ଭୋପାଳ: ମଧ୍ୟ ପ୍ରଦେଶର ଗୁନା ଅଞ୍ଚଳରେ ପୋଲିସର ଏକ ବର୍ବର କାଣ୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା। ପୋଲିସର ଏଇ ବର୍ବରତାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ଏହାକୁ ନେଇ ମଧ୍ୟପ୍ରଦେଶରେ ରାଜନୀତି ଆରମ୍ଭ ହୋଇଗଲାଣି। ଏହି ମାମଲାକୁ ନେଇ ବିରୋଧୀ ସରକାରକୁ ଘେରିବାକୁ ଆରମ୍ଭ କଲେଣି। ଅନ୍ୟପକ୍ଷରେ ଗୁନା ଜିଲ୍ଲାପାଳ ଏବଂ ଏସ୍ପିଙ୍କ ବଦଳି ଦାବି ମଧ୍ୟ ଜୋର ଧରିଛି। ଏଥିସହିତ ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। […]
ଆସାମ: ଆସାମ ବନ୍ୟ ପରିସ୍ଥିତି ସଙ୍ଗୀନ ହୋଇଛି। କାଜିରଙ୍ଗା ଜାତୀୟ ଉଦ୍ୟାନର ୮୦ ପ୍ରତିଶତ ବନ୍ୟାଜଳ ଘେରରେ ବୁଡ଼ି ରହିଛି। ନାଶନାଲ ପାର୍କର ଡାଇରେକ୍ଟର ପି.ଶିବକୁମାରଙ୍କ କହିବା ଅନୁଯାୟୀ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ପାର୍କର ୬୬ ଜୀବଙ୍କର ମୃତ୍ୟୁ ଘଟିଲାଣି। ୧୭୦ ଜନ୍ତୁଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଆସାମରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଅନେକ ଧନ ଜୀବନ ନଷ୍ଟ ହେଲାଣି ଏହି ବନ୍ୟାରେ। ବର୍ତ୍ତମାନ ସୁଦ୍ଧା ଆସାମ ବନ୍ୟାରେ ପ୍ରାୟ ୮୫ ଲୋକଙ୍କ […]
ନୂଆଦିଲ୍ଲୀ: ବାହାରି ସାରିଛି CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଏଥରେ ଜଣେ ଅଟୋ ଡ୍ରାଇଭରଙ୍କ ପୁଅ ସଫଳତାକୁ ନେଇ ଚାରିଆଡେ ଚର୍ଚ୍ଚା। ଖାଲି ଅର୍ଥନୈତିକ ସମସ୍ୟା ନୁହେଁ, ସେ ଶାରୀରିକ ସମସ୍ୟା ସହ ପ୍ରତି ମୁହୂର୍ତ୍ତରେ ଲଢୁଥିଲେ। ତଥାପି ଲକ୍ଷ୍ୟଠୁ ଦୂରେଇ ଯାଇ ନଥିଲେ। ତାଙ୍କର ସେହି ନିଷ୍ଠା ଓ ଉଦ୍ୟମ ଯୋଗୁ ଆଜି ପାଇ ପାରିଛନ୍ତି ଏପରି ସଫଳତା। କେରଳର ଏହି ମେଧାବୀ ଛାତ୍ରଙ୍କ ନାଁ ଅଜୟ ଆର ରାଜ୍। ଅଜୟଙ୍କ ଦୃଷ୍ଟି ଶକ୍ତି […]
ଜୟପୁରୱ : ରାଜସ୍ଥାନର ବିଧାୟକ ସଚିନ ପାଇଲଟ ଓ ତାଙ୍କର ୧୮ ସମର୍ଥକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କଂଗ୍ରେସ। ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସମସ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି ବାଚସ୍ପତି ସିପି ଯୋଶୀ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଡାକିଥିବା ବିଧାୟକ ଦଳ ବୈଠକରେ ଏମାନେ ଯୋଗ ଦେଇନଥିବାରୁ ଏହି ନୋଟିସ୍ ଜାରି […]
ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସ ବିବାଦ ଘଟଣା ପୁଣି ଏବେ ରୋଚକ ମୋଡ ନେଇଛି। ଗତକାଲି ଦଳୀୟ ବୈଠକରେ ସଚିନ ପାଇଲଟ ଓ ଅନ୍ୟ କେତେକ ନେତାଙ୍କୁ ବିଦା କରିବା ପରେ କଡା ମନ୍ତବ୍ୟ ଦେଇଥିବା କଂଗ୍ରେସ ଆଜି ନରମ ଭାବ ପୋଷଣ କରିଛି। ସଚିନ୍ଙ୍କୁ ଦଳକୁ ଫେରାଇ ଆଣିବ ବୋଲି କହିଛି। କିନ୍ତୁ ରଖିଛି କିଛି ସର୍ତ୍ତ। କଂଗ୍ରେସ ମହାସଚିବ ତଥା ରାଜସ୍ଥାନ ପ୍ରଭାରୀ ଅବିନାଶ ପାଣ୍ଡେ ବୁଧବାର କହିଛନ୍ତି, ଯଦି ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ […]
ୱାଶିଂଟନ/ବେଜିଂ:ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସେନା ହିଂସାତ୍ମକ ଘଟଣାରେ ଦୁଇ ଦେଶର ଅନେକ ସେନା ମୃତ୍ୟୁ ମୁଖରେ ପଡ଼ିଥିଲେ। ଭାରତରେ ସହିଦ ହୋଇଥିବା ଯବାନଙ୍କ ପରିଚୟ ପ୍ରକାଶ କରାଯିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେମାନଙ୍କର ଶେଷକୃତ୍ୟ କରାଯାଇଥିଲା। ହେଲେ ଚୀନ ତାଣ ମୃତ ସୈନିକଙ୍କ ପରିଚୟ ପ୍ରକାଶ କରିବାକୁ ବି ମନା କରି ଦେଇଥିଲା। ଆହୁରି ଗୁରୁତ୍ୱପୂର୍ଣ୍ଣ ଖବର ହେଲା ଚୀନ ସରକାର ମୃତ ସୈନିକଙ୍କ ପରିବାର ଲୋକଙ୍କ ଉପରେ ବି ଚାପ ପକାଉଛନ୍ତି। […]
ତାଇପେଇ(Taiwan): ବେଳେବେଳେ ଏମିତି କିଛି ଘଟଣା ଜୀବନରେ ଘଟେ ଯାହାର ଉତ୍ତର ମିଳେନି। ଦେଖିଲେ ଏତିକି ଅନୁଭବ ହୁଏ-ପ୍ରକୃତରେ ଏ ଦୁନିଆ କେଡେ ବିଚିତ୍ର । ଏମିତି ଏକ ବିଚିତ୍ର ଘଟଣା ପ୍ରସଙ୍ଗରେ କହିବାକୁ ଯାଉଛୁ। ତାଇବାନରେ ଘଟିଛି ଏଇ ବିଚିତ୍ର ଘଟଣା। ଏକ ଶିଶୁ ସନ୍ତାନ ଏଠି ଜନ୍ମ ନେଇଛି ଯାହାର ହାତରେ ରହିଛି ଆଣ୍ଟି ପ୍ରେଗ୍ନେନ୍ସି କଣ୍ଟ୍ରାସେପ୍ଟିଭ (IUD)। ଗର୍ଭ ନିୟନ୍ତ୍ରଣ ପାଇଁ ମା’ ଏହାକୁ ବ୍ୟବହାର କରିଥିଲେ। ଏହି ଶିଶୁର ଫଟୋ ଏବେ […]
ଜୟପୁର: ରାଜସ୍ଥାନ କଂଗ୍ରେସ କ୍ରାଇସିଜ୍ ଉପରେ ଏବେ ସମସ୍ତଙ୍କର ନଜର। ଗତକାଲି ଗେହଲଟ ସରକାର ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିଛନ୍ତି। ଦଳରୁ ବାହାରିବା ପରେ ସଚିନ୍ଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେ ବିଜେପିରେ ମିଶିବେ ନାହିଁ ବୋଲି ବାରମ୍ବାର କହି ଆସୁଛନ୍ତି। ଅନ୍ୟପକ୍ଷେ ରାଜସ୍ଥାନରେ କଂଗ୍ରେସର ସ୍ଥିତି ଦେଖିବା ପରେ ବସୁନ୍ଧରା ରାଜେ ଆଜି ଜୟପୁର ଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଆଜି ସଚିନ୍ ପାଇଲଟ୍ ବିଜେପିରେ […]
ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ରୋଚନ ମୋଡ ନେଉଛି। ଗତକାଲି ଗେହଲଟ ସରକାର ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପରେ ଏବେ ସମସ୍ତଙ୍କ ନଜର ରହିଛି ସଚିନଙ୍କ ଉପରେ। କ’ଣ ହେବ ସଚିନ୍ ପାଇଲଟଙ୍କ ପରବର୍ତ୍ତୀ ପଦକ୍ଷେପ ? ଦଳରେ ରହିବେ ନା ଆଉ କିଛି ପନ୍ଥା ଗ୍ରହଣ କରିବେ ? ସେ ନେଇ ଏବେ ଜୋର ଧରିଛି କଳ୍ପନାଜଳ୍ପନା। ସଚିନ୍ ପାଇଲଟଙ୍କୁ ଦଳର ସମସ୍ତ ପଦ ପଦବୀରୁ ବରଖାସ୍ତ କରାଯାଇଛି। ଏପରିକି ପାର୍ଟି […]
ନୂଆଦିଲ୍ଲୀ: ଅନ୍ତରୀକ୍ଷ ରହସ୍ୟମୟ । ହେଲେ ଏଇ ରହସ୍ୟର ଆକର୍ଷଣକୁ କିଏ ବା ଏଡାଇପାରେ ? ଘନ ଅନ୍ଧାର ଆକାଶରେ ଚିକ୍ମିକ୍ କରୁଥିବା ତାରା, ଗ୍ରହ, ଚନ୍ଦ୍ରଙ୍କ ସହ ରହିଛି ଆଉ ଏକ ଅକର୍ଷଣୀୟ ଜିନିଷ । ଜାଣନ୍ତି ତାହା କ’ଣ ? ତାହା ହେଉଛି ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେଶନ। ଭାରତର ୩ ଭିନ୍ନ ଭିନ୍ନ ସହରରେ ଆଜି ରାତିରେ ଏଇ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେଶନ ଦେଖାଯିବ। ଅବଶ୍ୟ ଖୁବ୍ କମ୍ ସମୟ ପାଇଁ ଏହା ଦୃଶ୍ୟ ହେବ। […]
କୋଲକାତା:କରୋନା ଭାଇରସ୍ ବିରୋଧରେ ଲଢୁଥିଲେ ସରକାରୀ ଅଫିସର ଦେବଦତ୍ତା ରାୟ। ଲକ୍ ଡାଉନ୍ବେଳେ ପ୍ରବାସୀ ଶ୍ରମିକ କିପରି ଆସିବେ, କେଉଁଠି ରହିବେ ଓ କିପରି ତାଙ୍କର ଥଇଥାନ କରାଯିବ ତାହା ସୁଚାରୂ ଭାବେ ତୁଲାଉଥିଲେ ଦେବଦତ୍ତା। ହେଲେ ନିଜେ ହାରିଗଲେ କରୋନା ପାଖରେ। ସୋମବାର ସକାଳେ ଆଖି ବୁଜି ଦେଇଛନ୍ତି ଏଇ ଆଗ ଧାଡ଼ିର କରୋନା ଯୋଦ୍ଧା । ଏହି ନିଷ୍ପାପର ଯୁବ ସରକାରୀ ଅଧିକାରୀ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର। ୩୮ ବର୍ଷ ବୟସ୍କ ଦେବଦତ୍ତା ହୁଗ୍ଲି […]