• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

corona
୨୪ ଘଣ୍ଟାରେ କରୋନା ନେଲା ୨୩୦ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟଶ ୧ ଲକ୍ଷ ୯୦ ହଜାର ୫୩୫ରେ ପହଞ୍ଚିଥିବାବେଳେ ଭାରତ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ରାଷ୍ଟ୍ରଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ରହିଛି।  ଗତ ୨୪ ଘଣ୍ଟାରେ ୮ ହଜାର ୩୯୨ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଦିନରେ ଏଯାଏଁ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହେବାରେ ଏହା ସର୍ବାଧିକ । ସେହିପରି ଗତ ୨୪ ଘଣ୍ଟାରେ ୨୩୦ ଜଣଙ୍କ ଜୀବନ ଯିବା ସହ […]

  • Tuesday, 13 July 2021
trump
ବିକ୍ଷୋଭକାରୀଙ୍କୁ ଡରି ବଙ୍କରରେ ଲୁଚିଥିଲେ ଟ୍ରମ୍ପ

ୱାଶିଂଟନ: ମେ’ ୨୫ରେ ମିନେପୋଲିସ୍‌ରେ ପୁଲିସ୍‌ ହେପାଜତରେ ଥିବା କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁପରେ ଆମେରିକାରେ ବିକ୍ଷୋଭ ନିଆଁ ତେଜିବାରେ ଲାଗିଛି। ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ବିକ୍ଷୋଭକାରୀମାନେ ହ୍ୱାଇଟ୍‌ ହାଉସ୍‌ ବାହାରେ ବିକ୍ଷୋଭ କରିଥିଲେ। ଏହାକୁ ନେଇ ପୁଲିସ୍‌ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ଏହି ହିଂସା ୩୦ ସହରରେ ବ୍ୟାପିଗଲାଣି। ଦ ନ୍ୟୁୟର୍କ ଟାଇମ୍ସ ସୂଚନା ଅନୁସାରେ,  ଯେତେବେଳେ ଶତାଧିକ ବିକ୍ଷୋଭକାରୀ […]

  • Tuesday, 13 July 2021
111111
ଚୋରି ଗାଡ଼ି କୋରିଅରରେ ଫେରିଆସିଲା

ଚେନ୍ନାଇ: ଗାଡ଼ି ଚୋରି ଆମ ଦେଶରେ ନୂଆ ନୁହେଁ। ହେଲେ ଥରେ ଭାବନ୍ତୁ ତ, ଗାଡ଼ି ଚୋରି ହୋଇଯାଇଥିବ, ଆଉ କିଛି ଦିନ ପରେ କୋରିଅରରେ ଆସି ଘରେ ପହଞ୍ଚିଯିବ ! ଅସମ୍ଭବ । କାରଣ ଏମିତି ଭଦ୍ର ଚୋର କେହି  ନାହିଁ , ଯିଏ ଗାଡ଼ି‌ ଚୋରି କରି ଫେରାଇବ ! ଏଠ କିନ୍ତୁ ଗାଡ଼ି ଚୋରି ହେଲା, ପୁଣି କୋରିଅରରେ ଫେରି ଆସିଲା। ଘଟଣା ଘଟିଛି ତାମିଲନାଡ଼ୁର ସୁଲ୍ଲୁର ଜିଲ୍ଲାରେ। ୨ ସପ୍ତାହ ତଳେ  […]

  • Tuesday, 13 July 2021
lpg
ଦେଶରେ ବଢିଲା LPG ଦର

ନୂଆଦିଲ୍ଲୀ:ସୋମବାରଠାରୁ ଏଲ୍‌ପିଜି ଗ୍ୟାସ୍ ଦର ବଢିଛି। ଲଗାତାର ତିନିମାସ LPG ଦର କମିବା ପରେ ଏବେ ମେଟ୍ରୋ ସିଟିମାଙ୍କରେ ଏହାର ଦର ସର୍ବାଧିକ ୩୭ ଟଙ୍କା ବୃଦ୍ଧି ପାଇଛି। ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ କୁହାଯାଇଛି, ଅନ୍ତର୍ଜାତୀୟ ସ୍ତରରେ LPG ଦର ଜୁନ୍‌ରେ ବୃଦ୍ଧି ପାଇବାରୁ  ଭାରତରେ ମଧ୍ୟ ରୋଷେଇ ଗ୍ୟାସର ଦର ବୃଦ୍ଧି ଘଟିଛି। ରାଜଧାନୀ ଦିଲ୍ଲୀରେ ୧୧.୫୦ ପଇସା ବୃଦ୍ଧି ଘଟିଥିବାବେଳେ ଚେନ୍ନାଇରେ ୩୭ ଟଙ୍କା ବୃଦ୍ଧି ଘଟିଛି। ସେହିପରି ମୁମ୍ବାଇରେ ୧୧.୫୦ ଏବଂ କୋଲକାତାରେ […]

21213
ଲକ୍‌ ଡାଉନ-୫.୦ ନା ଅନଲକ୍‌ ୧.୦ : ଜାଣନ୍ତୁ, କଟକଣା କେତେ ରହିଲା, କେତେ ହଟିଲା

ଭୁବନେଶ୍ୱର: କାଲିଠୁ ସରି ଯାଇଛି ଲକ୍‌ଡାଉନ ୪.୦।  ଆଜିଠୁ ଖୋଲିଛି କୋଭିଡ୍ ତାଲା । ଅର୍ଥାତ୍‌ ଅନ୍‌ଲକ୍ ୧.୦। ଜୁନ୍ ପହିଲାରୁ ଜୁନ୍ ୩୦ ଯାଏଁ ମାସେ ପାଇଁ ସରକାର ନୂଆ ଗାଇଡାଲାଇନ୍ ଜାରି କରିଛନ୍ତି । ଅନ୍‌ଲକ୍‌-୧.୦ରେ ଆଜିଠୁ ଦେଶ ଭିତରେ ଲୋକଙ୍କ ଯାଆସ କଟକଣା ମୁକ୍ତ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଯାତାୟତ ଓ ମାଲ ପରିବହନ କଟକଣାକୁ ହଟାଇ ଦିଆଯାଇଛି । ଆଜିଠୁ ଯାତାୟାତ ପାଇଁ ଆଉ କୌଣସି ଅନୁମତିର ଆବଶ୍ୟକତା ନାହିଁ […]

corona
୨୪ ଘଣ୍ଟାରେ ୨୩୦ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୫୩୫କୁ ବୃଦ୍ଧି ପାଇଛି। ଏଥିସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୩୯୪ରେ ପହଞ୍ଚିଛି । ୯୩ ହଜାର ୩୨୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୯୧ ହଜାର ୮୧୯ ଆରୋଗ୍ୟ ହୋଇଛନ୍ତି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୨ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୩୦ ଜଣଙ୍କର ମୃତ୍ୟୁ […]

  • Tuesday, 13 July 2021