ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ରୋଚନ ମୋଡ ନେଉଛି। ଗତକାଲି ଗେହଲଟ ସରକାର ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପରେ ଏବେ ସମସ୍ତଙ୍କ ନଜର ରହିଛି ସଚିନଙ୍କ ଉପରେ। କ’ଣ ହେବ ସଚିନ୍ ପାଇଲଟଙ୍କ ପରବର୍ତ୍ତୀ ପଦକ୍ଷେପ ? ଦଳରେ ରହିବେ ନା ଆଉ କିଛି ପନ୍ଥା ଗ୍ରହଣ କରିବେ ? ସେ ନେଇ ଏବେ ଜୋର ଧରିଛି କଳ୍ପନାଜଳ୍ପନା। ସଚିନ୍ ପାଇଲଟଙ୍କୁ ଦଳର ସମସ୍ତ ପଦ ପଦବୀରୁ ବରଖାସ୍ତ କରାଯାଇଛି। ଏପରିକି ପାର୍ଟି […]