ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ୍ (Saroj Khan) । ୭୨ ବର୍ଷ ବୟସରେ ସରୋଜଙ୍କର ମୁମ୍ବାଇରେ ହୃଦ୍ଘାତରେ ପରଲୋକ ହୋଇଯାଇଛି । ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ମଧୁମେହ ସହ ଅନ୍ୟ କେତେକ ରୋଗରେ ମଧ୍ୟ ପୀଡ଼ିତ ଥିଲେ । ତେବେ କରୋନା ଟେଷ୍ଟିଂରେ ତାଙ୍କର ସାମ୍ପଲ ନେଗେଟିଭ୍ ଆସିଥିଲା । ୨୦୦୦ରୁ […]
ଲକ୍ଷ୍ନୌ: ଅପରାଧୀଙ୍କ ଗୁଳିରେ ୮ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏମିତି ଖବର ମିଳିଛି ଉତ୍ତରପ୍ରଦେଶ କାନପୁରରେ । ମୋଷ୍ଟଓ୍ୱାଣ୍ଟେଡ୍ ଅପରାଧୀଙ୍କ ସହ ଗୁଳିବିନିମୟ ବେଳେ ସହିଦ ହୋଇଛନ୍ତି । କାନପୁର ଧୌବେପୁର ଥାନା ବେକରୁ ଗାଁ ପାଖରେ ଘଟିଥିଲା ଏହି ଗୁଳି ବିନିମୟ। ଗତକାଲି ମଧ୍ୟରାତ୍ରିରେ କାନପୁର ଚୌବେପୁର ଥାନା ଅଞ୍ଚଳରେ ବିକାଶ ଓ ତାଙ୍କ ଗ୍ୟାଙ୍ଗ ସଦସ୍ୟ ଲୁଚି ରହିଥିବା ନେଇ ଖବର ମିଳିଥିଲା। ଯାହା ପରେ ଅଞ୍ଚଳକୁ କଡନ୍ କରିବା ସହ ଗିରଫ […]
ନୂଆଦିଲ୍ଲୀ: କମିଲା ସୁନା ଦର। ଗୁରୁବାର ଘରୋଇ ବଜାରରେ ସୁନାଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଗୁରୁବାର ସକାଳେ ସୁନା ଦରରେ ୦.୨୪ ପ୍ରତିଶତ ହ୍ରାସ ପାଇଛି। ଅର୍ଥାତ୍ ୧୧୭ ଟଙ୍କା ହ୍ରାସ ପାଇ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୮, ୧୫୦ ଟଙ୍କା ରହିଛି। ସୁନା ବ୍ୟତୀତ ବିଶ୍ୱ ବଜାରରେ ରୂପା ଦର ମଧ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଗୁରୁବାର ସକାଳେ ରୂପ ଦର ୦.୪୪ ପ୍ରତିଶତ ଅର୍ଥାତ୍ ୨୧୬ ଟଙ୍କା ହ୍ରାସ […]
x