• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

forex
 ଭାରତୀୟ ଅର୍ଥନୀତି ପାଇଁ ଖୁସି ଖବର: ବିଦେଶୀ ମୁଦ୍ରା ଭଣ୍ଡାରରେ ଜବରଦସ୍ତ ବୃଦ୍ଧି

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ କାରବାର ବନ୍ଦ। ବେପାର ବଣିଜ ମାନ୍ଦା। ଦେଶ ଅର୍ଥନୀତିରେ ଏକପ୍ରକାର ମାନ୍ଦାବସ୍ତା ଆସି ଯାଇଛି।   ଭାରତୀୟ ଅର୍ଥନୀତି ପାଇଁ ଖୁସି ଖବର ରହିଛି ।  ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୫ ଜୁନ୍ ସୁଦ୍ଧା ପାଞ୍ଚ ଶହ ବିଲିଅନ ବା ଅଧ ଟ୍ରିଲିଅନ ଡଲାର ପାର୍ କରିଛି । ଜୁନ୍ ୫ରେ ସମାପ୍ତ ହୋଇଥିବା ଗୋଟିଏ ସପ୍ତାହ ମଧ୍ୟରେ ୮.୨୨ ବିଲିୟନ ଡଲାରର ବୃଦ୍ଧି ଘଟିଛି। ଏଥିସହ ଦେଶର ବିଦେଶୀ ମୁଦ୍ରାଭଣ୍ଡାର […]

petrol
୭ମ ଦିନରେ ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଶନିବାର ଦିନ ସପ୍ତମ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଆଜି ମୂଲ୍ୟ ସଂଶୋଧନ ପରେ ପେଟ୍ରୋଲ ୫୯ରୁ ୬୧ ପଇସା ବଢିଥିବାବେଳେ ହୋଇଥିବାବେଳେ ଦେଶର ପ୍ରମୁଖ ସହରଗୁଡ଼ିକରେ ଡିଜେଲ ମୂଲ୍ୟ ୫୦ରୁ ୬୦ ବୃଦ୍ଧି ପାଇଛି। ଗତ ୬ ଦିନ ମଧ୍ୟରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩ ଟଙ୍କା ୯୦ ପଇସା ଏବଂ ଡିଜେଲର ମୂଲ୍ୟ ପ୍ରାୟ ୪ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଆଜି […]

  • Tuesday, 13 July 2021
supreme court
ଲକ୍‌ଡାଉନ ସମୟରେ ଦରମା ଦେଇ ନ ଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି

ନୂଆଦିଲ୍ଲୀ: ବେସରକାରୀ ନିଯୁକ୍ତିଦାତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଲକଡାଉନ ସମୟରେ ଶ୍ରମିକମାନଙ୍କୁ ପାଉଣା ଦେଇପାରିନଥିବା ଘରୋଇ ନିଯୁକ୍ତିଦାତାଙ୍କ ବିରୋଧରେ ଜୁଲାଇ ଶେଷ ପର୍ଯ୍ୟନ୍ତ କୌଣସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ । ଏ ସମ୍ପର୍କିତ ଏକାଧିକ ମାମଲାରେ ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ କର୍ମଚାରୀଙ୍କୁ କିଭଳି ସୁବିଧାରେ ସେମାନଙ୍କ ପ୍ରାପ୍ୟ ମିଳିପାରିବ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଏନେଇ ସୁଗମ ପଥ ବାହାର […]

  • Tuesday, 13 July 2021
doctor
କରୋନା ନଷ୍ଟ କରିଦେଲା ଫୁସ୍‌ଫୁସ୍‌: ବଞ୍ଚାଇଲେ ଭାରତୀୟ ବଂଶୋଦ୍ଭବ ଡାକ୍ତର ଅଙ୍କିତ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ବଡ଼ ସଫଳତା । ଆମେରିକାରେ ପ୍ରଥମ ଥର ଫୁସଫୁସ୍ ପ୍ରତିରୋପଣ କରି ବିଦେଶରେ ଭାରତର ଗୌରବ ବଢାଇଛନ୍ତି ଡା. ଅଙ୍କିତ ଭାରତ। ଆମେରିକାରେ କରୋନା ସଂକ୍ରମଣରେ ଜଣେ ୨୦ ବର୍ଷିୟ ଯୁବତୀଙ୍କ ଫୁସଫୁସ୍ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ତାଙ୍କର ଜୀବନ ବଞ୍ଚାଇବା ଡାକ୍ତରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ।ଭେଣ୍ଟିଲେଟର ସାହାଯ୍ୟରେ କିଛି ଦିନ ରହିବା ପରେ ଫୁସଫୁସ୍ ଟ୍ରାନ୍ସପ୍ଲାଣ୍ଟ କରିବା ନେଇ ନିଷ୍ପତ୍ତି ହୋଇଥିଲା। ଆମେରିକାର […]

  • Tuesday, 13 July 2021
bridge
ଛତିଶଗଡ଼ର ପୁଣି ଦାଦାଗିରି; ସୁନ୍ଦରଗଡ଼ ଇବ୍‌ ନଦୀ ଉପରେ କରୁଛି ଆନିକଟ୍‌

ନୂଆଦିଲ୍ଲୀ: ଇବ୍ ନଦୀ ଉପରେ ଛତିଶଗଡ଼ର ଦାଦାଗିରି । ପ୍ରଥମେ ଇବ ନଦୀର ଉପର ମୁଣ୍ଡରେ ଏକ ହାଇଡ୍ରୋ ପାଓ୍ୱାର ପ୍ରୋଜେକ୍ଟ ଏବଂ ତା ତଳକୁ ଏକ ଜଳସେଚନ ପ୍ରକଳ୍ପ କରି ପାଣିକୁ ଅଟକାଇଥିଲା ଛତିଶଗଡ । ଆଉ ଏବେ ପୁଣିଥରେ ସୁନ୍ଦରଗଡ଼ ସୀମାନ୍ତ ସମଡମାଠାରେ ୧୭ କୋଟି ଟଙ୍କା ବ୍ୟୟରେ ଏକ ଆନିକଟ ନିର୍ମାଣ କରୁଛି ଛତିଶଗଡ଼ । ଏହି ଆନିକଟରେ ରହିଛି ୪୦ଟି ଗେଟ୍ । ବନ୍ୟା ଜଳର ୯୫ ଦଶମିକ ୮ ପ୍ରତିଶତ […]

  • Tuesday, 13 July 2021
india
ଭାରତକୁ ପୁଣି ଧମକେଇଲା ଚୀନ-ଆମେରିକାର ସାହାଯ୍ୟ ନେଲେ ଛାଡ଼ିବୁନି

ବେଜିଂ: ଲଦାଖରେ ଉତ୍ତେଜନା ଦୂର କରିବା ପାଇଁ ଚକ୍କରରେ ଚୀନର ସରକାରୀ ମିଡିଆ ପୁଣି ଥରେ ଭାରତକୁ ଧମକ ଦେଇଛି। ଭାରତ ନିରପେକ୍ଷତା ପାଳନ କରିବା ସହ ଆମରିକାଠାରୁ ଦୂରେଇ ରହିବା ପାଇଁ ଚେତାବନୀ ଦେଇଛି। ଚୀନର ସରକାରୀ ଖବରକାଗଜ ଗ୍ଲାବାଲ ଟାଇମ୍ସ କହିଛି, ଭାରତ ଚୀନକୁ ବିରୋଧ କରିବା ପାଇଁ ଯଦି ଆମେରିକାର ସାହାଯ୍ୟ ନିଏ ତେବେ ଚୀନ ନିଜର ସ୍ୱାର୍ଥ ପାଇଁ ଯେ କୌଣସି ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବନି। ରାଜନୈତିକ ହେଉ ବା […]

  • Tuesday, 13 July 2021
china-111
ଅବିବାହିତ ପୁରୁଷଙ୍କ ପାଇଁ ସଙ୍କଟ; ୨୦୫୦ ବେଳକୁ ମିଳିବେନି କନିଆ

ବେଜିଂ: ଚାଇନାରେ ଅବିବାହିତ ପୁରୁଷଙ୍କ ସଂଖ୍ୟା ବୃଦ୍ଧି ସଙ୍କଟର କାରଣ ପାଲଟିଛି। ଲିଙ୍ଗଗତ ଅସମାନତା ହେତୁ ଚୀନ୍‌ର ଅବସ୍ଥା ଏତେ ଖରାପ ହୋଇଛି ଯେ ୨୦୫୦ ସୁଦ୍ଧା ୩୦ ନିୟୁତ ପୁରୁଷ ଅବିବାହିତ ରହିବେ। ଏହି ସଙ୍କଟର ସମାଧାନ ପାଇଁ ଜଣେ ଚାଇନାର ଜଣେ ପ୍ରଫେସର କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସରକାର ମହିଳାମାନଙ୍କୁ ଦୁଇ କିମ୍ବା ଅଧିକ ସ୍ୱାମୀ ରଖିବାର ଅଧିକାର ଦେବା ଉଚିତ୍। ଚାଇନାର ଅର୍ଥନୀତିଜ୍ଞ ୟି କାଙ୍ଗ ଏନ୍‌ଜି […]

  • Tuesday, 13 July 2021