ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ତାଙ୍କ ପ୍ରଶଂସକମାନେ ସିବିଆଇ ତଦନ୍ତ ଦାବି କରୁଛନ୍ତି। ପୋଲିସ ଏହି ମାମଲାକୁ ଆତ୍ମହତ୍ୟା ବୋଲି କହି ଏହାକୁ ପ୍ରମାଣିତ କରିବାକୁ ନିରନ୍ତର ଚେଷ୍ଟା କରୁଛି। ତେବେ ୩୪ ବର୍ଷ ବୟସରେ ସୁଶାନ୍ତ କାହିଁକି ଏହି ପଦକ୍ଷେପ ଗ୍ରହଣ କଲେ, ଏହି ରହସ୍ୟର ସମାଧାନ ପାଇଁ ବାନ୍ଦ୍ରା ପୋଲିସ ତାଙ୍କ ନିକଟତର ଲୋକଙ୍କୁ ପଚରାଉଚରା କରୁଛି । ଏହି ମାମଲାରେ ପୋଲିସ ମଙ୍ଗଳବାର (ଜୁନ୍ ୩୦) […]