ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହେଲାଣି। ଆକ୍ରାନ୍ତଙ୍କ ସହ ମୃତକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ସବୁଠାରୁ ବେଶି ଚିନ୍ତାର ବିଷୟ ହୋଇଛି ଲୋକାଲ କେସ୍। ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଓ ରାଜୀବ ଭବନରେ ସାଧାରଣ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଜୁଲାଇ ୩୧ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିବ। ଲୋକମାନଙ୍କ ଭିଡକୁ କମାଇବା ପାଇଁ ଏହି […]
ନୂଆଦିଲ୍ଲୀ: UPSC ପରୀକ୍ଷାର୍ଥୀଙ୍କୁ ମିଳିବ ସେଣ୍ଟର ବାଛିବା ସୁଯୋଗ। ଅକ୍ଟୋବର ୪ରେ ହେବାକୁ ଥିବା UPSC ସିଭିଲ୍ ପ୍ରିଲିମନାରୀ , IFS ( ଇଣ୍ଡିଆନ ଫରେଷ୍ଟ ସର୍ଭିସ )ମେନ୍ ପରୀକ୍ଷାରେ ଏଥର ପରୀକ୍ଷାର୍ଥୀଙ୍କୁ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ବାଛିବାକୁ ସୁଯୋଗ ମିଳିବ । କୋଭିଡ ପରିସ୍ଥିତିକୁ ଦେଖି ବହୁ ଛାତ୍ରଛାତ୍ରୀ ଏଥିପାଇଁ ଅନୁରୋଧ କରିଥିଲେ। ଆବେଦନ ସମୟରେ ନିଜ ସୁବିଧା ଅନୁସାରେ ସେମାନେ ପରୀକ୍ଷା କେନ୍ଦ୍ରର ବିକଳ୍ପ ଦେଇଥିଲେ । କିନ୍ତୁ କୋଭିଡ ପାଇଁ ପରିସ୍ଥିତି […]
ଚେନ୍ନାଇ : ତାମିଲନାଡ଼ୁର କୁଡ୍ଡାଲୋର ଜିଲ୍ଲାରେ ଆଜି ଏକ ଥର୍ମାଲ ପାୱାର ପ୍ଲାଣ୍ଟରେ ବଡଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ପ୍ରାୟ ୬ ଜଣଙ୍କର ମୃତ୍ୟୁ ଘଟିଛି। ୧୩ ଜଣ ଆହତ ହୋଇଛନ୍ତି। ରାଜଧାନୀ ଚେନ୍ନାଇଠାରୁ ପ୍ରାୟ ୧୮୦ କିମି ଦୂରରେ କୁଡ୍ଡାଲୋରରେ ରହିଛି ଏନଏଲସି ଇଣ୍ଡିଆ ଲିମିଟେଡ୍ର ଏହି ପାୱାର ପ୍ଲାଣ୍ଟ। ହଠାତ୍ ଆଜି ଏହି କାରଖାନାରେ ବିସ୍ଫୋରଣ ହୋଇଥିଲା। ପ୍ଲାଣ୍ଟର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ବଏଲର ଚାଲୁ ନ ଥିଲା। ଘଟଣାର ଯାଞ୍ଚ ଚାଲିଛି। […]
ନୂଆଦିଲ୍ଲୀ: ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାକୁ ଦୃଷ୍ଟିରେ ରଖି ପାକିସ୍ତାନ ଗିଲ୍ଗିଟ-ବାଲ୍ଟିସ୍ତାନର LoC ନିକଟରେ ଦୁଇ ଡିଭିଜନ ସେନା ବିଭାଗ ମୁତୟନ କରିଛି। LoC ନିକଟରେ ପାକିସ୍ତାନୀ ସେନାର ପ୍ରାୟ ୨୦, ୦୦୦ ଟ୍ରୁପ୍ ସୈନ୍ୟ ମୁତୟନ ହୋଇଛନ୍ତି। ଭାରତ ଉପରେ ଚାପ ପ୍ରୟୋଗ କରିବା ପାଇଁ ପାକିସ୍ତାନ ଏପରି କରୁଥିବା କୁହାଯାଉଛି। ଏପରିକି ଏହା ପଛରେ ଚୀନ୍ର ନିର୍ଦ୍ଦେଶ କାର୍ଯ୍ୟ କରୁଛି ବୋଲି ଆଶଙ୍କା କରାଯାଉଛି। ଇକ୍ନମିକ ଟାଇମ୍ସ ସୂତ୍ରରୁ ପ୍ରକାଶ […]