• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

corona
ଦେଶରେ ୮ ଲକ୍ଷ ପାର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି  ୮ ଲକ୍ଷ ଟପିଲା। ଶନିବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୨୦ ହଜାର ୯୧୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରେ  ୨୨ ହଜାର ୧୨୩ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ୨୪ ଘଣ୍ଟା ମଧ୍ୟରେ ୨୭, ୧୧୪ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୫୧୯ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍-୨,୮୩,୪୦୭ ଥିବାବେଳେ ସୁସ୍ଥ ହୋଇଛନ୍ତି ୫,୧୫,୩୮୫। ମହାରାଷ୍ଟ୍ରରେ ସର୍ବାଧିକ ୨ […]

  • Tuesday, 13 July 2021
nirb
ସାତ ବର୍ଷ ପରେ ମିଳିଲା ନିର୍ଭୟାଙ୍କୁ ନ୍ୟାୟ: ଫାଶିରେ ଝୁଲିଲେ ଚାରି ଦୋଷୀ

ନୂଆଦିଲ୍ଲୀ: ଦୀର୍ଘ ସାତ ବର୍ଷ ପରେ ମିଳିଲା ନିର୍ଭୟାଙ୍କୁ ନ୍ୟାୟ। ଶେଷରେ ଫାଶିଖୁଣ୍ଟରେ ଝୁଲିଲେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଚାରି ଦୋଷୀ। ଏହି ଚାରି ଦୋଷୀ ହେଲେ- ଅକ୍ଷୟ ଠାକୁର, ବିନୟ ଶର୍ମା, ମୁକେଶ ସିଂ ଓ ପୱନ ତିୱାରୀ। ନିର୍ଦ୍ଧାରିତ ସମୟ ଆଜି ସକାଳ ସାଢ଼େ ପାଞ୍ଚଟାରେ ଏହି ଚାରି ଦୋଷୀଙ୍କୁ ଫାଶି ଦିଆଯାଇଥିଲା। ପ୍ରଥମ ଥର ପାଇଁ ଏହି ଚାରି ଜଣଙ୍କୁ ଏକ ସଙ୍ଗେ ଫାଶୀ ଦିଆଯାଇଛି। ଅଧା ଘଣ୍ଟା ଯାଏ ଏହି ଦୋଷୀମାନଙ୍କୁ […]

  • Tuesday, 13 July 2021