଢିଲା ତେଲ ଦର। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୫ ପଇସା ଓ ଡିଜେଲରେ ୧୩ ପଇସା ବୃଦ୍ଧି ହୋଇଛି । ଲଗାତାର ୨୧ ଦିନ ପରେ ଗତକାଲି ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟରେ ବୃଦ୍ଧି ଘଟି ନ ଥିଲା । ହେଲେ ଦର ପୁଣି ଆଜି ବଢିଛି। ତୈଳ ଦର ବୃଦ୍ଧି ହେବା ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୪୩ ପଇସା […]